ପ୍ରପୋଜ୍ ଡେ’ରେ ସାଥୀଙ୍କୁ ଏମିତି କୁହନ୍ତୁ ମନକଥା, ନଚେତ୍ ହୋଇଯିବେ ହାତଛଡ଼ା
ବର୍ତ୍ତମାନ ଭାଲେଣ୍ଟାଇନ୍ ଓ୍ବିକ୍ ବା ପ୍ରେମ ସପ୍ତାହ ଚାଲିଛି। ଫେବୃୟାରୀ ୭ରୁ ୧୪ ପର୍ଯ୍ୟନ୍ତ ଏହି ସପ୍ତାହକୁ ଯୁବପିଢ଼ି ବେଶ୍ ଉତ୍ସାହର ସହ ପାଳନ କରୁଛନ୍ତି। ରୋଜ୍ ଡେ’କୁ ପ୍ରେମର ପ୍ରଥମ ଦିନ କୁହାଯାଉଥିବା ବେଳେ ଦ୍ୱିତୀୟ ଦିନକୁ ପ୍ରପୋଜ୍ ଡେ’…
ବନ୍ଦୀ ଜୀବନ କାଟୁଛନ୍ତି ୨ କୁକୁଡ଼ା, ଜାଣନ୍ତୁ କାହିଁକି
ହାଇଦ୍ରାବାଦ,୭।୨: ଅପରାଧୀଙ୍କ ବଦଳରେ ଥାନା ହାଜତରେ ବନ୍ଦୀ ଜୀବନ କାଟୁଛନ୍ତି ୨ କୁକୁଡ଼ା। ଏହି ଘଟଣା ଉପରେ ବିଶ୍ୱାସ କରିବା ସହଜ ନୁହେଁ। ହେଲେ ଏହା ସତ। ସୂଚନା ଯୋଗ୍ୟ, ତେଲେଙ୍ଗାନାର କାମାମ ଜିଲା ମୁଦିଗୋଣ୍ଡା ଥାନାରେ ୨ଟି କୁକୁଡ଼ାକୁ ହାଜତରେ…
ପୁରୁଣା ଟାୟାରରୁ ସୁନ୍ଦର ଜୋତା
ଅଦରକାରୀ ଜିନିଷକୁ କେବେ ହେୟ ମନେକରିବା ଉଚିତ ନୁହେଁ। କାରଣ ସେଥିରୁ ବି ବହୁ ଦରକାରୀ ଜିନିଷ ତିଆରି ହୋଇପାରେ। ଠିକ୍ ଯେମିତି ପୁଣେର ୨୮ ବର୍ଷୀୟା ଆଇଟି ପ୍ରଫେଶନାଲ୍ ପୂଜା ଆପ୍ତେ ବାଦାମୀକର ଅଦରକାରୀ ପୁରୁଣା ଟାୟାରରୁ ତିଆରି କରୁଛନ୍ତି…
ନବବଧୂ ପରି ଝରଣା
ଭଗବାନଙ୍କ ସୃଷ୍ଟିରେ ପ୍ରକୃତିରାଣୀର ସୌନ୍ଦର୍ଯ୍ୟ କୌଣସି ବିସ୍ମୟଠାରୁ କମ୍ ନୁହେଁ । ଏମିତି ଏକ ଅବିଶ୍ୱସନୀୟ ପ୍ରାକୃତିକ ସୌନ୍ଦର୍ଯ୍ୟ ରହିଛି ଦକ୍ଷିଣ ଆମେରିକାର ପେରୁଠାରେ। ଏହା ଏକ ଝରଣା; ଯାହାର ନା ହେଉଛି ‘କାଟାରାଟା ଭେଲୋ ଦେ ଲା ନୋଭିଆ’। କିନ୍ତୁ…
ପାନ ଖୁଆଇ ବାଛନ୍ତି ଜୀବନସାଥୀ
ହିନ୍ଦୁ ଧର୍ମରେ ବିବାହକୁ ପବିତ୍ର ଓ ସାତ ଜନ୍ମର ସମ୍ପର୍କ ଭାବେ ବିବେଚନା କରାଯାଏ। ଏଠାରେ ବିବାହର ଅନେକ ପ୍ରକାର ନୀତି ନିୟମ ଦେଖିବାକୁ ମିଳିଥାଏ। କିଛି ବିବାହର ପ୍ରଥା ତ ବହୁତ ଅଜବ ହୋଇଥାଏ, ଯାହା କି ବହୁ ବର୍ଷ…
ଧାନ କ୍ଷେତ ପାଲଟିଛି କାନ୍ଭାସ୍
କାନ୍ଭାସ୍ ଉପରେ ରଙ୍ଗ ତୂଳୀରେ ଚିତ୍ର ତ ସମସ୍ତେ କରନ୍ତି। କିନ୍ତୁ କିଛି ଲୋକ ସବୁବେଳେ ଚାହାନ୍ତି ନିଜ କଳାର ଯାଦୁକରି ଭିନ୍ନ ଭିନ୍ନ ଉପାୟରେ ଲୋକଙ୍କ ନିକଟରେ ପହଞ୍ଚାଇବାକୁ। ଜାପାନ, ଇନାକାଡେଟ୍ ଗ୍ରାମରେ ଦେଖିବାକୁ ମିଳେ ସେମିତି ଏକ ଭିନ୍ନ…
ପୂଜାଫୁଲର କରନ୍ତୁ ଏଭଳି ବ୍ୟବହାର, ହେବ ସୌଭାଗ୍ୟ ପ୍ରାପ୍ତି
