ହେଲିକପ୍ଟରରୁ ଟଙ୍କା ବର୍ଷା
ଇସଲାମାବାଦ୍,୧୬।୩: ଆକାଶରୁ ହେଲିକପ୍ଟରରେ ଟଙ୍କା ଏବଂ ଫୁଲ ବର୍ଷା ହେଉଥିବାରୁ ଏକ ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ରାଜରାସ୍ତାରେ ଲୋକେ ଭିଡ଼ ଜମାଇ ଟଙ୍କା ଗୋଟାଉଥିବାରୁ ଦୃଶ୍ୟ ୧ ମିନିଟ୍ ୫୮ ସେକେଣ୍ଡର ଏହି...
ସ୍ତ୍ରୀ ମୋଟି, କାଳି ହୋଇଥିବାରୁ ଏମିତି କଲେ ସ୍ବାମୀ
ଅହମ୍ମଦାବାଦ, ୧୬।୩: ଜଣେ ସ୍ତ୍ରୀ ଦେଖିବାକୁ ମୋଟି, କାଳି ଏବଂ ଅସୁନ୍ଦର ଥିବାରୁ ସ୍ବାମୀ ତାଙ୍କୁ ଛାଡି ଦେଇଛନ୍ତି। ଏମିତି ଏକ ଘଟଣା ଘଟିଛି ଗୁଜୁରାଟ ଅହମ୍ମଦାବାଦର ଘାଟଲୋଦିଆ ଅଞ୍ଚଳରେ। ଏ ନେଇ ମହିଳା ଜଣଙ୍କ ସ୍ବାମୀଙ୍କ ବିରୋଧରେ ଥାନାରେ...
ଗର୍ଭବତୀଙ୍କୁ ଅଧିକ କାମୁଡ଼ନ୍ତି ମଶା…
ନୂଆଦିଲ୍ଲୀ: କେତେକ ଲୋକଙ୍କୁ ମଶା ଅଧିକ କାମୁଡ଼ନ୍ତିି। ଅପରପକ୍ଷରେ ଅନ୍ୟ କିଛି ଲୋକଙ୍କ ପାଖକୁ ମଶା କେବେ ମାଡ଼ନ୍ତି ନାହିଁ। ସାଧାରଣତଃ ୫ଟି କାରଣ ପାଇଁ ମଶା ଅଧିକ କାମୁଡ଼ିଥାନ୍ତି। ପ୍ରଥମ ହେଉଛି ଶରୀରରୁ ନିର୍ଗତ ହେଉଥିବା କାର୍ବନ ଡାଇଅକ୍ସାଇଡ୍ର...
କେବଳ ମଣିଷଙ୍କୁ ନୁହେଁ, କୁକୁଡ଼ାକୁ ମଧ୍ୟ ଦରକାର ହୁଏ ଆଲିଙ୍ଗନ: ପାଇବା ପାଇଁ…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ମଧ୍ୟ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ...
ସିଂହକୁ ଡ୍ରଗ୍ସ ଦେଇ ଫଟୋଶୁଟ୍
ବିବାହବେଳେ ବରକନ୍ୟା ଏକ ସିଂହ ଛୁଆ ସହ ଫଟୋଶୁଟ୍ କରିଛନ୍ତି। ସେହି ସିଂହ ଛୁଆକୁ ଡ୍ରଗ୍ସ ଦିଆଯାଇଥିବା ଜଣାପଡିଛି। ଘଟଣା ପାକିସ୍ତାନରେ ଦେଖିବାକୁ ମିଳିଥିବାବେଳେ ଫଟୋଗୁଡ଼ିକ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସିଂହଟି ବରକନ୍ୟାଙ୍କ ସହ ବସିଥିବା ଦେଖାଯାଇଛି।...
ଅଟୋ ଡ୍ରାଇଭରଙ୍କ ଜବରଦସ୍ତ ଡ୍ୟାନ୍ସ: ରାତାରାତି ବଦଳିଗଲା ଭାଗ୍ୟ
ପ୍ରତିଭା ବେଶି ଦିନ ପର୍ଯ୍ୟନ୍ତ ଲୁଚି ରହେ ନାହିଁ। କେବେ ନା କେବେ ଏହା ପ୍ରସ୍ଫୁଟିତ ହୋଇଥାଏ। ସେମିତି ଏକ ପ୍ରତିଭା ଦେଖିବାକୁ ମିଳିଛି ଜଣେ ଅଟୋ ଡ୍ରାଇଭରଙ୍କଠାରେ। ଅଟୋ ଡ୍ରାଇଭର ଜଣଙ୍କ ଏମିତି ଡ୍ୟାନ୍ସ କଲେ ଯେ, ତାଙ୍କ...
