ଫୁରସତ

ହୋଲିକୁ କେମିତି କରିବେ ଖାସ୍‌

ରଙ୍ଗ ତଥା ଖୁସିର ପର୍ବ ହେଉଛି ହୋଲି। ଏହି ବିଶେଷ ଅବସରରେ ବାସ୍ତୁର କିଛି ଜରୁରୀ ଟିପ୍ସକୁ ଆପଣାଇ ହୋଲିର ଖୁସିକୁ ଦ୍ବିଗୁଣିତ କରିପାରିବେ… *ବାସ୍ତୁଶାସ୍ତ୍ର ଅନୁଯାୟୀ, ହୋଲି ଖେଳିବା ସମୟରେ ନାଲି, ହଳଦିଆ, ସବୁଜ, ଗୋଲାପୀ ତଥା କମଳା ରଙ୍ଗର…

କମଳା ରସରୁ ବିଜୁଳି

ପାଣି, କୋଇଲା, ପବନ ଓ ସୂର୍ଯ୍ୟାଲୋକରୁ ବିଜୁଳି ଉତ୍ପାଦନ ହୋଇଥାଏ। ତେବେ ନିକଟରେ ଗବେଷଣାରୁ ଜଣାପଡିଛି ଯେ, କମଳା ରସରୁ ବି ବିଜୁଳି ଉତ୍ପନ୍ନ ହୋଇପାରିବ। ଏକ ରିପୋର୍ଟ ମୁତାବକ ବଢ଼ିଚାଲିଥିବା ବିଜୁଳିର ଆବଶ୍ୟକତାକୁ ଲକ୍ଷ୍ୟ କରି କମଳା ରସରୁ ବିଜୁଳି…

କାନ୍ଧରେ ଘୋଡ଼ା ଟେକି ଦୌଡ଼ନ୍ତି

ଘୋଡ଼ା ପିଠି ଉପରେ ବସି ଲୋକେ ଯାଆନ୍ତି। ଅନେକେ ସଉକରେ ବି ଘୋଡ଼ା ଚଢ଼ନ୍ତି। ତେବେ ଏମିତି ଜଣେ ବ୍ୟକ୍ତି ଅଛନ୍ତି, ଯିଏ କି ଘୋଡ଼ା ପିଠିରେ ବସନ୍ତି ନାହିଁ। ବରଂ ଘୋଡ଼ାକୁ ନିଜ କାନ୍ଧରେ ବସାନ୍ତି ଆଉ ନିଜେ ଦୌଡ଼ନ୍ତି।…

ମାଟି ନୁହେଁ ପାଣିରେ ଲଗାନ୍ତୁ ଗଛ

ଜାଗା ନାହିଁ କି ମାଟି ନାହିଁ ଅଥଚ ଗଛ ଲଗାଇବାର ସଉକ ଅଛି। ତା’ହେଲେ ବି ଚିନ୍ତା କରିବାର କିଛି ନାହିଁ। ଆପଣ ଆରାମରେ ଘର ଭିତରେ ବିନା ପରିଶ୍ରମରେ ବିନା ମାଟିରେ ଲଗାଇପାରିବେ ଗଛ। ଏଥିପାଇଁ ଆପଣଙ୍କୁ କୁଣ୍ଡ କିଣିବାର…

କପେ ଚା’କୁ ୧୦୦୦ ଟଙ୍କା

ଚା’ କେବଳ ଏକ ପାନୀୟ ନୁହେଁ, ଏହା ସହିତ ଅନେକ ଲୋକଙ୍କର ଭାବନା ବି ଜଡିତ ଥାଏ। ଚା’ ବିନା ତ ଅନେକଙ୍କର ଦିନ କଟେନା। ସେଇଥିପାଇଁ ତ ଚା’ ଷ୍ଟଲ୍‌ରେ ପ୍ରତିଦିନ ଦେଖିବାକୁ ମିଳେ ପ୍ରବଳ ଭିଡ। ହେଲେ କଲିକତା,…

କୁମ୍ଭୀର ଆଁରୁ ଏମିିତି ଚାଲାକି କରି ବଞ୍ଚିଲା କୁକୁଡା, ଭିଡିଓ ଦେଖିଲେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ମଧ୍ୟ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ଏମିତି ଦେଶ, ଯେଉଁଠି ଗର୍ଭପାତ ପରେ ସ୍ତ୍ରୀ-ସ୍ବାମୀଙ୍କୁ ମିଳେ ୩ ଦିନର ପାରିଶ୍ରମିକ ସହ ଛୁଟି

ପ୍ରତ୍ୟେକ ଦେଶରେ ଭିନ୍ନ ଭିନ୍ନ ନିୟମ କାନୁନ ରହିଛି। ସେମିତି ନ୍ୟୁଜିଲାଣ୍ଡରେ ଏକ ନିୟମ ରହିଛି ଯେ, ଯଦି କୌଣସି କର୍ମଜୀବୀ ମହିଳାଙ୍କ ଗର୍ଭପାତ ହୁଏ ତେବେ ଉଭୟ ସ୍ତ୍ରୀ-ସ୍ବାମୀଙ୍କୁ ୩ ଦିନ ଛୁଟି ସହ ଦରମା ବି ମିଳିଥାଏ। ଗତ…