ବାରାଣସୀ: ମନ୍ଦିରକୁ ପୂଜା କରିବାକୁ ଗଲାବେଳେ ପୂଜାରୀ ଶ୍ରଦ୍ଧାଳୁମାନଙ୍କୁ ପୂଜାଫୁଲ ଅବା ମାଳ ପ୍ରଦାନ କରିଥାନ୍ତି। ତେବେ ଏହାକୁ ରଖିବା ନେଇ କେତେକ ଶ୍ରଦ୍ଧାଳୁ ସମସ୍ୟାରେ ପଡ଼ିଥାନ୍ତି। ଫୁଲ ଶୁଖିଗଲେ ଏହାକୁ କିପରି ରଖାଯିବ ସେନେଇ ଚିନ୍ତା ଦେଖାଦେଇଥାଏ। କିନ୍ତୁ ବ୍ୟସ୍ତ…
ବସ୍ତି ପିଲାଙ୍କୁ ଇଂରାଜୀ ପଢ଼ାଉଛନ୍ତି ଏହି ଛାତ୍ରୀ, ଛୁଟୁଛି ପ୍ରଶଂସାର ସୁଅ
ରାଞ୍ଚି,୭।୨: ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିର ଦେଓଘର କଲେଜର ଛାତ୍ରୀ ନେହା ପାଣ୍ଡେ ନିଜର ପାଠପଢ଼ା ସରିବା ପରେ ବସ୍ତି ଅଞ୍ଚଳର ପିଲାଙ୍କୁ ପାଠ ପଢ଼ାଇବା ଆରମ୍ଭ କରିଛନ୍ତି। ଏହି ଶ୍ରେଣୀରେ ବସ୍ତି ପିଲାମାନେ କିପରି ଇଂରାଜୀ କହିପାରିବେ ସେ ବିଷୟରେ ଶିଖାଉଛନ୍ତି।…
ବିଳାସୀ ରାଜା
ଏକଦା ଭାରତ ଥିଲା ରାଜା ମହାରାଜାଙ୍କ ଦେଶ। ସେମାନଙ୍କ ମଧ୍ୟରୁ କିଏ ଅଦମ୍ୟ ସାହସ ଓ ବୀରତ୍ୱ ପାଇଁ ପରିଚିତ ଥିଲେ ତ ଆଉ କିଏ ପରିଚିତ ଥିଲେ ସେମାନଙ୍କ ଅୟସ ଜୀବନ ଓ ଅଜବ ସଉକ ପାଇଁ। ନିଜ ଇଚ୍ଛା,…
ପର୍ଯ୍ୟଟନସ୍ଥଳୀ: ଐତିହାସିକ କ୍ଷେତ୍ର ରତ୍ନାଗିରି
ରତ୍ନାଗିରି ମହାରାଷ୍ଟ୍ରର ରତ୍ନାଗିରି ଜିଲା ଅନ୍ତର୍ଗତ ଏକ ନଗର; ଯାହାକି ନିଜର ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀକୁ ନିଜ ଭିତରେ ସାଇତି ରଖିପାରିଛି। ଖାସ୍ ସେଥିପାଇଁ ଏଠାରେ ଆଗନ୍ତୁକଙ୍କର ବେଶ୍ ଭିଡ଼ ପରିଲକ୍ଷିତ ହେଉଥିବା ଦେଖିବାକୁ ମିଳେ……
ଅନେକରେ ଏକ ଅଶ୍ରୁମୋଚନ
ସେଇ ଶୀତସକାଳ। ସେଇ ସୋରିଷ ଫୁଲ। ସେଇ ଆମ୍ବବଉଳ। ସେଇ ବରଓହଳ। ସେଇ ଝିପିଝିପି ବର୍ଷା। ସେଇ କାଦୁଅର ରାସ୍ତା। ଧାନଭରା କିଆରି, କଇଁଭରା ପୋଖରୀ। ଡାକେ ଆଜି ହାତଠାରି, ଚାଲ ଗାଁକୁ ଯିବା ଫେରି। ଏବେ ଗାଁକୁ ଫେରିବାର ସମୟ…
ସବୁଠୁ ରାଗ ଲଙ୍କା ଖାଇ କଲେ ବିଶ୍ୱ ରେକର୍ଡ, ଆଉ ତା’ ପରେ…
ଆପଣ କେବେ ଶୁଣିଛନ୍ତି ଲଙ୍କା ଖାଇଲେ ମୃତ୍ୟୁ ହୁଏ ବୋଲି। ମାତ୍ର ଜଣେ ବ୍ୟକ୍ତି ଲଙ୍କା ଖାଇ ବିଶ୍ୱ ରେକର୍ଡ କରିବାର କିଛି ସମୟ ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପରେ ତାଙ୍କର ମୃତ୍ୟୁ ଘଟିଛି। କାନାଡାରେ ରହୁଥିବା ମାଇକ୍ ଜ୍ୟାକ୍…
Archives


