ପ୍ଲେ-ଅଫ୍ରେ ମ୍ୟାଚ୍ ଟାଇ ହେଲେ ସୁପର ଓଭର ବିନା ବି ବାହାରିବ ଫଳାଫଳ
ମୁମ୍ବାଇ,୧୫।୩: ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ୧୫ତମ ଆଇପିଏଲ। ଏହି ସିଜନର ପ୍ଲେ-ଅଫ୍ସ କିମ୍ବା ଫାଇନାଲ ମ୍ୟାଚ୍ ଟାଇ ହେଲେ ବିନା ସୁପର ଓଭରରେ ମଧ୍ୟ ଫଳାଫଳ ନିର୍ଣ୍ଣୟ ହୋଇପାରିବ। ସୁପର ଓଭର କିମ୍ବା ଲଗାତାର ସୁପର ଓଭର…
ନଡ୍ଡାଙ୍କୁ ଆଗକୁ ପଠାଇ ନିଜେ ପଛରେ ରହିଲେ ମୋଦି
ନୂଆଦିଲ୍ଲୀ,୧୫।୩: ଭାରତୀୟ ଜନତା ପାର୍ଟି (ଭାଜପା)ର ସଂସଦୀୟ ଦଳ ବୈଠକରେ ଏକ ରୋଚକ ଘଟଣା ଦେଖିବାକୁ ମିଳିଥିଲା। ଆମ୍ବେଦକର ଇଣ୍ଟରନ୍ୟାଶନାଲ୍ ସେଣ୍ଟରରେ ଆୟୋଜିତ ଏହି ବୈଠକରେ ଦଳର ନେତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ବାଗତ କରିବା ସହ ସହ ଦଳର…
ଫିଲ୍ମ ‘ଦି କଶ୍ମୀର ଫାଇଲସ’କୁ ମିଳୁଛି ଭଲ ରେସପନ୍ସ
ଫିଲ୍ମ ‘ଦି କଶ୍ମୀର ଫାଇଲସ’କୁ ଦର୍ଶକଙ୍କ ଭଲ ରେସପନ୍ସ ମିଳିଛି। ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ବକ୍ସ ଅଫିସରେ ଭଲ ଆୟ କରୁଛି। କଶ୍ମୀର ପଣ୍ଡିତଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ନେଇ ଏହି ଫିଲ୍ମରେ ଦେଖାଯାଇଛି। କିଭଳି ଆତଙ୍କବାଦୀମାନେ ଗୋଳବାରୁଦ…
ଭୋକ ଉପାସରେ ଚାଲିଚାଲି ସୀମାପାର ହୋଇଥିଲୁ
ଜୁନାଗଡ଼,୧୫।୩(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ସହର ହଣ୍ଡାଖାଲପଡାର ଡାକ୍ତରୀ ଛାତ୍ର ଶାନ୍ତି କୁମାର ନାୟକ ୟୁକ୍ରେନରୁ ରବିବାର ଘରକୁ ଫେରିଛନ୍ତି। ଫଳରେ ଶାନ୍ତିଙ୍କ ମା, ବାପା ଓ ପରିବାରବର୍ଗଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଶାନ୍ତି ୟୁକ୍ରେନ୍ର ଖାରକିଭ୍ ନ୍ୟାଶନାଲ ମେଡିକାଲ…
ସାମ୍ନାକୁ ଆସିଲା ଫିଲ୍ମ‘ଆର୍ଆର୍ଆର୍’ର ଆଉ ଏକ ଗୀତ
ନିର୍ଦ୍ଦେଶକ ଏସ. ଏସ ରାଜାମୌଲିଙ୍କ ଫିଲ୍ମ‘ଆର୍ଆର୍ଆର୍’ ଆସନ୍ତା ୨୫ରେ ରିଲିଜ ହେବାକୁ ଯାଉଛି। ଫିଲ୍ମ ରିଲିଜ ହେବା ପୂର୍ବରୁ ନିର୍ମାତା ଫିଲ୍ମର ଆଉ ଏକ ଗୀତ ‘ଶୋଲେ’ ରିଲିଜ କରିଛନ୍ତି। ଏହା ଏକ ଦେଶପ୍ରେମୀ ଗୀତ। ଏହି ଗୀତରେ ଜୁନିୟର ଏନ୍ଟିଆର,…
ପ୍ରଥମ ଖେଳାଳି ଭାବେ ଡବ୍ଲ୍ୟୁଟିସିରେ ରେକର୍ଡ
ବେଙ୍ଗାଲୁରୁ,୧୫।୩: ଭାରତୀୟ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ କ୍ୟାରିୟରରେ ଆଉ ଏକ ସଫଳତା ହାସଲ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷ ଦିବାରାତ୍ର ତଥା ଦ୍ୱିତୀୟ ଟେଷ୍ଟରେ ଅଶ୍ୱିନ ଉଭୟ ଇନିଂସରେ ମୋ ୬ ଉଇକେଟ ନେଇଥିଲେ। ଏଥିସହିତ ସେ ଡବ୍ଲ୍ୟୁଟିସି ଟେଷ୍ଟ ଚାମ୍ପିୟନଶିପ୍…
