Home Left

ପ୍ରାର୍ଥିପତ୍ର ପ୍ରତ୍ୟାହାର କଲେ କଂଗ୍ରେସର ଚେୟାରମ୍ୟାନ ପ୍ରାର୍ଥୀ

ରାଜଗାଙ୍ଗପୁର,୧୫।୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ପୌରନିର୍ବାଚନ ପ୍ରକ୍ରିୟାରେ ସୋମବାର ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ରହିଥିଲା। ଏହି ପରିପ୍ରେକ୍ଷୀରେ ଚେୟାରମ୍ୟାନ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା କଂଗ୍ରେସ ପ୍ରାର୍ଥୀ ଇଫତେକାର ଅହମ୍ମଦ ଓ ସ୍ବାଧୀନ ପ୍ରାର୍ଥୀ ତନ୍ମୟ ସିଂ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର କରିଥିଲେ। ୨ଜଣ…

ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଆସିବା ପରେ ଜମୁଛି ପ୍ରଚାର

ଭୁବନେଶ୍ୱର,୧୫।୩(ବ୍ୟୁରୋ): ରାଜ୍ୟରେ ଆସନ୍ତା ୨୪ରେ ପୌର ନିର୍ବାଚନ। ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଆସିବା ପରେ ଜମୁଛି ପ୍ରଚାର। ଭୁବନେଶ୍ୱର ମହାନଗର ନିଗମ ମଇଦାନରେ ଏବେ ୧୨ ମେୟର ଓ ୨୮୯ କର୍ପୋରେଟର ପ୍ରାର୍ଥୀ । ସେହିପରି କଟକରେ ୧୬…

ଭିଜିଲାନ୍ସ ଜାଲରେ ଜିଲା କୃଷି ଅଧିକାରୀ

ମାଲକାନଗିରି,୧୫।୩(ଡି.ଏନ୍‌.ଏ): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ଜିଲା କୃଷି ଅଧିକାରୀ ଏମ. ଆନନ୍ଦ ରାଓଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ମାଲକାନଗିରିସ୍ଥିତ ଅଫିସ ସମେତ ସରକାରୀ ବାସଭବନରେ ଚଢାଉ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଘରୁ…

ଥମୁଛି ସଂକ୍ରମଣ,୩ ହଜାରରୁ ଖସିଲା

ନୂଆଦିଲ୍ଲୀ,୧୫।୩: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ହଜାର ୫୬୮ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୨୭ଜଣଙ୍କ ମୃତ୍ୟୁ ଘଟିଛି।…

ଏନ୍ତୁଡିଶାଳରେ ପୁଣି ବ୍ୟାପିଲା କରୋନା

ବେଜିଂ,୧୫।୩:କରୋନାର ଏନ୍ତୁଡିଶାଳ କୁହାଯାଉଥିବା ଚାଇନାରେ ସଂକ୍ରମଣ ପୁଣି ବ୍ୟାପିବାରେ ଲାଗିଛି। ଏଠାରେ ଗୋଟିଏ ଦିନରେ ଦୁଇଗୁଣରୁ ଅଧିକ ସଂକ୍ରିତ ଚିହ୍ନଟ ହୋଇଛନ୍ତି। ମଙ୍ଗଳବାର ଚାଇନାରେ ୫୨୮୦ଟି ନୂଆ କରୋନା ମାମଲା ଦେଖିବାକୁ ମିଳିଥିଲା। ଯାହା କରୋନା ମହାମାରୀ ଦିନଠାରୁ ଦେଶର ସବୁଠାରୁ…

ରାଜ୍ୟରେ ଖସୁଛି କରୋନା ଗ୍ରାଫ୍‌

ଭୁବନେଶ୍ବର,୧୫।୩(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଗଞ୍ଜାମ ଜିଲାରେ ସର୍ବାଧିକ ୧୦ ଜଣ…

ଭାରତର କ୍ଷେପଣାସ୍ତ୍ର ମାଡ଼ ଉପରେ ଏମିତି କହିଲା ଆମେରିକା

ଓ୍ବାଶିଂଟନ,୧୫।୩: ଭାରତ ପକ୍ଷରୁ ନିକଟରେ ପାକିସ୍ତାନ ଉପରେ କରାଯାଇଥିବା କ୍ଷେପଣାସ୍ତ୍ର ମାଡ଼ ଏକ ଦୁର୍ଘଟଣା ଥିଲା ବୋଲି ଆମେରିକା ପକ୍ଷରୁ କୁହାଯାଇଛି। ଗତ ଶୁକ୍ରବାର ଭାରତ ପକ୍ଷରୁ କୁହାଯାଇଥିଲା, ଦୁଇ ଦିନ ତଳେ ଦୁର୍ଘଟଣାବଶତଃ ପାକିସ୍ତାନ ଉପରେ ଏକ କ୍ଷେପଣାସ୍ତ୍ର ମାଡ଼…

