କମ ହେବ ପ୍ରଧାନମନ୍ତ୍ରୀ ମୋଦିଙ୍କ କନଭେ ଖର୍ଚ୍ଚ; ମୋଦିଙ୍କୁ ଜବରଦସ୍ତ କଟାକ୍ଷ, ଉଦ୍ଧବ ଗୋଷ୍ଠୀ କହିଲେ, ‘ଦୟାକରି ଏପରି କରନ୍ତୁ ନାହିଁ, କାରଣ…’
ନୂଆଦିଲ୍ଲୀ,୧୪।୫: ଦେଶବାସୀଙ୍କ ପ୍ରତି ଆହ୍ବାନ ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ କନଭେ ଖର୍ଚ୍ଚକୁ ହ୍ରାସ କରିଛନ୍ତି। ବୁଧବାର, ପ୍ରଧାନମନ୍ତ୍ରୀ ମୋଦିଙ୍କ ଗାଡ଼ି ସହ କେବଳ ଦୁଇଟି ଗାଡ଼ି ଦେଖାଯାଇଥିଲା, ଯେତେବେଳେ ପୂର୍ବରୁ ଏଥିରେ ୧୨ ରୁ ୧୩ ଗାଡ଼ି ଥିଲା।…
ତ୍ରିଶାଙ୍କୁ ବଡ଼ ଝଟକା: ଥଲାପତି ବିଜୟଙ୍କ ସ୍ବତନ୍ତ୍ର ଅନୁମତି ସତ୍ତ୍ୱେ ବି…
ଚେନ୍ନାଇ,୧୪।୫: ଦକ୍ଷିଣ ସୁପରଷ୍ଟାର ସୂର୍ଯ୍ୟ ଏବଂ ତ୍ରିଶା କୃଷ୍ଣନଙ୍କ ଫିଲ୍ମ “କରୁପ୍ପୁ”ର ପ୍ରଥମ ଦିନର ଶୋ’ ବାତିଲ କରାଯାଇଛି। ଫିଲ୍ମଟି ମେ ୧୪ ତାରିଖରେ ରିଲିଜ ହେବାର ଥିଲା। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଥଲାପତି ବିଜୟ ଫିଲ୍ମର ସକାଳ ଶୋ’ ପାଇଁ ସ୍ବତନ୍ତ୍ର…
ହର୍ମୁଜ୍ ପ୍ରଣାଳୀ ନିକଟରେ ଭାରତୀୟ ଜାହାଜ ଉପରେ ଆକ୍ରମଣ, ଏପରି କାର୍ଯ୍ୟକୁ ବରଦାସ୍ତ….
ନୂଆଦିଲ୍ଲୀ,୧୪।୫: ଓମାନ ଉପକୂଳରେ ଏକ ଭାରତୀୟ ଜାହାଜ ଉପରେ ଆକ୍ରମଣ ହୋଇଛି । ଏହାକୁ ନେଇ ଭାରତ ତୀବ୍ର କ୍ରୋଧ ପ୍ରକାଶ କରିଛି । ଏହି ଘଟଣାକୁ ଅଗ୍ରାହ୍ୟ ବୋଲି ଦର୍ଶାଇ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଅନ୍ତର୍ଜାତୀୟ ସାମୁଦ୍ରିକ ବାଣିଜ୍ୟ…
ବାଂଲାଦେଶ ସରକାରଙ୍କ ବଡ଼ ବୟାନ, କହିଲେ ‘ଭାରତରେ ମୁସଲମାନମାନଙ୍କ ଉପରେ ନିର୍ଯାତନାର କୌଣସି ପ୍ରମାଣ ନାହିଁ’
ଢାକା,୧୪।୫: ବାଂଲାଦେଶ ସରକାର ଦେଶର ସର୍ବବୃହତ ଇସଲାମିକ ଦଳ, ଜମାତ-ଏ-ଇସଲାମି ଏବଂ ଏହାର ସହଯୋଗୀମାନଙ୍କ ଦ୍ୱାରା କରାଯାଇଥିବା ଦାବିକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛି, ଯେଉଁଥିରେ କୁହାଯାଇଛି ଯେ ଭାରତର ବିଭିନ୍ନ ସ୍ଥାନରେ ପଶ୍ଚିମବଙ୍ଗ ଏବଂ ଆସାମ ସମେତ ଆଉ କିଛି ସ୍ଥାନର…
ମେଗା ଜଳସେଚନ ଯୋଜନାରୁ ବାଦ୍ପଡ଼ିଛି କାଣ୍ଡସର, ଜଳସେଚନ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ବିକ୍ଷୋଭ
ଦିଗପହଣ୍ଡି,୧୪ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗାଁକୁ ପାର୍ବତୀଗିରି ମେଗା ଉଠା ଜଳସେଚନ ପ୍ରକଳ୍ପ ଯୋଜନାରୁ ବାଦ୍ ଦିଆଯାଇଥିବା ପ୍ରତିବାଦରେ ଗାଁର ଚାଷୀକୁଳ ମେଳି ବାନ୍ଧିଛନ୍ତି। ଗୁରୁବାର ପୂର୍ବତନ ସରପଞ୍ଚ କେ.ସଞ୍ଜୀବ ରେଡ୍ଡୀଙ୍କ…
ବାରଣ୍ଡାରେ ଶୋଇଥିବା ବେଳେ କାମୁଡିଦେଲା ସାପ, ଚାଲିଗଲା ବୃଦ୍ଧଙ୍କ ଜୀବନ
ଗଜପତି,୧୪ା୫(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅନ୍ତର୍ଗତ କୁଜାସିଂ ପଞ୍ଚାୟତର ଲଣ୍ଡାହାତୀ ଗ୍ରାମରେ ସାପ କାମୁଡ଼ାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ସେହି ଗ୍ରାମର ବିଜୟ ଭୁୟାଁ (୬୦)। ବିଳମ୍ବିତ ରାତିରେ ବିଜୟ ଘର…
ବିଦ୍ୟୁତ ଆଘାତରେ ବ୍ୟକ୍ତି ଗୁରୁତର, ବିଦେଇପୁର ବିଦ୍ୟୁତ କାର୍ଯ୍ୟାଳୟ ଆଗରେ ଗ୍ରାମବାସୀଙ୍କ ଧାରଣା
ବାସୁଦେବପୁର,୧୪।୫(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ବିଦେଇପୁର ୩୩ କେଭି ଷ୍ଟ୍ରକ୍ଚର ଠାରେ ବିଦ୍ୟୁତ ଆଘାତରେ ସହଦେଵ ତରେଇ ଆହତ ହୋଇଥିଲେ । ତାଙ୍କୁ କ୍ଷତିପୂରଣ ଦେବା ଦାବିରେ କରଞ୍ଜ ଆଡିଆର ଶତାଧିକ ଗ୍ରାମବାସୀ ବିଦେଇପୁର ବିଦ୍ୟୁତ କାର୍ଯ୍ୟାଳୟ ଆଗରେ…
ଜିତୁ ମୁଣ୍ଡାଙ୍କ କାହାଣୀକୁ ନେଇ ହେବ ଚଳଚ୍ଚିତ୍ର, ଚୁକ୍ତିକଲେ ନିର୍ଦ୍ଦେଶକ ଅଶୋକ ପତି
ପାଟଣା,୧୪।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍ ଡିଆନାଳି ଗ୍ରାମ ଚତୁରୀ ସାହିର ଜିତୁ ମୁଣ୍ଡା ମୃତ ଭଉଣୀ କାଲାରାଙ୍କ ନାମରେ ଥିବା ଟଙ୍କା ଉଠାଇବା ଲାଗି ପ୍ରମାଣ ଦେବାକୁ ଯାଇ ବ୍ୟାଙ୍କକୁ କଙ୍କାଳ ବୋହି ନେଇଥିଲେ। ଏହି ଘଟଣା…
ଏତିକି ଟଙ୍କାର ଡ୍ରେସ୍ ପିନ୍ଧି ରେଡ କାର୍ପେଟରେ ଚାଲି ଚର୍ଚ୍ଚାରେ ଉର୍ବଶୀ
ଅଭିନେତ୍ରୀ ଉର୍ବଶୀ ରାଉତେଲା ନିକଟରେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ରେଡ କାର୍ପେଟରେ ଚାଲି ଖୁବ୍ ପ୍ରଶଂସା ସାଉଁଟିଛନ୍ତି। ସେ ତାଙ୍କର ଲୁକ ଏବଂ ପୋଷାକ ସହିତ ପ୍ରଶଂସକମାନଙ୍କୁ ଆକର୍ଷିତ କରିଛନ୍ତି। ସେ କାନ୍ସ ଫିଲ୍ମ ଫେଷ୍ଟିଭାଲ ରେଡ କାର୍ପେଟରେ ସବୁଠାରୁ ମହଙ୍ଗା…
ବାଲିଅନ୍ତା ମର୍ଡର କେସ୍: ଗିରଫ ହେଲେ ମୁଖ୍ୟ ଅଭିଯୁକ୍ତ
ବାଲିଅନ୍ତା,୧୪ା୫: ବାଲିଅନ୍ତା ମର୍ଡର ଘଟଣାରେ ମୁଖ୍ୟ ଅଭିଯୁକ୍ତ ଚିନୁ ଓରଫ ରଞ୍ଜିତ ପାତ୍ର ଗିରଫ ହୋଇଛନ୍ତି। କଟକସଦର ଥାନା ଗଙ୍ଗେଶ୍ବରପଡ଼ାର ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛନ୍ତି। ହାତଗୋଡ଼ ବନ୍ଧା ଅବସ୍ଥାରେ ଚିନୁ ହିଁ ବାଉଁଶରେ ପିଟିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଗତ ୭…
ପ୍ରବଳ ଝଡ଼ରେ ଟିଣ ସହ ଆକାଶକୁ ଉଡ଼ିଗଲେ ଯୁବକ, ସୁପରମ୍ୟାନଙ୍କ ଭିଡିଓ ଭାଇରାଲ ପରେ…
ଲକ୍ଷ୍ନୌ,୧୪ା୫: ଉତ୍ତରପ୍ରଦେଶର ବରେଲିରେ ଏକ ଭୟଙ୍କର ଝଡ଼ ଲୋକଙ୍କ ନିଃଶ୍ୱାସ ହରାଇ ଦେଇଛି। ପ୍ରବଳ ଝଡ଼ବର୍ଷା ମଧ୍ୟରେ ଜଣେ ଯୁବକ ଟିଣ ସେଡ ସହିତ ଆକାଶରେ ଉଡ଼ି ଯାଉଥିବାର ଦେଖାଯାଇଥିଲା। ଏହି ଭୟଙ୍କର ଘଟଣାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଦ୍ରୁତଗତିରେ…
ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, ରାସ୍ତା ଉପରେ ଛିଟିକି ପଡ଼ିଲା ଖଣ୍ଡ ବିଖଣ୍ଡିତ ଶରୀର
ଇନ୍ଦୋର,୧୪।୫: ମଧ୍ୟପ୍ରଦେଶ ଦେବାସର ଏବି ରୋଡ ପାର୍ଶ୍ୱରେ ଥିବା ଟଙ୍କକାଲାରେ ଚାଲିଥିବା ଏକ ବାଣ କାରଖାନାରେ ଏକ ବଡ଼ ବିସ୍ଫୋରଣ ସମଗ୍ର ଅଞ୍ଚଳକୁ ଥରାଇ ଦେଇଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ନିକଟସ୍ଥ ଘରର କାନ୍ଥ ମଧ୍ୟ ଦୋହଲି ଯାଇଥିଲା।…