ଜଣେ ଆତଙ୍କବାଦୀ ନିହତ
ଶ୍ରୀନଗର,୧୫।୩: ଜମ୍ମୁ -କଶ୍ମୀର ଅବନ୍ତିପୋରା ଜିଲା ଚାରସୋ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ସେଥିରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ସୁରକ୍ଷାବାହିନୀ ସର୍ଚ୍ଚ ଅପରେସନ ଚଳାଇଛନ୍ତି । ଏ…
ଏହି କଥାକୁ ନେଇ ପଶ୍ଚାତାପ କରୁଛନ୍ତି ଅମିର ଖାନ୍
ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଅମିର ଖାନ ନିକଟରେ ତାଙ୍କର ୫୭ ତମ ଜନ୍ମଦିନ ପାଳନ କରିଛନ୍ତି। ତାଙ୍କ ଜନ୍ମଦିନ ଅବସରରେ ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବଲିଉଡ୍ରେ ଜଣେ ସଫଳ କଳାକାର ହୋଇଥିଲେ ମଧ୍ୟ ସେ ଆଜି ବି ଗୋଟିଏ ଜିନିଷକୁ…
ରାଜନୀତି ସରଗରମ: ୨୩୦ ପ୍ରାର୍ଥୀଙ୍କ ମଧ୍ୟରେ ଲଢେଇ
ଝାରସୁଗୁଡ଼ା ଅଫିସ,୧୫ା୩: ଝାରସୁଗୁଡ଼ା ଜିଲାର ବ୍ରଜରାଜନଗର, ଝାରସୁଗୁଡା ଓ ବେଲପାହାଡ଼ ପୌର ପରିଷଦରେ ଅଧ୍ୟକ୍ଷ ଓ କାଉନ୍ସିଲର ପଦ ପାଇଁ ସମୁଦାୟ ୨୫୪ଜଣ ନାମାଙ୍କନପତ୍ର ଦାଖଲ କରିଥିଲେ। ଶେଷଦିନ ସୋମବାର ସୁଦ୍ଧା ୨ଜଣ ଅଧ୍ୟକ୍ଷ ପ୍ରାର୍ଥୀ ଓ ୨୨ଜଣ କାଉନ୍ସିଲର ପ୍ରାର୍ଥୀ…
ବନ୍ଧୁକ ସହ ଖେଳୁଥିଲେ କୁନି ପୁଅ, ତା’ ପରେ …
ଓ୍ବାଶିଂଟନ,୧୫।୩: ଜଣେ ୩ ବର୍ଷୀୟ ଶିଶୁପୁତ୍ର ଦୁର୍ଘଟଣାବଶତଃ ଗୁଳି କରି ତାଙ୍କ ମା’ଙ୍କୁ ହତ୍ୟା କରିଛନ୍ତି। ଏଭଳି ଘଟଣା ସୋମବାର ଘଟିଛି ଆମେରିକାର ସିକାଗୋ ସହରରେ। ଘଟଣାଟି ଶନିବାର ସନ୍ଧ୍ୟାରେ ଡଲଟନର ଏକ ସୁପରମାରକେଟ୍ର ପାର୍କିଂ ଲଟରେ ଘଟିଛି। ଶିଶୁପୁତ୍ରଟି କାରର…
ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ବାତ୍ୟା ଆଶଙ୍କା
ଭୁବନେଶ୍ୱର,୧୫।୩(ବ୍ୟୁରୋ): ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ଜାରି ରହିଛି। ତେବେ ଏହାରି ଭିତରେ ବାତ୍ୟାର ଆଶଙ୍କା ଦେଖାଗଲାଣି। ବିଶିଷ୍ଟ ପାଣିପାଗ ବୈଜ୍ଞାନିକ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଜିଏଫଏସ୍, ଇସିଏମ୍ଡବ୍ଲୁଏଫ୍, ଆଇଏମ୍ଡି ଜିଏଫଏସ୍ ମଡେଲ୍ ଅନୁସାରେ, ଆସନ୍ତା ୨୨ରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି…
ଜନ୍ମ ହେଲା ଅଜବ ମେଣ୍ଢା ଛୁଆ: ଦେଖିବାକୁ ଲୋକଙ୍କ ଭିଡ଼
ଲଣ୍ଡନ,୧୫।୩:ବ୍ରିଟେନର ମରପେଥରେ ଏକ ଅଜବ ମେଣ୍ଢା ଜନ୍ମ ହୋଇଛି। ଏହି ମେଣ୍ଢାର ପାଞ୍ଚ ଗୋଡ ଅଛି। ତାର ପଞ୍ଚମ ଗୋଡ ବାମ ପାର୍ଶ୍ୱରେ ଅଛି। ଏହା ଏକ ବିରଳ ମେଣ୍ଢା ବୋଲି କୁହାଯାଉଛି। ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଛି।…
Archives


