ଫୁରସତ

ନିଜ ପରିସ୍ରା ପିଇ ସୁସ୍ଥ

ନୂଆଦିଲ୍ଲୀ: ଗୋମୂତ୍ର ଶରୀର ପାଇଁ ଲାଭଦାୟକ ବୋଲି ଶୁଣାଯାଇଛି। ହେଲେ ଜଣେ ଯୁବକ ନିଜ ପରିସ୍ରା ପିଇବା ସହ ଏହାଦ୍ୱାରା ତାଙ୍କର ଅନେକ ଲାଭ ହେଉଥିବା ଦାବି କରିଛନ୍ତି। ଏକ ଖବର ଅନୁଯାୟୀ, ବ୍ରିଟେନର ହାମ୍ପଶାୟାରରେ ରହୁଥିବା ଫାର୍ନବୋରଫ୍‌ ଅଞ୍ଚଳର...

ଆଜି ବିଶ୍ୱ ହେମୋଫିଲିଆ ଦିବସ

ପୃଥିବୀରେ ଦେଖାଯାଉଥିବା ଜଟିଳ ତଥା ବଂଶାନୁକ୍ରମିକ ରୋଗ ମଧ୍ୟରେ ‘ହେମୋଫିଲିଆ’ ଅନ୍ୟତମ। ଏହି ରୋଗ ସମ୍ପର୍କରେ ଜନସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଏପ୍ରିଲ ୧୭ ତାରିଖକୁ ‘ବିଶ୍ୱ ହେମୋଫିଲିଆ ଦିବସ’ ଭାବରେ ପାଳନ କରାଯାଇ ଆସୁଅଛି। ଚଳିତବର୍ଷ ଏହି ଦିବସର...

ବିଜ୍ଞ ସାଧୁମଣ୍ଡଳୀ ‘ନିରଞ୍ଜନୀ ଆଖଡ଼ା’

ଦେଶରେ ରେକର୍ଡ ଭାଙ୍ଗୁଛି କୋଭିଡ୍‌-୧୯ର ଦ୍ୱିତୀୟ ଲହର। ବିଶ୍ୱ ପ୍ରସିଦ୍ଧ କୁମ୍ଭମେଳାରେ କରୋନା ବିସ୍ଫୋରଣ ଅଧିକ ଚିନ୍ତାଜନକ ବିଷୟ ହୋଇଛି। ମହାମାରୀ ଭିତରେ କୁମ୍ଭମେଳାରୁ ନିଜକୁ ଦୂରେଇ ରଖିବାକୁ ନିଷ୍ପତ୍ତି ନେଇଛି ‘ନିରଞ୍ଜନୀ ଆଖଡ଼ା’। ବିଜ୍ଞ ସାଧୁଗୋଷ୍ଠୀକୁ ନେଇ ସମୃଦ୍ଧ...

ମହିଳାଙ୍କ ସହ ଏମିତି ଯୋଗ କରୁଛନ୍ତି କୁକୁର ଛୁଆ, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଭାଇରାଲ ହେଉଛି। ଯେଉଁଥିରେ ଜଣେ ମହିଳାଙ୍କ ସହ କିଛି କୁକୁର ଛୁଆ ମିଶି ଯୋଗ କରୁଛନ୍ତି। ମହିଳା ସୂର୍ଯ୍ୟ ନମସ୍କାର କରୁଥିବା ବେଳେ କୁକୁର ଛୁଆମାନେ ତାଙ୍କୁ ଦେଖି ଠିକ୍‌ ସେମିତି କରୁଛନ୍ତି।...

ଲମ୍ବା କେଶ ରଖି ଗିନିଜ୍‌ ରେକର୍ଡ କରିଥିଲେ ଯୁବତୀ: ଏହି କାରଣ ପାଇଁ ୧୨ ବର୍ଷ ପରେ କାଟିଲେ, କହିଲେ ଏମିତି କିଛି…

ଲମ୍ବା କେଶ ରଖି ଗିନିଜ୍‌ ରେକର୍ଡ କରିଥିବା ଗୁଜରାଟର ନୀଲାଂଶୀ ପଟେଲ ଏବେ କେଶ କାଟି ଦେଇଛନ୍ତି। କେଶ କାଟିବା ସମୟରେ ସେ ନର୍ଭସ ଲାଗୁଥିବା ଭିଡିଓରେ ଦେଖିବାକୁ ମିଳିଛି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ଯେଉଁ କେଶ ବଢ଼ାଇ...

କରୋନାର ଭୟଙ୍କର ରୂପ: ଅନ୍ତିମ ସଂସ୍କାର ପାଇଁ ଶ୍ମଶାନରେ ମିଳୁନାହିଁ ସ୍ଥାନ, ପ୍ଲାଟଫର୍ମରେ…

ଲକ୍ଷ୍ନୌ.୧୬।୪: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ କରୋନା ସଂକ୍ରମଣକୁ ନେଇ ପରିସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ସଂକ୍ରମିତ ଲୋକଙ୍କ ସହ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା ଲଗାତାର ଭାବେ ବୃଦ୍ଧି ପାଉଛି। କିଛି ଦିନ ପୂର୍ବେ ବୈକୁଣ୍ଠ ନାଥ...