୬ ଦିନରେ ତିଆରି ହେଲା ହସ୍ପିଟାଲ

ବେଜିଂ,୧୫।୩: ଚାଇନା ୬ ଦିନରେ ୬ ହଜାର ଶଯ୍ୟା ବିଶିଷ୍ଟ ଏକ କୋଭିଡ୍‌ ହସ୍ପିଟାଲ ତିଆରି କରି ଏବେ ଚର୍ଚ୍ଚାରେ। ହସ୍ପିଟାଲ ନିର୍ମାଣର ଏକ ଭିଡିଓ ସ୍ଥାନୀୟ ଗଣମାଧ୍ୟମ ଏଜେନ୍ସି ଜିନ୍‌ହୁଆରେ ଏହା ପ୍ରକାଶ ପାଇଛି। କରୋନା ସଂକ୍ରମଣକୁ ନେଇ ଚାଇନା…

ଭାରତୀୟ ଯବାନଙ୍କ ଅପହରଣ, ହତ୍ୟା ପଛରେ ଆତଙ୍କବାଦୀ

ଶ୍ରୀନଗର,୧୫।୩: ଜଣେ ଯବାନଙ୍କୁ ଅପହରଣ ଏବଂ ହତ୍ୟା ମାମଲା ଉପରୁ ପରଦା ହଟାଇଛି ଜମ୍ମୁ-କଶ୍ମୀର ପୋଲିସ। ଯବାନଙ୍କ ହତ୍ୟାକାରୀମାନେ ଅନ୍ୟ ଦୁଇଟି ଆକ୍ରମଣ ଘଟଣାରେ ସମ୍ପୃକ୍ତ ଥିଲେ। ସେମାନଙ୍କୁ ଗିରଫ କରାଯାଇଛି ଏବଂ ଆକ୍ରମଣ ପଛର ମାଷ୍ଟର ମାଇଣ୍ଡ୍‌କୁ ଟ୍ରାକ କରିବା…

ନେତୃତ୍ୱ ଛାଡନ୍ତୁ ଗାନ୍ଧୀ ପରିବାର: କପିଲ ଶିବଲ

ନୂଆଦିଲ୍ଲୀ,୧୫ ।୩: ନିକଟରେ ଅନୁଷ୍ଠିତ ହୋଇଯାଇଛି ୫ ରାଜ୍ୟର ବିଧାନସଭା ନିର୍ବାଚନ । ଏଥିରେ ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ ଶୋଚନୀୟ ଭାବେ ପରାସ୍ତ ହୋଇଛି । ଏବେ ଦେଶରେ ଏହି ଦଳ ପ୍ରାୟତଃ ବିଲିନ ହେବାକୁ ଯାଉଛି…

ଯୁଦ୍ଧକୁ ନିନ୍ଦା କଲେ ରୁଷୀୟ ପାଇଲଟ୍‌, ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ, ୧୫ା୩: ୟୁକ୍ରେନ୍‌ ଉପରେ ଆକ୍ରମଣକୁ ବିରୋଧ କରି ଜଣେ ରୁଷୀୟ ପାଇଲଟ ନିଜ ଦେଶକୁ ନିନ୍ଦା କରିଛନ୍ତି। ୟୁକ୍ରେନ୍‌ ଯୁଦ୍ଧ ଏକ ଅପରାଧ ବୋଲି ସେ ବିମାନ ଭିତରେ କହୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ବିମାଟି…

ଏଏପି ମୁହାଁ ଭାଜପା-କଂଗ୍ରେସ ନେତା

ନୂଆଦିଲ୍ଲୀ,୧୫ ।୩: ପଞ୍ଜାବ ବିଧାନସଭା ନିର୍ବାଚନରେ ଐତିହାସିକ ବିଜୟ ପରେ ଏବେ ଆମ ଆଦମୀ ପାର୍ଟି(ଏଏପି)ର ଡିମାଣ୍ଡ ବଢିଯାଇଛି । ଦଳର ଦମଦାର ପ୍ରଦର୍ଶନକୁ ଦେଖି ଏବେ ହରିୟାଣାରେ ଶାସକ ଭାରତୀୟ ଜନତା ପାର୍ଟି(ଭାଜପା) ଓ ବିରୋଧି କଂଗ୍ରେସର କେତେଜଣ ନେତା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri