ଫୁରସତ

ଏହି ଦେଶରେ ଶିଶୁ ଜନ୍ମ ହେବା ପରେ ପରିବାରଠାରୁ ଅଲଗା ରହେ ମା’

ଶିଶୁ ଜନ୍ମ ହେବା ପରିବାରରେ ଅତ୍ୟନ୍ତ ଖୁସିର ବିଷୟ। ମାତ୍ର ବିଭିନ୍ନ ସମ୍ପ୍ରଦାୟରେ ଏହି ବିଶେଷ ଉତ୍ସବ ପାଳନର ଭିନ୍ନ ନିୟମ ରହିଛି। ବିଶ୍ୱର ଅନେକ ସମ୍ପ୍ରଦାୟରେ, ଶିଶୁ ଜନ୍ମ ହେବା ସମୟରେ ବିଭିନ୍ନ ପ୍ରକାର ରୀତିନୀତି କରାଯାଏ। ଆପଣ ଜାଣି…

ପାଣିରେ କୁମ୍ଭୀରକୁ ଦେଖି ଡେଇଁଲା ବାଘ, ଆଉ ତା’ ପରେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କିଛି ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ…

ରାଜ୍ୟ ସରକାରଙ୍କ ବିରୋଧରେ ଫେସ୍‌ବୁକ୍‌ରେ ଏମିତି ପୋଷ୍ଟ କରିବା ପଡ଼ିଲା ମହଙ୍ଗା: ଚାଲିଗଲା ଚାକିରି

କେରଳର ଜଣେ ବିମାନବନ୍ଦର କର୍ମଚାରୀଙ୍କୁ ସୋସିଆଲ ମିଡିଆରେ ରାଜ୍ୟ ସରକାରଙ୍କ ବିରୋଧରେ ଲେଖିବା ମହଙ୍ଗା ପଡ଼ିଛି। ଏ ନେଇ ତାଙ୍କ ଚାକିରି ଚାଲିଯାଇଛି। କନ୍ନୁର ଅନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡର ଜଣେ କର୍ମଚାରୀ କେରଳ ସରକାରଙ୍କ ବିରୋଧରେ ଫେସବୁକରେ ଏକ ପୋଷ୍ଟ ଲେଖିଥିଲେ,…

ଥରେ ନୁହେଁ ଚାରି ଥର ପ୍ରେମରେ ପଡ଼ିବା ସତ୍ତ୍ୱେ ଅବିବାହିତ ରହିବାକୁ ନିଷ୍ପତ୍ତି ନେଇଥିଲେ ରତନ ଟାଟା: କାରଣ ଜାଣିଲେ ହେବେ..

ଟାଟା ଗ୍ରୁପର ପୂର୍ବ ଅଧ୍ୟକ୍ଷ ରତନ ଟାଟା ବିବାହ କରିନାହାନ୍ତି। ହେଲେ ତାଙ୍କ ଜୀବନରେ କୌଣସି ଯୁବତୀ ଆସି ନାହାନ୍ତି ତାହା ଭାବିବା ଭୁଲ। ଥରେ କିମ୍ବା ଦୁଇଥର ନୁହେଁ ବରଂ ଚାରିଥର ସେ ପ୍ରେମରେ ପଡ଼ିଥିଲେ। ହେଲେ ସମୟ ଖରାପ…

ବୟଫ୍ରେଣ୍ଡଙ୍କ ସହ ଛୋଟ ଡ୍ରେସ୍‌ ପିନ୍ଧି ରେଷ୍ଟୁରାଣ୍ଟ ଯାଇଥିଲେ ଯୁବତୀ, ଆଉ ତା’ ପରେ…

ଅଷ୍ଟ୍ରେଲିଆରେ ଜଣେ ଯୁବତୀଙ୍କୁ ସମୁଦ୍ରକୂଳ ରେଷ୍ଟୁରାଣ୍ଟରୁ ବାହାର କରି ଦିଆଯାଇଛି। କାରଣ ଏଠାରେ ଥିବା କର୍ମଚାରୀମାନେ ଯୁବତୀ ଜଣକ ପିନ୍ଧିଥିବା ଛୋଟ ଡ୍ରେସ୍‌ ଦେଖି ତାଙ୍କୁ ରେଷ୍ଟୁରାଣ୍ଟରୁ ବାହାର କରି ଦେଇଥିଲେ। ଇଟାଲୀର ବାସିନ୍ଦା ମାର୍ଟିନା କୋରାଡି କହିଛନ୍ତି, ଅଷ୍ଟ୍ରେଲିଆର ବୋଡି…

ହାତରେ ନାହିଁ ଫିଙ୍ଗର ପ୍ରିଣ୍ଟ୍‌

ଢାକା,୨୮।୧୨: ସମସ୍ତଙ୍କ ହାତରେ ଫିଙ୍ଗର ପ୍ରିଣ୍ଟ୍‌ ରହିଥାଏ। ତେବେ ବାଂଲାଦେଶରେ ବାସ କରୁଥିବା ଏକ ପରିବାରର କୌଣସି ପୁରୁଷ ସଦସ୍ୟଙ୍କ ହାତରେ ଫିଙ୍ଗର ପ୍ରିଣ୍ଟ୍‌ ନାହିଁ। ପିଢ଼ି ପରେ ପିଢ଼ି ଏଭଳି ଜାରି ରହିଛି। ଜିନ୍‌ ଗତ ତ୍ରୁଟି ଯୋଗୁ ଏଭଳି…

