ଫୁରସତ

ହାତ ଖର୍ଚ୍ଚରେ ପ୍ରଥମ ଦରମା ଟଙ୍କା ସରିଥିଲା: ନାଟ୍ୟ ନିର୍ଦ୍ଦେଶକ ପୁଲିନ ବିହାରୀ ମାନସିଂହ

ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ କୁହୁଡି ଗାଁର ଏକ ସମ୍ଭ୍ରାନ୍ତ ପରିବାରରେ ମୋର ଜନ୍ମ। ବାପା ରାଜକିଶୋର ମାନସିଂହ ଥିଲେ ଜଣେ ଆଶୁକବି। ଗାଁ ରାସ ଦଳରେ ସେ ଗୀତ ରଚନା କରିବା ସହ ସ୍ବର ସଂଯୋଜନା ଓ ନିର୍ଦ୍ଦେଶନା…

ବିଦ୍ୟୁତ୍‌ ବିଭାଗ ସ୍କୁଲରୁ କାଟିଦେଲା ବିଜୁଳି ସଂଯୋଗ: ୭ମ ଶ୍ରେଣୀ ଛାତ୍ର ତିଆରି କଲେ ପବନଚକ୍ର

ମୁମ୍ବାଇ: ମହାରାଷ୍ଟ୍ରର ବିଡ୍‌ ଜିଲାର ଏକ ସରକାରୀ ସ୍କୁଲରେ ବିଦ୍ୟୁତ୍‌ର ଆବଶ୍ୟକତା ପୂରଣ କରିଛନ୍ତି ୪ ଛାତ୍ର। କୁର୍ଲା ଗାଁସ୍ଥିତ ଜିଲା ପରିଷଦ ସ୍କୁଲରେ ୨୫ ହଜାର ଟଙ୍କାର ବିଜୁଳି ବିଲ୍‌ ବକେୟା ଥିଲା। ତେଣୁ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ସ୍କୁଲରୁ…

ଇତିହାସ ରଚିବ ଭାଜପା ନେତାଙ୍କ ଝିଅ ବିବାହ ଖର୍ଚ୍ଚ

ବେଙ୍ଗାଲୁରୁ,୧।୩: କର୍ନାଟକ ଭାରତୀୟ ଜନତାପାର୍ଟି(ଭାଜପା)ର ସଙ୍କଟମୋଚକ ଭାବେ ପରିଚିତ ଦଳିତ ନେତା ତଥା କର୍ନାଟକ ସରକାରରେ ସ୍ବାସ୍ଥ୍ୟମନ୍ତ୍ରୀ ଥିବା ବି.ଶ୍ରୀରାମୁଲୁ ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ମାର୍ଚ୍ଚ ୫ରେ ବି.ଶ୍ରୀରାମୁଲୁଙ୍କ ଝିଅ ରକ୍ଷିତାଙ୍କର ବିବାହ ହେବାକୁ ଯାଉଛି। ହାଇଦ୍ରାବାଦର ଉଦ୍ୟୋଗପତି ରବି…

ବ୍ୟକ୍ତିତ୍ୱ: ଅନୁରାଧା ଭଟ୍ଟାଚାର୍ଯ୍ୟ

ପ୍ରଥମେ ମନରେ ଜନ୍ମନିଏ ଫାଣ୍ଟାସୀ। ଏହାକୁ ନେଇ ଜଣେ ମନ ଭିତରେ ଚିତ୍ର ଆଙ୍କେ। ତା’ପରେ ତାହା କଳା ବା ସାହିତ୍ୟର ରୂପ ନିଏ। ତେବେ ମନରେ ସୃଷ୍ଟି ହେଉଥିବା ଫାଣ୍ଟାସୀ ଉପରେ ଲଗାମ ଦେବା ନିହାତି ଦରକାର। କାରଣ ମନ…

୨.୪୦ ଲକ୍ଷ ପୁରୁଣା ଯନ୍ତ୍ରାଂଶରେ ତିଆରି ଭାସମାନ ଘର

କାନାଡାର ଭାନ୍‌କୋଭର ଦ୍ୱୀପରେ ଏକ ଭାସମାନ ଘର ତିଆରି ହୋଇଛି। ଯେଉଁଥିରେ କ୍ୟାଥରିନ କିଙ୍ଗ୍‌ ଏବଂ ତାଙ୍କ ସ୍ବାମୀ ୱେନ୍‌ ଆଡାମସ୍‌ ବାସ କରନ୍ତି। ୭୧ବର୍ଷୀୟ ଆଡାମସ୍‌ ୧୯୯୧ରେ ଏହି ଘର ନିର୍ମାଣ ଆରମ୍ଭ କରିଥିଲେ। ଉକ୍ତ ଘରଟି ସୌର ଶକ୍ତି…

ଜାହାଜରୁ ଖସିପଡ଼ିଲେ ମହିଳା: ବଞ୍ଚାଇବା ପାଇଁ ୪୦ ଫୁଟରୁ ଡେଇଁଲେ କ୍ୟାପ୍‌ଟେନ

ମିଆଁମାର: ଡାଲା ପୋର୍ଟରେ ଜଣେ ମହିଳା ଜାହାଜରୁ ଖସି ୟଙ୍ଗୁନ ନଦୀରେ ପଡ଼ିଗଲେ। ତାଙ୍କୁ ବଞ୍ଚାଇବା ପାଇଁ ୬୦ ବର୍ଷୀୟ କ୍ୟାପ୍‌ଟେନ୍‌ ୪୦ ଫୁଟ ଉଚ୍ଚରୁ ଡେଇଁ ତାଙ୍କ ଜୀବନ ରକ୍ଷା କରିଲେ। କ୍ୟାପ୍‌ଟେନ୍‌ ୟୁ ମାଏଣ୍ଟ କୁହନ୍ତି, ଆମ ଜାହାଜ…

ଶହେ ବର୍ଷର ବୃଦ୍ଧା ପାଳିଲେ ୨୫ତମ ଜନ୍ମଦିନ

ଓ୍ବାଶିଂଟନ,୧।୩: ଆମେରିକାର ଜଣେ ବୃଦ୍ଧା ଡୋରିସ୍‌ କ୍ଲିଫ୍‌ ଶହେ ବର୍ଷ ବୟସରେ ୨୫ ତମ ଜନ୍ମଦିନ ପାଳନ କରିଛନ୍ତି। କଥାଟା ଅଡୁଆ ଲାଗୁଥିଲେ ବି ସତ। ଆମେରିକାର ପୋର୍ଟସ ମାଉଥ୍‌ରେ ଜନ୍ମ ନେଇଥିବା ଏହି ମହିଳାଙ୍କ ଜନ୍ମଦିନ ହେଉଛି ଫେବୃୟାରୀ ୨୯।…

ପାଣି ଭିତରେ ଜଙ୍ଗଲ

କାଜାଖସ୍ତାନ: ଦୁନିଆରେ ଏମିତି କିଛି ଅଜବ ଦୃଶ୍ୟ ଅଛି, ଯାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ଏହାର ରହସ୍ୟ ସହଜରେ ବୁଝିହୁଏ ନାହିଁ। ଏପରିି ଏକ ସ୍ଥାନ ହେଉଛି ‘ଲେକ୍‌ କ୍ୟାଣ୍ଡି’(ଏକ ଝରଣା)। କାଜାଖସ୍ତାନରେ ଥିବା ଏହି ଝରଣା ସବୁଠୁ ରହସ୍ୟମୟୀ ତଥା…

୫୦ ବର୍ଷ ମଧ୍ୟରେ ପୁଣି ଦେଖିବାକୁ ମିଳିଲା ଇନ୍ଦ୍ରଧନୁ ସାପ, ଫଟୋ ଭାଇରାଲ

ଓ୍ବାଶିଂଟନ୍‌: ବେଳେବେଳେ କିଛି ଖରାପ ଜିନିଷ ମଧ୍ୟରେ ଖୁବ୍‌ ସୁନ୍ଦର ଝଲକ ଦେଖିବାକୁ ମିଳେ। ସେ ବୃକ୍ଷଲତା ହୁଅନ୍ତୁ କିମ୍ବା ଜୀବଜନ୍ତୁ। ଏମିତି ଏକ ସୁନ୍ଦର ଜୀବ ହେଉଛି ରେନ୍‌ବୋ ସାପ। ଇନ୍ଦ୍ରଧନୁ ପରି ସାତ ରଙ୍ଗ ଏହି ସାପ ଦେହରେ…

ଡେଲିଭରି ବୟ ‘ସୋନୁ’ ପାଲଟିଲେ ଇଣ୍ଟରନେଟ୍‌ ସେନ୍‌ସେଶନ

ନୂଆଦିଲ୍ଲୀ,୨୯।୨: ଫୁଡ୍‌ ଡେଲିଭରି କମ୍ପାନୀ ଜମାଟୋର ଜଣେ ରାଇଡର ସୋନୁ ଏବେ ଇଣ୍ଟରନେଟ୍‌ ସେନ୍‌ସେଶନ ପାଲଟି ଯାଇଛନ୍ତି। ତାଙ୍କର କିଛି ଭିଡିଓ ଏବେ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସୋନୁଙ୍କ କଥା କହିବାର ଶୈଳୀ ଓ ସ୍ମାଇଲ ଲୋକଙ୍କ ମନ…

ହାତ ନାହିଁ, ପାଦରେ ଲେଖି ପରୀକ୍ଷାରେ ପାସ୍‌ କଲେ ଛାତ୍ର

ଆମେଠି: କୁହାଯାଏ, ଭଗବାନ ଯାହାକୁ ଯେମିତି ସୃଷ୍ଟି କରିଛନ୍ତି, ତାକୁ ସେମିତି ବୁଦ୍ଧି ବିବେକ ମଧ୍ୟ ଦେଇଛନ୍ତି। ଏହି ଉକ୍ତିଟି ଉତ୍ତରପ୍ରଦେଶର ଅମର ବାହାଦୂର ନାମକ ଜଣେ ଛାତ୍ରଙ୍କଠାରେ ଶତ ପ୍ରତିଶତ ପ୍ରମାଣିତ ହୋଇଛି। ଈଶ୍ୱର ତାଙ୍କୁ ହାତ ଦେଇ ନାହାନ୍ତି…

ବିଷାକ୍ତ ଛତୁ ଖାଇବା ତ ଦୂର ଛୁଇଁଲେ ବି ହେବ ମୃତ୍ୟୁ !

ସିଡ୍‌ନୀ, ୨୯।୨: ଛତୁ ଖାଇବାକୁ କେତେକ ପସନ୍ଦ କରିଥାନ୍ତି। କବକ ଜାତୀୟ ଏହି ଖାଦ୍ୟରେ ମଣିଷ ଶରୀର ପାଇଁ ଉପଯୋଗୀ ମଧ୍ୟ। ତେବେ ନିକଟରେ ଅଷ୍ଟ୍ରେଲିଆର କିଛି ଗବେଷକ ଏକ ପ୍ରକାର ବିଷାକ୍ତ ଛତୁ ସମ୍ପର୍କରେ ଏକ ରିପୋର୍ଟ ପ୍ରକାଶ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?