ଫୁରସତ

ଅଚଳ କାର୍‌କୁ ଘୋଡା କରି ଚଳାଇଲେ ବ୍ୟକ୍ତି, ଆନନ୍ଦ ମହିନ୍ଦ୍ରା କହିଲେ ଏପରି

ପ୍ରତିଷ୍ଠିତ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରାଙ୍କ ଦ୍ୱାରା ଶେୟାର କରାଯାଇଥିବା ଏକ ଭିଡିଓ ପ୍ରମାଣ କରେ ଯେ ଟିକିଏ ଚତୁରତା ଆହୁରି ଆଗକୁ ନେଇପାରେ। ଆନନ୍ଦ ମହିନ୍ଦ୍ରା ଟୁଇଟରରେ ଏକ ଭିଡିଓ ଶେୟାର କରିଛନ୍ତି ଯେଉଁଥିରେ ସେ ଏହା କହିଛନ୍ତି, କୌଶଳ କେବଳ…

ଔଷଧ ଖୋଳ ଉପରେ କାହିଁକି ଲାଲ୍‌ ରଙ୍ଗର ଗାର ଥାଏ ଜାଣନ୍ତି…

ଆମ ମଧ୍ୟରୁ ଅଧିକାଂଶ ଲୋକ ଅସୁସ୍ଥ ହେବା ପରେ ଡାକ୍ତରଙ୍କ ପାଖକୁ ଯିବା ପରିବର୍ତ୍ତେ ସିଧା ମେଡିସିନ ଷ୍ଟୋରକୁ ଯାଇଥାନ୍ତି। କିଛି ଚିନ୍ତା ନ କରି ରୋଗ ପାଇଁ ଔଷଧ କିଣି ଆଣନ୍ତି। ବେଳେବେଳେ ଲୋକେ ଏହି ଔଷଧ ଦ୍ୱାରା ଆରୋଗ୍ୟ…

ଚକୋଲେଟରେ ତିଆରି ମୋଟରସାଇକେଲ

ଯଦି ଇନଷ୍ଟାଗ୍ରାମରେ ଆପଣ ପେଷ୍ଟ୍ରି ସେଫ୍‌ ଆମାଉରି ଗୁଇଚନ୍‌ଙ୍କ ଫଲୋଅର୍ସ ଅଛନ୍ତି, ତେବେ ଶୀର୍ଷକ ବୁଝି ପାରୁଥିବେ। ଗୋରିଲା, ଟେଲିସ୍କୋପ, କମ୍ପାସ ପରେ ଏବେ ଚକୋଲେଟରେ ମୋଟରସାଇକେଲ ତିଆରି କରିଛନ୍ତି ଏହି ସେଫ୍‌। ମୋଟରସାଇକେଲର କୋଣଅନୁକଣରେ ଚକୋଲେଟ ହିଁ ଚକୋଲେଟ୍‌। ହେଡଲାଇଟ୍‌ଠାରୁ…

ମୁମ୍ବାଇ ଲୋକାଲ ଟ୍ରେନ୍‌ରେ ଚଢ଼ିବା ପୂର୍ବରୁ ମୁଣ୍ଡ ନୁଆଇଁ ପ୍ରଣାମ କଲେ ଏହି ବ୍ୟକ୍ତି, ଫଟୋ ଭାଇରାଲ ହେବା ପରେ…

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣକୁ ରୋକିବା ଲାଗି କେନ୍ଦ୍ର ସରକାର ନାନାଦି କଟକଣା ଲଗାଇଥିଲେ। ସେ୍‌ଥିରୁ ଗୋଟିଏ ଥିଲା ରେଳସେବା ବନ୍ଦ। ଦେଶର ପ୍ରମୁଖ ସହରଗୁଡ଼ିକ ମଧ୍ୟରେ ଟ୍ରେନ୍‌ ଚଳାଚଳକୁ ଠପ୍‌ କରି ଦିଆଯାଇଥିଲା। ଫଳରେ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ।…

୭ ଲକ୍ଷ ଟଙ୍କାରେ ଘର କିଣିଲେ ଏହି ବ୍ୟକ୍ତି, ଭିତରୁ ଯାହା ପାଇଲେ ରାତାରାତି ହେଲେ କୋଟିପତି

କୁହାଯାଏ, ଭଗବାନ ଯାହାକୁ ଦିଅନ୍ତି ଛପର ଫାଡ଼ି ଦିଅନ୍ତି। ଠିକ୍‌ ଏମିତି ଘଟଣା କାନାଡାର ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ଘଟିଛି। ଏହି ବ୍ୟକ୍ତି ଜଣକ ୭ ଲକ୍ଷ ଟଙ୍କା ଦେଇ ଏକ ଘର କିଣିଥିଲେ। ଘରେ ପ୍ରବେଶ କରିବା ମାତ୍ରେ ଭିତରୁ…

ଖାଲି ଲୋକ ନୁହେଁ, ଘରେ ମଦ ବି ପହଞ୍ଚାଇବ ‘ଉବର’

ଅନ୍‌ଲାଇନ ଟ୍ୟାକ୍ସି ପ୍ରଦାନକାରୀ କମ୍ପାନୀ ଉବର ବର୍ତ୍ତମାନ ଲୋକଙ୍କ ଘରେ ନେଇ ମଦ ପହଞ୍ଚାଇବ। ଏହି କମ୍ପାନୀ ୧.୧ ବିଲିୟନ ଡଲାରରେ ସ୍ଥାନୀୟ ମଦ ଦୋକାନରୁ ମଦ ନେଇ ଲୋକଙ୍କ ଘରେ ପହଞ୍ଚାଇବ। ଏହି ସୁବିଧା ଭାରତରେ ନୁହେଁ, ଆମେରିକାରେ ଉପଲବ୍ଧ…

ବିବାହ ନିମନ୍ତ୍ରଣ କାର୍ଡରେ କୃଷକ ଆନ୍ଦୋଳନ ବାର୍ତ୍ତା, ଲେଖାଅଛି ଏମିତି…

ଚଣ୍ଡିଗଡ଼,୪।୨: ସାଧାରଣତଃ ବିବାହ ନିମନ୍ତ୍ରଣ କାର୍ଡରେ ଲୋକେ ଦେବଦେବୀଙ୍କ ଫଟୋ କିମ୍ବା ବରକନ୍ୟାଙ୍କ ଫଟୋ ଛପାଇଥାନ୍ତି। ମାତ୍ର ବର୍ତ୍ତମାନ କୃଷକ ଆନ୍ଦୋଳନ ଚାଲିଥିବାରୁ ଏକ ବିବାହ ନିମନ୍ତ୍ରଣ କାର୍ଡରେ କୃଷକଙ୍କ ଫଟୋ ସହ ଜଡ଼ିତ ସ୍ଲୋଗାନ ନୋ ଫାର୍ମର, ନୋ ଫୁଡ୍‌,…

ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ କରିବାକୁ ଏତିକି ଟଙ୍କା ନିଅନ୍ତି ସେଲିବ୍ରିଟି

ଆଜିକାଲି ସୋସିଆଲ ମିଡିଆ ବେଶ୍‌ ଲୋକପ୍ରିୟତା ହାସଲ କରିଛି। ରାଜନେତାଙ୍କଠାରୁ ଆରମ୍ଭ କରି ଅଭିନେତା/ଅଭିନେତ୍ରୀମାନେ ସୋସିଆଲ ମିଡିଆ ଜରିଆରେ ନିଜ ମତ ପ୍ରକାଶ କରୁଛନ୍ତି। କିନ୍ତୁ ଜାଣନ୍ତି କି ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ କରିବାକୁ ସେଲିବ୍ରିଟିମାନେ ଟଙ୍କା ନେଇଥାନ୍ତି। ଭାରତୀୟ…

କୁକୁରକୁ ଗୋଡାଇ ଗୋଡାଇ ଶୌଚାଳୟ ଭିତରକୁ ପଶିଗଲା ଚିତାବାଘ, ଦୀର୍ଘ ୭ ଘଣ୍ଟା ପରେ..

ବେଙ୍ଗାଲୁରୁ,୪।୧: କର୍ନାଟକର ଦକ୍ଷିଶ କନ୍ନଡ ଜିଲାରେ ଏକ ବିଚିତ୍ର ଘଟଣା ଘଟିଛି। ଏଠାରେ ଗୋଟିଏ ଶୌଚାଳୟରେ କୁକୁର ଏବଂ ଚିତା ବାଘ ପଶି ଯାଇଥିଲେ। ପାଖାପାଖି ୭ ଘଣ୍ଟାର ପରିଶ୍ରମ ପରେ ଉଭୟଙ୍କୁ ବାହରକୁ ଅଣାଯାଇଥିଲା। ସୂଚନାଯୋଗ୍ୟ, ଏକ ଗ୍ରାମରେ ସକାଳୁ…

ମହିଳା ଯାତ୍ରୀଙ୍କୁ ବିମାନରେ ଜ୍ୟାକେଟ ପିନ୍ଧାଇଲେ କ୍ରୁ ମେମ୍ବର, କାରଣ ଜାଣିଲେ…

ଇନ୍‌ଷ୍ଟାଗ୍ରାମ ମଡେଲ ଇଜାବେଲଙ୍କ ସହ ଜେଟ୍‌ଷ୍ଟାର ବିମାନରେ ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି। ଏହି ବିମାନରେ ଏକ କଳାରଙ୍ଗର କ୍ରପ୍‌ ଟପ ଏବଂ ନୀଳ ରଙ୍ଗର ଜିନ୍ସ ପିନ୍ଧି ବସିଥିଲେ ଇଜାବେଲ। ଏହା ଦେଖି ବିମାନର ଜଣେ କ୍ରୁ ମେମ୍ବର ତାଙ୍କର…

ଛାତ୍ର ତିଆରି କଲେ ୪ କେଜି ଓଜନର ହେଲିକପ୍ଟର

ଲକ୍ଷ୍ନୌ,୩।୨: ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନ (ଆଇଆଇଟି) କାନପୁରର ଛାତ୍ର ଏବଂ ପ୍ରଫେସର ମିଳିତ ଭାବେ କେବଳ ୪ କେଜିରେ ଏକ ସୁନ୍ଦର ହାଲୁକା ହେଲିକପ୍ଟର ତିଆରି କରିଛନ୍ତି। ଏହା ବେଙ୍ଗାଲୁରୁରେ ଚାଲିଥିବା ହାଇବ୍ରିଡ୍‌ ଏୟାର ଶୋ’- ଏୟାର ଇଣ୍ଡିଆ ୨୦୨୧ରେ ପ୍ରଦର୍ଶିତ…

ବର୍ଗାକାର ତରଭୁଜ, ଦାମ୍‌ ରହିଛି…

ଆପଣ ହୁଏତ ଅନେକ ତରଭୁଜ ଦେଖିଥିବେ ଏବଂ ଖାଇଥିବେ ମଧ୍ୟ। କିନ୍ତୁ କେବେ ଏକ ବର୍ଗାକାର ବା ଚତୁର୍ଭୁଜ ଆକାରର ତରଭୁଜ ଦେଖିଛନ୍ତି କି? ଯଦି ନା ତେବେ ଜାଣନ୍ତୁ ଏପରି ତରଭୁଜ ସମ୍ପର୍କରେ… ବିଶ୍ୱରେ କେବଳ ଗୋଲାକାର ନୁହେଁ ବରଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri