ମାଟି ତଳୁ ମିଳିଲା ୧,୦୦୦ ବର୍ଷ ତଳର କୁକୁଡ଼ା ଅଣ୍ଡା…

ତେଳଅଭିବ୍‌,୧୦।୬: ଇସ୍ରାଏଲ୍‌ରେ ମାଟିତଳୁ ୧,୦୦୦ ବର୍ଷ ତଳର କୁକୁଡ଼ା ଅଣ୍ଡା ମିଳିଛି। ଏହି ଅଣ୍ଡା ଦଶମ ଶତାବ୍ଦୀ ସମୟର ବୋଲି ଗବେଷକ ଅନୁମାନ କରିଛନ୍ତି। ତେବେ ଏହାକୁ ସଫା କରୁଥିବା ସମୟରେ ଅଣ୍ଡାଟି ଭାଙ୍ଗି ଯାଇଛି। ୟାବନେ ସହରରେ ବିକାଶ ମୂଳକ କାର୍ଯ୍ୟକ୍ରମ ଅର୍ନ୍ତଗତ ଖନନ ହେଉଥିବା ସମୟରେ ଅଣ୍ଡାଟି ମିଳିଥିବା ନେଇ ପ୍ରତ୍ନତତ୍ତ୍ୱ ବିଭାଗର ବିଶେଷଜ୍ଞ ଡ. ଲି ପେରି ଗାଲ୍‌ ସୂଚନା ଦେଇଛନ୍ତି। କୁକୁଡ଼ା ପାଳନ ୬ ହଜାର ବର୍ଷ ତଳେ ପ୍ରଥମେ ଦକ୍ଷିଣ ପୂର୍ବ ଏସିଆରେ ହୋଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଲାଗି ସନ୍ତାନ କେବେ ବି ବଡ଼ ହୁଏନା: ଶହେ ବର୍ଷରେ ବି କେୟାର ହୋମ୍‌ରେ ପୁଅଙ୍କ ଦେଖାଶୁଣା କରୁଛନ୍ତି ଏଡ଼ା କେଟିଂ

ମା’ ମମତାମୟୀ, ପ୍ରେରଣାଦାୟୀ। ସମସ୍ତଙ୍କ ଜୀବନରେ ମା’ଙ୍କ ସ୍ଥାନ ଶୀର୍ଷରେ। କୁହାଯାଏ, ଭଗବାନ ସମସ୍ତଙ୍କ ପାଖରେ ସବୁବେଳେ ରହିପାରିବେ ନାହିଁ, ତେଣୁ ସେ ମା’ଙ୍କୁ ତିଆରି...

‘ଗେମ୍‌ ଅଫ୍‌ ଥ୍ରୋନ୍ସ’ ଡେଭେଲପରଙ୍କୁ ହତ୍ୟା

ବେଜିଂ, ୨୯ା୧୨: ଗେମ୍‌ ଡେଭେଲପର ୟୋଜୁର ସଭାପତି ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଲିନ୍‌ ଚିଙ୍କ ଖ୍ରୀଷ୍ଟମାସରେ ମୃତ୍ୟୁ ଘଟିଛି। ‘ଗେମ୍‌ ଅଫ୍‌ ଥ୍ରୋନ୍ସ’ ପାଇଁ ପରିଚିତ...

କହୁଣୀରେ ଲେଖି ପରୀକ୍ଷା ଦେଇ ରଖିଥିଲେ ୮୧ ପ୍ରତିଶତ ନମ୍ବର

ବଡ଼ୋଦରା,୭।୩: ଇଛାଶକ୍ତି ଆଗରେ ସମସ୍ତ ବାଧାବିଘ୍ନ ହାର ମାନିଥାଏ। ଏଭଳି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ଗୁଜରାଟ ବଡ଼ୋଦରାରେ ବାସ କରୁଥିବା ଦ୍ୱାଦଶ ଶ୍ରେଣୀ...

ଆସିଛି ପର୍ଯ୍ୟଟନ ଋତୁ: ବୁଲି ଯାଆନ୍ତୁ କର୍ନାଟକରେ ପକ୍ଷୀ ବିହାର

ବେଶ୍‌ କିଛିଦିନର ବ୍ୟବଧାନ ପରେ କର୍ନାଟକକୁ ପୁନର୍ବାର ପର୍ଯ୍ୟଟକ ଭ୍ରମଣ ନିମନ୍ତେ ଯିବା ଲାଗି ଅନୁମତି ମିଳିଗଲାଣି। ତେଣୁ ଧୀରେ ଧୀରେ ଏଠାରେ ପର୍ଯ୍ୟଟକଙ୍କ ସଂଖ୍ୟା...

୫ ଭଉଣୀ ସିଏସ୍‌ଏସ୍‌ ପରୀକ୍ଷାରେ ସଫଳତା ହାସଲ କରି ରଚିଛନ୍ତି ଇତିହାସ

ଇସଲାମାବାଦ, ୨୧।୬: ଗୋଟିଏ ପରିବାରର ୫ ଭଉଣୀ ପ୍ରଶାସନିକ ପରୀକ୍ଷାରେ ସଫଳତା ହାସଲ କରିବା ନିଶ୍ଚିତ ଭାବେ ଏକ ଗୌରବର କଥା। ଏଭଳି ଘଟଣା ପାକିସ୍ତାନରେ...

ଇରାନର ଆଣବିକ କେନ୍ଦ୍ର ନିକଟରେ ଭୂକମ୍ପ

ତେହେରାନ୍‌,୮।୧: ଇରାନରେ ଗୋଟିଏ ପରେ ଗୋଟିଏ ଘଟଣା ଘଟିବାରେ ଲାଗିଛି। ବୁଧବାର ଆମେରିକା ଏୟାର ବେସ୍‌ ଉପରେ ଇରାନ୍‌ ଆକ୍ରମଣ କରିଛି। ଏହାର କିଛି ସମୟ...

ସୌଦି ରାଜପରିବାରର ୩ ଅଟକ

ରିୟାଧ,୮।୩(ପି.ଟି.): ସୌଦି ଆରବ କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲ୍‌ମାନଙ୍କ ବିରୋଧରେ ବିଦ୍ରୋହ ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗରେ ରାଜ ପରିବାରର ଦୁଇ ବରିଷ୍ଠ ଯୁବରାଜଙ୍କ ସମେତ...

ଆଇଏସ୍‌ ଆତଙ୍କବାଦୀ ସଙ୍ଗଠନକୁ ମୂଳୋତ୍ପାଟନ କରିବାକୁ ସଂକଳ୍ବ ନେଲେ ଘାନି

କାବୁଲ,୧୯।୮: ଆଫଗାନିସ୍ତାନ ରାଜଧାନୀ କାବୁଲରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ପରେ ରାଷ୍ଟ୍ରପତି ଅଶରଫ ଘାନି ଆଇଏସ୍‌ ଆତଙ୍କବାଦୀଙ୍କ ସମସ୍ତ ସୁରକ୍ଷିତ ଶିବିରକୁ ଧ୍ୱଂସ କରିବାକୁ...

Advertisement


Archives

Model This Week

Why Dharitri