ଷଣ୍ଢ ସହିତ ଖେଳୁଥିଲେ ଯୁବକ, ଏମିତି ଦେଲା ପାନେ
ବିହାରର ଛପରାରେ ଜଣେ ଯୁବକଙ୍କୁ ଷଣ୍ଢ ସହ ଖେଳିବା ମହଙ୍ଗା ପଡ଼ିଛି। ଘର ବାହାରେ ଠିଆ ହୋଇଥିବା ଏକ ଷଣ୍ଢର ଶିଙ୍ଘକୁ ଯୁବକ ଜଣକ ଧରିଥିଲେ। କେତେଥର ଷଣ୍ଢଟି ଶିଙ୍ଘ ହଲାଇ ଯୁବକଙ୍କୁ ଦୂରେଇ ଦେଉଥାଏ। ମାତ୍ର ଯୁବକ ଜଣକ ବାରମ୍ବାର…
ସଫଳତା ପରେ ହିଁ ବାସ୍ତବ ସଂଘର୍ଷ
ମନର ଭାବକୁ ଶବ୍ଦର ରୂପ ଦେବା ମଣିଷଟିଏ ହେଉଛନ୍ତି ଗୀତିକାର ଅରୁଣ ମନ୍ତ୍ରୀ। ତାଙ୍କ ଲିଖିତ ପ୍ରଥମ ଭଜନ ‘ତୁଳସୀ କ୍ଷେତ୍ରରେ ବଳଦେବ ଖ୍ୟାତ’କୁ ଭଜନ ସମ୍ରାଟ ଭିକାରୀ ବଳ ଗାଇଥିଲେ। କେବଳ ଭଜନ ନୁହେଁ, ଆଲ୍ବମ୍, ଯାତ୍ରା, ଓଡ଼ିଆ ଚଳଚ୍ଚିତ୍ର…
ଜନ୍ମନେଲା ବିଶ୍ୱର ସବୁଠୁ କମ୍ ଓଜନର ଶିଶୁ, ଗୋଟିଏ ସେଓର ଓଜନଠାରୁ ବି କମ୍
ସିଙ୍ଗାପୁରର ନ୍ୟାଶନାଲ ୟୁନିଭର୍ସିଟି ହସ୍ପିଟାଲରେ ଏକ ଶିଶୁ କନ୍ୟା ଜନ୍ମ ନେଇଛି। ଯାହାର ଓଜନ ଏକ ସେଓର ଓଜନଠାରୁ ବି କମ୍। କ୍ୱି ୟୁ ଜୁଆନ୍ ନାମକ ଜଣେ ମହିଳା ୨୫ ସପ୍ତାହ ଗର୍ଭଧାରଣ ପରେ ଏହି ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ।…
ହରିଣକୁ ଦେଖି ପାଦ ଚାପିଚାପି ଆସୁଥିଲା ବାଘ, ଆଉ ତା’ ପରେ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
କରୋନା ସମୟରେ ଚାଲିଗଲା ଚାକିରି, ଭିଡିଓ କରି ଏବେ ରୋଜଗାର କରୁଛନ୍ତି କୋଟି କୋଟି ଟଙ୍କା
ଇଣ୍ଟରନେଟ୍ ଏବଂ ସୋସିଆଲ ମିଡିଆ ଜରିଆରେ ଅନେକେ ଜିରୋରୁ ହିରୋ ହୋଇ ଚର୍ଚ୍ଚାକୁ ଆସିଥିବା ନଜିର ରହିଛି। ସେମିତି ଜଣେ ଯୁବକ ହେଉଛନ୍ତି ଖବାନେ ଲେମ୍। ଖାସ୍ କଥା ହେଲା ସେ ତାଙ୍କ ଭିଡିଓରେ ଗୋଟିଏ ବି ଶବ୍ଦ କୁହନ୍ତନି। ମାତ୍ର…
ଅର୍ଡର ଦେବେ କ’ଣ, ଗ୍ରାହକଙ୍କ ଖାଦ୍ୟ ଚୋରାଇଲେ ଉବର ଇଟ୍ସର ଡେଲିଭରି ବୟ, ଜଣାପଡ଼ିବା ପରେ…
ନୂଆଦିଲ୍ଲୀ: ଘରଠାରୁ ଦୂରରେ ବ୍ୟସ୍ତବହୁଳ ଜୀବନ ମଧ୍ୟରେ ହାତ ପାହାନ୍ତାରେ ଖାଦ୍ୟ ମିଳିବା ବଡ଼ କଥା। ବିଭିନ୍ନ କମ୍ପାନୀ ଲୋକଙ୍କର ଏଭଳି ଆବଶ୍ୟକତାକୁ ଦୃଷ୍ଟିରେ ରଖି ମନ ମୁତାବକ ଖାଦ୍ୟ ହୋମ୍ ଡେଲିଭରି ସେବା ଯୋଗାଇ ଦେଉଛନ୍ତି। ହେଲେ ବିଗତ ଦିନରେ…
ସେବା ପାଇଁ ସମର୍ପିତ ଥିଲେ ଉମା
ନିଜର ୫ ପୁଅ, ଗୋଟିଏ ଝିଅ ଜନ୍ମ ଦେଇଥିଲେ ସିନା, ଅସୁମାରୀ ଲୋକ ଯେ ତାଙ୍କୁ ମା’ର ଆସନରେ ବସାଇଥିଲେ, ତାହା କେହି କଳ୍ପନା କରି ନ ଥିବେ। ଅଗଷ୍ଟ ୪ ବୁଧବାର ଶ୍ରାବଣ କୃଷ୍ଣ ଏକାଦଶୀରେ ଉମା ନନ୍ଦ ଦୁନିଆରୁ…
ସିଟ୍ ପାଇଁ ଝଗଡ଼ା କରିବାକୁ ଲାଗିଲେ ମା’-ଝିଅ; ଘଣ୍ଟାଏ ଯାଏ ଉଡିପାରିଲାନି ବିମାନ; ଆଉ ତା’ ପରେ…
ବସ୍ ହେଉ ଅଥବା ରେଳ, ଅନେକ ସମୟରେ ସରକାରୀ ଗାଡ଼ିରେ ସିଟ୍ ପାଇଁ ଯାତ୍ରୀମାନଙ୍କ ମଧ୍ୟରେ ଝଗଡ଼ା ଦେଖିବାକୁ ମିଳିଥାଏ। ହେଲେ ଯଦି ବିମାନରେ ସେଭଳି ଘଟେ ତାହା ଚକିତ କରିବା ସ୍ବାଭାବିକ। ଆମେରିକାର କାଲିଫର୍ନିଆର ସାକ୍ରାମେଣ୍ଟୋ ବିମାନବନ୍ଦରରେ ଏଭଳି ଏକ…
ଏମିତି ରିପୋର୍ଟିଂ କଲେ କୁନି ଶିଶୁ, ଖୁସିରେ ଭିଡିଓ ଶେୟାର କଲେ ମୁଖ୍ୟମନ୍ତ୍ରୀ
ଇମ୍ଫାଲ,୧୨ା୮: ମଣିପୁରର ଜଣେ କୁନି ଶିଶୁଙ୍କ ଭିଡିଓ ଭାଇରାଲ ହେଉଛି। ଏହି ଶିଶୁ ଜଣକ ରିପୋର୍ଟିଂ କରୁଥିବା ଦେଖିବାକୁ ମିଳିଛି। ଭାଇରାଲ ଭିଡିଓରେ ମଣିପୁରର ମୁଖ୍ୟମନ୍ତ୍ରୀ ବୀରେନ ସିଂହଙ୍କ ଗସ୍ତ ସମୟରେ ଶିଶୁ ଜଣକ ରିପୋର୍ଟିଂ କରୁଛନ୍ତି। କରୋନା ମହାମାରୀ ସମୟରେ…
ହସ ଫୁଟାଇଛି ‘ପଦ୍ମା’
୨୦୨୧ ମେ ୧୩। କପିଳାସ ଚିଡ଼ିଆଖାନା ପାଇଁ ଏହି ଦିନ ଥିଲା ବେଶ୍ ଦୁଃଖଦ। କାରଣ ପର୍ଯ୍ୟଟକଙ୍କ ମନୋରଞ୍ଜନ କରୁଥିବା ହାତୀ ଶାବକ ‘ହୀରୋ’ ସବୁଦିନ ପାଇଁ ଆଖିବୁଜିଲା ମାରାତ୍ମକ ହର୍ପିସ୍ ରୋଗରେ। ଏହାପରେ ଜୁ’ରେ ସୃଷ୍ଟି ହୋଇଥିଲା ଶୂନ୍ୟସ୍ଥାନ। ଏହାର…
ବର୍ଷକୁ ପ୍ରାୟ ୭୬ ହାତୀଙ୍କ ମୃତ୍ୟୁ
୧୯୭୯ରେ ରାଜ୍ୟରେ ମୋଟ ୨୦୪୪ ହାତୀ ଥିଲେ। ୨୦୧୭ ଗଣନା ଅନୁଯାୟୀ ଏହି ସଂଖ୍ୟା ୧୯୭୬କୁ ଖସି ଆସିଥିଲା। ୧୯୯୦ରୁ ୨୦୦୦ ପର୍ଯ୍ୟନ୍ତ ବର୍ଷକୁ ହାରାହାରି ୩୩ ହାତୀ ମରୁଥିବାବେଳେ ୨୦୦୧ରୁ ୨୦୧୦ ମଧ୍ୟରେ ଏହା ୪୬କୁ ବୃଦ୍ଧି ପାଇଥିଲା। ୨୦୧୦…
୯ ବର୍ଷରେ ୪୪ରୁ ଊର୍ଦ୍ଧ୍ୱ ହାତୀଦାନ୍ତ ଜବତ
ହାତୀକୁ ହତ୍ୟା କରି ଶିକାରୀମାନେ ତା’ର ଦାନ୍ତ ଚୋରା ଚାଲାଣ କରୁଛନ୍ତି। ୨୦୧୨ ଜୁଲାଇରୁ ଏପର୍ଯ୍ୟନ୍ତ ୯ବର୍ଷ ମଧ୍ୟରେ ୪୪ରୁ ଅଧିକ ହାତୀ ଦାନ୍ତ ଜବତ ହୋଇଥିବାବେଳେ ଏନେଇ ୨୯ ମାମଲା ରୁଜୁ କରାଯାଇଛି। ଗତ ଦୁଇବର୍ଷ ମଧ୍ୟରେ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍…
Archives


