ବାହା ହେବାକୁ ଯାଉଥିଲେ ବର ରାସ୍ତାରେ ଘଟିଲା ଏମିତି, ଆଉ ତା’ ପରେ
ସାଧାରଣତଃ ବିବାହରେ ସମସ୍ତେ ବ୍ୟସ୍ତଥାନ୍ତି। ଏହି ସମୟରେ ସମସ୍ତଙ୍କ ନଜର ବରଯାତ୍ରୀଙ୍କ ନାଚ ଉପରେ ଥାଏ, ଯେଉଁଥିପାଇଁ ଚୋର ଏହାର ସୁଯୋଗ ନେଇ ଚୋରି କରନ୍ତି। ମୂଲ୍ୟବାନ ଜିନିଷ ନେଇ ପଳାଇଥାନ୍ତି। ଠିକ୍ ଏହିଭଳି ଘଟଣା ଘଟିଛି। ଦିଲ୍ଲୀର ଜନକପୁରୀ...
ଆକାଶରୁ ହେଲା ଉଲ୍କା ବର୍ଷା: ଘଣ୍ଟାପ୍ରତି ଲକ୍ଷେ ୩୦ ହଜାର କିଲୋମିଟର ବେଗରେ ପୃଥିବୀ ଆଡ଼କୁ ଆସିଲା ମାଡ଼ି
ଦୁବାଇ,୧୪।୧୨: ଆକାଶରୁ ଉଲକା ବର୍ଷା ହେବାର ମହାଜାଗତିକ ଦୃଶ୍ୟ ରବିବାର ରାତ୍ରରେ ଦେଖିବାକୁ ମିଳିଛି। ଏଭଳି ଉଲ୍କା ବର୍ଷା ଜେମିନି(ମିଥୁନ) ନକ୍ଷତ୍ରପୁଞ୍ଜରୁ ହେଉଥିବାରୁ ଏହାକୁ ଜେମିନିଡ୍ କୁହାଯାଇଥାଏ। ଦୁବାଇରେ ଏକ ଘଣ୍ଟା ଧରି ଏହା ଜାରି ରହିଥିଲା। ଏଠାରେ ୧୨୦...
ମଙ୍ଗଳ ଗ୍ରହ : କିଛି କଥା
ମଙ୍ଗଳ ଗ୍ରହକୁ ଲୋହିତ ଗ୍ରହ ମଧ୍ୟ କୁହାଯାଏ। ପୃଥିବୀ ସଦୃଶ ଏହି ଗ୍ରହର ଅକ୍ଷ ୨୩.୫ ଡିଗ୍ରୀ କୋଣରେ ଢଳି କରି ରହିଛି। ଏହି ଗ୍ରହ ନିଜ ଅକ୍ଷ ଚାରିପଟେ ଥରେ ଘୂରି ଆସିବା ପାଇଁ ୨୪ ଘଣ୍ଟା ୩୯...
ବିବାହ ବେଦିରେ ବର ପଛପଟେ ଥାଇ କନ୍ୟା କଲେ ଏମିତି, ଭିଡିଓ ଦେଖି ହସି ହସି ଗଡିବେ
ବିବାହ ସମୟରେ ଏକ ମଜାଦାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓକୁ ଦେଖି ଆପଣ ମଧ୍ୟ ହସି ହସି ଗଡିବେ। ଗୁରୁଦ୍ୱାର ଚାଲିଥିବା ଏକ ବିବାହରେ ବେଦିରେ ବସିଥିବା ବରଙ୍କ ସହ କନ୍ୟା ଏମିତି କିଛି...
ଏହା ଦୁନିଆର ଶେଷ ରାସ୍ତା: ଯେଉଁଠିକୁ ଏକୁଟିଆ ଯାଇପାରିବେନି କେହି
ଆପଣ ନିଶ୍ଚିତ ଭାବରେ ଉତ୍ତର ମେରୁ ବିଷୟରେ ଶୁଣିଥିବେ। ଏହା ହେଉଛି ସେହି ବିନ୍ଦୁ ଯେଉଁଠାରେ ପୃଥିବୀର ଅକ୍ଷ ଘୂର୍ଣ୍ଣନ କରେ। ଏହା ନରୱେରେ ସମାପ୍ତ ହୋଇଛି। ଏଠାରୁ ଯାଉଥିବା ରାସ୍ତାକୁ ଦୁନିଆର ଶେଷ ରାସ୍ତା ବୋଲି ବିବେଚନା କରାଯାଏ।...
ରାଜ କପୁରଙ୍କ ଝିଅ ରିତୁଙ୍କୁ ବିବାହ କରିଥାନ୍ତେ ରାଜୀବ ଗାନ୍ଧୀ: କରିନାଙ୍କ ପ୍ରଥମ ପସନ୍ଦ ଥିଲେ ରାହୁଲ
ରାଜୀବ ଗାନ୍ଧୀଙ୍କ ବିବାହ ରାଜ କପୁରଙ୍କ ଝିଅ ରିତୁ କପୁରଙ୍କ ସହିତ କରାଇବା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଚାହୁଁଥିଲେ। ଗଣମାଧ୍ୟମ ପ୍ରତିନିଧି ରଶୀଦ୍ କିଦଓ୍ବାଇଙ୍କ ଦ୍ୱାରା ରଚିତ ପୁସ୍ତକ ‘ନେତା ଅଭିନେତା: ବଲିଉଡ୍ ଷ୍ଟାର ଇନ୍ ଇଣ୍ଡିଆନ୍...
ଉଡାଣ ଭରିବା ପୂର୍ବରୁ ବିମାନ ଡେଣା ଉପରକୁ ଚଢିଗଲେ ଯୁବକ: ତା ପରେ ଘଟିଲା ଏମିତି…
ବିମାନରେ ବସି ରହିଥିଲେ ଯାତ୍ରୀ। ଆଉ କିଛି ମିନିଟ୍ ପରେ ଉଡାଣ ଭରିଥାନ୍ତା ବିମାନ। ହେଲେ ଉଡାଣ ଭରିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁକିଛି। ହଠାତ୍ ବିମାନର ଡେଣା ଉପରକୁ ଚଢିଗଲେ ଜଣେ ଯୁବକ। ପରେ ସେଠାରେ କିଛି ସମୟ...
‘ମୋଦି’ ମେଣ୍ଢାକୁ ୭୦ ଲକ୍ଷରେ କିଣିବାକୁ ଲୋକେ ରାଜି, ମାଲିକ ଦେଢ଼ କୋଟି ପର୍ଯ୍ୟନ୍ତ ବଢ଼ାଇଲେ ଦାମ୍
ପୁଣେ,୧୩।୧୨: ମହାରାଷ୍ଟ୍ରର ସାଙ୍ଗଲି ଜିଲାରେ ଭଲ ଗୁଣବତ୍ତା ମାଂସ ପାଇଁ ପ୍ରସିଦ୍ଧ ‘ମାଡାଗୟାଲ’ ପ୍ରଜାତିର ଏକ ମେଣ୍ଢା ୭୦ ଲକ୍ଷ ଟଙ୍କାରେ କିଣିବାକୁ ପ୍ରସ୍ତାବ ଦିଆଯାଇଥିଲା, କିନ୍ତୁ ମେଣ୍ଢା ମାଲିକ ଏହାକୁ ବିକ୍ରୟ କରିବାକୁ ମନା କରିଦେଇଥିଲେ ଏବଂ ଏହାର...
ପୁଣି ଚର୍ଚ୍ଚାରେ ସୋନୁ ସୁଦ : ଗରିବ ଲୋକଙ୍କୁ ବାଣ୍ଟିବେ ଇ-ରିକ୍ସା
ନୂଆଦିଲ୍ଲୀ,୧୩।୧୨-ପୁଣି ଥରେ ଚର୍ଚ୍ଚାରେ ବଲିଉଡ ଅଭିନେତା ସୋନୁ ସୁଦ। କୋରନା ସମୟରେ ପ୍ରବାସୀଙ୍କୁ ସାହାଯ୍ୟ କରି ପ୍ରତ୍ୟେକ ଭାରତୀୟଙ୍କ ମନ ଜିଣିଥିବା ସୋନୁ ବର୍ତ୍ତମାନ ନିଜର ନୂତନ ପଦକ୍ଷେପ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ମହାମାରୀ କରୋନା ଲକ୍ଡାଉନ ଓ ଶଟ୍ଡାଉନରେ...
ମୁମ୍ବାଇର ଏହି ଛୋଟ ନଦୀରେ ଖେଳୁଛନ୍ତି ଡଲ୍ଫିନ୍
ଡଲଫିନ ଦେଖିବାକୁ ଏତେ ଆକର୍ଷଣୀୟ ଯେ, ଲୋକେ ଏହାକୁ ଦେଖିବା ପାଇଁ ସମୁଦ୍ର କୂଳରେ ଘଣ୍ଟା ଘଣ୍ଟା ଅପେକ୍ଷା କରନ୍ତି। ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ କିଛି ଅଜବ ଘଟଣା ଦେଖିବାକୁ ମିଳିଛି। ସେଠାକାର ଭାସି ଭଳି ଛୋଟିଆ ନଦୀରେ ଶୁକ୍ରବାର...
ସିଂହ ପଛରେ ବାଇକ୍ ଧରି ଗୋଡାଉଥିଲେ ଯୁବକ, ଆଉ ତା ପରେ
ଗୁଜୁରାଟର ଜୁନାଗଡରେ ଦୁଇଜଣ ବାଇକ ଆରୋହୀ ଏକ ସିଂହ ପଛରେ ଗୋଡାଇବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପରେ ଜଙ୍ଗଲ ଅଧିକାରୀମାନେ ଉଭୟ ଯୁବକଙ୍କୁ ଗିରଫ କରିଛନ୍ତି। ସେମାନେ ବାଇକ୍ରେ ସିଂହକୁ ଗୋଡାଉଥିବା ବୋଳେ ସିଂହ ଭୟଭୀତ ହୋଇ...
ବିବାହରେ ଯୋଗ ଦେଇପାରୁନାହାନ୍ତି ବୋଲି ଅତିଥିଙ୍କ ଘରେ ପହଞ୍ଚିଲା ଭୋଜି: ରଙ୍ଗୀନ ବ୍ୟାଗ୍ରେ ସ୍ବାଦିଷ୍ଟ ଭୋଜନ ଦେଖି ସବୁ ଆଶ୍ଚର୍ଯ୍ୟ
ଚେନ୍ନାଇ: କରୋନା କାଳରେ ବଦଳିଛି ଚିନ୍ତାଧାରା। ପରିସ୍ଥିତି ସହ ଲଢ଼ିବା ପାଇଁ ମଣିଷ ଆପଣାଉଛି ଭଳିକି ଭଳି ଉପାୟ। ଏବେ ସଂକ୍ରମଣର ସଂଖ୍ୟା କମୁଥିଲେ ହେଁ ବିପଦ ପୁରା ଟଳିନାହିଁ। ଏଣୁ ସରକାରଙ୍କ ପକ୍ଷରୁ ସଚେତନ କରାଯିବା ସହ କିଛି...
Archives


