ଫୁରସତ

ଭୁଟାନ ରାଜାଙ୍କ ପରାମର୍ଶ ନେଇ ପୃଥିବୀ ସାରା ଚର୍ଚ୍ଚା

ଥିମ୍ପୁ,୧୮।୩: ଭୁଟାନର ରାଜା ଜିଗ୍‌ମେ ଖେସାର ନାମଗେୟଲ ଓ୍ବାଙ୍ଗଚୁକ୍‌ ଗତ ଫେବୃୟାରୀ ୨୧ରେ ନିଜ ୪୦ ତମ ଜନ୍ମଦିନ ପାଳନ ଅବସରରେ ଦେଶବାସୀଙ୍କୁ ବୃକ୍ଷଚାରା ରୋପଣ ପାଇଁ ପରାମର୍ଶ ଦେଇଥିଲେ। ରାଜାଙ୍କ ଆହ୍ବାନରେ ଅନୁପ୍ରାଣିତ ହୋଇ ଲୋକେ ଏବେ ଗଛ ଲଗାଇବା…

ମୋଟର ସାଇକେଲର ଦାମ ୭ କୋଟି ୪୦ ଲକ୍ଷ

ଲଣ୍ଡନ, ୧୮।୩: ମୋଟର ସାଇକେଲର ଦାମ ୭ କୋଟି ୪୦ ଲକ୍ଷ ଟଙ୍କା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଏହା ସତ। କମ୍ପାନୀ ଗେମ୍‌ ଓଭର ପକ୍ଷରୁ ଏହି ମୋଟରସାଇକେଲ ନିର୍ମାଣ କରାଯାଇଛି। ଏଥିରେ ଟାଟୁ ହୋଇଛି। ଏହା…

ରହସ୍ୟମୟ ଯମ ଦ୍ୱାର: ଯେଉଁଠି ରାତିରେ ରହିଲେ ଲୋକେ ଫେରି ନ ଥାନ୍ତି

ହିନ୍ଦୁ ଧର୍ମରେ ଯମରାଜଙ୍କୁ ମୃତ୍ୟୁର ଦେବତା କୁହାଯାଏ। ପୃଥିବୀରେ ଏପରି ଏକ ରହସ୍ୟମୟ ଦ୍ୱାର ରହିଛି ଯାହାକୁ ‘ଯମଦ୍ୱାର’ ଅର୍ଥାତ୍‌ ଯମ ରାଜାଙ୍କ ଘରର ପ୍ରବେଶ ଦ୍ୱାର ବୋଲି କୁହାଯାଏ। ଏହି ପ୍ରବେଶ ଦ୍ୱାର ପବିତ୍ର କୈଳାଶ ପର୍ବତ ଯିବା ରାସ୍ତାରେ…

ଯେଉଁ ଦେଶରେ ସର୍ବସମ୍ମୁଖରେ ହାତୀକୁ ଦିଆଯାଇଥିଲା ଫାଶୀ

କୌଣସି ଗୁରୁତର ଅପରାଧ ପାଇଁ ମଣିଷକୁ ଫାଶୀ ଦିଆଯିବା କଥା ସମସ୍ତେ ଶୁଣିଥିବେ। ହେଲେ ହାତୀକୁ ଫାଶୀ ଦିଆଯିବା କଥା ଶୁଣିଲେ ଟିକେ ଅଡୁଆ ଲାଗେ। ଅବଶ୍ୟ ଏହା ଆଜିକାଲିର ଘଟଣା ନୁହେଁ। ୧୯୧୬, ସେପ୍ଟେମ୍ବର ୧୩ରେ ଆମେରିକାର ଟେନେସି ରାଜ୍ୟରେ…

କରୋନା ଭୟ: ଏହି ଦେଶରୁ ମୁକୁଳିଲେ ୮୫ହଜାର କଏଦୀ

ତେହେରାନ,୧୭।୩: କରୋନା ଭାଇରସ୍‌ ଯୋଗୁ ଇରାନରେ ଏପର୍ଯ୍ୟନ୍ତ ୧୪,୯୯୧ ବ୍ୟକ୍ତି ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୮୫୩କୁ ଛୁଇଁଛି। କରୋନା ପ୍ରଭାବକୁ ଦେଖି ଇରାନ ଜେଲରେ ବନ୍ଦୀ ଥିବା ହଜାର ହଜାର କଏଦୀଙ୍କୁ ମୁକ୍ତ କରିବା ପାଇଁ ସରକାର ନିଷ୍ପତ୍ତି…

ଗର୍ଭବତୀ ମା’ଠାରୁ ନବଜାତକକୁ ହେବନାହିଁ କରୋନା!

ବେଜିଂ,୧୭।୩: କରୋନା ଭାଇରସ ଏବେ ବିଶ୍ୱକୁ ଚିନ୍ତାରେ ପକାଇ ଦେଇଥିବା ବେଳେ ଏହି ଭୂତାଣୁ ଗର୍ଭବତୀ ମା’ଠାରୁ ନବଜାତ ଶିଶୁକୁ ସଂକ୍ରମଣ କରିବ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଚାଇନାର ହୁଆଝୋଙ୍ଗ ୟୁନିଭର୍ସିଟି ଅଫ୍‌ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ବିଶେଷଜ୍ଞମାନେ ଏହି…

୧୦ ହଜାର କୋଠରି ବିଶିଷ୍ଟ ଏହି ହୋଟେଲରେ ଏବେ ପର୍ଯ୍ୟନ୍ତ କେହି ରହି ନାହାନ୍ତି

ଜର୍ମାନୀର ବାଲ୍ଟିକ ସାଗରର ରୁଗେନ ଆଇଲ୍ୟାଣ୍ଡରେ ଏମିତି ଏକ ହୋଟେଲ ରହିଛି ଯେଉଁଠି ପ୍ରାୟ ୮୦ ବର୍ଷ ହେବ କେହି ଅତିଥି ରହି ନାହାନ୍ତି ବୋଲି କୁହାଯାଏ। ଏହି ହୋଟେଲରେ ପ୍ରାୟ ୧୦ ହଜାର କୋଠରି ରହିଛି। ଏହାର ନିର୍ମାଣ ୧୯୩୬-୧୯୩୯…

କରୋନା ଭୟରେ ଖୋଳ ଭିତରେ ପଶି ବୁଲୁଛନ୍ତି ଏହି ବ୍ୟକ୍ତି: ଭିଡିଓ ଭାଇରାଲ

କରୋନା ଭାଇରସ ଏବେ ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଛି। ଚାଇନାରୁ ଆରମ୍ଭ ହୋଇଥିବା କରୋନା ଏବେ ପ୍ରାୟ ୧୪୫ ଦେଶକୁ ବ୍ୟାପି ସାରିଲାଣି। ଏବେ ଇଟାଲିରେ ସର୍ବାଧିକ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଏପରିସ୍ଥଳେ ରୋମରୁ ଆସିଥିବା ଏକ…

୨ ଦିନରେ ଜେଲ୍‌ରେ କଏଦୀ ତିଆରି କଲେ ୨୦୦୦ ମାସ୍କ

ଭୋପାଳ: କରୋନା ଭୂତାଣୁ ସଂକ୍ରମଣକୁ ଏଡ଼ାଇବା ପାଇଁ ମଧ୍ୟପ୍ରଦେଶର ଭୋପାଳ ସେଣ୍ଟ୍ରାଲ ଜେଲରେ ଥିବା କଏଦୀମାନେ ମାସ୍କ ତିଆରି କରିଛନ୍ତି। ୨ ଦିନରେ ଏଠାରେ ୨୦୦୦ ମାସ୍କ ପ୍ରସ୍ତୁତ କରାଯାଇଛି। ଜେଲ ପରିଚାଳନା କର୍ତ୍ତୃପକ୍ଷ କହିଛନ୍ତି, ଏହି ମାସ୍କଗୁଡ଼ିକ ମଧ୍ୟରୁ କିଛି…

ହାତ ଧୋଇବା ଜରୁରୀ ଜଣାଇବାକୁ ଗୋଲମରିଚ, ସାବୁନର ବ୍ୟବହାର କଲେ ଶିକ୍ଷକ: ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୫।୩: କରୋନା ଭାଇରସ ଏବେ ସାରା ବିଶ୍ୱକୁ ଏକ ପ୍ରକାର ଚିନ୍ତାରେ ପକାଇ ଦେଇଛି। ଆମ ଦେଶରେ ଏବେ କରୋନା ଭାଇରସରେ ୧୦୮ ଜଣ ସଂକ୍ରମିତ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ଏବେ ପରିଷ୍କାର ପରିଚ୍ଛନ ରହିବା…

କେଉଁଠି କରିବେନି ଠାକୁରଘର

୧.ବାସ୍ତୁଶାସ୍ତ୍ର ଅନୁସାରେ ଠାକୁରଘର କେବେବି ଶିଡ଼ିତଳେ କରିବା ଉଚିତ ନୁହେଁ। ଘରେ ଅଯଥା କଳହ ଲାଗି ରହିବ। ପରିବାର ସଦସ୍ୟଙ୍କୁ ମାନସିକ ଅଶାନ୍ତିର ସାମ୍ନା କରିବାକୁ ପଡ଼ିବ। ଧନହାନି ବି ହୋଇପାରେ। ୨. ବେସ୍‌ମେଣ୍ଟ(ଭୂତଳ ଘର)ରେ ବି ପୂଜାଘର କରିବା ଉଚିତ…

ଆଙ୍ଗୁଠିରେ ପଇଡ଼ କଣା କରି ରେକର୍ଡ

ପଇଡ଼ କେତେ ଶକ୍ତ ସମସ୍ତେ ଜାଣନ୍ତି। ଏହାକୁ କାଟିବା ପାଇଁ ଧାରୁଆ ଅସ୍ତ୍ର ନିହାତି ଆବଶ୍ୟକ। କିନ୍ତୁ ଜଣେ ବ୍ୟକ୍ତି ନିଜ ଆଙ୍ଗୁଠିରେ ପଇଡ଼କୁ କଣା କରି ସମସ୍ତଙ୍କୁ ଚକିତ କରିଦେଇଥିଲେ। ମାର୍ଶାଲ ଆର୍ଟ ମାଷ୍ଟର ହୋ ଏଙ୍ଗ ହୁଇ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?