ଫୁରସତ

ଭାରତରେ ପରିବେଶ ସୁରକ୍ଷା କାର୍ଯ୍ୟ କରୁଛନ୍ତି ବିଦେଶିନୀ

କୋବଲମ୍‌,୨୯।୨: ଦେଶରେ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଏନେଇ ସରକାର ତଥା ବିଭିନ୍ନ ସେଚ୍ଛାସେବୀ ସଂଗଠନ ପକ୍ଷରୁ ସଚେତନତା କାର୍ଯ୍ୟ ଜାରି ରହିଛି। ତେବେ କେରଳରେ ଜଣେ ବିଦେଶନୀ କୋବଲମ୍‌ ସମୁଦ୍ର କୂଳରୁ ନାନା ବର୍ଜ୍ୟବସ୍ତୁ ହଟାଇବା କାର୍ଯ୍ୟ କରୁଛନ୍ତି।…

୪ ବର୍ଷରେ ନାସାକୁ ମିଳିଛି ୧୭ ନୂଆ ଗ୍ରହର ସନ୍ଧାନ: ଗୋଟିଏରେ ଏଲିଅନ୍‌ ଥିବା ସମ୍ଭାବନା !

ଟରଣ୍ଟୋ,୨୯।୨: ପୃଥିବୀ ଭଳି ଅନ୍ୟ ବାସ ଉପଯୋଗୀ ଗ୍ରହର ସନ୍ଧାନ ପାଇଁ ମହାକାଶ ବିଜ୍ଞାନୀମାନେ ଉଦ୍ୟମ ଜାରି ରଖିଛନ୍ତି। ଏହି ମର୍ମରେ ନାସା ମଧ୍ୟ ମହାକାଶ ଗବେଷଣା ଅବ୍ୟାହତ ରଖିଛି। ଗତ ୪ ବର୍ଷ ମଧ୍ୟରେ ନାସା ୧୭ଟି ନୂଆ ଗ୍ରହର…

ବିଗ୍‌ବାଙ୍ଗ୍‌ ଭଳି ପୁଣି ଥରେ ମହାକାଶରେ ହେଲା ପ୍ରଚଣ୍ଡ ବିସ୍ଫୋରଣ !

ମେଲବୋର୍ନ,୨୯।୨: ମହାକାଶରେ ପୁଣିଥରେ ବିଗ୍‌ବାଙ୍ଗ୍‌ ଭଳି ଏକ ପ୍ରଚଣ୍ଡ ବିସ୍ଫୋରଣ ଘଟିଛି। ଏହା ପୃଥିବୀଠାରୁ ୩୯ କୋଟି ଆଲୋକ ବର୍ଷ ଦୂରରେ ହୋଇଥିବା ମହାକାଶ ବିଜ୍ଞାନୀ ସୂଚନା ଦେଇଛନ୍ତି। ଏଭଳି ବିସ୍ଫୋରଣ ଓଫିୟୁକୋସ ଆକାଶଗଙ୍ଗାରେ ହୋଇଥିବା କୁହାଯାଉଛି। ବିସ୍ଫୋରଣ ସମ୍ପର୍କରେ ନାସାର…

ଜଳବାୟୁ ପରିବର୍ତ୍ତନ ଯୋଗୁ ତୁଷାରଭାଲୁ ପାଲଟୁଛନ୍ତି ନରଭକ୍ଷୀ

ସେଣ୍ଟ୍‌ ପିଟର୍ସବର୍ଗ,୨୯।୨: ଜଳବାୟୁ ପରିବର୍ତ୍ତନ ଯୋଗୁ ମେରୁ ଅଞ୍ଚଳରେ ତାପମାତ୍ରା ବଢ଼ିବାରେ ଲାଗିଛି। ଏଠାରେ ବାସ କରୁଥିବା ତୁଷାରଭାଲୁ ପାଇଁ ଖାଦ୍ୟ ତଥା ଉପଯୋଗୀ ବାସସ୍ଥାନର ଅଭାବ ଦେଖାଦେଇଛି। ଏହାଯୋଗୁ ତୁଷାରଭାଲୁ ଜନବସତି ମୁହଁ। ହେବାରେ ଲାଗିଛନ୍ତି। ଖାଦ୍ୟ ଅଭାବରେ ସେମାନେ…

