ଯମୁନା ଏକ୍ସପ୍ରେସ୍ଓ୍ବେରେ ଜରୁରୀ ଅବତରଣ କଲା ବିମାନ…
ଲକ୍ଷ୍ନୌ,୨୭।୫: ଉତ୍ତରପ୍ରଦେଶରେ ଯମୁନା ଏକ୍ସପ୍ରେସ୍ଓ୍ବେରେ ଏକ ବିମାନର ଜରୁରୀ କାଳୀନ ଅବତରଣ କରାଯାଇଛି। ଦୁଇ ସିଟ୍ ବିଶିଷ୍ଟ ଏହି ବିମାନର ଦୁଇ ପାଇଲଟ ସୁରକ୍ଷିତ ରହିଛନ୍ତି। ହଠାତ୍ ବିମାନଟି ଅବତରଣ କରିବାରୁ କିଛି ଘଣ୍ଟା ପାଇଁ ଏକ୍ସପ୍ରେସ୍ଓ୍ବେରେ ଯାନବାହନ ଯିବା...
୧୮ ବର୍ଷରେ ବିବାହ ଅନିବାର୍ଯ୍ୟ, ନ ହେଲେ ଦେବାକୁ ପଡ଼ିବ ଜରିମାନା: ସରକାରଙ୍କ ପକ୍ଷରୁ ପ୍ରସ୍ତାବ…
କରାଚି,୨୭।୫: ଦେଶରେ ବୃଦ୍ଧି ପାଉଥିବା ବଳାତ୍କାର ଘଟଣାକୁ ଦୃଷ୍ଟିରେ ରଖି ପାକିସ୍ତାନ ସରକାର ନୂଆ ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି। ଏଣିକି ୧୮ ବର୍ଷରେ ବିବାହ ଅନିବାର୍ଯ୍ୟ କରାଯିବା ଲାଗି ସିନ୍ଧ୍ ପ୍ରଦେଶର ବିଧାନସଭା ମୁତ୍ତାହିଦା ମଜଲିସ୍ ଏ ଅଲମରେ...
ସାତଫେରା ନେବା ପୂର୍ବରୁ କନ୍ୟାଙ୍କ ମୃତ୍ୟୁ: ଶାଳୀଙ୍କୁ ବିବାହ କଲେ ବର
ଇଟାଓ୍ବା,୨୭।୫: ଉତ୍ତରପ୍ରଦେଶର ଇଟାଓ୍ବାରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ବେଶ୍ ଧୁମ୍ଧାମ୍ରେ ଚାଲୁଥିବା ବିବାହ ସମାରୋହରେ ଏକ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି। ବିବାହର ସମସ୍ତ ରୀତିନୀତି ସରିବା ପୂର୍ବରୁ ହଠାତ୍ କନ୍ୟାଙ୍କ ମୃତ୍ୟୁ ହୋଇଯାଇଥିଲା। କେହି କିଛି ବୁଝିବା...
ପ୍ରସବର ୫ ଦିନ ପରେ ପୁଣି ଆଉ ଦୁଇ ସନ୍ତାନ ଜନ୍ମଦେଲେ ମହିଳା
ସାଧାରଣତଃ ଏକାସାଙ୍ଗରେ ମହିଳା ୬ ସନ୍ତାନ ଜନ୍ମ ଦେଇଥିବା ଆଗରୁ ଅନେକ ଖବର ଶୁଣିବାକୁ ମିଳିଛି। ମାତ୍ର ଏବେ ଜଣେ ମହିଳା ଗୋଟିଏ ସନ୍ତାନ ଜନ୍ମ ଦେବାର ୫ ଦିନ ପରେ ଆଉ ଦୁଇ ସନ୍ତାନକୁ ଜନ୍ମ ଦେଇଛନ୍ତି। ୩...
ହାଇସ୍ପିଡ୍ ପୁଷ୍ପକ ଏକ୍ସପ୍ରେସ୍ର କମ୍ପନରେ ଭୁଶୁଡ଼ି ପଡ଼ିଲା ରେଳ ଷ୍ଟେଶନ…
ଭୋପାଳ,୨୭।୫: ହାଇସ୍ପିଡ୍ ପୁଷ୍ପକ ଏକ୍ସପ୍ରେସ୍ର ଗତି ଯୋଗୁ ସୃଷ୍ଟି ହୋଇଥିବା କମ୍ପନକୁ ମଧ୍ୟପ୍ରଦେଶର ବୁରହାନ୍ପୁରଠାରେ ଥିବା ଚାନ୍ଦନୀ ରେଳ ଷ୍ଟେଶନ ସହି ପାରି ନାହିଁ। କମ୍ପନରେ ରେଳ ଷ୍ଟେଶନ ଭୁଶୁଡ଼ି ପଡ଼ିଛି। ଏବେ ଏହା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ...
ଜଣେ ଯାତ୍ରୀଙ୍କୁ ନେଇ ମୁମ୍ବାଇରୁ ଦୁବାଇ ଉଡ଼ାଣ କଲା ବିମାନ…
ମୁମ୍ବାଇ,୨୭।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏପରିସ୍ଥଳେ ବିଦେଶ ବିମାନ ଉଡ଼ାଣ ଉପରେ କଟକଣା ଜାରି ହୋଇଛି। ସମ୍ପ୍ରତି ମୁମ୍ବାଇରୁ ଜଣେ ଯାତ୍ରୀଙ୍କୁ ନେଇ ଇମିରାତ ବିମାନ ଦୁବାଇ ଯାତ୍ରା କରିଥିବାର...
ସ୍ପର୍ଶର ଭୟ ‘ଜର୍ମୋଫୋବିଆ’
ନୂଆଦିଲ୍ଲୀ: ନିକଟରେ ଆମେରିକା ଉପରାଷ୍ଟ୍ରପତି କମଲା ହାରିସ୍ଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍ ଜେ ଇନ୍ଙ୍କ ସହ ହାତ ମିଳାଇବା ପରେ ହାରିସ୍ ତାଙ୍କ ଟ୍ରାଉଜରରେ ହାତ ପୋଛୁଥିବା ଦେଖିବାକୁ ମିଳୁଛି। ଏହି ଭାରତୀୟ...
ଚାହିଁ ରହିଥିଲା ମୃତ୍ୟୁ: ହେଲେ ଏମିତି ଚାଲାକି ଦେଖାଇଲା କୁକୁଡ଼ା, ଆଉ ତା’ପରେ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ...
ପ୍ରଥମ ଡୋଜ୍ କୋଭିଶିଲ୍ଡ,, ଦ୍ୱିତୀୟ ଡୋଜ୍ କୋଭାକ୍ସିନ୍ ନେଲେ ୨୦ ଗ୍ରାମବାସୀ: ହରଡ଼ଘଣାରେ ପ୍ରଶାସନ…
ଲକ୍ଷ୍ନୌ,୨୬।୫: ଦେଶରେ କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଲୋକଙ୍କୁ କୋଭାକ୍ସିନ୍ ଅବା କୋଭିଶିଲ୍ଡର ପ୍ରଥମ ଏବଂ ଦ୍ୱିତୀୟ ଡୋଜ୍ ଦିଆଯାଉଛି। ତେବେ ଉତ୍ତରପ୍ରଦେଶ ସିଦ୍ଧାର୍ଥନଗର ଜିଲାର ସରକାରୀ ହସ୍ପିଟାଲରେ ୨୦...
୧୬ ଘଣ୍ଟା ଗାଧୋଇବା ପରେ ମହିଳାଙ୍କର ହେଲା ଏଭଳି ଅବସ୍ଥା…
ଲଣ୍ଡନ,୨୬।୫: ସାଧାରଣତଃ ଲୋକେ ୧୦ ଅବା ୧୫ ମିନିଟ୍ ଗାଧୋଇଥାନ୍ତି। କେହି କେହି ଘଣ୍ଟେ କିମ୍ବା ଏହାଠାରୁ ଅଧିକ ସମୟ ମଧ୍ୟ ଏଥି ପାଇଁ ନେଇଥାନ୍ତି। ତେବେ ଗାଧୋଇବା ପାଇଁ ୧୬ ଘଣ୍ଟା ନେବା ଜଣେ ମହିଳାଙ୍କୁ ମହଙ୍ଗା ପଡ଼ିଛି।...
୨୩ବର୍ଷରେ ସରପଞ୍ଚ ଦାୟିତ୍ୱ
ଫିରୋଜାବାଦ,୨୬।୫: ଉତ୍ତରପ୍ରଦେଶ ଫିରୋଜାବାଦରେ ପଞ୍ଚାୟତ ନିର୍ବାଚନ ସରିବା ପରେ ମଙ୍ଗଳବାର ଭର୍ଚୁଆଲ ମାଧ୍ୟମରେ ସରପଞ୍ଚଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ ଗ୍ରହଣ କରାଯାଇଛି। ଏହି ଅବସରରେ ଜିଲାର ସର୍ବ କନିଷ୍ଠ ତଥା ୨୩ ବର୍ଷୀୟ ଯୁବତୀ ସରପଞ୍ଚ ପାଇଁ...
ଧୁମ୍ଧାମରେ ହେଉଥିଲା ବିବାହ, ପୋଲିସ ସହ ମଣ୍ଡପରେ ପହଞ୍ଚିଗଲେ ପ୍ରଥମ ସ୍ତ୍ରୀ; ଆଉ ତା’ ପରେ…
ପିଲିଭିଟ: ଉତ୍ତରପ୍ରଦେଶର ପିଲିଭିଟ୍ ଜିଲାରେ ଜଣେ ଯୁବକଙ୍କୁ ଦ୍ୱିତୀୟ ବିବାହ କରିବା ମହଙ୍ଗା ପଡ଼ିଛି। ବିବାହ ସମୟରେ ପ୍ରଥମ ସ୍ତ୍ରୀ ପୋଲିସ୍ ସହ ପହଞ୍ଚିବା ସହ ସେଠାରେ ହଙ୍ଗାମା କରିଥିଲେ। ପୋଲିସ ସହ ମାର୍ପିଟ୍ ହେଉଥିବା ଦେଖି ଭୟରେ ଉପସ୍ଥିତ...
Archives


