Posted inଫୁରସତ

ଧନପ୍ରାପ୍ତି ସହିତ ପ୍ରେମରେ ସଫଳତା ପାଇଁ କରନ୍ତୁ ଏପରି…

ଜ୍ୟୋତିଷଶାସ୍ତ୍ରରେ ଉଲ୍ଲେଖ କରାଯାଇଛି ଯେ, ମୋତି ବିଧିବିଧାନ ପୂର୍ବକ ଧାରଣ କଲେ ସୌଭାଗ୍ୟ ବୃଦ୍ଧି ହୋଇଥାଏ। ପ୍ରେମରେ ସଫଳତା ଦେବା ସହିତ ମନ ପସନ୍ଦର ଜୀବନ ସାଥୀ ପାଇବାରେ ମୋତି ଗ୍ରହଣ କରିଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା । ମୋତି ଶାମୁକା ଗର୍ଭରେ ନିର୍ମିତ ହୋଇଥାଏ। ଏହା ହେଉଛି ଚନ୍ଦ୍ରଗ୍ରହଙ୍କ ପ୍ରତିନିଧିତ୍ୱ ରତ୍ନ। ଏହାକୁ ପରିଧାନ କଲେ ସୁଫଳ ମିଳିଥାଏ। ମୋତିକୁ ସୋମବାର ଗାଈ କ୍ଷୀରରେ ୨ ଘଣ୍ଟା ବୁଡ଼ାଇ ପରେ ପଞ୍ଚାମୃତରେ ଧୋଇ ଓଁ ସୋଂ ସୋମାୟେ ନମଃ ମନ୍ତ୍ରରେ ପୂଜା କରି ଡ଼ାହାଣ ହାତ ରିଙ୍ଗ୍‌ ଫିଙ୍ଗରରେ ପିନ୍ଧିବା ଦ୍ୱାରା ଚନ୍ଦ୍ରଗ୍ରହଙ୍କ ପ୍ରତିକୂଳ ପ୍ରଭାବ ହ୍ରାସ ପାଇବା ସହିତ ଅନୁକୂଳ ସ୍ଥିତି ଉପତ୍ନ୍ନ ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି। ତେବେ ଉପଯୁକ୍ତ ଲଗ୍ନ ଆଧାରରେ ମୋତି ଧାରଣ କଲେ ଧନ ବୃଦ୍ଧି ପାଇବା ସହିତ ମାନ ସମ୍ମାନ ପ୍ରାପ୍ତି ହୋଇଥାଏ ବୋଲି ଜ୍ୟୋତିଷଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ମାତ୍ର ମୋତି ଲଗ୍ନ ଉପଯୋଗୀ ହେଉ ନ ଥିଲେ ଏହାକୁ ଧାରଣ କଲେ ଆର୍ଥିକ ସମସ୍ୟା ଦେଖାଯିବା ସହିତ ଋଣ ବୃଦ୍ଧି ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୧୨୫ ଫୁଟ ପାଣି ଟାଙ୍କି ଉପରକୁ ଚଢିଗଲା ଷଣ୍ଢ

ରେବାଡି,୧୫।୧୧: ହରିୟାଣାର ରେବାଡିରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଏଠାରେ ଏକ ଷଣ୍ଢ ୧୨୫ ଫୁଟ ଉଚ୍ଚ ପାଣିଟାଙ୍କି ଉପରକୁ ଚଢିଯାଇଛି। ପାଣିଟାଙ୍କି ଉପରେ...

୭୦ ବର୍ଷୀୟ ସାବିତ୍ରୀ ଭାରତର ସବୁଠାରୁ ଧନୀ ମହିଳା: ରହିଛି ୫୨ହଜାର କୋଟିରୁ ଅଧିକ ସମ୍ପତ୍ତି; ରାଜନୀତିରେ ପତିଆରା

ଦେଶର ସବୁଠାରୁ ଧନୀ ତାଲିକାରେ ଅଧିକାଂଶ ପୁରୁଷ ଅଛନ୍ତି। ହେଲେ ତାଲିକାରେ ଥିବା ମହିଳାଙ୍କ ମଧ୍ୟରୁ ଗୋଟିଏ ନାମ ସାବିତ୍ରୀ ଜିନ୍ଦଲଙ୍କର ମଧ୍ୟ ରହିଛି। ଅନ୍ୟପକ୍ଷେ...

ଘରେ ପୁରୁଣା ୨୫ ପଇସା ରଖିଛନ୍ତି କି, ହେବେ ମାଲାମାଲ୍‌

ପୁରୁଣା ମୁଦ୍ରା ବିକ୍ରି କରି ଲକ୍ଷପତି ହେବାର ଏକ ଭଲ ସୁଯୋଗ ଅଛି। ଏହି ମୁଦ୍ରାଗୁଡ଼ିକ ଦେଇ ସହଜରେ ଲକ୍ଷପତି ହୋଇପାରିବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା...

ଟାଣୁଥିବା ସିଗାରେଟ୍‌ରୁ ରକେଟ୍‌ ବାଣ ଫୁଟାଇଲେ ବ୍ୟକ୍ତି, ଭିଡିଓ ଦେଖିଲେ

ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ...

ହନିମୁନ୍‌ କରିବାକୁ ଯାଇ ୫୦ ଫୁଟ ତଳକୁ ଖସିପଡ଼ିଲେ ସ୍ବାମୀ, ଉଦ୍ଧାର କଲେ ସ୍ତ୍ରୀ

ହନିମୁନ୍‌ କରିବାକୁ ଯାଇ ଆମେରିକାର ନବବିବାହିତ ଦମ୍ପତି ଏକ ବଡ଼ଧରଣର ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଫ୍ଲୋରିଡ଼ାର କ୍ଲେ ଚେଷ୍ଟନ୍‌ ଏବଂ ତାଙ୍କ ସ୍ତ୍ରୀ ଏକ୍‌ମୀ ହନିମୁନ୍‌...

ସୋଲାର ପ୍ଲାଣ୍ଟରୁ ମାସକୁ ଆୟ ୪ ଲକ୍ଷ ଟଙ୍କା

ପୌଡ଼ି: ‘ଆମେ ନିଜେ କିଛି କରିବୁ’ ଏଭଳି ବିଚାର କରୁଥିବା ଯୁବକମାନଙ୍କୁ ଧୀରେନ୍ଦ୍ର ସିଂ ରାଓତଙ୍କ ଠାରୁ କିଛି ଶିଖିବାକୁ ପଡିବ। ୩୧ ବର୍ଷ ଧରି...

କୁକୁରର ପୁସ୍‌ ଅପ୍‌ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ନିଜକୁ ଫିଟ୍‌ ରଖିବା ପାଇଁ ସମସ୍ତେ ଯୋଗ ଏବଂ ବ୍ୟାୟାମ କରିଥାନ୍ତି। ଏବେ ତ ବିଭିନ୍ନ ପ୍ରକାରର ବ୍ୟାୟାମକୁ ନେଇ ସୋସିଆଲ୍‌ ମିଡିଆରେ ବିଭିନ୍ନ...

ବନ୍ଧୁ ମହାନ୍ତିଙ୍କ କଥା

ଯୁଗେ ଯୁଗେ ଭଗବାନ ଭକ୍ତର।  ଯିଏ ନିଷ୍ଠାରେ, ଭକ୍ତିରେ ନିଜକୁ ସମର୍ପିତ କରେ ପରମ କାରୁଣିକ ପ୍ରଭୁ ପତିତ ପାବନ ତାଙ୍କୁ ନିଜ ଚରଣରେ ଆଶ୍ରୟ...

Advertisement
Archives

Model This Week