‘ଜାରା’ ବ୍ରାଣ୍ଡର ଏହି ସ୍ବେଟରକୁ ଦେଖି ଲୋକେ କହୁଛନ୍ତି ‘ଚିରା କପଡ଼ା’: ଦାମ ଦେଢ଼ ହଜାରରୁ ଅଧିକା

ଶୀତ ଆସିଲେ ସ୍ବେଟର ଖୋଜାପଡେ। ପୁରୁଣା ପିନ୍ଧିବାକୁ ମନ ନହେଲେ ଟ୍ରେଣ୍ଡ ଅନୁଯାୟୀ କିଣିବାକୁ ହୁଏ। ହେଲେ ଜଣେ ଯୁବତୀ ଏକ ଅଜବ ସ୍ବେଟର ପିନ୍ଧି ଚର୍ଚ୍ଚାକୁ ଆସିଛନ୍ତି। ଆପଣ ଯଦି ତାହା ଦେଖିବେ କାହିଁକି ସେ ଶୀତବସ୍ତ୍ରଟିକୁ ପିନ୍ଧିଛନ୍ତି ଭାବିବେ।…

ଏସବୁ ରାଶିର ବ୍ୟକ୍ତି ହୋଇଥାନ୍ତି ମେଡ୍‌ ଫର୍‌ ଇଚ୍‌ ଅଦର…

ପାର୍ଟନରଙ୍କ ସହ ପରଫେକ୍ଟ ମ୍ୟାଚ୍‌ ବନାଇ ରଖିବାକୁ କିଏ ବା ନ ଚାହେଁ । ସେଥିପାଇଁ ବିବାହ ପୂର୍ବରୁ ବରକନ୍ୟାଙ୍କ ରାଶି ମେଳକ ଲାଗି ଜ୍ୟୋତିଷଶାସ୍ତ୍ରରେ ପରାମର୍ଶ ଦିଆଯାଇଥାଏ । ଏପରି କିଛି ରାଶି ଅଛି ଯାହାଙ୍କ ମେଳକ ବହୁତ ପରଫେକ୍ଟ…

ଏସବୁ ଅଙ୍ଗ କୁହେ ନାରୀଙ୍କ ମନ କଥା…

ନାରୀଙ୍କ ମନ କଥା ଜାଣିବା ଭାରି କଷ୍ଟ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି । କିନ୍ତୁ ଏପରି କିଛି କୌଶଳ ରହିଛି ଯାହା ଦ୍ୱାରା ଖୁବ୍‌ ସହଜରେ ନାରୀଙ୍କ ମନକଥା ଜାଣିହେବ । ନାରୀଙ୍କ ଶରୀରର କିଛି ନିଦ୍ଦିଷ୍ଟ ଅଙ୍ଗ ସେମାନଙ୍କ…

ପତ୍ର ଖାଇ ପାରିଲାନି: ରାଗରେ ୩୮ ସେକେଣ୍ଡରେ ବିରାଟ ଗଛ ଉପାଡ଼ିଲା ହାତୀ, ଦେଖନ୍ତୁ ଭିଡିଓ

ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଭିଡିଓଟିରେ ଦେଖିବାକୁ ମିଳିଛି, ଏକ ହାତୀ ମାତ୍ର ୩୮ ସେକେଣ୍ଡରେ ଏକ ଗଛକୁ ଉପାଡ଼ି ପକାଉଛି। ହାତୀର ଏପରି ଶକ୍ତି ଦେଖି ସୋସିଆଲ ମିଡିଆରେ କେହି କେହି ତାଙ୍କୁ ଜେସିବି…

୮୦ ବର୍ଷ ବୟସରେ ପାଖରେ ରହିଛି ୮୦ଟି ଦାମୀ ପୋର୍ସେ କାର୍‌

ବୟସ ବଢ଼ିବା କେବଳ ଏକ ସଂଖ୍ୟା। ଯଦି ଜଣେ ବ୍ୟକ୍ତି ଏକଥା ମନ ମଧ୍ୟରେ ରଖିବ ତେବେ ମନୋବଳ ଆହୁରି ବୃଦ୍ଧି ପାରିବ। ବୃଦ୍ଧ ବୟସରେ ମଧ୍ୟ ଯୁବାବସ୍ଥା ଅନୁଭବ କରିହେବ। ଭିଏନାର ଜଣେ ବୃଦ୍ଧଙ୍କ ସହ ଏମିତି ଘଟିଛି। ଓଟୋକାର…

ପୁରୁଣା ଟିଭି ସେଟ୍‌ ଖୋଳରେ କୁକୁର ଛୁଆଙ୍କ ପାଇଁ ଘର: ସୋସିଆଲ ମିଡ଼ିଆରେ ଭାଇରାଲ

ଦିସପୁର,୨୭।୧୨: ଆସାମର ଦିସପୁରର ଜଣେ ଯୁବକ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛନ୍ତି। ଯୁବକ ଜଣକ ରାସ୍ତାରେ ବୁଲୁଥିବା କୁକୁର ଛୁଆଙ୍କ ପାଇଁ ପୁରୁଣା ଟିଭି ସେଟ୍‌ ଖୋଳରେ ଘର ତିଆରି କରିଛନ୍ତି। ଅଭିଜିତ୍‌ ଦୋଓ୍ବାରାହ ନାମକ ଏହି ଯୁବକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri