Posted inଫୁରସତ

ଚକୋଲେଟରେ ତିଆରି ମୋଟରସାଇକେଲ

ଯଦି ଇନଷ୍ଟାଗ୍ରାମରେ ଆପଣ ପେଷ୍ଟ୍ରି ସେଫ୍‌ ଆମାଉରି ଗୁଇଚନ୍‌ଙ୍କ ଫଲୋଅର୍ସ ଅଛନ୍ତି, ତେବେ ଶୀର୍ଷକ ବୁଝି ପାରୁଥିବେ। ଗୋରିଲା, ଟେଲିସ୍କୋପ, କମ୍ପାସ ପରେ ଏବେ ଚକୋଲେଟରେ ମୋଟରସାଇକେଲ ତିଆରି କରିଛନ୍ତି ଏହି ସେଫ୍‌। ମୋଟରସାଇକେଲର କୋଣଅନୁକଣରେ ଚକୋଲେଟ ହିଁ ଚକୋଲେଟ୍‌। ହେଡଲାଇଟ୍‌ଠାରୁ ଆରମ୍ଭ କରି ଟ୍ୟାଙ୍କ, ଇଞ୍ଜିନ, ହ୍ୟାଣ୍ଡେଲ, ଚକ, ରିମ, ସିଟ୍‌ ସବୁ କିଛି ଚକୋଲେଟ୍‌ରେ ତିଆରି।

ଏହି ଅନନ୍ୟ ସୃଷ୍ଟି ସମ୍ପର୍କରେ ଲୋକଙ୍କୁ ଜଣାଇବା ପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନ୍‌ଷ୍ଟାଗ୍ରାମର ସହାୟତ ନେଇଛନ୍ତି ସେଫ୍‌ ଗୁଇଚନ। ଶେୟାର କରିଥିବା ଭିଡିଓ ସହ କ୍ୟାପଶନରେ ଲେଖିଛନ୍ତି, ଚକୋଲେଟ୍‌ ମୋଟରସାଇକେଲ। ମୋତେ ବାଇକ୍‌ର ହ୍ବିଲ ଓ କଏଲ ଉପରେ କାମ କରିବା ପସନ୍ଦ ଆସିଲା। ଏହି ଭିଡିଓକୁ ଏପର୍ଯ୍ୟନ୍ତ ୬.୨ ଲକ୍ଷରୁ ଅଧିକ ୟୁଜର୍ସ ଦେଖିସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ଅଧିକ ସୂର୍ଯ୍ୟକିରଣରୁ ସଂକ୍ରମଣ

ଟରଣ୍ଟୋ,୧୧ା୬(ପି.ଟି.): ଅଧିକ ଉତ୍ତାପ ଏବଂ ଆର୍ଦ୍ରତା କୋଭିଡ୍‌-୧୯ ସଂକ୍ରମଣକୁ ହ୍ରାସ କରିଥାଏ ବୋଲି କୁହାଯାଉଥିଲାବେଳେ ଅଧିକ ସମୟ ସୂର୍ଯ୍ୟକିରଣ ଯୋଗୁ ସଂକ୍ରମଣ ବଢ଼ିଥାଏ ବୋଲି ଏକ...

ସାପ -ନେଉଳ ଘମାଘୋଟ ଲଢ଼େଇ, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ଦୁଇଟି ଖରଭୁଜ ଦାମ୍‌ରେ କିଣିପାରିବେ ଦାମୀ କାର୍‌, ଜାଣନ୍ତୁ ଏହାର ସ୍ବତନ୍ତ୍ରତା

ବିଶେଷକରି ଗ୍ରୀଷ୍ମଋତୁରେ ଖରଭୁଜ ବଜାରରେ ପ୍ରଚୁର ମାତ୍ରାରେ ବିକ୍ରି ହୋଇଥାଏ। ଏହି ଫଳ ଡି-ହାଇଡ୍ରେସନକୁ ରୋକିଥାଏ। କାରଣ ଏଥିରେ ୯୫ ପ୍ରତିଶତ ଜଳ ରହିଛି। ଆହୁରି...

ସୁଉଚ୍ଚ ଦୁର୍ଗା ମୂର୍ତ୍ତିର ରେକର୍ଡ

ସିଂହବାହିନୀ ମା’ ଦୁର୍ଗାଙ୍କ ଆଗମନ ଅବସରରେ ଗାଁ ଠାରୁ ସହର ଏବେ ଉତ୍ସବ ମୁଖର। ବିଭିନ୍ନ ପୂଜା ପେଣ୍ଡାଲରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ସ୍ଥାପନ କରାଯାଇ...

ଚର୍ଚ୍ଚାରେ ବବ୍‌ କଟ୍‌ ହାତୀ

ତାମିଲନାଡୁର ଏକ ହାତୀ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ହାତୀଟି ଚର୍ଚ୍ଚାକୁ ଆସିବାର କାରଣ ହେଉଛି ତା’ର କେଶ। ସେଗାମାଲମ ହାତୀ ମନ୍ତ୍ରାରଗୁଡି...

ଅନନ୍ୟ ଲୀଳାକ୍ଷେତ୍ର ଗଡ଼ଖୋର୍ଦ୍ଧା

ଖୋର୍ଦ୍ଧା-ଭୁବନେଶ୍ୱର ନଂ.୧୬ ଜାତୀୟ ରାଜପଥ ଗଡ଼ଖୋର୍ଦ୍ଧା ଛକ ପଞ୍ଚ ପାଇକ ପ୍ରତିମୂର୍ତ୍ତିଠାରୁ ୨୦୦ ମିଟର ଦୂରରେ ରହିଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳାକ୍ଷେତ୍ର। ଗଡ଼ଖୋର୍ଦ୍ଧାଠାରେ ମହାପ୍ରଭୁ ୩ଥର...

ଗୋଟିଏ ଗିନାରୁ ମୂଷା, ବିଲେଇ ପିଉଥିଲେ କ୍ଷୀର: ଆଉ ତା ପରେ

ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ...

ଲଭର୍ସ ଡେଷ୍ଟିନେଶନ୍‌

ଭାଲେଣ୍ଟାଇନ୍ସ ଡେ’ ବା ପ୍ରେମଦିବସ ଅବସରରେ ନିଜ ସାଥୀଙ୍କ ସହ କୁଆଡେ ଟିକେ ବୁଲିଆସିବାକୁ ଅନେକଙ୍କର ଇଚ୍ଛା ଥାଏ; ଯେଉଁଠି ତାଙ୍କୁ ବାଧାଦେବାକୁ କେହି ନ...

Advertisement
Archives

Model This Week