ବରଫ ଭିତରେ ୬ ମାସ
ବାନ୍ଦୀପୋରା: ଭୌଗୋଳିକ ଅବସ୍ଥିତିକୁ ନେଇ ସର୍ବଦା ବିବାଦୀୟ ଗୁରେଜ୍ ଘାଟି। ଭାରତ-ପାକିସ୍ତାନ ଲାଇନ୍ ଅଫ୍ କଣ୍ଟ୍ରୋଲ (ଏଲ୍ଓସି)ର ଦୁଇପାର୍ଶ୍ୱରେ ବିସ୍ତାରିତ ଏହି ବିବାଦୀୟ ଭୂଖଣ୍ଡ ଏବେ ବି ଦୁର୍ଗମ। ୮୦୦୦ ଫୁଟ ଉଚ୍ଚତାରେ ଅବସ୍ଥିତ ଏହି ଅଞ୍ଚଳ ବର୍ଷତମାମ ବରଫରେ...
ଲକ୍ଡାଉନରେ ନିଆରା ବିବାହ: ବର୍ଡରରେ ପୋଲିସ କଲେ କନ୍ୟାଦାନ
କାଶୀପୁର,୨୭।୪: କରୋନା ଯୋଗୁ ସାରା ଦେଶରେ ଲକ୍ଡାଉନ ଜାରି ରହିଛି। ଏଥିଯୋଗୁ ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ମଧ୍ୟ ହେବାକୁ ପଡ଼ୁଛି। ଏଥିପାଇଁ କେତେକଙ୍କ ବିବାହ ସ୍ଥଗିତ ହୋଇଥିବା ବେଳେ ଆଉ କେତେକ ଭିଡିଓ କନ୍ଫରେନ୍ସିଂରେ ହେଉଥିବା ଦେଖିବାକୁ ମିଳିଛି।...
ବନ୍ଦ ହେଲା ୧ ମିଲିୟନ ବର୍ଗ କିମିର ଓଜୋନ ଛିଦ୍ର
ନୂଆଦିଲ୍ଲୀ, ୨୭ା୪- ବିଭିନ୍ନ କାରଣରୁ ପ୍ରକୃତିରେ ପରିବର୍ତ୍ତନ ଦେଖାଯାଇଥାଏ। କିନ୍ତୁ ସମୟ ଆସିଲେ ପ୍ରକୃତି କିପରି ସେହି ପରିବର୍ତ୍ତନରୁ ପୁଣି ନିଜକୁ ମୁକ୍ତ କରିନିଏ ତାହା ଏଥର ଦେଖାଯାଇଛି ଆର୍କଟିକ(ଉତ୍ତର ମେରୁ ଅଞ୍ଚଳ) ଉପରେ। ଚଳିତ ମାସ ଆର୍କଟିକରେ ବିଶେଷଜ୍ଞମାନେ...
ଏସିରେ କରୋନା ବ୍ୟାପିବାର ନାହିଁ ଆଶଙ୍କା: ସେଣ୍ଟ୍ରାଲ୍ ଏସିକୁ ସାବଧାନ !
ନୂଆଦିଲ୍ଲୀ,୨୭।୪: ଦେଶରେ କରୋନା ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଏବେ ଖରା ଦିନ ବି ଆସିଗଲାଣି। କିନ୍ତୁ ବହୁ ଲୋକ ଗରମରେ ରହୁଥିଲେ ମଧ୍ୟ ଏସି ଲଗାଇବାକୁ ଇଛା...
ଲକ୍ଡାଉନ ପ୍ରଭାବ: ସାଥିଙ୍କ କେଶ କାଟୁଛନ୍ତି ପୋଲିସ
ଯୋଧପୁର,୨୭।୪: କରୋନା ସଂକ୍ରମଣକୁ ନେଇ ସାରା ଦେଶରେ ଲକ୍ଡାଉନ ଚାଲିଥିବା ବେଳେ ଏବେ ଏହାକୁ ନେଇ ଭିନ୍ନ ଭିନ୍ନ ଚିତ୍ର ସାମ୍ନାକୁ ଆସୁଛି। ଏହି ସମୟରେ ଆଗ ଧାଡିର ଯୋଦ୍ଧା ସାଜିଥିବା ପୋଲିସଙ୍କର କିଛି ଫଟୋ ଓ ଭିଡିଓ ମଧ୍ୟ...
ଖବର କାଗଜ ଅବା ଚିଠିରେ ବ୍ୟାପେନା କରୋନା
ଓ୍ବାଶିଂଟନ,୨୬।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଦେଖାଦେଇଛି। କରୋନାର ସଂକ୍ରମଣ ନେଇ ନାନା ଗୁଜବ ମଧ୍ୟ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳୁଛି। ଭର୍ଜିନିଆ ବିଶ୍ୱବିଦ୍ୟାଳୟର ଏରୋସଲ ବୈଜ୍ଞାନିକ ଲିନ୍ସେ୍ ମାରେ କହିଛନ୍ତି ଯେ, କରୋନା ଖବର କାଗଜ...
ବିଶ୍ୱର ସବୁଠୁ ଉଚ୍ଚ ଅଟ୍ଟାଳିକା
ରିୟାଦ୍: ପୂର୍ବରୁ ବୁର୍ଜ ଖଲିଫା ନାଁ ଶୁଣିଥିବେ ଯାହା ବିଶ୍ୱର ସବୁଠାରୁ ଉଚ୍ଚ ଅଟ୍ଟାଳିକା। ଏହାର ଉଚ୍ଚତା ୮୨୯.୮ ମିଟର ଅର୍ଥାତ୍ ୨,୭୨୨ ଫୁଟ। କିନ୍ତୁ ଜାଣନ୍ତି କି ସାଉଦି ଆରବରେ ବୁର୍ଜ ଖଲିଫାଠାରୁ ଏକ ଉଚ୍ଚ ଅଟ୍ଟାଳିକା ନିର୍ମାଣ...
ଲକ୍ଡାଉନ ପ୍ରଭାବ: ବିମାନ ଯାତ୍ରା କରି ନ ପାରି ଘରକୁ ସଜାଇଲେ ବିମାନ ଭଳି
ସିଡ୍ନୀ,୨୬।୪: ଲକ୍ଡାଉନକୁ ନେଇ ଅଷ୍ଟ୍ରେଲିଆରୁ ଆସିଛି ଭିନ୍ନ ଏକ ଘଟଣା। କରୋନା ମହାମାରୀ ପୂର୍ବରୁ ଅଷ୍ଟ୍ରେଲିଆର ଏକ ପରିବାର ୟୁରୋପ ବୁଲି ଯିବାକୁ ଯୋଜନା କରିଥିଲେ। ହେଲେ କରୋନା ସଂକ୍ରମଣକୁ ନେଇ ଲକ୍ଡାଉନ ହୋଇଯିବାରୁ ସମସ୍ତ ବିମାନ ଯାତ୍ରାକୁ ବାତିଲ...
ଏପ୍ରିଲ ୨୫ ଦୂରଦର୍ଶନ ଇତିହାସରେ ଗୁରୁତ୍ୱପୂର୍ଣ୍ଣ: ଏହିଦିନ ଆରମ୍ଭ ହୋଇଥିଲା ରଙ୍ଗୀନ ପ୍ରସାରଣ
ମୁମ୍ବାଇ: ଠିକ୍ ଆଜିର ଦିନ ଅର୍ଥାତ୍ ଏପ୍ରିଲ ୨୫ ଦୂରଦର୍ଶନ ଇତିହାସରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୧୯୮୨ ମସିହାରେ ଏହି ଚ୍ୟାନେଲ ପ୍ରଥମେ ରଙ୍ଗୀନ ପ୍ରସାରଣ ପରୀକ୍ଷା ଆରମ୍ଭ କରିଥିଲା। ଏହାର ଅଫିସିଆଲ ଟୁଇଟରରେ ଆଜିର ଦିନକୁ ସ୍ମରଣ କରାଯାଇଛି। ଚ୍ୟାନେଲରୁ...
ସାମାଜିକ ଦୂରତା ଲାଗି ୟୁରୋପ ରେଷ୍ଟୁରାଣ୍ଟ୍ରେ କାଚ ପାଚେରୀ
ପ୍ୟାରିସ୍,୨୫।୪: କରୋନା ସଂକ୍ରମଣ ନେଇ ପୃଥିବୀରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। ବହୁ ଦେଶରେ ସୁରକ୍ଷା ଦୃଷ୍ଟିରୁ ଲକ୍ ଡାଉନ୍ ଜାରି ହୋଇଛି। ୟୁରୋପର କିଛି ଦଶେରେ ଧୀରେଧୀରେ ଲକ୍ ଡାଉନ୍ ଉଠୁଛି। ତେବେ କରୋନା ମହାମାରୀ ପରେ...
ନୀଳ ଆଲୋକରେ ଚମକିଲା ସମୁଦ୍ର ଜୁଆର: ଲକ୍ ଡାଉନ୍କୁ ଖାତିର ନ କରି ଭିଡ଼ ଜମାଇଲେ ଲୋକେ
ମେକ୍ସିକୋ ସିଟି,୨୫।୪: କରୋନା ସଂକ୍ରମଣ ନେଇ ପୃଥିବୀର ବହୁ ଦେଶରେ ସ୍ଥିତି ସଙ୍କଟଜନକ ହେବାରେ ଲାଗିଛି। ଏପରିସ୍ଥଳେ ବହୁ ଦେଶରେ ଲକ୍ ଡାଉନ୍ ଜାରି ହୋଇଛି। ଫଳରେ କମ୍ ସଂଖ୍ୟକ ଲୋକଙ୍କୁ ବାହାରେ ବୁଲୁଥିବାର ଦେଖିବାକୁ ମିଳୁଛି। ମେକ୍ସିକୋର ଅକାପୁଲ୍କୋ...
କରୋନା ରୋଗୀଙ୍କ ସହ ବିବାହ ବାର୍ଷିକୀ
ରାଞ୍ଚି: ଏବେ କରୋନା ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ ନିଜର ସବୁ ସ୍ବପ୍ନ ଓ ସୁଖସୁବିଧାଥିବା ଜୀବନ ଉପଭୋଗ କରିବାରୁ ବଞ୍ଚିତ ହେଉଛନ୍ତି। ଏମିତି କି ଜୀବନର କେଉଁ ମୁହୂର୍ତ୍ତରେ ସେମାନଙ୍କୁ ବିପଦ ଗ୍ରାସ କରିବ ସେନେଇ ବି ଚିନ୍ତାରେ...
Archives