ନିର୍ବାଚନ ସମୟରେ ନେତାଙ୍କ ଅଜବ ପ୍ରତିଶ୍ରୁତି

ଚେନ୍ନାଇ,୨୭।୩: ଦେଶରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ପାଣିପାଗ ବେଶ୍‌ ସରଗରମ ରହିଛି। ରାଜନୈତିକ ଦଳଗୁଡ଼ିକ ନିଜ ନିଜର ଘୋଷଣା ପତ୍ର ଜାରି କରିଛନ୍ତି। ମତଦାତାମାନଙ୍କୁ ଆକର୍ଷିତ କରିବା ପାଇଁ କେହି କେହି ପ୍ରାର୍ଥୀ ଚାକିରି, ଘର, ଶିକ୍ଷା…

ଜାଣନ୍ତି ହୋଲିରେ କାହିଁକି ପିନ୍ଧାଯାଏ ଧଳା ପୋଷାକ

ପ୍ରତ୍ୟେକ ବର୍ଷ ଫାଲ୍‌ଗୁନ ମାସରେ ହୋଲି ବେଶ୍‌ ଆନନ୍ଦ ଉତ୍ସାହର ସହ ପାଳନ କରାଯାଇଥାଏ। ଚଳିତବର୍ଷ କରୋନା କଟକଣା ଯୋଗୁ ଏହି ଉତ୍ସବ ଟିକେ ଫିକା ପଡ଼ିବ। ସେ ଯାହା ହେଉନା କାହିଁକି ପୌରାଣିକ ଯୁଗରୁ ପାଳିତ ହୋଇ ଆସୁଥିବା ଏହି…

କଣ୍ଟାଳିଆ ଫଳରୁ ପ୍ରସ୍ତୁତ ଆଣ୍ଟି ବ୍ୟାକ୍ଟେରିଆଲ ବ୍ୟାଣ୍ଡେଜ୍‌, ନିମିଷକରେ ଭଲ ହେବ ଏସବୁ

ସିଙ୍ଗାପୁର,୨୭।୩: ସିଙ୍ଗାପୁରର ବୈଜ୍ଞାନିକମାନେ ପଣସ ପରି ଦେଖାଯାଉଥିବା ଏକ କଣ୍ଟାଳିଆ ଫଳରୁ ଆଣ୍ଟି ବ୍ୟାକ୍ଟେରିଆଲ ଜେଲ୍‌ର ବ୍ୟାଣ୍ଡେଜ ପ୍ରସ୍ତୁତ କରିଛନ୍ତି। ଏହି ବ୍ୟାଣ୍ଡେଜ ଲଗାଇଲେ ବ୍ୟାକ୍ଟେରିଆଲ ଇନ୍‌ଫେକ୍ସନ, କଟା, ପୋଡ଼ା, ଦରଜ ଆଦି ଖୁବ୍‌ ଶୀଘ୍ର ଭଲ ହୋଇଯିବ। ଏହି ଫଳର…

କୁମ୍ଭମେଳାରେ ୧୮ ଇଞ୍ଚ ଉଚ୍ଚତାର ନାଗା ସାଧୁ

ହରିଦ୍ୱାର,୨୭।୩: କୁମ୍ଭମେଳାରେ ବିଭିନ୍ନ ଅଞ୍ଚଳରୁ ସାଧୁସନ୍ଥଙ୍କ ସମାଗମ ହେବାରେ ଲାଗିଛି। ମେଳାକୁ ଆସିଥିବା ୧୮ ଇଞ୍ଚ ଉଚ୍ଚତାର ଜଣେ ନାଗା ସାଧୁଙ୍କୁ ଚର୍ଚ୍ଚା ଜାରି ରହିଛି। ନାଗା ସାଧୁଙ୍କ ନାମ ହେଉଛି ନାରାୟଣ ନନ୍ଦ ଗିରି ମହାରାଜ। ସେ ଜୁନା ଆଖଡ଼ାର…

ଶନିବାର ରାତ୍ର ସାଢ଼େ ୮ରୁ ସାଢ଼େ ୯ ବିଦ୍ୟୁତ୍‌ ଆଲୋକ ବନ୍ଦ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୭।୩: ପ୍ରତିବର୍ଷ ମାର୍ଚ୍ଚ ମାସର ଶେଷ ଶନିବାରକୁ ଆର୍ଥ ଆଓ୍ବାର ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହା ମାର୍ଚ୍ଚ ୨୭ରେ ପଡୁଛି। ତେଣୁ ଶନିବାର ରାତ୍ର ସାଢ଼େ ୮ରୁ ସାଢ଼େ ୯ ପର୍ଯ୍ୟନ୍ତ ସମସ୍ତ ଅଦରକାରୀ ବିଦ୍ୟୁତ୍‌ ଆଲୋକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri