ଫୁରସତ

ରାତାରାତି କୋଟିପତି ହୋଇଗଲେ ୫ ସନ୍ତାନର ମା’

ଆମେରିକାରେ ରହୁଥିବା ଜଣେ ମହିଳା ରାତାରାତି କୋଟିପତି ହେବାର ସୌଭାଗ୍ୟ ଲାଭ କରିଛନ୍ତି। ଉବର ଇଟ୍ସରେ ଡ୍ରାଇଭର ଭାବରେ କାର୍ଯ୍ୟ କରୁଥିବା ମହିଳା ଜଣଙ୍କ ପାଖାପାଖି ୨ କୋଟି ଟଙ୍କାର ଲଟେରୀ ଜିତିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାର ମେରିଲ୍ୟାଣ୍ଡର ଏହି ମହିଳା...

ମା’କୁ ପାଖରେ ଦେଖି ଦୁଇ ହାତୀ ଛୁଆ ହେଉଛନ୍ତି ଏମିତି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ...

ମା’ ୭୫ ଲକ୍ଷ ଟଙ୍କାର ଉପହାର ଦେବାରୁ ପ୍ରବଳ ରାଗିଗଲେ ପୁଅ; ଜାଣନ୍ତୁ କାହିଁକି

ସାଧାରଣତଃ ପିଲାମାନେ ମା’ ବାପାଙ୍କଠାରୁ ଉପହାର ନେବାକୁ ଚାହିଁ ବସିଥାନ୍ତି। କେହି କେହି ପିଲା ଉପହାର ନେବାକୁ ଅଳି ମଧ୍ୟ କରନ୍ତି। କିନ୍ତୁ ଜଣେ ଯୁବକ ଏସବୁଠାରୁ ବହୁ ଦୂରରେ। ସେ ନିଜ ଧନୀ ମାତାପିତାଙ୍କ ଦାମୀ ଉପହାର ଦେଖି...

ମାଟି ତଳ ଗାଁ

ସାଧାରଣତଃ ଗାଁ ମାଟି ଉପରେ ବା କେବେ କେବେ ପାହାଡ ଉପରେ ଗଢି ଉଠିଥିବା ସମସ୍ତେ ଜାଣିଥିବେ । ହେଲେ ବିଶ୍ୱରେ ଏମିତି ଏକ ଗାଁ ରହିଛି ଯାହା ମାଟିତଳେ । ଏଠାରେ ସବୁକିଛି ମିଳିବ ହେଲେ ଅଣ୍ଡରଗ୍ରାଉଣ୍ଡ ।...

ନା ଥିଲେ ବ୍ରାହ୍ମଣ ନା ଥିଲା ହୋମ ନିଆଁ, ଏମିତି ଶପଥ ନେଇ ବିବାହ କଲେ ବରକନ୍ୟା; ଜାଣିଲେ କରିବେ ପ୍ରଶଂସା

ଭୋପାଳ,୧୯ା୭: ମଧ୍ୟପ୍ରଦେଶର ସିହୋରରେ ଏକ ନିଆରା ବିବାହ ସମ୍ପନ୍ନ ହୋଇଛି। ନା ଅଗ୍ନିକୁ ସାକ୍ଷୀ ରଖି, ନା ମନ୍ତ୍ରପାଠ, ନା ହୋମ, ବ୍ରାହ୍ମଣ କିଛି ବି ଦରକାର ପଡ଼ି ନ ଥିଲା ଏହି ବିବାହରେ। କେବଳ ବାବା ସାହେବ ଆମ୍ବେଦକରଙ୍କ...

୨ ବର୍ଷର ଝିଅକୁ କାର୍‌ରେ ଲକ୍‌ ପକାଇ ଭୁଲିଗଲେ ମହିଳା: ୭ ଘଣ୍ଟା ପରେ…

ସାଧାରଣତଃ ଲୋକେ କାର୍‌ରେ ଜିତିଷ ରଖି ଭୁଲି ଯାଉଥିବା ନଜିର ରହିଛି। କିନ୍ତୁ କାର୍‌ରେ ଶିଶୁକୁ ଲକ୍‌ ପକାଇ ଭୁଲିଯିବା ନିହାତି ଆଶ୍ଚର୍ଯ୍ୟର କଥା। ଆମେରିକାର ଫ୍ଲୋରିଡାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ମହିଳା ୨ ବର୍ଷର...

ଉତ୍ତରକୋରିଆରେ ନୂଆ ନିୟମ: ଏମିତି ଗାଳି ଦେଲେ ମିଳିବ ମୃତ୍ୟୁଦଣ୍ଡ

ପ୍ୟୋଙ୍ଗ୍‌ୟାଙ୍ଗ,୧୯ା୭: ଉତ୍ତରକୋରିଆରେ କରୋନା ମହାମାରୀ ଯୋଗୁ ଲକ୍‌ଡାଉନ୍‌ ସ୍ଥିତିରେ ରହିଛି। ଉତ୍ତରକୋରିଆ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ ଏହି ପରିସ୍ଥିତିର ମୁକାବିଲା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସେ ଏକ ନୂଆ ନିୟମ ଜାରି କରିଛନ୍ତି। ଯେଉଁଥିରେ ଜଣେ ବ୍ୟକ୍ତି...

