ବାର୍ରେ ବାଉନ୍ସର ମନା
ଭୁବନେଶ୍ୱର,୧୫ା୩(ବ୍ୟୁରୋ): ଦ୍ୱୈତନଗରୀ ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସ ଅଞ୍ଚଳରେ ଥିବା ମଦ ବାର୍ଗୁଡ଼ିକ ସୁରକ୍ଷା କାର୍ଯ୍ୟ ପାଇଁ ଘରୋଇ ସୁରକ୍ଷା କର୍ମୀ/ବାଉନ୍ସରମାନଙ୍କୁ ନିୟୋଜିତ କରିପାରିବେ ନାହିଁ। ଗତ ନଭେମ୍ବର ୧ ତାରିଖରେ ଏ ସମ୍ପର୍କିତ ଏକ ନିର୍ଦ୍ଦେଶାବଳୀ କମିଶନରେଟ ପୋଲିସ ପକ୍ଷରୁ ଜାରି…
ଏନ୍ଏସ୍ଇ ଦୁର୍ନୀତି: ଜେଲ ଗଲେ ଚିତ୍ରା
ନୂଆଦିଲ୍ଲୀ,୧୫।୩: କୋ-ଲୋକେଶନ ଦୁର୍ନୀତି ମାମଲାରେ ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନ୍ଏସ୍ଇ)ର ପୂର୍ବତନ ସିଇଓ ଚିତ୍ରା ରାମକ୍ରିଷ୍ଣାଙ୍କୁ ଦିଲ୍ଲୀର ଏକ ଅଦାଲତ ସୋମବାର ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଜେଲରେ ହନୁମାନ ଚାଳିଶା ପାଠ ଲାଗି ତାଙ୍କୁ…
୨୦୨୩ ସୁଦ୍ଧା ସରିବ କ୍ୟାନ୍ସର ହସ୍ପିଟାଲ: ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର,୧୫ା୩(ବ୍ୟୁରୋ): ଭୁବନେଶ୍ୱର ଉପକଣ୍ଠ ଇନ୍ଫୋଭ୍ୟାଲି-୨ ନିକଟରେ ୨୦ ଏକର ଜମିରେ ପ୍ରାୟ ୨୨୦ କୋଟି ଟଙ୍କାରେ ନିର୍ମାଣ ହେବାକୁ ଯାଉଥିବା ବାଗ୍ଚୀ-ଶଙ୍କର କ୍ୟାନ୍ସର ହସ୍ପିଟାଲ୍ ଓ ଗବେଷଣା କେନ୍ଦ୍ର ୨୦୨୩ ଜୁଲାଇ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଏହି ହସ୍ପିଟାଲ୍…
ସାହସ ଥିଲେ ମୋ ସହ ଲଢ଼
ମସ୍କୋ,୧୫ା୩: ବୈଦ୍ୟୁତିକ କାର୍ ନିର୍ମାଣକାରୀ କମ୍ପାନୀ ଟେସ୍ଲା ତଥା ମହାକାଶଯାନ ନିର୍ମାତା ସ୍ପେସ୍ଏକ୍ସର ମାଲିକ ଏଲନ୍ ମସ୍କ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କୁ ଖୋଲାଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ପୁଟିନ୍ ସାମ୍ନାକୁ ଆସି ତାଙ୍କ ସହ ହାତାହାତି ହୁଅନ୍ତୁ। ଏଥିରେ ୟୁକ୍ରେନ୍କୁ ବାଜି…
ଜୁନ୍ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ଓଜେଇଇ
ଭୁବନେଶ୍ୱର, ୧୫।୩(ବ୍ୟୁରୋ): ଓଡ଼ିଶାର ବିଭିନ୍ନ ସରକାରୀ ଓ ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନରେ ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ, ବି-ଫାର୍ମ ଓ ଏମ୍-ଫାର୍ମ ପାଠ୍ୟକ୍ରମରେ ନାମ ଲେଖା ପାଇଁ ଉଦ୍ଦିଷ୍ଟ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା-୨୦୨୨ (ଓଜେଇଇ) ଜୁନ୍ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ଅନୁଷ୍ଠିତ…
ପେଟ୍ରୋଲ ପମ୍ପ କର୍ମଚାରୀଙ୍କଠାରୁ ୮.୩୮ଲକ୍ଷ ଲୁଟ୍
ରାଉରକେଲା ଅଫିସ୍,୧୫।୩: ରାଉରକେଲା ସହରର ସେକ୍ଟର-୧୯ ଥାନା ନିକଟରୁ ଦିନଦ୍ୱିପ୍ରହରରେ ୨ଜଣ ଦୁର୍ବୃତ୍ତ ଜଣେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କଠାରୁ ୮ଲକ୍ଷ ୩୮ହଜାର ୫୦୦ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ସହରର ସେକ୍ଟର-୫ ଗୁଣ୍ଡିଚା ମନ୍ଦିର ନିକଟସ୍ଥ ଧନରାଜ ପେଟ୍ରୋଲ ପମ୍ପର ଜୁନିୟର…
ପୂର୍ଣ୍ଣକାଳୀନ ବିମାନ ବନ୍ଦର ହେବ ଅମର୍ଦ୍ଦା ଏୟାରଷ୍ଟ୍ରିପ୍
ଭୁବନେଶ୍ୱର,୧୫ା୩(ବ୍ୟୁରୋ): ମୟୂରଭଞ୍ଜ ଜିଲାର ରାସଗୋବିନ୍ଦପୁରଠାରେ ଥିବା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଅମର୍ଦ୍ଦା ଏୟାରଷ୍ଟ୍ରିପ୍କୁ ଏକ ପୂର୍ଣ୍ଣକାଳୀନ ବିମାନବନ୍ଦରରେ ପରିଣତ କରାଯିବ। ଓଡ଼ିଶାର ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟର ଅନୁମତି ଲୋଡ଼ିଛି।…
ଅସ୍ତ୍ରବିରତି ଦାବି କଲା କ୍ୱିଭ୍
କ୍ୱିଭ୍,୧୫ା୩: ୟୁକ୍ରେନ୍ରେ ରୁଷିଆ ଅଧିକ ଆକ୍ରମଣାତ୍ମକ ହୋଇ ତୁହାକୁ ତୁହା ମିଶାଇଲ, ବୋମା ମାଡ଼ କରୁଥିବାବେଳେ ଉଭୟ ଦେଶର ପ୍ରତିନିଧିଙ୍କ ମଧ୍ୟରେ ସୋମବାର ଚତୁର୍ଥ ପର୍ଯ୍ୟାୟ ଆଲୋଚନା ହୋଇଛନ୍ତି। ମସ୍କୋ ଓ କ୍ୱିଭ୍ର ପ୍ରତିନିଧି ଭିଡିଓ କନ୍ଫରେନ୍ସ ଜରିଆରେ ବୈଠକ କରିଥିଲେ।…
ବୈଷୟିକ ଶିକ୍ଷାରେ ପରିବର୍ତ୍ତନ ଲକ୍ଷ୍ୟ
ବୈଷୟିକ ଶିକ୍ଷା ରାଷ୍ଟ୍ର ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ରାଜ୍ୟର ବିକାଶ ଓ ଆର୍ଥିକ ଅଭିବୃଦ୍ଧି ପାଇଁ ବୈଷୟିକ ଜ୍ଞାନ ନିତାନ୍ତ ଆବଶ୍ୟକ। ଓଡ଼ିଶାରେ ୨ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ବୈଷୟିକ ଶିକ୍ଷା କ୍ଷେତ୍ରରେ ମାଇଲଖୁଣ୍ଟ ସାଜିଥିବା ସିନର୍ଜି…
ଚାଇନାକୁ ଅର୍ଥ, ଅସ୍ତ୍ର ମାଗିଛି ରୁଷିଆ
ମସ୍କୋ,୧୫ା୩: ୟୁକ୍ରେନ୍ ବିରୋଧରେ ଲଢ଼େଇ ପାଇଁ ରୁଷିଆ ଚାଇନାକୁ ସେନା ଓ ଆର୍ଥିକ ସହାୟତା ମାଗିଥିବା ଆମେରିକା ଅଭିଯୋଗ ଆଣିଛି। ସୋମବାର ରୋମରେ ଆମେରିକା ଓ ଚାଇନା ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ପୂର୍ବରୁ ଓ୍ବାଶିଂଟନ୍ ଅଧିକାରୀଙ୍କ ଏଭଳି ଦାବି ବିଶ୍ୱ ସମୁଦାୟ…
୪୦ ପଇସା ପାଇଁ ୪ ହଜାର ତଣ୍ଡ
ବେଙ୍ଗାଲୁରୁ,୧୫।୩:ଦୋକାନରୁ କୌଣସି ଜିନିଷ କିଣିଲେ ଆମେ ସାଧାରଣତଃ ସମ୍ପୂର୍ଣ୍ଣ ମୂଲ୍ୟ ପୈଠ କରିଥାଉ। ଉଦାହରଣ ସ୍ବରୂପ ଯଦି ଗୋଟିଏ ଜିନିଷର ଦାମ୍ ୨୪ଟଙ୍କା ୫୫ ପଇସା ତେବେ ଆମେ ସାଧାରଣତଃ ବିନା ପ୍ରଶ୍ନରେ ଦୋକାନୀଙ୍କୁ ସମ୍ପୂର୍ଣ୍ଣ ୨୫ ଟଙ୍କା ଦେଇଥାଉ। କିନ୍ତୁ…
ଅନ୍ତରାଷ୍ଟ୍ରୀୟ କୋର୍ଟରେ ୧୬ ମାର୍ଚ୍ଚରେ ହେବ ୟୁକ୍ରେନ୍-ରୁଷିଆ ମାମଲାର ଶୁଣାଣି
ଆମଷ୍ଟରଡମ,୧୪ ।୩: ରୁଷିଆ ବିରୋଧରେ ୟୁକ୍ରେନ କରିଥିବା ମାମଲାର ଶୁଣାଣି ଅନ୍ତରାଷ୍ଟ୍ରୀୟ କୋର୍ଟରେ ମାର୍ଚ୍ଚ ୧୬ରେ କରାଯିବ ବୋଲି ଜଣାପଡିଛି । କୋର୍ଟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ, ୭ ମାର୍ଚ୍ଚରେ ହୋଇଥିବା ଶୁଣାଣିକୁ ରୁଷିଆ ବହିଷ୍କାର କରିଥିଲା…
Archives


