ଚଳନ୍ତା ଟେବୁଲ ଫ୍ୟାନକୁ ଜିଭରେ ଅଟକାଇ ରେକର୍ଡ
ନାଁ ଏବଂ ପ୍ରସିଦ୍ଧି ଲାଭ କରିବା ଲାଗି ଲୋକେ ବିଭିନ୍ନ ପ୍ରକାର ପନ୍ଥା ଆପଣେଇଥାନ୍ତି। କିଛି ବ୍ୟକ୍ତିଙ୍କୁ ଏହା ଶର୍ଟକଟ୍ରେ ମିଳିଯାଉଥିବା ବେଳେ କିଛି ଲୋକ ଏଥିପାଇଁ ନିଜ ଜୀବନକୁ ବାଜି ଲଗେଇଦେବାକୁ ମଧ୍ୟ ପଛାନ୍ତି ନାହିଁ। ସେହିଭଳି ଜଣେ...
ରଙ୍ଗିନ ବାଦଲ
ସାଇବେରିୟାର ଉଚ୍ଚତମ ଶୃଙ୍ଗ ବେଲୁଖା ପର୍ବତ। ନିକଟରେ ଏହି ପର୍ବତର ଉପରିଭାଗରେ ଦେଖିବାକୁ ମିଳିଥିଲା ଏକ ଚମତ୍କାର ଦୃଶ୍ୟ। କିଛି ରଙ୍ଗିନ ବାଦଲ ଏହି ପର୍ବତର ଶିଖର ଦେଶରେ ଭାସମାନ ହୋଇ ଏକ ଦିବ୍ୟ ପରିବେଶ ସୃଷ୍ଟି କରୁଥିଲା। ଆଉ...
ପକ୍ଷୀ ଭଳି ଲାଗୁଥିବା ଡାଇନୋସର
ପ୍ରାଣୀଟି ଦେଖିବାକୁ ଠିକ୍ ବତକ ଭଳି। ମାତ୍ର ଏହା ବତକ ନୁହେଁ। ଏକଥା କହିଲେ ଆହୁରି ଆଶ୍ଚର୍ଯ୍ୟ ଲାଗିବ ଯେ, ଏହା ଏକ ପକ୍ଷୀ ହିଁ ନୁହେଁ। ଏହା ହେଉଛି ଏକ ଡାଇନୋସର। ଅତି ପ୍ରାଚୀନ ପ୍ରସ୍ତର ଯୁଗରେ ହିଁ...
ସବୁଠୁ ବଡ଼ ଟେବୁଲ୍ ଟେନିସ୍ ବ୍ୟାଟ୍
ଟେବୁଲ୍ ଟେନିସ୍ ଅନେକେ ଖେଳିଥିବେ। ନ ଖେଳିଥିଲେ ବି ତା’ର ଛୋଟ ଛୋଟ ବ୍ୟାଟ୍କୁ ନିଶ୍ଚୟ ଦେଖିଥିବେ। ଏହାକୁ ହାତରେ ସହଜରେ ଧରି ଖେଳି ହୁଏ। ତେବେ ଏହି କୁନି ବ୍ୟାଟ୍ର ଏକ ବିରାଟ ରୂପ ତିଆରି କରାଯାଇଛି, ଯାହାକୁ...
ନୁଡଲ କେକ୍
ବିଭିନ୍ନ ପ୍ରକାରର ଆକାର ଓ ସ୍ବାଦର କେକ୍ ଦେଖିଥିବେ ଓ ଖାଇଥିବେ ବି। ହେଲେ ଇଣ୍ଡୋନେସିଆର ବେକେରି ଟଟ୍ ଅ’ ଯେଉଁ କେକ୍ ତିଆରି କରୁଛି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି କେକ୍ ଦେଖିବାକୁ ଯେମିତି ସ୍ବାଦିଷ୍ଟ...
ରବର ବ୍ୟାଣ୍ଡ ଡ୍ରେସ୍
ଏହି ଷ୍ଟାଇଲିଶ୍ ଡ୍ରେସ୍ ଦେଖି ଭାବୁଥିବେ ଏହା ବାଦାମୀ ରଙ୍ଗର ଉଲ୍ରେ ତିଆରି ବୋଲି। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯୁବତୀଜଣକ ପିନ୍ଧିଥିବା ଡ୍ରେସ୍ ରବର୍ ବ୍ୟାଣ୍ଡରେ ତିଆରି। ଏହି ରବର ବ୍ୟାଣ୍ଡର ଡ୍ରେସ୍ ପିନ୍ଧିଥିବା ଯୁବତୀଜଣକ ହେଉଛନ୍ତି ଟୋକିଓର...
