ବାଇକ୍ରେ ୭ଜଣଙ୍କୁ ବସାଇ ନେଉଥିଲେ ଏହି ବ୍ୟକ୍ତି, ପୋଲିସ ଦେଖିବା ପରେ..
ଢାକା: ଆଜିକାଲିର ସମୟରେ ଯାନବାହନର ବହୁଳ ବ୍ୟବହାରକୁ ନେଇ ଦୁର୍ଘଟଣା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଅନେକ ଟ୍ରାଫିକ୍ କଟକଣା ଲଗାଯାଇଛି। ଯେପରିକି ହେଲମେଟ୍ ପିନ୍ଧିବା, ଦୁଇଚକିଆ ଯାନରେ ଦୁଇରୁ ଅଧିକ ଲୋକଙ୍କ ଯାତାୟାତକୁ ମନା କରାଯାଇଛି।…
ଚାକିରି ଛାଡି, ଘର ବିକି ସ୍କୁଲ ବସ୍କୁ ସିଫ୍ଟ ହେଲେ ଏହି ଦମ୍ପତି
ଆମେରିକାରେ ରହୁଥିବା ଏକ ଦମ୍ପତି ସେମାନଙ୍କର ଚାରି ବଖରା ଘର, ସମ୍ପତ୍ତି ବିକ୍ରି କରି ଏକ ସ୍କୁଲ ବସରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ଫ୍ଲୋରିଡାର ଏହି ଦମ୍ପତି ୧୪୦୦ ବର୍ଗଫୁଟ ଉପରେ ଥିବା ଘର ବିକି ଚାକିରି ଛାଡ଼ି ଏକ ଭିନ୍ନ…
ସନ୍ତୁଳନ ହରାଉଛି ମଙ୍ଗଳ ଗ୍ରହ
ଓ୍ବାଶିଂଟନ,୧୨।୧: ମଙ୍ଗଳ ଗ୍ରହ ସମ୍ପର୍କରେ ମହାକାଶ ବିଜ୍ଞାନୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। ଧୀରେଧୀରେ ମଙ୍ଗଳ ଗ୍ରହ ନିଜର ସନ୍ତୁଳନ ହରାଇ ବସୁଛି। ନିଜ ଅକ୍ଷ ଚାରିପଟେ ଘୂରିବା ସମୟରେ ଏଭଳି ଅନିୟମିତତା ସୃଷ୍ଟି ହେଉଛି। ତେବେ ଏଭଳି କେଉଁ କାରଣରୁ…
ନବମ ଶ୍ରେଣୀ ଛାତ୍ରୀଛାତ୍ର ଘରୁ ଫେରାର ହୋଇ କଲେ ବିବାହ, ଆଉ ତା’ ପରେ…
ଗୁଜୁରାଟର ଛାନିରେ ନବମ ଶ୍ରେଣୀରେ ପଢ଼ୁଥିବା ଦୁଇ ଛାତ୍ରୀଛାତ୍ର ପରସ୍ପରକୁ ଭଲ ପାଉଥିଲେ। ମାତ୍ର କରୋନା କଟକଣା ଲାଗି ସ୍କୁଲ ଖୋଲୁ ନ ଥିବାରୁ ଉଭୟଙ୍କ ଦେଖା ହୋଇ ପାରୁ ନଥିଲା। ଏଭଳି ପରିସ୍ଥିତିରେ ଦୁହେଁଦୁହିଁକୁ ଖୋଜୁଥିଲେ। ପରେ ଉଭୟ ବିବାହ…
ମସ୍ତିଷ୍କର ଆକାର, ବିକାଶ ଯୋଗୁ ଦେଖାଦିଏ ଏସବୁ …
ଅନ୍ୟକୁ ଭଲ ପାଇବା ଏବଂ ଇର୍ଷା କରିବା ଆଦି ସମ୍ବେଦନଶୀଳ ଗୁଣ ମଣିଷ ମଧ୍ୟରେ ରହିଥାଏ। ଏହା ଦ୍ୱାରା ମଣିଷ ଅନ୍ୟ ପ୍ରତି ସହାନୁଭୁତି, ଇର୍ଷା ଓ ଭଲ ପାଇବା ପ୍ରଦର୍ଶନ କରିଥାଏ। ପ୍ରେମର ପରିପ୍ରକାଶ ପାଇଁ ମଣିଷ ଚୁମ୍ବନ ଦେଇଥାଏ।…
ରାତାରାତି ହିରୋ ପାଲଟିଲେ ଇଞ୍ଜିନିୟର ଛାତ୍ର: ବଞ୍ଚିଗଲା ୪ ଜୀବନ
କେରଳର ଜଣେ ୧୯ ବର୍ଷର ଯୁବକ ରାତାରାତି ହିରୋ ପାଲଟିଯାଇଛନ୍ତି। ଏହା ଶୁଣି ମନକୁ ଆସୁଥିବ କି ସେ କେଉଁ ଫିଲ୍ମରେ ଅଭିନୟ କରିବେ। ମାତ୍ର ସେ ଫିଲ୍ମରେ ନୁହେଁ ବାସ୍ତବ ଜୀବନରେ ସାଜିଛନ୍ତି ହିରୋ। କେରଳର ଥ୍ରିସୁରରେ ୧୯ ବର୍ଷର…
ଗୋଟିଏ ଗୋଡ଼ରେ ୩,୮୦୦ କିଲୋମିଟର ଚଳାଇଲେ ସାଇକେଲ
ଦୁର୍ଘଟଣାରେ ହରାଇଥିଲେ ଗୋଡ ହେଲେ ବର୍ତ୍ତମାନ ପାରା ସାଇକ୍ଲିଂରେ ରେକର୍ଡ ସୃଷ୍ଟି କରିଛନ୍ତି ଜଣେ ଯୁବତୀ । ସେ ହେଲେ ମଧ୍ୟପ୍ରଦେଶର ରାଜଗଡ ଜିଲାର ବିୟୋରା ସହରରୁ ଆସିଥିବା ତାନ୍ୟା ଡାଗା। ତାନ୍ୟା ଗୋଟିଏ ଗୋଡ଼ରେ ୩,୮୦୦ କିଲୋମିଟର ସାଇକେଲ ଚଳାଇ…
କାଗଜ ଦବାଇଲେ ଚାର୍ଜ ହେବ ମୋବାଇଲ
ଆମେରିକୀୟ ବୈଜ୍ଞାନିକମାନେ ଏପରି ଏକ ଉପକରଣ ତିଆରି କରିଛନ୍ତି ଯାହା ସମ୍ପୂର୍ଣ୍ଣ ରୂପେ କାଗଜରେ ତିଆରି ହୋଇଛି। ଏହାକୁ ଦବାଇବା ଦ୍ୱାରା ବିଦ୍ୟୁତ ବାହାରୁଛି। ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, ଯଦି ଭବିଷ୍ୟତରେ ଲୋକେ ଏହିପରି ଉପକରଣଗୁଡ଼ିକୁ ସେମାନଙ୍କ ପାଖରେ ରଖନ୍ତି,…
ମନ୍ଦିରରେ କୁକୁର ଦେଉଛି ଆଶୀର୍ବାଦ
ମୁମ୍ବାଇ,୧୧।୧: ଏବେ ସୋସିଆଲ୍ ମିଡ଼ିଆରେ ଏକ ଭିଡ଼ିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ମହାରାଷ୍ଟ୍ରର ସିଦ୍ଧଟେକ୍ ସ୍ଥିତ ସିଦ୍ଧି ବିନାୟକ ମନ୍ଦିର ପ୍ରସ୍ଥାନ ଦ୍ୱାରରେ ବସିଥିବା କୁକୁର ଶ୍ରଦ୍ଧାଳୁଙ୍କ ସହିତ କରମର୍ଦ୍ଧନ କରିବା ସହିତ ସେମାନଙ୍କୁ ଆଶୀର୍ବାଦ ମଧ୍ୟ ଦେଉଛି।…
ତୁମକୁ ନ ପାଇଲେ ଗଳା କାଟିଦେବି
କୋଲକାତା,୧୧।୧: ଜଣେ ଯୁବତୀଙ୍କୁ ମହଙ୍ଗା ପଡ଼ିଛି ଫେସ୍ବୁକ୍ ପ୍ରେମ। ପ୍ରଥମେ ବନ୍ଧୁତା ପରେ ଯୁବକଙ୍କୁ ବିବାହ କରିଥିଲେ ଯୁବତୀ ଜଣକ। ଏବେ ତାଙ୍କ ସ୍ବାମୀ ପ୍ରେମିକା ତଥା ସ୍ତ୍ରୀଙ୍କୁ ଛାଡ଼ି ତାଙ୍କର ସମସ୍ତ ସୁନା ଅଳଙ୍କାର ନେଇ କେଉଁଆଡ଼େ ଫେରାର ହୋଇଯାଇଛନ୍ତି।…
ସ୍କୁଲ ହ୍ବାଟ୍ସଆପ୍ ଗ୍ରୁପ୍ରେ ଅଶ୍ଳୀଳ ଭିଡିଓ ପଠାଇଲେ ଅଭିଭାବକ
ଦିଲ୍ଲୀର ଜଣେ ଶିଶୁଙ୍କ ଅନ୍ଲାଇନ୍ କ୍ଲାସର ହ୍ବାଟ୍ସଆପ୍ ଗ୍ରୁପ୍ରେ ଅଶ୍ଳୀଳ ଭିଡିଓ ପଠାଇବା ପରେ ଆଲୋଡ଼ନ ସୃଷ୍ଟି ହୋଇଛି। ଏହି ଭିଡିଓ ଶିଶୁଟିର ଅଭିଭାବକ ଭୁଲରେ ପଠାଇ ଦେଇଛନ୍ତି। ପୂର୍ବରୁ କେତେକ ସ୍କୁଲରେ ମଧ୍ୟ ଏପରି ହୋଇଥିଲା। ବର୍ତ୍ତମାନ ଉତ୍ତର ଦିଲ୍ଲୀ…
ମହିଳାଙ୍କ ଜୀବନ ବଞ୍ଚାଇବା ପାଇଁ ପାକସ୍ଥଳୀ କାଢ଼ିଦେଲେ ଡାକ୍ତର
ହାଇଦ୍ରାବାଦ,୧୧।୧: ହାଇଦ୍ରାବାଦଠାରେ ଥିବା ଘରୋଇ ଡାକ୍ତରଖାନାରେ ଏକ ବିଶେଷଜ୍ଞ ଦଳ ମଞ୍ଜୁଳା ନାମକ ଜଣେ ୩୯ ବର୍ଷୀୟା ମହିଳାଙ୍କୁ ନୂଆ ଜୀବନ ଦେଇଛନ୍ତି। ଯିଏ କି ବର୍ଷେରୁ ଅଧିକ ହେବ ଟଏ୍ଲେଟ କ୍ଲିନର୍ ଖାଇ ଦେଇଥିଲେ। ଫଳରେ ତାଙ୍କ ପାକସ୍ଥଳୀ ନଷ୍ଟ…
Archives