ଫିଲ୍ମ ଷ୍ଟାଇଲ୍ରେ ଛାଡ଼ପତ୍ର ଦାବି କଲେ ମହିଳା
ମିରଟ,୧୫।୩: ଉତ୍ତରପ୍ରଦେଶରେ ଜଣେ ମହିଳା ହିନ୍ଦୀ ଫିଲ୍ମ ବାଲା ଷ୍ଟୋରୀ ଷ୍ଟାଇଲ୍ରେ ସ୍ବାମୀଙ୍କଠାରୁ ଛାଡ଼ପତ୍ର ଦାବି କରିଛନ୍ତି। ସେ ପରିବାର କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କରିଛନ୍ତି ଯେ, ବିବାହ ସମୟରେ ତାଙ୍କ ସ୍ବାମୀଙ୍କ ମୁଣ୍ଡରେ କେଶ ଥିଲା। ମାତ୍ର...
୧୯୨ ଥର ଡ୍ରାଇଭିଂ ଟେଷ୍ଟରେ ଫେଲ୍ ହୋଇ ରେକର୍ଡ ସୃଷ୍ଟି କଲେ ଏହି ବ୍ୟକ୍ତି
ପୋଲାଣ୍ଡରେ ଜଣେ ୫୦ ବର୍ଷୀୟ ବ୍ୟକ୍ତି ଗତ ୧୭ ବର୍ଷ ଧରି ଡ୍ରାଇଭିଂ ଶିଖୁଛନ୍ତି। ଇତିମଧ୍ୟରେ ସେ ୧୯୨ ଥର ଡ୍ରାଇଭିଂ ଟେଷ୍ଟ ମଧ୍ୟ ଦେଇସାରିଲେଣି। ମାତ୍ର ସଫଳତା ହାସଲ କରିପାରିନାହାନ୍ତି। ତେବେ ବିଫଳ ହୋଇ ମଧ୍ୟ ସେ ଦେଶରେ...
ନନ୍ଭେଜ ପିଜ୍ଜା ଆସିବାରୁ କୋଟିଏ ମାଗିଲେ
ଭେଜ୍ (ଶାକାହାରୀ) ପିଜ୍ଜା ବଦଳରେ ନନ୍ଭେଜ୍(ଆମିଷ) ପିଜ୍ଜା ଡେଲିଭରି ଦେବା ଉତ୍ତରପ୍ରଦେଶର ଗାଜିଆବାଦସ୍ଥିତ ଏକ କମ୍ପାନୀକୁ ମହଙ୍ଗା ପଡ଼ିଛି। ପିଜ୍ଜା ପାଇଥିବା ମହିଳା ଜଣକ କମ୍ପାନୀ ବିରୋଧରେ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ଆଣିବା ସହ ୧ କୋଟି...
ଶିକ୍ଷକଙ୍କ ଭାଗ୍ୟ ବଦଳାଇଲେ ଶିଷ୍ୟ
ସାଧାରଣତଃ ଛାତ୍ରଙ୍କୁ ଭଲ ମଣିଷ କରି ଗଢ଼ି ତୋଳିଥା’ନ୍ତି ଶିକ୍ଷକ। ମାତ୍ର ଜଣେ ଛାତ୍ର ଶିକ୍ଷକଙ୍କ ଭାଗ୍ୟ ବଦଳାଇ ଦେବା କଥା ନିଶ୍ଚିତ ପ୍ରଶଂସାଯୋଗ୍ୟ। କାଲିଫର୍ନିଆର ଜୋସ୍ ଭିଲାଲୁଏଲା ନାମକ ଜଣେ ଶିକ୍ଷକଙ୍କ କ୍ଷେତ୍ରରେ ଏପରି ଘଟିଥିବା ଦେଖିବାକୁ ମିଳିଛି।...
ସାଧନା ଓ ସାହସର ସମନ୍ବୟ ପ୍ରଦୀପ କୁମାର ରାୟ
”ମୁଁ ସ୍ବପ୍ନମାନଙ୍କୁ ହଜିଯିବା ଦେଖିଛି/ପାଖ ଲୋକଙ୍କୁ ଦୂରକୁ ଘୁଞ୍ଚିଯିବା ଦେଖିଛି/ସମସ୍ତେ କହନ୍ତି ଭଲପାଇବା ହସିବା ଶିଖାଏ/ମୁଁ ସେହି ଭଲପାଇବାକୁ ଏକା ଗଭୀର ରାତିରେ କାନ୍ଦିବା ଦେଖିଛି ।“ ଏହି ଉକ୍ତି ଅତି ମାର୍ମିକ ଭାବରେ ଉଚ୍ଚାରଣ କରିପାରନ୍ତି ପ୍ରଖ୍ୟାତ ସାହିତି୍ୟକ...
ଗୋଲେଖଙ୍କ ପାଲା ନିଶା
ଓଡ଼ିଆ ଭାଷା ଓ ସାହିତ୍ୟକୁ ଉଜ୍ଜୀବିତ କରିବାରେ ପାଲାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହା ସହ ପାଲାରେ ବିଭିନ୍ନ ପୌରାଣିକ ଓ ଲୋକକଥା ଦ୍ୱାରା ଜନସଚେତନତା କରାଯାଇଥାଏ। ତେବେ ଏହି ଲୋକକଳାରେ ନିମଗ୍ନ ଜଣେ ପାଲାକାର ହେଲେ ଗୋଲେଖ ଚନ୍ଦ୍ର...
Archives