ସାଥୀର ଜୀବନ ବଞ୍ଚାଇବା ପାଇଁ କୁକୁର କଲା ରକ୍ତଦାନ…

ମୁରାଦାବାଦ,୧୯।୭: ମଣିଷଙ୍କ ମଧ୍ୟରେ ଜଣେ ଅନ୍ୟଙ୍କୁ ରକ୍ତଦାନ କରିବା ଏକ ସାଧାରଣ ଘଟଣା। ତେବେ ଗୋଟିଏ କୁକୁର ନିଜ ସାଥୀ କୁକୁରର ଜୀବନ ବଞ୍ଚାଇବା ପାଇଁ ରକ୍ତଦାନ କରିଥିବା ଶୁଣିଲେ ଯେକେହି ଆଶ୍ଚର୍ଯ୍ୟ ହେବେ। ଏଭଳି ଘଟଣା ଉତ୍ତରପ୍ରଦେଶର ମୁରାଦାବାବରେ...

ଆମ୍ବ-ଜାମୁ ବାହାଘର, ଗାଁ ଲୋକେ ପାଲଟିଲେ ବରଯାତ୍ରୀ …

ଆଗ୍ରା,୧୯।୭: ଭାରତୀୟ ସଂସ୍କୃତିରେ ପରିବେଶ ସୁରକ୍ଷା ପ୍ରାଚୀନକାଳରୁ ପ୍ରଚଳିତ। ଦେଶର କେତେକ ଅଞ୍ଚଳରେ ଗୋଟିଏ ଗଛ ସହିତ ଅନ୍ୟ ଗଛର ବିବାହ କରାଯିବା ପରମ୍ପରା ରହିଛି। ଉତ୍ତରପ୍ରଦେଶ ଆଗ୍ରାର କାସଗଞ୍ଜସ୍ଥିତ ପଟିଆଲି ଅଞ୍ଚଳର ବିନପୁର ଗାଁରେ ଆମ୍ବ ଗଛ ସହିତ...

ମାଡ଼ି ଆସୁଛି ବିପଦ, ପୃଥିବୀ ମୁହାଁ ଜଳନ୍ତା ଗ୍ରହାଣୁପିଣ୍ଡ …

ଓ୍ବାଶିଂଟନ,୧୯।୭: ପୃଥିବୀ ଉପରେ ନୂଆ ବିପଦ ମାଡ଼ିଆସୁଛି। ଜଳନ୍ତା ଗ୍ରହାଣୁପିଣ୍ଡ ୨୦୦୮-ଜିଓ-୨୦ ସେକେଣ୍ଡ ପ୍ରତି ୮ କିଲୋମିଟର ବେଗରେ ପୃଥିବୀ ମୁହାଁ ହୋଇଛି। ଜୁଲାଇ ୨୫ରେ ଭାରତୀୟ ସମୟ ରାତ୍ର ୨ଟାରେ ଏହା ପୃଥିବୀର କକ୍ଷପଥ ନିକଟରେ ଅତିକ୍ରମ କରିବ...

ମାଛ ଖେଳୁଛନ୍ତି ଫୁଟବଲ, ଗୋଲ୍‌ ଦେଖିଲେ ଟିଣ ହୋଇଯିବ ମୁଣ୍ଡ

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ଏଥିରୁ କେତେକ ଭିଡିଓ ହସର ଖୋରାକ ଯୋଗାଇ ଥାଏ ତ ଆଉ କେତେକ ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ସେମିତି ଏକ ଭିଡିଓ ଏବେ ଭାଇରାଲ ହୋଇଛି। ଭିଡିଓରେ...

କାଦୁଅ ରାସ୍ତାରେ ଯାଉଥିଲେ ଯୁବତୀ, ଖୁବ୍‌ ଜୋର୍‌ରେ ପଛରୁ ଆସିଲା ଏକ କାର୍‌; ଆଉ ତା’ ପରେ…

ବର୍ତ୍ତମାନ ଚାରିଆଡ଼େ ବର୍ଷା ହେଉଥିବାରୁ କଚ୍ଚା ରାସ୍ତାଗୁଡ଼ିକ କାଦୁଅ ହୋଇଯାଇଛି। ଏହି ରାସ୍ତାରେ ଯିବା ବେଳେ ଯଦି କେଉଁ ଗାଡ଼ି ଜୋର୍‌ରେ ଚାଲିଆସିଲା ତେବେ କଥା ସରିଲା। ସବୁ କାଦୁଅ ପାଣି ଛିଟା ଆପଣଙ୍କ ଉପରେ ପଡ଼ିବ ନିଶ୍ଚିତ। ସୋସିଆଲ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri