Home Left

ବଜେଟ ଅଧିବେଶନ ପୂର୍ବରୁ କରାଯିବ କୋଭଡ ଟେଷ୍ଟ

ଭୁବନେଶ୍ୱର, ୧୫।୩(ବ୍ୟୁରୋ): ଆସନ୍ତା ୨୩ରୁ ବସିବ ବଜେଟ ଅଧିବେଶନ । ଏହାପୂର୍ବରୁ ଆଜି ବସିଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି । ତେବେ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି ବୋଲି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା…

ଜନ୍ମଦିନରେ ଆଲିଆଙ୍କୁ ସ୍ପେଶାଲ ଗିଫ୍ଟ

ମୁମ୍ବାଇ: ବଲିଉଡ ନାୟିକା ଆଲିଆ ଭଟ୍ଟଙ୍କୁ ତାଙ୍କ ୨୯ ତମ ଜନ୍ମଦିନରେ ଏକ ସ୍ପେଶାଲ ରିଟର୍ଣ୍ଣ ଗିଫ୍ଟ ମିଳିଛି । ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ମେକର୍ସ ଫିଲ୍ମରେ ଆଲିଆଙ୍କ ଫାଷ୍ଟ ଲୁକର ପୋଷ୍ଟର ରିଲିଜ୍ କରିଛନ୍ତି । ଆୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଏହି…

ବୁଧବାରଠାରୁ ୧୨ବର୍ଷରୁ ଊର୍ଦ୍ଧ୍ୱଙ୍କୁ ଟିକାକରଣ ପାଇଁ ପଞ୍ଜିକରଣ ଆରମ୍ଭ

ନୂଆଦିଲ୍ଲୀ,୧୫।୩: କରୋନା ବିରୋଧରେ ଲଢ଼େଇ ପାଇଁ ଦେଶରେ କେନ୍ଦ୍ର ସରକାର ଟିକାକରଣ ଅଭିଯାନକୁ ତ୍ୱରାନିତ କରିଛନ୍ତି। ଇତିମଧ୍ୟରେ କେନ୍ଦ୍ର ସରକାର ୧୨ବର୍ଷରୁ ୧୪ବର୍ଷର ବୟସ୍କ ପିଲାଙ୍କୁ କରୋନା ଭ୍ୟାକ୍ସିନ ଦେବା ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ମାର୍ଚ୍ଚ ୧୬ରୁ ଅର୍ଥାତ୍‌ ବୁଧବାରଠାରୁ…

ମଝି ରାସ୍ତାରେ ଚଳନ୍ତା ଗାଡ଼ି ଆଗରେ ଏମିତି ଷ୍ଟଣ୍ଟ କରୁଛନ୍ତି ବୃଦ୍ଧ, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ମହିଳା ଥାନାରେ ହାଜର ହେଲେ ନକଲି ଡାକ୍ତରଙ୍କ ପ୍ରଥମ ସ୍ତ୍ରୀ

ଭୁବନେଶ୍ବର ୧୫।୩ : ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ମାମଲା ଦିନକୁ ଦିନ ନୂଆ ମୋଡ ନେଉଛି। ରମେଶଙ୍କୁ ପୋଲିସ ରିମାଣ୍ଡରେ ଆଣି ପଚରାଉଚରା କରୁଥିବା ବେଳେ ଏଯାଏ କୌଣସି ତଥ୍ୟ ପୋଲିସ ହାତରେ ଲାଗିନାହିଁ। ରମେଶଙ୍କ ବିଷୟରେ ଅଧିକ ତଥ୍ୟ…

ଆଉ ଏକ ଇତିହାସ ରଚିବାକୁ ଯାଉଛି ଏଏପି

ଚଣ୍ଡିଗଡ଼,୧୫ ।୩: ପଞ୍ଜାବ ବିଧାନସଭା ନିର୍ବାଚନରେ ୯୨ ଆସନରେ ବିଜୟୀ ହୋଇ ସରକାର ଗଢିବାକୁ ଯାଉଥିବା ଆମ ଆଦମୀ ପାର୍ଟି(ଏଏପି) ଏବେ ଆଉ ଏକ ଇତିହାସ ରଚିବାକୁ ଯାଉଛି । ୧୬ ମାର୍ଚ୍ଚରେ ଭଗୱନ୍ତ ମାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ…

ଝିଆରୀଙ୍କୁୁ ଟାଙ୍ଗିଆରେ ହାଣି ୨ ଖଣ୍ଡ କରିଦେଲେ ଦାଦା

ଦେବଗଡ଼,୧୫।୩(ଡି.ଏନ୍‌.ଏ.): ଦେବଗଡ଼ ଜିଲା ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ ହେଟଖମାର ଗ୍ରାମରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ୪ ବର୍ଷର ଝିଆରୀକୁ ଟାଙ୍ଗିଆରେ ହାଣି ୨ଖଣ୍ଡ କରିଦେଇଛନ୍ତି ଦାଦା। ଘଟଣାସ୍ଥଳରେ ଝିଆରୀ ରୋଜାଲିନଙ୍କ ମୃତ୍ୟୁ ଘଟିଛି। ହତ୍ୟାର କାରଣ…

ଚାଇନାରେ ହୁ ହୁ ହୋଇ ବଢ଼ୁଛି କରୋନା

ବେଜିଂ,୧୫।୩: କରୋନା ମହାମାରୀର ଏନ୍ତୁଡିଶାଳ କୁହାଯାଉଥିବା ଚାଇନାରେ ପୁଣି ଥରେ କରୋନା ପ୍ରକୋପ ଦେଖିବାକୁ ମିଳିଛି। ଚାଇନାରେ ଏବେ କରୋନା ସମସ୍ତ ରେକର୍ଡ ଭାଙ୍ଗିବାରେ ଲାଗିଛି। ଗତ ୨୪ଘଣ୍ଟାରେ ଉକ୍ତ ଦେଶରେ ୫ହଜାରରୁ ଊର୍ଦ୍ଧ୍ୱ ନୂଆ କରୋନା ମାମଲା ଚିହ୍ନଟ ହୋଇଥିବା…

ଭିଣୋଇଙ୍କୁ ହତ୍ୟା କରି ସିମେଣ୍ଟ ଟାଙ୍କି ତଳେ ପୋତି ଦେଇଥିଲେ

ପଦ୍ମପୁର,୧୫।୩(ଡି.ଏନ.ଏ): ବରଗଡ଼ ଜିଲା ପାଇକମାଳ ଯମୁନା ନଗରପଡ଼ାରେ ୨୦୧୫ରେ ସଂଘଟିତ ଏକ ହତ୍ୟା ମାମଲାରେ ମୃତକଙ୍କ ଶାଳୀଙ୍କୁ ଆଜୀବନ କାରାଦଣ୍ଡ ଏବଂ ୫ ହଜାର ଅର୍ଥଦଣ୍ଡ(ଜରିମାନା)ରେ ଦଣ୍ଡିତ କରାଯାଇଛି। ଜରିମାନା ଅନାଦାୟ ଅଧିକ ୩ ମାସ ଜେଲଦଣ୍ଡ ହେବ ବୋଲି ରାୟ…

ଫିଲ୍ମ ‘ଦି କଶ୍ମୀର ଫାଇଲସ’ ଦେଖି ବଲିଉଡ ଇଣ୍ଡଷ୍ଟ୍ରିକୁ ଟାର୍ଗେଟ କଲେ ଏହି ଅଭିନେତା

ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଦି କଶ୍ମୀର ଫାଇଲସ’ ବର୍ତ୍ତମାନ ସବୁଠି ଚର୍ଚ୍ଚାରେ ରହିଛି। ତେବେ ‘ଦି କଶ୍ମୀର ଫାଇଲସ’କୁ ନେଇ ବଲିଉଡରେ କାହିଁକି ଏତେ ନୀରବତା? ଏହାକୁ ନେଇ ଅନେକ ଲୋକ ଚିନ୍ତାରେ ପଡିଯାଇଥିବା ବେଳେ ଅଭିନେତା ମୁକେଶ ଖାନ୍ନା…

କୋର୍ଟର ନିର୍ଦ୍ଦେଶ ପାଳନ କର

ବେଙ୍ଗାଲୁରୁ,୧୫।୩: ସ୍କୁଲ ଓ କଲେଜରେ ମୁସଲିମ୍‌ ଝିଅମାନେ ହିଜାବ ପିନ୍ଧିବା ଉପରେ କନର୍ର୍ାଟକ ହାଇକୋର୍ଟ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି। ହିଜାବ ବିବାଦରେ କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି। ଏହା ହିଜାବ ଧର୍ମର ଏକ ଅଂଶ ନୁହେଁ କିମ୍ବା…

ଟିଏମ୍‌ସିରେ ଯୋଗ ଦେଲେ ଶତ୍ରୁଘ୍ନ ସିହ୍ନା

କୋଲକାତା,୧୫।୩: ଅଭିନେତା ଶତ୍ରୁଘ୍ନ ସିହ୍ନା ମଙ୍ଗଳବାର ଭାରତୀୟ ଜାତୀୟ କଂଗ୍ରେସ ଛାଡି ତ୍ରୁଳମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି। ଏ ନେଇ ସିହ୍ନା ନିଜେ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ସିହ୍ନା ଭାରତୀୟ ଜନତା ଦଳର ଜଣେ ନେତା ଥିଲେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri