Posted inଫୁରସତ

ଆଜି ସାବିତ୍ରୀ ବ୍ରତ: ଜାଣନ୍ତୁ ଏହିଦିନ କାହିଁକି ପୂଜା କରାଯାଏ ବାଉଁଶ ଗଛ

ନାରଦ ପୁରାଣରେ ସାବିତ୍ରୀ ବ୍ରତ ବିଷୟରେ ବର୍ଣ୍ଣନା କରାଯାଇଛି। ଏହା ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥିରେ ପଡ଼ିଥାଏ। ଆଜି ଅର୍ଥାତ୍‌ ଗୁରୁବାରରେ ପଡ଼ିଛି ଏହି ବ୍ରତ। ଏହି ଦିନ ବିବାହିତ ମହିଳାମାନେ ସ୍ବାମୀଙ୍କ ଦୀର୍ଘ ଜୀବନ କାମନା କରି ଉପବାସ ରଖିଥାନ୍ତି।
ଖାଲି ଓଡ଼ିଶାରେ ନୁହେଁ, ମଧ୍ୟପ୍ରଦେଶ, ରାଜସ୍ଥାନ, ବିହାର, ଉତ୍ତରପ୍ରଦେଶ, ଦିଲ୍ଲୀ ଏବଂ ମହାରାଷ୍ଟ୍ରରେ ମଧ୍ୟ ସାବିତ୍ରୀ ବ୍ରତ ପାଳନ କରାଯାଏ। ଯାହାକୁ ବଟ ସାବିତ୍ରୀ ବ୍ରତ କୁହାଯାଏ।

ପୌରାଣିକ କାହାଣୀ ଅନୁଯାୟୀ ବିଶ୍ୱାସ କରାଯାଏ ଯେ, ଭଗବାନ ଶିବ ବାଉଁଶ ଗଛର ମୂଳରେ, ଭଗବାନ ବିଷ୍ଣୁ ମଧ୍ୟଭାଗରେ ଏବଂ ଭଗବାନ ବ୍ରହ୍ମା ଅଗ୍ରଭାଗରେ ରୁହନ୍ତି। ସେଥିପାଇଁ ବାଉଁଶ ଗଛକୁ ଭଗବାନଙ୍କ ବୃକ୍ଷ ମଧ୍ୟ କୁହାଯାଏ। ସେମାନଙ୍କ ସହ ଦେବୀ ସାବିତ୍ରୀଙ୍କ ବାସସ୍ଥାନ ମଧ୍ୟ ଏହି ଗଛରେ ଥିବା କୁହାଯାଏ।

ଏହା କରିବା ପଛରେ ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହ ଏବଂ ସ୍ବାମୀଙ୍କ ଆୟୁଷ ବଢ଼ିଥାଏ। ଉପବାସ ଦିନ ମହିଳାମାନେ ସୂର୍ଯ୍ୟୋଦୟ ପୂର୍ବରୁ ଉଠି ଘରଦ୍ୱାର ସଫା କରି ସ୍ନାନ କରନ୍ତି। ଏହା ପରେ ପୂଜା ପାଇଁ ପ୍ରସ୍ତୁତି ହୁଅନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଗାକାର ତରଭୁଜ, ଦାମ୍‌ ରହିଛି…

ଆପଣ ହୁଏତ ଅନେକ ତରଭୁଜ ଦେଖିଥିବେ ଏବଂ ଖାଇଥିବେ ମଧ୍ୟ। କିନ୍ତୁ କେବେ ଏକ ବର୍ଗାକାର ବା ଚତୁର୍ଭୁଜ ଆକାରର ତରଭୁଜ ଦେଖିଛନ୍ତି କି? ଯଦି...

ଏମିତି ଆଇସ୍‌କ୍ରିମ୍‌, ଯାହା ତରଳି ନ ଥାଏ; ଦାମ୍‌ ଜାଣିଲେ…

ପିଲାଙ୍କଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରାୟ ଆଇସ୍‌କ୍ରିମ୍‌ ଖାଇବାକୁ ଭଲ ପାଆନ୍ତି। ସାଧାରଣତଃ ଆଇସ୍‌କ୍ରିମ୍‌ ଖାଇବା ବିଳମ୍ବ ହେଲେ ତାହା ତରଳି ଯାଇଥାଏ ବୋଲି ଆମେ...

ରୋଗୀଙ୍କୁ ଲିଫ୍ଟରେ ନେଉଥିଲେ ମେଡିକାଲ କର୍ମଚାରୀ, ପରେ ଯାହା ଘଟିଲା,ଭିଡିଓ ଦେଖିଲେ ପାଦତଳୁ ଖସିଯିବ ମାଟି

ଦୁର୍ଘଟଣା ଯେକୌଣସି ସ୍ଥାନରେ ଏବଂ ଯେକୌଣସି ସମୟରେ ହୋଇପାରେ। ତେଣୁ ସବୁ ସ୍ଥାନରେ ସତର୍କ ରହିବା ଲୋକଙ୍କ ଦାୟିତ୍ୱ। କିନ୍ତୁ ଅନେକ ଥର ସତର୍କ ରହିବା...

ଗାନ୍ଧୀ ମ୍ୟୁଜିୟମ୍‌

ମହାତ୍ମା ଗାନ୍ଧୀ, ଯାହାଙ୍କୁ ମୋହନଦାସ କରମଚାନ୍ଦ ଗାନ୍ଧୀ, ବାପୁଜୀ, ଜାତିର ପିତା ବା ରାଷ୍ଟ୍ରପିତା ଭାବେ ମଧ୍ୟ ଜଣାଯାଇଥାଏ। ଯିଏ କି ଥିଲେ ଭାରତୀୟ ସ୍ବତନ୍ତ୍ରତା...

ମୁଖ୍ୟମନ୍ତ୍ରୀଙ୍କ ପାଇଁ ୨ କୋଟି ଟଙ୍କାର ମନ୍ଦିର ନିର୍ମାଣ କଲେ ଆନ୍ଧ୍ର ବିଧାୟକ

ହାଇଦ୍ରାବାଦ: ବିଶ୍ୱସ୍ତତା ଏବଂ ସମର୍ଥନର ଏକ ଅପ୍ରତ୍ୟାଶିତ ପ୍ରଦର୍ଶନସ୍ବରୂପ ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାର୍ଟିର ଜଣେ ଆନ୍ଧ୍ରପ୍ରଦେଶ ବିଧାୟକ ଚିତ୍ତୋର ଜିଲାର ଶ୍ରୀକାଲାହାଷ୍ଟୀରେ ଏକ ବିରାଟ ମନ୍ଦିର...

ବିନା ମାସ୍କରେ ଘରୁ ବାହାରିଲେ ପୋଲିସ ନେବ ଏହି କଡ଼ା ପଦକ୍ଷେପ, ଜାଣିଲେ…

ବର୍ତ୍ତମାନ ସମଗ୍ର ଦେଶରେ ପୁଣି କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏଥିରୁ ନିସ୍ତାର ପାଇବା ପାଇଁ ନାନା ପଦଦେକ୍ଷ ଗ୍ରହଣ କରାଯାଉଛି। ଏହି ପରିପ୍ରେକ୍ଷୀରେ ପୋଲିସ...

କନ୍ୟାଙ୍କ ପାଦ ଛୁଇଁଲେ ବର: କହିଲେ ହୃଦୟସ୍ପର୍ଶୀ କଥା

ଭାରତୀୟ ପରମ୍ପରା ଅନୁଯାୟୀ ବିବାହ ପରେ କନ୍ୟା ବରଙ୍କ ପାଦ ଛୁଇଁଥା’ନ୍ତି। କିନ୍ତୁ ନିକଟରେ ସୋସିଆଲ ମିଡିଆରେ ଏକ ଫଟୋ ବହୁତ ଭାଇରାଲ ହେବାରେ ଲାଗିଛି।...

ଅନ୍ନଦାତାଙ୍କ ବିକାଶରେ ଦେଶର ବିକାଶ

ଭାରତ ଭଳି କୃଷି ପ୍ରଧାନ ଦେଶରେ ଅନ୍ନଦାତା ହେଉଛନ୍ତି ଦେଶର ଆର୍ଥିକ ମେରୁଦଣ୍ଡ। ସେମାନଙ୍କ ବିକାଶରେ ଦେଶର ବିକାଶ ସମ୍ଭବ ହୋଇପାରିଥାଏ। ତେଣୁ କୃଷକ ଏବଂ...

Advertisement
Archives

Model This Week