Posted inଜାତୀୟ

ଇଡି ଅଫିସ୍‌ରେ ପହଞ୍ଚିଲେ ସୋନିଆ: ବାହାରେ ବିରୋଧ ପ୍ରଦର୍ଶନ ଜାରି

ନୂଆଦିଲ୍ଲୀ,୨୧।୭: ନ୍ୟାଶନାଲ୍‌ ହେରାଲ୍ଡ ମାମଲାରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ପଚରାଉଚରା ପାଇଁ ହାଜର ହୋଇଛନ୍ତି। ତାଙ୍କ ସହ ଝିଅ ପ୍ରିୟଙ୍କା ଏବଂ ପୁଅ ରାହୁଲ ଗାନ୍ଧୀ ମଧ୍ୟ ଯାଇଛନ୍ତି। ଏପଟେ ଏହାକୁ ବିରୋଧ କରି କଂଗ୍ରେସକର୍ମୀମାନେ ଇଡି ଅଫିସ୍‌ ବାହାରେ ପ୍ରଦର୍ଶନ କରିଛନ୍ତି। କଂଗ୍ରେସର ବିରୋଧକୁ ଦୃଷ୍ଟିରେ ରଖି ଟ୍ରାଫିକ ପୋଲିସ ଶୃଙ୍ଖଳା ରକ୍ଷା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଛି।
ନ୍ୟାଶନାଲ ହେରାଲଡ କାରବାରରେ ସୋନିଆଙ୍କର ଭୂମିକା ନେଇ ଇଡି ତାଙ୍କୁ ପଚରାଉଚରା କରାଯିବ। ଏହି ମାମଲାରେ ପୂର୍ବରୁ ସୋନିଆଙ୍କୁ ଜୁନ ୮ରେ ହାଜର ପାଇଁ ନୋଟିସ ହୋଇଥିଲା। କିନ୍ତୁ ଜୁନ ୧ରେ ସେ କରୋନା ସଂକ୍ରମିତ ହେବା ଯୋଗୁ ହାଜର ପାଇଁ ଅଧିକ ସମୟ ମାଗିଥିଲେ। ଏହାପୂର୍ବରୁ ନ୍ୟାଶନାଲ୍‌ ହେରାଲ୍ଡ ମାମଲାରେ ରାହୁଲ ଗାନ୍ଧି ଇଡିରେ ମାରାଥନ ଜେରାର ସମ୍ମୁଖୀନ ହୋଇସାରିଛନ୍ତି।
ତେବେ ଇଡିକୁ ଭର୍ତ୍ସନା କରି ସାରା ଦେଶରେ ଦଳ ପକ୍ଷରୁ ବିକ୍ଷୋଭ କରାଯିବ। ଏହାଛଡ଼ା ସମସ୍ତ ରାଜ୍ୟରେ ଥିବା ଇଡି ଅଫିସ ଆଗରେ ଦଳ ପକ୍ଷରୁ ଧାରଣା ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ୯ ଯାଏ କର୍ନାଟକରେ ପ୍ରବଳ ବର୍ଷା: ସତର୍କ କଲା ଆଇଏମ୍‌ଡି

ବେଙ୍ଗାଲୁରୁ, ୫।୯: ବେଙ୍ଗାଲୁରୁ ଏବଂ ଉପକୂଳ କର୍ନାଟକର ବିଭିନ୍ନ ଅଞ୍ଚଳରେ ଆସନ୍ତା ୯ ତାରିଖ ଯାଏ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭାରତ...

ଆଜି କମଲନାଥଙ୍କ ଶକ୍ତି ପରୀକ୍ଷା

ନୂଆଦିଲ୍ଲୀ/ଭୋପାଳ,୧୬।୩(ଆଇଏଏନ୍‌ଏସ୍‌): ମଧ୍ୟପ୍ରଦେଶ ବିଧାନସଭାରେ ସୋମବାର କମଲନାଥ ସରକାର ଆସ୍ଥାଭୋଟର ସମ୍ମୁଖୀନ ହେବେ। ଏହା ପୂର୍ବରୁ ଭୋପାଳରେ ରାଜନୈତିକ ତତ୍ପରତା ବୃଦ୍ଧି ପାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ...

ଯାତ୍ରୀଙ୍କ ତଥ୍ୟ ଚୋରି ଅଭିଯୋଗକୁ ଖଣ୍ଡନ କଲା ରେଲଓ୍ବେ

ନୂଆଦିଲ୍ଲୀ,୨୯ା୧୨: ଭାରତୀୟ ରେଳପଥର ୩ କୋଟି ଯାତ୍ରୀଙ୍କ ତଥ୍ୟ ଚୋରି କରାଯାଇ ଡାର୍କ ଓ୍ବେବ୍‌ରେ ବିକ୍ରି ପାଇଁ ରଖାଯାଇଥିବା ହକରମାନଙ୍କ ଫୋରମ୍‌ ପକ୍ଷରୁ ଦାବି କରାଯାଇଛି।...

ରାହୁଲ ଗାନ୍ଧୀ ଦେଶର ମନୋବଳକୁ ଦୁର୍ବଳ କରୁଛନ୍ତି: ରବିଶଙ୍କର ପ୍ରସାଦ

ନୂଆଦିଲ୍ଲୀ,୨୭।୫: କରୋନା ଭାଇରସକୁ ନେଇ ଦେଶରେ ଜାରି ହୋଇଥିବା ଲକ୍‌ଡାଉନ୍‌ ଏବଂ ଚାଇନା-ନେପାଳ ସହ ହୋଇଥିବା ସୀମା ବିବାଦକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ...

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଆବେଦନ ଉପରେ ନିର୍ବାଚନ କମିଶନରଙ୍କୁ ନୋଟିସ ପଠାଇଲେ ସୁପ୍ରିମକୋର୍ଟ

ରାଞ୍ଚି,୧୫।୧୧: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡାଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ଶୁଣାଣି କରିଛନ୍ତି। ଏହି ଶୁଣାଣି ସମୟରେ କୋର୍ଟ ଭାରତର ନିର୍ବାଚନ କମିଶନଙ୍କୁ...

ସିଏଏକୁ ବିରୋଧ: ଜାମିଆରେ ବସ୍‌ ଜାଳିଦେଲେ ପ୍ରଦର୍ଶନକାରୀ

ନୂଆଦିଲ୍ଲୀ, ୧୫।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ଦିଲ୍ଲୀର ଜାମିଆ ଅଞ୍ଚଳରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ରବିବାର ଏହି ବିକ୍ଷୋଭ ଉଗ୍ର ରୂପ...

ଚଳିତ ବର୍ଷ ରାମଲଲାଙ୍କୁ ରାକ୍ଷୀ ବାନ୍ଧିବେ ମୁସଲମାନ ମହିଳା

ଅଯୋଧ୍ୟା,୨୮।୭: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ସମର୍ଥନ କରୁଥିବା ମୁସଲମାନ ମହିଳାମାନେ ଏଥର ରାକ୍ଷୀ ତିଆରି କରିଛନ୍ତି। ଏହି ରାକ୍ଷୀକୁ ରାମ ଜନ୍ମଭୂମି...

ଦେବାଳିଆ ଆଇନରେ ହେବ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୯।୧ : ସରକାର ଇନସଲଭେନ୍ସି ଏବଂ ଦେବାଳିଆ କୋଡ (ଆଇବିସି) ରେ କେତେକ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦେଇଛନ୍ତି। ଏହି ପରିବର୍ତ୍ତନଗୁଡିକ ପ୍ରକ୍ରିୟାକୁ ଶୀଘ୍ର ଟ୍ରାକିଂ...

Advertisement
Archives

Model This Week