୬୦୦ ବର୍ଷ ପୁରୁଣା ଦରଘାରେ ରହିଛି ଗାଈ ମଜାର
ଅଯୋଧ୍ୟା,୧୬।୨: ଦେଶରେ ମନ୍ଦିର -ମସଜିଦ୍ ନେଇ ବିବାଦ ଜାରି ରହିଛି। ତେବେ ଅଯୋଧ୍ୟାରେ ଏକ ୬୦୦ ବର୍ଷ ପୁରୁଣା ଦରଘାରେ ଏକ ଗାଈର ବଜାର ରହିଛି। ଏହା ସାମ୍ପ୍ରଦାୟିକ ସଦ୍ଭାବ ବାର୍ତ୍ତା ବହନ କରିଛି। ଦରଘାକୁ ସମସ୍ତ ଧର୍ମର ଲୋକେ...
୫୦ ବର୍ଷ ଲିଭ୍ଇନ୍ରେ ରହିବା ପରେ ହେଲା ବିବାହ
ରାୟପୁର,୧୬।୨: ଛତିଶଗଡ଼ରେ ୫୦ ବର୍ଷ ଲିଭ୍ଇନ୍ରେ ରହିବା ପରେ ଜଣେ ୬୭ ବର୍ଷ ବୟସ୍କା ମହିଳା ୭୩ ବର୍ଷ ବୟସ୍କ ପୁରୁଷଙ୍କ ବିବାହ କରିଛନ୍ତି। ସ୍ଥାନୀୟ କବର୍ଧା ଜିଲାର ଖୈରଝିଟି କଳା ଗାଁରେ ବାସ କରୁଥିବା ସୁକାଲ ନିଷାଦ ଏବଂ...
ଅଧାରୁ ପାଠ ଛାଡିଥିବା ଯୁବକ ଏବେ ତିଆରି କରୁଛନ୍ତି ଫାଇଟର ଜେଟ୍ର ପାର୍ଟସ୍
ହାଇଦ୍ରାବାଦ,୧୬।୨: କୁହାଯାଏ ପ୍ରତିଭା କେବେ ଲୁଚି ରହି ନ ଥାଏ। ହାଇଦ୍ରାବାଦର ରାକେଶ ଚୌପଦାରଙ୍କ ନିକଟରେ ଏବେ ଏହା ଦେଖିବାକୁ ମିଳିଛି। ହାଇସ୍କୁଲ ଅଧାରୁ ପାଠ ଛାଡିଥିବା ରାକେଶ ଏବେ ଫାଇଟର ଜେଟ୍ ଓ କ୍ଷେପଣାସ୍ତ୍ରର ବିଭିନ୍ନ ପାର୍ଟସ୍ ତିଆରି...
ନିଜ ହାତରେ ନିଜ ପାଇଁ କବର ଖୋଳନ୍ତି କଏଦୀ
ପୋଙ୍ଗୟାଙ୍ଗ୍,୧୬।୨: ଉତ୍ତର କୋରିଆରେ ଏକ ଜେଲରେ କଏଦୀମାନେ ନିଜ ହାତରେ ନିଜର କବର ଖୋଳିଥାନ୍ତି। ଏହି ଜେଲରେ ନାନା ପ୍ରକାର କଏଦୀଙ୍କୁ ନିର୍ଯାତନା ଦିଆଯାଇଥାଏ। ବିଦେଶୀ କଏଦୀଙ୍କୁ ବେଶି ଦଣ୍ଡ ଦିଆଯାଏ। ଜେଲରେ କଏଦୀଙ୍କୁ କେବଳ ବସି ହେଉଥିବା ଅବା...
ଆକାଶରେ ଉଡୁଥିବା ସବୁଠୁ ଓଜନିଆ ପକ୍ଷୀ
ବିଶ୍ୱରେ ପ୍ରାୟ ୯୫୦୦ ପ୍ରଜାତିର ପକ୍ଷୀ ଦେଖାଯାଆନ୍ତି। ଏଥିମଧ୍ୟରୁ କେତେକ ବିଲୁପ୍ତ ହୋଇସାରିଥିବା ବେଳେ ଆଉ କିଛି ଲୋପ ପାଇବାକୁ ବସିଛନ୍ତି। କୁହାଯାଏ, ପକ୍ଷୀଙ୍କ ଯୋଗୁ ଆକାଶ। ସେମାନେ ଉଡ଼ିବା ସମୟରେ ଆକାଶର ରୂପ ଦ୍ୱିଗୁଣିତ ହୋଇଯାଏ। ଆକାଶରେ ବିଭିନ୍ନ...
ବିବିଧ କଳାରେ ନିପୁଣ ଫରେଷ୍ଟର
ପେସା ତାଙ୍କର ସରକାରୀ ଚାକିରି, ନିଶା କିନ୍ତୁ କାଠରେ ସୁନ୍ଦର ମୂର୍ତ୍ତି ତିଆରି କରିବା। କାଠରେ ସେ ରାଧାକୃଷ୍ଣ, ଗଣେଶ ଆଦି ଦେବଦେବୀଙ୍କ ମୂର୍ତ୍ତି ତିଆରି କରନ୍ତି। ଆଉ ସେଗୁଡ଼ିକ ରଙ୍ଗ କରିବା ପରେ ଲାଗନ୍ତି ସତେ ଯେମିତି ଜୀବନ୍ତ...
Archives


