ଗିନିଜ୍ ବିଲେଇ ନିଖୋଜ
ବିଲେଇ ନିଖୋଜ ହେବା କିଛି ବଡ଼ କଥା ନୁହେଁ। ହୁଏତ କେଉଁଆଡ଼େ ଚାଲିଯାଇ ଥାଇପାରେ। ନ ହେଲେ ମରିଯାଇ ଥାଇପାରେ। ମାତ୍ର ଏ ବିଲେଇ ସାଧାରଣ ବିଲେଇ ନୁହେଁ। ଗିନିଜ୍ ଓ୍ବର୍ଲଡ ରେକର୍ଡ କରିଥିବା ବିଲେଇ। ଗୋଟିଏ ନୁହେଁ; ଦୁଇଟି...
ଗୋଡ଼, ହାତରେ ୩୧ ଅଙ୍ଗୁଳି ଥିବା ମହିଳା
କୁମାରୀ ନାୟକ। ବୟସ ୬୩ରୁ ଊର୍ଦ୍ଧ୍ୱ। ଘର ଓଡିଶାର ଗଞ୍ଜାମ ଜିଲାରେ। ତେବେ ସେ ନିଜ ଜୀବନର ଅଧିକାଂଶ ସମୟ ଘରେ ଆବଦ୍ଧ ରହି ବିତାଇଛନ୍ତି। କାରଣ ଏ ସମାଜ ତାଙ୍କୁ ଆଖ୍ୟା ଦେଇଛି ଡାହାଣୀ ବୋଲି। ତାଙ୍କର ପାଦରେ...
ଜଳବାୟୁ ପରିବର୍ତ୍ତନ ପ୍ରଭାବ: ୨୧୦୦ ବେଳକୁ ନ ଥିବ ପ୍ରବାଳ ପ୍ରାଚୀର
କାନବେରା,୨୩।୨: ଜଳବାୟୁ ପରିବର୍ତ୍ତନର ପ୍ରଭାବ ପୃଥିବୀର ଜୈବ ବିବିଧତା ଉପରେ ପଡ଼ିବାରେ ଲାଗିଛି। ଏହାଯୋଗୁ ଆସନ୍ତା ୨୧୦୦ ବେଳକୁ ସମୁଦ୍ରରେ ଥିବା ପ୍ରବାଳ ପ୍ରାଚୀର ସମ୍ପୂର୍ଣ୍ଣ ଲୋପ ପାଇଯିବ। ଏନେଇ ହାବାର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ହୋଇଥିବା ଏକ ସର୍ଭେ ରିପୋର୍ଟରେ...
ଡେକୋରେଟେଡ୍ ଟୟଲେଟ୍ ସିଟ୍ ସଂଗ୍ରହାଳୟ
ଅନେକ ଅଜବ ସଂଗ୍ରହାଳୟ ସମ୍ପର୍କରେ ଆମେ ଆଗରୁ କହିଛୁ। ତେବେ ଏଠି ଯେଉଁ ସଂଗ୍ରହାଳୟ କଥା କୁହାଯାଉଛି, ସେ ବି ବହୁତ ଖାସ୍। କାରଣ ଏ ହେଉଛି ସୁସଜ୍ଜିତ ଟୟଲେଟ୍ ସିଟ୍ର ସଂଗ୍ରହାଳୟ। ବାର୍ନି ସ୍ମିଥ୍ ନାମକ ଜଣେ ବ୍ୟକ୍ତି...
ଉଲ୍ରେ ତିଆରି ପ୍ରକୃତିର ଛବି
ଏମ୍ବ୍ରୋଡରି ଏକ ବହୁ ପୁରାତନ କଳା। ଏଥିରେ କାରିଗର ଭିନ୍ନ ଭିନ୍ନ କଳାକୃତି ତିଆରି କରନ୍ତି। ନିକଟରେ ଜଣେ ମହିଳା ପ୍ରକୃତିର ବିଭିନ୍ନ ଦୃଶ୍ୟକୁ ଏମ୍ବ୍ରୋଡରିରେ ତିଆରି କରିଛନ୍ତି। ଆଉ ତାହା ଏତେ ନିଖୁଣ ଓ ଅବିକଳ ହୋଇଛି ଯେ,...
ଚିନ୍ମୟ ଚିନ୍ତନ: ନିଜର ମାଲିକ ବାଛିଲେଣି କି
ଆପଣଙ୍କ କ୍ଷେତରେ ବୁଲାଗାଈଟିଏ ପଶିଗଲା। ଫସଲରୁ ଯାହା ଖାଇଲା ଖାଇଲା, ଦଳି ମନ୍ଥି ଗୁଡାଏ ନଷ୍ଟକଲା। ଖବର ପାଇ ଠେଙ୍ଗାଟିଏ ନେଇ ଆପଣ ଦୌଡିଲେ। ହାତ ପାହାନ୍ତାରେ ପଡିଗଲା ଗାଈଟି। ଆପଣ କ’ଣ କରିବେ? ଗାଈକୁ ରାଗରେ ପିଟିବେ ନା...
ଶଙ୍ଖର ମହତ୍ତ୍ୱ
ହିନ୍ଦୁ ଧର୍ମରେ ଶଙ୍ଖର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ସେଥିପାଇଁ ପ୍ରାୟ ସମସ୍ତଙ୍କ ଘରେ ଶଙ୍ଖ ଥିବା ଦେଖିବାକୁ ମିଳିଥାଏ। ତେବେ ଘରେ ଶଙ୍ଖ ରଖିଲେ କିମ୍ବା ଶଙ୍ଖ ବଜାଇଲେ କ’ଣ ଶୁଭ ଫଳ ମିଳିଥାଏ, ଆସନ୍ତୁ ଜାଣିବା ସେ...
ଫ୍ୟାଶନ୍ରେ ନୂଆ ସମ୍ଭାବନା
ସ୍ବପ୍ନ ଥିଲା କିଛି ନୂଆ କରିବାର। ନିଜର ଏକ ପରିଚୟ ତିଆରି କରିବାର। ନୂଆ ନୂଆ ପୋଷାକ ପ୍ରତି ରୁଚି ତାଙ୍କୁ ପ୍ରେରଣା ଦେଇଥିଲା ‘ଫ୍ୟାଶନ ଡିଜାଇନ’ରେ କ୍ୟାରିୟର କରିବାକୁ। ଇଏ ଥିଲେ ପୁରୀ ବାସେଳି ସାହି ନିବାସୀ ପିତା...
ପ୍ରଥମ ଦରମାରେ ଗରିବ ମେଧାବୀ ପିଲାଙ୍କୁ ସାହାଯ୍ୟ କରିଥିଲି: ଶିକ୍ଷାବିତ୍ ଡ.ବିଷ୍ଣୁ ଚରଣ ସାହୁ
ଶିକ୍ଷାବିତ୍, ଲେଖକ ତଥା ସମାଜସେବୀ ଡ.ବିଷ୍ଣୁ ଚରଣ ସାହୁ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି… ଯାଜପୁର ଜିଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ନାଉପାଳ ଗାଁରେ ମୋର ଜନ୍ମ। ସ୍ଥାନୀୟ ଶ୍ରୀବନ୍ତ ଉଚ୍ଚ ବିଦ୍ୟାଳୟରୁ ଏକାଦଶ ଶ୍ରେଣୀ ପାସ୍...
୬ ଭାରତୀୟ ଲେଖିକା
ସର୍ବ ଭାରତୀୟ ସାହିତ୍ୟ ଜଗତରେ ଏବେ ଏକ ପ୍ରକାରର ପରିବର୍ତ୍ତନର ଅବହାଓ୍ବା ପ୍ରବାହିତ ହେଉଛି। ବଦଳୁଥିବା ସମୟର ସ୍ବରକୁ ଥିମ୍ ଭାବରେ ନିଆଯାଇ ଉପନ୍ୟାସ ରଚନା କରିବା ଏକ ଟ୍ରେଣ୍ଡ ପାଲଟିଛି। ବିଶେଷକରି ସମ୍ପ୍ରତି ଏକବିଂଶ ଶତାବ୍ଦୀରେ ସମ୍ପର୍କକୁ ନେଇ...
ଓଡ଼ିଶାର ଲୋକ ବାଦ୍ୟ: ନାମକରଣ ପଛରେ ଯୋଡ଼ିହୋଇଛି ଲୋକକାହାଣୀ, କିମ୍ବଦନ୍ତୀ
ଅନେକ ଲୋକବାଦ୍ୟ ନଟଦେବତା ଶିବଙ୍କଠାରୁ ସୃଷ୍ଟି ହୋଇଥିବାର ବିଭିନ୍ନ କାହାଣୀ ଓ କିମ୍ବଦନ୍ତୀ ରହିଛି। ମାତ୍ର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳୁଥିବା ପାରମ୍ପରିକ ଲୋକବାଦ୍ୟର ସ୍ବତନ୍ତ୍ରତା ରହିଛି। ବିଭିନ୍ନ ପ୍ରକାର ଲୋକବାଦ୍ୟ ମାଙ୍ଗଳିକ, ଆଧାତ୍ମିକ କିମ୍ବା ସାଂସ୍କୃତିକ ମନୋରଞ୍ଜନ ଆଦି...
୧୦ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇଥିଲା ଟେଲିଫୋନ୍
ଓ୍ବାଶିଂଟନ,୨୩।୨: ହିଟଲରଙ୍କ ଶାସନ ସମୟରେ ତାଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ଟେଲିଫୋନ୍ ୧୦ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇଥିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ପ୍ରକୃତରେ ଏହି ଟେଲିଫୋନରେ ନାଜି ବାହିନୀଙ୍କୁ ଆଦେଶ ଦେଇ ହିଟଲର ଲୋକଙ୍କ...
Archives


