ଫୁରସତ

ବିବାହ ପୂର୍ବରୁ ବର ନିଖୋଜ, ସମ୍ପର୍କୀୟ ଭାଇଙ୍କୁ ବିବାହ କଲେ କନ୍ୟା; ଦୁଇଦିନ ପରେ ଖୋଲିଲା ରାଜ୍‌

କାନପୁରରେ ଏକ ବିବାହ ସମୟରେ ବର ଧୋକା ଦେଇଛନ୍ତି। ଏହା ପରେ କନ୍ୟାଘର ଲୋକେ ନିଜର ସମ୍ମାନ ରକ୍ଷା କରିବାକୁ ଯାଇ ଜଣେ ସମ୍ପର୍କୀୟ ଭାଇଙ୍କ ସହ ଝିଅର ବିବାହ କରାଇଛନ୍ତି। ଏହି ଘଟଣା କାନପୁର ନିକଟ ପୋଲହପୁର ଗାଁରେ ଚାଞ୍ଚଲ୍ୟ…

ଅନ୍‌ଲାଇନ୍‌ରେ କାର୍‌ ବିକ୍ରି ବିଜ୍ଞାପନରେ ଯୁବକ ଛାଡ଼ିଲେ ଅଶ୍ଳୀଳ ଫଟୋ, ଆଉ ତା’ ପରେ…

ଆଜିକାଲି ଡିଜିଟାଲ ଶପିଂ ଚାଲିଛି। ଜିନିଷ କିଣିବାଠାରୁ ଆରମ୍ଭ କରି ବିକ୍ରି ପର୍ଯ୍ୟନ୍ତ ସବୁକିଛି ଅନ୍‌ଲାଇନ୍‌ରେ ହେଉଛି। ଅଷ୍ଟ୍ରେଲିଆର ଜଣେ ଯୁବକ ନିଜର କାର୍‌ ବିକିବା ପାଇଁ ଇଣ୍ଟରନେଟ୍‌ରେ କିଛି ଫଟୋ ଶେୟାର କରିଥିଲେ। ମାତ୍ର ତାଙ୍କୁ ଜଣା ନ ଥିଲା…

ନିର୍ମାଣ ହେଲା ‘କରୋନା ଦେବୀ’ ମନ୍ଦିର

ଚେନ୍ନାଇ,୨୦।୫: କରୋନା ଯୋଗୁ ପ୍ରତିଦିନ ହଜାର ହଜାର ଲୋକ ମୃତ୍ୟୁବରଣ କରୁଛନ୍ତି। କରୋନାକୁ ଦୂର କରିବା ପାଇଁ ବୈଜ୍ଞାନିକ ପ୍ରୟାସ ଜାରି ରହିଛି। ଅନ୍ୟପକ୍ଷରେ, ଏହାକୁ ଏଡ଼ାଇବା ପାଇଁ ଅନେକ ଲୋକ ପୂଜାପାଠ ଏବଂ ହୋମଯଜ୍ଞ କରୁଛନ୍ତି। ତାମିଲନାଡୁରେ ସଦ୍ୟତମ ଉଦାହରଣ…

ଏହି ଫୁଲର ଦୁର୍ଗନ୍ଧରେ ନାକ ଫାଟିପଡୁଛି, ତଥାପି ଦେଖିବାକୁ ଜମୁଛି ଲୋକଙ୍କ ଭିଡ଼; ଜାଣନ୍ତୁ କ’ଣ ରହିଛି ସ୍ବତନ୍ତ୍ରତା

ଆମେରିକାର ସବୁଠୁ ସୁନ୍ଦର ସହର କୁହାଯାଉଥିବା ଫ୍ରାନ୍ସିସ୍କୋରେ ଏକ ଦୁର୍ଲଭ ଫୁଲ ଫୁଟିଛି। ଯାହାକୁ ଦେଖିବା ପାଇଁ ହଜାର ହଜାର କିଲୋମିଟର ଦୂରରୁ ଲୋକଙ୍କ ସୁଅ ଛୁଟୁଛି। ସବୁ ଫୁଲର ବାସ୍ନା ଥିବା ବେଳେ ଏହି ଫୁଲଟି କିନ୍ତୁ ଦୁର୍ଗନ୍ଧରେ ଫାଟିପଡୁଛି।…

ପୁଣି ପୃଥିବୀ ଉପରେ ମାଡ଼ି ଆସିଲା ବିପଦ: ପାଣିରେ ବହୁ ଉପକୂଳ ସହର ବୁଡ଼ିଯିବା ଆଶଙ୍କା !…

ଲଣ୍ଡନ/ନୂଆଦିଲ୍ଲୀ,୨୦।୫: ପୃଥିବୀରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏପରିସ୍ଥଳେ ପୃଥିବୀ ଉପରେ ପୁଣି ନୂଆ ବିପଦ ମାଡ଼ି ଆସୁଛି। ଆଣ୍ଟାର୍କଟିକାରେ ଏକ ବିରାଟକାୟ ହିମଖଣ୍ଡ ଭାଙ୍ଗିଯାଇଛି। ଏହାର ଲମ୍ବ ୧୭୫ କିଲୋମିଟର ହୋଇଥିବାବେଳେ ପ୍ରସ୍ଥ ୨୫…

ମଦ ନିଶାରେ ସ୍ବାମୀଙ୍କ ଉପରେ ବସିଗଲେ କୁଇଣ୍ଟାଲ ଓଜନର ସ୍ତ୍ରୀ, ଆଉ ତା’ ପରେ…

ରୁଷିଆରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଯେଉଁଠି ୧ କୁଇଣ୍ଟାଲରୁ ଅଧିକ ଓଜନର ଜଣେ ମହିଳା ମଦ ନିଶାରେ ତାଙ୍କ ସ୍ବାମୀଙ୍କ ଉପରେ ବସିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ଏକ ରିପୋର୍ଟ ଅନୁଯାୟୀ, ଏହି ଘଟଣା ରୁଷିଆର ଏକ…

୪ ଘଣ୍ଟାରେ ଚନ୍ଦ୍ରର ୫୦ ହଜାର ଫଟୋ ଉଠାଇ ଚର୍ଚ୍ଚାରେ ୧୬ ବର୍ଷର ବାଳକ

ପୁନେ,୨୦।୫: ନାସା ଏବଂ ଇସ୍ରୋ ପରି ସ୍ପେସ ଏଜେନ୍ସିଗୁଡ଼ିକ ଚନ୍ଦ୍ରର ଅନେକ ଫଟୋ ଶେୟାର କରନ୍ତି। କିନ୍ତୁ ପୁନେର ଜଣେ ୧୬ ବର୍ଷର ବାଳକ ଚନ୍ଦ୍ରର ଫଟୋ ଉଠାଇ ଏବେ ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କ ଫଟୋ ଦେଖିବା ପରେ ସମସ୍ତେ ତାଙ୍କୁ…

ଭୁଶୁଡ଼ିଲା ଡାରଓ୍ବିନ୍‌ ଆର୍କ

କ୍ୱିଟୋ: ବିବର୍ତ୍ତନବାଦର ଜନକ ଚାର୍ଲସ ଡାରଓ୍ବିନଙ୍କ ନାମରେ ନାମିତ ‘ଡାରଓ୍ବିନ ଆର୍କ’ ଏବେ ଇତିହାସ। ସମୁଦ୍ର ଲହଡ଼ି ସହିତ ଦୀର୍ଘଦିନର ସଂଘର୍ଷ ପରେ ଏହି ଐତିହାସିକ ସ୍ମାରକୀ ଭୁଶୁଡ଼ି ପଡ଼ିଛି। ଇକ୍ୱେଡର ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଜାରି କରାଯାଇଛି।…

କଠୋର ନିୟମରେ ହାରିଛି କରୋନା

କରୋନାର ପ୍ରଥମ ଲହରରେ ପ୍ରଥମରୁ କଡ଼ା କଟକଣା ଜାରି କରି ବିଶ୍ୱରେ ପ୍ରଶଂସା ସାଉଁଟିଥିଲା ଭାରତ। ହେଲେ ଦ୍ୱିତୀୟ ଲହର ଦେଶର ବ୍ୟବସ୍ଥାଗତ ଅପାରଗତାକୁ ପଦାରେ ପକାଇ ଦେଇଛି। ସହରାଞ୍ଚଳ ପରେ ଏବେ ଗ୍ରାମାଞ୍ଚଳ କୋଭିଡ୍‌ କବ୍‌ଜାରେ। ଆଗାମୀ ଦିନରେ ଦେଶ…

ଡିଏନ୍‌ଏ କହିବ କଲମ୍ବସ୍‌ କାହାଣୀ

ମାଦ୍ରିଦ୍‌, ୨୦ା୫: ସମୁଦ୍ର ପଥରେ ଆମେରିକାକୁ ବାଟ ଖୋଜିଥିବା ଖ୍ରୀଷ୍ଟୋଫର କଲମ୍ବସ୍‌ ୟୁରୋପର ଉପନିବେଶକୁ ସେଠାରେ ପହଞ୍ଚାଇବାରେ ସକ୍ଷମ ହୋଇଥିଲେ। ହେଲେ ବାସ୍ତବରେ ସେ କେଉଁ ଦେଶର ନାଗରିକ ତାହା ଏବେ ବି ରହସ୍ୟ ଘେରରେ। ଏହା ସ୍ପଷ୍ଟ କରିବା ପାଇଁ…

ବିଶ୍ୱର ସବୁଠୁ ଧନୀ ଜୁଆଡ଼ି, ଥରକେ ଜିତିଥିଲେ ଏତିକି କୋଟି; ଜାଣିଲେ…

କୁହାଯାଏ, ଜୁଆ ଖେଳିଲେ ଲୋକେ ସର୍ବନାଶ ହୁଅନ୍ତି। ଅର୍ଥାତ୍‌ ସବୁ ସମ୍ପତ୍ତି ହରାଇ ବସନ୍ତି। ମାତ୍ର ଏମିତି ଜଣେ ଜୁଆଡ଼ି ଅଛନ୍ତି, ଯେ କି କୋଟିପତି। ଭାରତରେ ଜୁଆଖେଳକୁ ବେଆଇନ କୁହାଯାଇଥାଏ ମାତ୍ର ବିଶ୍ୱରେ ଅନେକ ଦେଶ ଅଛି, ଯେଉଁଠାରେ ଆଇନଗତ…

୭୦ ବର୍ଷ ଧରି ଅଦୃଶ୍ୟ ହୋଇଯାଇଥିଲା ଏହି ଗାଁ, ଏବେ ମିଳିଲା ଏମିତି

୭୦ ବର୍ଷ ପୂର୍ବରୁ ଇଟାଲୀ ହ୍ରଦରେ ଏକ ଗାଁ ହଜିଯାଇଥିବା ବେଳେ ବର୍ତ୍ତମାନ ଏହା ମିଳିଛି। ଅର୍ଥାତ୍‌ ଏହି ଗାଁ ୭୦ ବର୍ଷ ତଳେ ଅଦୃଶ୍ୟ ହୋଇଯାଇଥିଲା। ଯାହା ବିଷୟରେ କେହି କିଛି ଜାଣି ନ ଥିଲେ। ବର୍ତ୍ତମାନ ଇଟାଲୀ ହ୍ରଦରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri