ଗ୍ରୀଷ୍ମର ମଜା ହିଲ୍ ଷ୍ଟେଶନରେ
ହିଲ୍ ଷ୍ଟେଶନ ବା ଶୈଳନିବାସର ଆକର୍ଷଣୀୟ ପ୍ରାକୃତିକ ପରିବେଶ କାହାକୁ ବା ଭଲ ନ ଲାଗେ। ଖାସ୍କରି ଖରାଦିନେ ଥଣ୍ଡାର ଅନୁଭବ ପାଇବା ପାଇଁ ପର୍ଯ୍ୟଟକ ଏଠାକୁ ଧାଇଁ ଆସିଥାନ୍ତି… ଖରାଦିନେ ସୂର୍ଯ୍ୟଙ୍କର ପ୍ରଖର କିରଣ ସାଙ୍ଗକୁ ଝାଞ୍ଜି ପବନରେ...
ଭାଗବତ, ରାମାୟଣ ପାଠକରି ପାରିଶ୍ରମିକ ପାଇଥିଲି: ଡା: ଅନୀତା ପଣ୍ଡା
କଟକ ଜିଲା ଯାଜପୁର ସବ୍ଡିଭିଜନ (ବର୍ତ୍ତମାନ ଜିଲା)ର ରାମବଗ, ତଳିହା ଗାଁରେ ମୋ ଜନ୍ମ। ଜନ୍ମରୁ ମା’ ଭାନୁଦେବୀଙ୍କୁ ହରାଇଥିଲି। ବାପା ଆଦିକନ୍ଦ ପଣ୍ଡା ଥିଲେ ଜଣେ ଜମିଦାର ଓ ଏଲ୍ .ଏମ .ପି ଡାକ୍ତର। ସେ ମୋ ଉପରେ...
ମିଶେ ଯେବେ ସୂର ସହ ସୂର
ଭକ୍ତିର ଭାବରେ ଭସାଇପାରୁଥିବା ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନ, ବାଳକୃଷ୍ଣ ଦାଶ ହୁଅନ୍ତୁ କି ଭଜନ ସମ୍ରାଟ ଭିକାରୀ ବଳ। ଅବା ପ୍ରେମର ରସରେ ଭିଜାଇ ପାରୁଥିବା ଖୋକା ଭାଇ କି ବଲିଉଡ୍ ସିଙ୍ଗର୍ ସୋନୁ ନିଗମ୍। ଏମାନେ ସମସ୍ତେ...
ଇଣ୍ଟରଭ୍ୟୁ ଦେବେ କୁକୁର: ମିଳିବ ୧୫ ଲକ୍ଷ ଟଙ୍କାର ଅଫିସର ଚାକିରୀ…
ଓ୍ବାଶିଂଟନ,୧୮।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ଆତଙ୍କ ସୃଷ୍ଟି ହୋଇଛି। ଲକ୍ଡାଉନ୍ ଏବଂ ଶର୍ଟଡାଉନ୍ ଘୋଷଣା ଦ୍ୱାରା ସାରା ପୃଥିବୀର ଅର୍ଥବ୍ୟବସ୍ଥା ଭାଙ୍ଗି ପଡ଼ିଛି। ବହୁ ଲୋକ ନିଯୁକ୍ତି ହରାଇ ବେକାର ବସିଛନ୍ତି। ଏପରିସ୍ଥଳେ ଆମେରିକାର ବୁଶ୍ ବିୟର...
ବର କାନ୍ଦି କାନ୍ଦି ଯାଏ ଶାଶୁଘର…
ଶିଲଂ: ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ଏବଂ ସଂସ୍କୃତି ପ୍ରଚଳିତ ରହିଥିବାର ଦେଖିବାକୁ ମିଳିଥାଏ। ବିବାହ ଭଳି ସାମାଜିକ ପରମ୍ପରାରେ ସାଧାରଣତଃ କନ୍ୟା ବିଦା ହୋଇଥାଏ। କନ୍ୟାଙ୍କୁ ବାପଘର ଛାଡି ଶାଶୁଘରକୁ ଆସିବାକୁ ପଡ଼ିଥାଏ। କନ୍ୟା ବିଦା...
ପାଣି ପିଆଉ ଥିବା ବେଳେ ବୋତଲକୁ ଝାମ୍ପି ନେଲା ମାଙ୍କଡ, ଆଉ ତା ପରେ…
ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏଥିରେ ଜଣେ ବ୍ୟକ୍ତି ମାଙ୍କଡକୁ ବୋତଲରେ ପାଣି ପିଇବାକୁ ଦେଉଥିବା...
ଅନ୍ଲାଇନ୍ରେ ଯୁବକ ମଗାଇଥିଲେ ସେଓ, ଆସିଲା ଏମିତି ଜିନିଷ; ଦେଖି ହେଲେ ଆଶ୍ଚର୍ଯ୍ୟ
ଯୁକ୍ତରାଷ୍ଟ୍ର ଆମେରିକାର ନିକ୍ ଜେମ୍ସ ନାମକ ଜଣେ ଯୁବକ ଟେସ୍କୋରୁ ଘର ପାଇଁ କିଛି ସାମଗ୍ରୀ ଅର୍ଡର କରିଥିଲେ। ଏହି ଘଣକରଣା ସାମଗ୍ରୀ ସହିତ ସେ ଅନ୍ଲାଇନ୍ରେ ସେଓ ବି ମଗାଇଥିଲେ। ମାତ୍ର ତାଙ୍କ ନିକଟକୁ ଯେଉଁ ପାର୍ସଲ ଆସିଥିଲା...
ଆମ୍ବୁଲାନ୍ସକୁ ରାସ୍ତା ଦେବାପାଇଁ ଗାଡିରୁ ଓହ୍ଲାଇ ଲୋକେ କଲେ ଏମିତି: ଛୁଟୁଛି ପ୍ରଶଂସାର ସୁଅ
ଯେତେବେଳେ ରୋଗୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଏ, ପ୍ରତ୍ୟେକ ମିିନିଟ୍ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଜରୁରିକାଳୀନ ପରିସ୍ଥିତିରେ ଟ୍ରାଫିକ୍ ସର୍ବଦା ଅନୁକୂଳ ହୋଇ ନ ଥାଏ। କିନ୍ତୁ ଯୁକ୍ତରାଷ୍ଟ୍ର ଆମେରିବାରେ ଲୋକମାନେ ଏମିତି କିଛି କରି ଦେଖାଇଛନ୍ତି ଯାହାର ଭିଡିଓ ସୋସିଆଲ...
ମୃତଦେହ ବି ଖାଇଯିବେ ମଙ୍ଗଳ ମହାକାଶ ଯାତ୍ରୀ…
ଓ୍ବାଶିଂଟନ,୧୭।୪: ପୃଥିବୀ ବାହାରେ ବସତି ସ୍ଥାପନ ପାଇଁ ମହାକାଶ ବିଜ୍ଞାନୀମାନେ ଳଗାତାର ଉଦ୍ୟମ ଜାରି ରଖିଛନ୍ତି। ମଙ୍ଗଳ ଗ୍ରହରେ ବାସ କରିବା ଲାଗି ଏବେ ଯୋଜନା ଜୋର୍ସୋର୍ରେ ଆରମ୍ଭ ହୋଇଛି। ପୃଥିବୀଠାରୁ ମଙ୍ଗଳଗ୍ରହର ଦୂରତା ପ୍ରାୟ ୧୭ କୋଟି ମାଇଲ୍...
କରୋନା ସମୟରେ ଚାଲିଗଲା ମହିଳାଙ୍କ ଚାକିରି, ଖୋଲିଲେ ଢାବା; ଏଠାରେ ୩୦ ଟଙ୍କାରେ ମିଳୁଛି ନାନା ବ୍ୟଞ୍ଜନ
ଲକ୍ଷ୍ନୌ,୧୭।୪: କରୋନା ମହାମାରୀ ଯୋଗୁ ଦେଶରେ ବହୁ ଲୋକ ବେରୋଜଗାର ହୋଇଛନ୍ତି। ପରିବାର ପ୍ରତିପୋଷଣ କରିବା ଅନେକଙ୍କ କ୍ଷେତ୍ରରେ କଷ୍ଟକର ହୋଇପଡୁଛି। ଯେଉଁ ଲୋକମାନଙ୍କର ଚାକିରି ଚାଲିଯାଇଛି ସେମାନେ ଜୀବନ ଜୀବିକାକୁ ନେଇ ସଂଘର୍ଷ ଜାରି ରଖିଛନ୍ତି। ସୋସିଆଲ ମିଡିଆରେ...
ପାଣି ପରିବର୍ତ୍ତେ ନଦୀରେ ବୋହିଲା କ୍ଷୀର: ଭାଇରାଲ ହେଉଛି ଭିଡିଓ
କ୍ଷୀର ନଦୀ ବହିବା କାହାଣୀ ଆମେ ଶୁଣିଛୁ। କିନ୍ତୁ ଏହାକୁ କେବେ ଆଖିରେ ଦେଖି ନାହୁଁ। କିନ୍ତୁ ଏବେ ସେମିତି କିଛି ଦେଖିବାକୁ ମିଳିଛି ଯୁକ୍ତରାଷ୍ଟ୍ର ଆମେରିକାରେ। ଗତ ଏପ୍ରିଲ ୧୫ରେ ଦୁଲାଇସ ନଦୀର ପାଣି ହଠାତ୍ ଧଳା ହୋଇଯାଇଥିଲା।...
ନିଜକୁ ଫିଟ୍ ରଖିବା ପାଇଁ କୁକୁର କରୁଛି ଏପରି, ମା’ କୁ ଦେଖି ଛୁଆବି…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ...
Archives