୨୯ ବର୍ଷ ହେବ ଏଠି ୨୫ ପଇସାରେ ମିଳୁଛି କଚୋଡି

କୋଲକାତା: ପଶ୍ଚିମବଙ୍ଗ ମୁରାରି ପୁକର ଅଞ୍ଚଳରେ ଥିବା ଲକ୍ଷ୍ମୀ ନାରାୟଣ ଘୋଷଙ୍କ ଜଳଖିଆ ଦୋକାନ ବେଶ୍‌ ଚର୍ଚ୍ଚିତ। ୧୯୯୦ ମସିହାରୁ ଏହି ଦୋକାନ ଆରମ୍ଭ କରାଯାଇଥିବା ବେଳେ ଏବେବି ସେଠାରେ ୨୫ ପଇସାରେ କଚୋଡି ମିଳିଥାଏ। କୁହାଯାଏ ଜ୍ୟୋତି ବସୁଙ୍କ ସରକାର…

ମେଦବହୁଳତା ଯୋଗୁ ଭାଙ୍ଗିଲା ବିବାହ: ଓଜନ ହ୍ରାସ କରି ଜିତିଲେ ‘ମିସ୍‌ ଗ୍ରେଟ ବ୍ରିଟେନ’

ଅତ୍ୟଧିକ ମେଦବହୁଳତା ସମସ୍ତଙ୍କ ପାଇଁ ସମସ୍ୟାର କାରଣ ପାଲଟିଥାଏ। ଏଥିଯୋଗୁ ବସିବା, ଉଠିବା ବା କାମ କରିବା କଷ୍ଟକର ହୋଇପଡିଥାଏ। ବେଳେ ବେଳେ ଲୋକମାନେ ଏଥିଯୋଗୁ ଡିପ୍ରେସନ୍‌ରେ ପଳାଇଥାନ୍ତି, ଆଉ କେତେକ ଏହାକୁ ଚ୍ୟାଲେଞ୍ଜିଂ କରି ଏକ ଭିନ୍ନ କାହାଣୀ ଲେଖିଥାନ୍ତି।…

ମୁସଲମାନ ବିବାହରେ ନିମନ୍ତ୍ରଣ ଦେଉଛନ୍ତି ଭଗବାନ ଗଣେଶ

ମିରଟ,୨୮।୨: ଉତ୍ତର ପ୍ରଦେଶ ମିରଟରେ ଏକ ମୁସଲମାନ ପରିବାରର ବିବାହ ପାଇଁ ନିମନ୍ତ୍ରଣ ପତ୍ର ଛପା ଯାଇଛି। ଯେଉଁଥିରେ ହିନ୍ଦୁ ଦେବତା ଗଣେଶଙ୍କ ଫଟୋ ଦେଖିବାକୁ ମିଳିଛି। ଏହା ଉଭୟ ସମ୍ପ୍ରଦାୟ ପାଇଁ ଏକ ଭଲ ବାର୍ତ୍ତା ଦେଉଛି ବୋଲି ଆଲୋଚନା…

ଷ୍ଟାଚ୍ୟୁ, ଷ୍ଟାଡିୟମ୍‌ ପରେ ଗୁଜରାଟରେ ହେବ ବିଶ୍ୱର ସବୁଠାରୁ ଉଚ୍ଚ ମନ୍ଦିର

ଅହମଦାବାଦ: ବିଶ୍ୱର ସବୁଠାରୁ ବଡ଼ କ୍ରିକେଟ ଷ୍ଟାଡିୟମ୍‌ ମୋଟେରା ଓ ବିଶ୍ୱର ସବୁଠାରୁ ଉଚ୍ଚ ପ୍ରତିମା ଷ୍ଟାଚ୍ୟୁ ଅଫ୍‌ ୟୁନିଟି ପରେ ଏବେ ଗୁଜରାଟରେ ସବୁଠାରୁ ଉଚ୍ଚ ମନ୍ଦିର ତିଆରି ହେବାକୁ ଯାଉଛି। ଏହା ସହିତ ଗୁଜରାଟ ଇତିହାସରେ ଆଉ ଏକ…

ଦିଲ୍ଲୀ ହିଂସା: ହିନ୍ଦୁ କନ୍ୟାଙ୍କ ବିବାହ ସମୟରେ ଘର ବାହାରେ ଜଗି ରହିଥିଲେ ମୁସଲମାନ ପଡୋଶୀ

ନୂଆଦିଲ୍ଲୀ,୨୮।୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ରାଜଧାନୀ ଦିଲ୍ଲୀରେ ଉପୁଜିଥିବା ହିଂସାରେ ଏବେସୁଦ୍ଧା ୩୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାକୁ ଦେଖି ରାଜଧାନୀବାସୀ ଘରୁ ବାହାରକୁ ବାହାରିବାକୁ ଭୟ କରୁଛନ୍ତି। ଏହି ହିଂସା ସମୟରେ ଚାନ୍ଦବାଗ ଅଞ୍ଚଳରେ ରହୁଥିବା…

ରେକର୍ଡ ନିଶା: ୭୦ ହଜାର ଦିଆସିଲିରେ ଜାହାଜ ମଡେଲ

ସାଉଥଷ୍ଟମ୍‌: ସଫଳତା ପାଇଁ ବୟସ ଏକ ମାପକାଠି ନୁହେଁ। ନିଷ୍ଠାପର ଉଦ୍ୟମ, ଗଭୀର ଆତ୍ମବିଶ୍ୱାସ ହିଁ ସଫଳତା ଆଡ଼କୁ ବାଟ କଢ଼ାଇନିଏ। ଏହାର ସଦ୍ୟତମ ଉଦାହରଣ ହେଉଛନ୍ତି ବ୍ରିଟେନର ନାବିକ ଡେଭିଡ ରେନାଲ୍ଡ। ୬୧ବର୍ଷ ବୟସରେ ସେ ନିର୍ମାଣ କରିଛନ୍ତି ୪୦୦ବର୍ଷ…

ଜାତୀୟ ବିଜ୍ଞାନ ଦିବସ: ବିଜ୍ଞାନର ବିକାଶରେ ଦେଶର ବିକାଶ ସମ୍ଭବ

ଭାରତରେ ପ୍ରତିବର୍ଷ ୨୮ ଫେବୃୟାରୀରେ ପାଳନ କରାଯାଉଛି ଜାତୀୟ ବିଜ୍ଞାନ ଦିବସ। ବୈଜ୍ଞାନିକମାନଙ୍କ ସମାଜ ପ୍ରତି ଅବଦାନକୁ କୃତଜ୍ଞତାର ସହ ସ୍ବୀକୃତି ଦେବା ସହିତ ବିଜ୍ଞାନ ଶିକ୍ଷାକୁ ଆଗକୁ ନେବା ଏହି ଦିବସର ଲକ୍ଷ୍ୟ। ମୁଖ୍ୟତଃ ରମଣ ଇଫେକ୍ଟ ବା ରମଣ…

ଗିଟାର ଆକୃତିର ହୋଟେଲ: ରାତିଏ ରହିଲେ ଦେବାକୁ ପଡ଼େ…

ଓ୍ବାଶିଂଟନ: ବିଭିନ୍ନ ପ୍ରକାର ହୋଟେଲ ଦେଖିଥିବେ। ମାତ୍ର ଗିଟାର ଆକୃତିର ହୋଟେଲ କେବେ ଦେଖିଛନ୍ତି। ଏପରି ହୋଟେଲ ଆମେରିକାର ଫ୍ଲୋରିଡ଼ାର ହଲିଉଡ୍‌ରେ ରହିଛି। ୩୨ ମହଲା କୋଠା ବିଶିଷ୍ଟ ଏହି ହୋଟେଲଟି ୪୫୦ଫୁଟ ଉଚ୍ଚର ହୋଇଥିବା ବେଳେ ଏଥିରେ ୬୩୮ଟି ବିଳାସପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?