ଘର କବାଟ ଖୋଲିବା ପରେ ହଠାତ୍‌ ଏମିତି ଦୃଶ୍ୟ ଦେଖିଲେ ମହିଳା, ଜାଣିଲେ…

ଥରେ ଭାବିଲେ ଆପଣ ହଠାତ୍‌ ଘର କବାଟ ଖୋଲୁ ଖୋଲୁ ବାହାରେ ଏକ ଅଜବ ଦୃଶ୍ୟ ଦେଖିବେ। ସେତେବେଳେ ଅବସ୍ଥା କ’ଣ ହେବ କହିଲେ। ଠିକ୍‌ ସେମିତି ପୋଲାଣ୍ଡର ଜଣେ ମହିଳାଙ୍କ କ୍ଷେତ୍ରରେ ଘଟିଛି। ମହିଳା ଜଣକ ଘରର କବାଟ...

କଏଦୀଙ୍କ ପ୍ରେମରେ ପଡ଼ିଲେ ମହିଳା ଜେଲର, ହାତରେ କଲେ ଏମିତି ଟାଟୁ; ଆଉ ତା’ ପରେ…

ପ୍ରେମ କାହା ସହ କେତେବେଳେ କେଉଁ ପରିସ୍ଥିତିରେ ହେବ କହି ହେବ ନାହିଁ। ଠିକ୍‌ ଏମିତି ଘଟିଛି ବ୍ରିଟେନର ଜଣେ ମହିଳା ଜେଲରଙ୍କ କ୍ଷେତ୍ରରେ। ଏହି ମହିଳା ଜେଲର ଜଣକ କଏଦୀଙ୍କ ପ୍ରେମରେ ପଡ଼ିବା ପରେ ତାଙ୍କୁ ଜେଲ୍‌ ଦଣ୍ଡାଦେଶ...

ଜିରାଫର ବେକ ଲମ୍ବା କାହିଁକି ଜାଣନ୍ତି

ଚିଡ଼ିଆଖାନା ହେଉ କିମ୍ବା କୌଣସି ଜାତୀୟ ଉଦ୍ୟାନ, ଜିରାଫକୁ ନିଶ୍ଚିତ ଦେଖିଥିବେ। ଏହ ପୃଥିବୀର ସମସ୍ତ ପ୍ରାଣୀଙ୍କଠାରୁ ଲମ୍ବା। ଜିରାଫର ଲମ୍ବା ବେକ, ଗୋଡ଼ ଏବଂ ଶିଙ୍ଗ ପାଇଁ ବିଶେଷ ଭାବରେ ଜଣାଶୁଣା। କିନ୍ତୁ ଜାଣନ୍ତି ଜିରାଫର ବେକ ଏତେ...

ଏ ହେଉଛି ପ୍ରେମ; କ୍ୟାନ୍‌ସର ସହ ଲଢ଼ୁଥିବା ସ୍ତ୍ରୀଙ୍କୁ ବଞ୍ଚାଇବା ଲାଗି ୧୭ ବର୍ଷ ହେଲାଣି ଭାଓଲିନ୍‌ ବଜାଉଛନ୍ତି ଏହି ବ୍ୟକ୍ତି…

ତ୍ୟାଗର ଅନ୍ୟନାମ ପ୍ରେମ। କିଛି ଶବ୍ଦରେ ତାକୁ ରୂପ ଦେବା ଅସମ୍ଭବ। ହେଲେ ପଶ୍ଚିମବଙ୍ଗରେ ରହୁଥିବା ସ୍ବପନ ସେଟ ପ୍ରେମର ନୂତନ ପରିଭାଷା ସୃଷ୍ଟି କରିଛନ୍ତି। କୋଲକାତାର ବଳରାମ ଡେ ଷ୍ଟ୍ରିଟ୍‌ରେ ରୁହନ୍ତି ସ୍ବପନ। ତାଙ୍କ ସ୍ତ୍ରୀ ୨୦୦୨ରୁ କ୍ୟାନ୍‌ସରରେ...

ସ୍ତ୍ରୀଙ୍କ ଇନ୍‌ଷ୍ଟାଗ୍ରାମ ଚାଟ୍‌ ଦେଖି ଉଡିଗଲା ସ୍ବାମୀଙ୍କ ହୋସ୍‌; ବିବାହର ୯ ଦିନ ପରେ…

ଜୋଧପୁର: ରାଜସ୍ଥାନର ଜୋଧପୁରରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ନବବିବାହିତ ବ୍ୟକ୍ତି ବିବାହର ୯ ଦିନ ପରେ ସ୍ତ୍ରୀଙ୍କ ବିରୋଧରେ ପ୍ରତାରଣାର ଅଭିଯୋଗ ଆଣିଛନ୍ତି। ଗତ ବର୍ଷ ଜୁଲାଇ ୨୬ରେ ସୁମନଙ୍କ ହାତ ଧରିଥିଲେ ରାମେଶ୍ୱର...

ଜଣେ ମହିଳାଙ୍କୁ ୪ଥର ବିବାହ, ୩ ଥର ଛାଡପତ୍ର ଦେଲେଣି ଏହି ବ୍ୟକ୍ତି: କାରଣ ଜାଣିଲେ…

ପ୍ରାୟତଃ ଶୁଣିବାକୁ ମିଳେ, ଜଣେ ବ୍ୟକ୍ତି ସ୍ତ୍ରୀଙ୍କୁ ଛାଡପତ୍ର ଦେଇ ଆଉ ଜଣଙ୍କୁ ବିବାହ କରିଛନ୍ତି। ମାତ୍ର ବିବାହକୁ ନେଇ ତାଇପେଇରୁ ଏକ ଭିନ୍ନ ମାମଲା ଶୁଣିବାକୁ ମିଳୁଛି। ଜଣେ ବ୍ୟକ୍ତି ୪ଥର ବିବାହ କରିଛନ୍ତି ଏବଂ ୩ ଥର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri