ସୁନ୍ଦର ପୁରୁଷଙ୍କୁ ଦେଖିବା ମାତ୍ରେ ବେହୋସ୍ ହୋଇଯାଆନ୍ତି ଏହି ମହିଳା: ଆଖି ସହ ଆଖି ମିଶାଇବାକୁ….
ସୁନ୍ଦର ପୁରୁଷଙ୍କ ପ୍ରତି ମହିଳାଙ୍କ ଦୁର୍ବଳତା ରହିଥାଏ। ହେଲେ ଯଦି କେହି ହ୍ୟାଣ୍ଡସମ୍ ବ୍ୟକ୍ତିଙ୍କୁ ଦେଖିଲେ ଆପଣ ଚେତାଶୂନ୍ୟ ହୋଇଯିବେ କି ବୋଲି ପ୍ରଶ୍ନ କରନ୍ତି ତେବେ ଏହାକୁ ହାସ୍ୟାସ୍ପଦ ପ୍ରଶ୍ନ ବୋଲି କହିବେ ନିଶ୍ଚୟ। ମାତ୍ର ଜଣେ ମହିଳା ଏଭଳି…
ରାସ୍ତାରେ ଚାଲୁ ଚାଲୁ ଖସିଗଲା ଗୋଡ଼, ଆଉ ତା’ ପରେ…
ବେଳେବେଳେ ରାସ୍ତାରେ ଯିବା ସମୟରେ ହେଉ କି କୌଣସି କାମ କରୁଥିବା ସମୟରେ ହେଉ ଆମର ପାଦ ଖସି ଯାଇଥାଏ। ପରେ ଆମକୁ କଷ୍ଟ ଲାଗେ। ଏପରିକି ହାତଗୋଡ଼ ମଧ୍ୟ ଭାଙ୍ଗି ଯାଇଥାଏ। ଫଳରେ ଆମକୁ ସମ୍ପୂର୍ଣ୍ଣ ବିଶ୍ରାମ ନେବାକୁ ପଡ଼ିଥାଏ।…
ଜିମ୍ ସେଣ୍ଟରରେ ଓ୍ବାର୍କଆଉଟ୍ କରୁଥିଲେ ବ୍ୟକ୍ତି, ଏମିତି କିଛି ଦୃଶ୍ୟ ଦେଖି ଲୋକେ କହିଲେ…
ସୋସିଆଲ ମିଡିଆରେ ଏବେ ଏକ ମଜାଳିଆ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଜଣେ ବ୍ୟକ୍ତି ଜିମ୍ ସେଣ୍ଟରରେ ଓ୍ବାର୍କଆଉଟ୍ କରୁଥିବା ନଜର ଆସିଛନ୍ତି। ଏଥିରେ ବ୍ୟକ୍ତିଙ୍କ ଗୋଡ଼ ଏକ କୁକୁଡ଼ା ଗୋଡ଼ ପରି ଦେଖାଯାଉଛି। ଯାହା ଦେଖି ଲୋକେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି।…
ଅଧା ଶରୀର କୁକୁର, ଅଧା ବାଘ
ବିଶ୍ୱରେ ଅନେକ ପ୍ରଜାତିର ଜୀବଜନ୍ତୁ ଦେଖାଯାନ୍ତି। ମାତ୍ର ଏଥିମଧ୍ୟରୁ କିଛି ପ୍ରଜାତି ବିଲୁପ୍ତ ପ୍ରାୟ। ଏହିପରି ଏକ ପ୍ରଜାତି ହେଉଛି ତସମାନିଆ ବାଘ। ଏହି ପ୍ରଜାତି ପ୍ରାଣୀର ଶରୀର ଅଧା କୁକୁର ଏବଂ ଅଧା ବାଘ ପରି ଦେଖାଯାଏ। ଏହି ପ୍ରଜାତିର…
ଜାଣନ୍ତି ପାଣିରେ ଗୋଲାକାର ଭାବେ କାହିଁକି ପହଁରନ୍ତି ସାମୁଦ୍ରିକ ଜୀବ
କିଛି ସାମୁଦ୍ରିକ ଜୀବ ଅଛନ୍ତି, ଯେଉଁମାନେ ପାଣିରେ ଗୋଲାକାର ଭାବେ ପହଁରିଥାନ୍ତି। ସାଧାରଣତଃ ଏପରି ଗତିବିଧି ବଡ଼ ଜୀବ ଯେମିତିକି ଶାର୍କ, ହ୍ବିଲ୍ ଏପରିକି କଇଁଛଙ୍କଠାରେ ଦେଖିବାକୁ ମିଳିଥାଏ। ଏହାକୁ ନେଇ ବୈଜ୍ଞାନିକମାନେ ଏକ ଗବେଷଣା କରିଥିଲେ। ୟୁନିଭରସିଟି ଅଫ୍ ଟୋକିଓର…
ନୋବେଲ ପାଇବା ପରେ ପାକିସ୍ତାନ ବୈଜ୍ଞାନିକ ମାଗିଥିଲେ ଭାରତର ସାହାଯ୍ୟ
ପାକିସ୍ତାନର ପ୍ରଥମ ନାଗରିକ ଭାବେ ନୋବେଲ ପୁରସ୍କାର ପାଇଥିଲେ ବୈଜ୍ଞାନିକ ଅବଦୁସ ସଲାମ। ପଦାର୍ଥ ବିଜ୍ଞାନରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଯୋଗୁ ୧୯୭୯ରେ ତାଙ୍କୁ ମିଳିଥିଲା ବିଶ୍ୱର ସର୍ବଉଚ୍ଚ ସମ୍ମାନ। ବିଶ୍ୱ ସ୍ତରରେ ଏତେ ବଡ଼ ସଫଳତା ପାଇବା ପରେ ମଧ୍ୟ ନିଜକୁ…
ଝିଅକୁ କୋଳରେ ଧରି ଫଟୋ ଉଠାଉଥିଲେ ଏହି ବ୍ୟକ୍ତି, ପଛରୁ ଆସି ହାତୀ କଲା ଏମିତି
ଜୀବଜନ୍ତୁଙ୍କ ସହ ଫଟୋ ଉଠାଇବା ବିପଦପୂର୍ଣ୍ଣ। କାରଣ କେତେବେଳେ ଏମାନଙ୍କ ମୁଣ୍ଡକୁ କ’ଣ ଜୁଟେ ତା’ର କଳନା କରିବା କାଠିକର ପାଠ। ଏବେ ଏମିତି ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ଘଟିଛି। ବ୍ୟକ୍ତି ଜଣକ ଚିଡ଼ିଆଖାନା ବୁଲିବାକୁ ଯାଇଥିଲେ। ଝିଅକୁ କୋଳରେ ଧରି…
ପୃଥିବୀପୃଷ୍ଠରୁ ୧୯ କିଲୋମିଟର ପର୍ଯ୍ୟନ୍ତ ଚକ୍ ଗୁଣ୍ଡ ବିଛାଇବାକୁ ଚାହୁଁଛନ୍ତି ବିଲ୍ ଗେଟ୍ସ, କାରଣ ଜାଣିଲେ…
ଓ୍ବାଶିଂଟନ,୨୪।୩: ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ବିଲ୍ ଗେଟ୍ସ ଚାହୁଁଛନ୍ତି ପୃଥିବୀ ପୃଷ୍ଠରୁ ୧୯ କିଲୋମିଟର ଦୂରରେ ଚକ୍ ଗୁଣ୍ଡର ଏକ ସ୍ତର କରିବେ। ଫଳରେ ଏହା ଦ୍ୱାରା ସୂର୍ଯ୍ୟଙ୍କ କିରଣ ପୃଥିବୀ ପୃଷ୍ଠକୁ କମ୍ ଆସିବ। ପୃଥିବୀରେ ଗ୍ଲୋବାଲ ଓ୍ବାର୍ମିଂ…
କାଉର ଏପରି ନାଚ ଦେଖିଲେ, ଅଟକିଯିବେ ଘଡ଼ିଏ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ମଧ୍ୟ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ଅଧିକ ଟଙ୍କା ଖର୍ଚ୍ଚ ନ କରି ୩ ଅତିଥିଙ୍କ ଉପସ୍ଥିତିରେ ବିବାହ କଲେ ଏହି ଯୋଡ଼ି, କାରଣ ଜାଣିଲେ…
ପ୍ରେମୀଯୁଗଳ ବିବାହରେ ଅଧିକ ଟଙ୍କା ଖର୍ଚ୍ଚ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇ ମାତ୍ର ୩ ଅତିଥିଙ୍କ ମଧ୍ୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଯଦିଓ ଏହି ବାହାଘର କିଛି ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଥାଏ ତେବେ ଏହା ପଛରେ ଏକ କାରଣ…
୧୦ ଲକ୍ଷ ଖର୍ଚ୍ଚ କରି ୨୦ ଗର୍ଲଫ୍ରେଣ୍ଡ୍ କଲେ ଯୁବକ, ଏହି କାରଣ ପାଇଁ ନେଲେ ଏପରି ନିଷ୍ପତ୍ତି
ବିଶ୍ୱର କିଛି ଦେଶରେ ଯୁବତୀ ଯୁବକ ଡେଟିଂ, ଲଭ୍ ଏବଂ ରିଲେସନଶିପ୍ରେ ରହିବାକୁ ପସନ୍ଦ କରିଥାନ୍ତି। ଠିକ୍ ସେହିପରି ଆମେରିକାରେ ରହୁଥିବା ଜଣେ ଯୁବକ ରିଲେସନଶିପ୍ରେ ଏକ ନୂଆ କନ୍ସେପ୍ଟ ଆରମ୍ଭ କରିଛନ୍ତି। କିଛି ବର୍ଷ ହେବ ସେ ଜଣେ କି…
ପ୍ରବଳ ବନ୍ୟା ମଧ୍ୟରେ ବିବାହ ବନ୍ଧନରେ ବାନ୍ଧିହେଲେ ବର-କନ୍ୟା: ଲିଫ୍ଟ ଦେଲା ହେଲିକପ୍ଟର
ବର୍ତ୍ତମାନ ଅଷ୍ଟ୍ରେଲିଆରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ସେଠାରେ ଅବସ୍ଥା ଅତ୍ୟନ୍ତ ଖରାପ ହୋଇପଡ଼ିଛି। ସେଠାରୁ ଏମିତି ଏକ ଖବର ଏବେ ସାମ୍ନାକୁ ଆସିଛି, ଯାହାକୁ କେହି ବିଶ୍ୱାସ ମଧ୍ୟ କରିପାରୁ ନାହାନ୍ତି। ଅଷ୍ଟ୍ରେଲିଆର ବନ୍ୟା ପରିସ୍ଥିତି ମଧ୍ୟ ଏକ…
Archives


