ଫୁରସତ

ପିଲା କାନ୍ଦିବାରୁ ପଡ଼ୋଶୀଙ୍କୁ ଏମିତି ଚିଠି ଲେଖିଲେ ମାତା ପିତା

ନବଜାତ ଶିଶୁମାନେ ଅଧିକ କାନ୍ଦନ୍ତି, କିନ୍ତୁ ଆମେରିକାରେ ଜଣେ ପିତାମାତା ଯାହା କରିଛନ୍ତି ତାହା ଜାଣି ଆପଣ ସେମାନଙ୍କୁ ପ୍ରଶଂସା ନ କରି ରହିପାରିବେନି। ଯୁକ୍ତରାଷ୍ଟ୍ରରେ, ଏକ ଦମ୍ପତି ରାତିରେ କାନ୍ଦୁଥିବା ଶିଶୁ ଲାଗି ପଡ଼ୋଶୀମାନଙ୍କୁ କ୍ଷମା ମାଗିଛନ୍ତି। ବର୍ତ୍ତମାନ ଏହି…

କରୋନା ଟୀକା ନେବାର ଅଳ୍ପ ସମୟ ପରେ ବେହୋସ ହୋଇଗଲେ ନର୍ସ: ଭିଡିଓ ଭାଇରାଲ

ଆମେରିକାର ଏକ ହସ୍ପିଟାଲର ନର୍ସଙ୍କ ମଧ୍ୟରେ ମୁଖ୍ୟ ଟିଫାନି ଡୋଭର କରୋନା ଟିକା ନେବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ବେହୋସ ହୋଇଥିଲେ। ଫାଇଜର ବାୟୋନୋଟେକର କୋଭିଡ ୧୯ ଟିକା ନେବାର ୧୭ ମିନିଟ୍‌ ପରେ ଟିଫାନି ଲାଇଭ କ୍ୟାମେରା ଆଗରେ…

ବିବାହ କାର୍ଡରେ ଦିଆଯାଉଛି ମଦ, ଚାଖଣା, ପାଣି ବୋତଲ…

ମହାରାଷ୍ଟ୍ରରେ ଏକ ନିଆରା ବିବାହ କାର୍ଡ ଭାଇରାଲ ହେଉଛି। ଏହି ବିବାହ କାର୍ଡ ବହୁତ ଚର୍ଚ୍ଚାରେ ରହିଛି। କାରଣ ଏହି କାର୍ଡ ଖୋଲିବା ମାତ୍ରେ ଏକ ଆଶ୍ଚର୍ଯ୍ୟ କରିଦେଲା ଭଳି ଦୃଶ୍ୟ ଦେଖିବାକୁ ମିଳୁଛି। କାର୍ଡରେ ଏକ ମଦ ବୋତଲ ସହିତ…

ମାର୍ଭେଲକୁ ବଞ୍ଚାଇଥିଲା ଆଇରନ ମ୍ୟାନ୍‌

ଆଇରନ ମ୍ୟାନ୍‌ ହେଉ କି, ସ୍ପାଇଡରମ୍ୟାନ୍‌, ହଲ୍‌କ, କ୍ୟାପଟେନ୍‌ ଆମେରିକା ଭଳି ସୁପର ହ୍ୟୁମାନ ଭଳି କାଳ୍ପନିକ କାହାଣୀ ଓ ଚରିତ୍ର ଉପରେ ଫିଲ୍ମ ନିର୍ମାଣ କରୁଥିବା ମାର୍ଭେଲ ବିଷୟରେ କିଏ ବା ନ ଜାଣେ। ମୁଖ୍ୟତଃ ଯୁବ ପିଢ଼ିଙ୍କ ମଧ୍ୟରେ…

ହୃଦୟକୁ ବ୍ୟାଗରେ ରଖି ବଞ୍ଚିଛନ୍ତି ମହିଳା

କୁହାଯାଏ ବଞ୍ଚିଥିବା ମଣିଷର ମୁଖ୍ୟ ଅଙ୍ଗ ହେଉଛି ହାର୍ଟ ବା ହୃଦୟ । ଏହା ଯଦି କିଛି ସେକେଣ୍ଡ ପାଇଁ ବନ୍ଦ ହୋଇଯାଏ ତେବେ ମଣିଷର ମୃତ୍ୟୁ ଘଟିଥାଏ ବୋଲି କୁହାଯାଏ । ହେଲେ ବ୍ରିଟେନରେ ଏମିତି ଜଣେ ମହିଳା ଅଛନ୍ତି…

୧୨ ବର୍ଷର ବାଳକ ସ୍କୁଲ୍‌ ଟଏଲେଟ୍‌ରେ କରୁଥିଲେ ପାର୍ଟି, ଆଉ ତା ପରେ

ଇଂଲଣ୍ଡର ଜଣେ ୧୨ ବର୍ଷର ବାଳକ ସମସ୍ତ ସାମଗ୍ରୀ ସହିତ ବିଦ୍ୟାଳୟର ବାର୍ଥରୁମରେ ଏକ ପାର୍ଟିର ଆୟୋଜନ କରିଥିଲା। ଡିସ୍କୋ ଲାଇଟ, ସ୍ପିକର ଏବଂ ଡିଜେ ସେଟ୍‌ ସହିତ, କାଲ ବେଲ ନାମକ ଏହି ବାଳକ ତାଙ୍କ ସ୍କୁଲ ପିଲାମାନଙ୍କ ପାଇଁ…

ଅଢ଼େଇ ବର୍ଷ ବୟସରେ ୭ଜଣଙ୍କ ଜୀବନ ବଞ୍ଚାଇଲା ଏହି ଶିଶୁ: ଖେଳିବା ବେଳେ ଛାତରୁ ଗଳି ପଡ଼ି ଯାଇଥିଲା ଜୀବନ

ସୁରଟ,୧୮।୧୨: ଅଙ୍ଗଦାନ କରି ୭ଜଣଙ୍କୁ ନୂଆ ଜୀବନ ଦେଲା ଅଢ଼େଇ ବର୍ଷର ଶିଶୁ। ଗୁଜରାଟର ସୁରଟ ସହରରେ ଏଭଳି ଏକ ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି। ଶିଶୁ ହେଲେ ଯଶ ଓଝା। ଡାକ୍ତରମାନେ ଯଶଙ୍କୁ ବ୍ରେନ୍‌ ଡେଡ୍‌ ଘୋଷଣା କରିବା ପରେ…

ବାଥଟବ୍‌ରେ ବାଘ…

ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି ଏକ ଭିଡିଓ ସୋସିଆଲ…

ସଲମାନ୍‌ ପାଇଁ ଗାଡ଼ିର ଟାୟାର କ୍ଷତିକାରକ: ଦେଉଛି ବଡ଼ ବିପଦର ସଙ୍କେତ

ଯାନବାହାନର ଟାୟାର ଯୋଗୁ ମାଛଙ୍କର ମଧ୍ୟ କ୍ଷତି ହୋଇଥାଏ। ନିକଟରେ ହୋଇଥିବା ଏକ ଗବେଷଣାରେ ଗବେଷକଙ୍କ ଦ୍ୱାରା ଏହି ଦାବି କରାଯାଇଛି। ଟାୟାରରେ ବ୍ୟବହୃତ ବିଷାକ୍ତ ରାସାୟନିକ ପଦାର୍ଥ ନଦୀ ଜଳକୁ ପ୍ରଦୂଷିତ କରିଥାଏ। ଏହି ପ୍ରଦୂଷଣ ନଦୀର ମାଛ ପାଇଁ…

ସୁମଧୁର ସ୍ବରରେ ଗୀତ ଗାଇଲେ ଏହି ବ୍ୟକ୍ତି, ଶୁଣିବା ପରେ ପକ୍ଷୀ ଦେଲା ଏମିତି ପ୍ରତିକ୍ରିୟା

ଜଣେ ବ୍ୟକ୍ତି ଏପରି ଏକ ଗୀତ ଗାଇଛନ୍ତି ଯାହା ଶୁଣି ପକ୍ଷୀଟିଏ ମଧ୍ୟ ତା’ର ପ୍ରତିକ୍ରିୟା ଦେଇଛି। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ସୁନ୍ଦର ଭିଡିଓକୁ ଦେଖି ଲୋକେ ଭାବପ୍ରବଣ ହୋଇଯାଇଛନ୍ତି। ଲୋକେ ଗୀତ ଗାଇଥିବା…

ନୀତା ଅମ୍ବାନୀଙ୍କୁ ଉପହାର ମିଳିଥିଲା ବିଳାସପୂର୍ଣ୍ଣ ଜେଟ

ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ପତ୍ନୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମାଲିକାଣୀ ନୀତା ଅମ୍ବାନି ନିଜ ବିଳାସପୂର୍ଣ୍ଣ ଲାଇଫ ଷ୍ଟାଇଲ ପାଇଁ ବେଶ ପରିଚିତ। ତାଙ୍କର ଫୋନ ହେଉ କି, ସାଣ୍ଡେଲ ସମ୍ପର୍କରେ ଆପଣମାନେ କିଛି ନା କିଛି…

ଦୋକାନରୁ ନିଜ ପାଇଁ ସ୍ବାମୀ କିଣି ଆଣିଲେ ଏହି ଯୁବତୀ, ସୋସିଆଲ ମିଡିଆରେ ଶେୟାର କଲେ ଲଭ୍‌ଷ୍ଟୋରୀ

ରୁଷିଆର ଜଣେ ୨୪ ବର୍ଷୀୟା ଯୁବତୀଙ୍କ ଅଜବ ପ୍ରେମ ସମ୍ପର୍କରେ ଜାଣିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଏହି ଯୁବତୀ ଜଣଙ୍କ ମଣିଷ ପ୍ରତି ଆକର୍ଷିତ ନୁହନ୍ତି ବରଂ ନିର୍ଜୀବ ବସ୍ତୁ ପ୍ରତି ଅଧିକ ଆକର୍ଷିତ। ଏହା କେବଳ ସାଧାରଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri