ମହାକାଶରେ ଖୋଲିଲେ ମହୁ ଡବା; ତା’ପରେ ଯାହା ହେଲା …
ନୂଆଦିଲ୍ଲୀ: ସମସ୍ତ କଠିନ ଏବଂ ତରଳ ପଦାର୍ଥ ମହାକାଶରେ ସମାନ ଆଚରଣ କରେ ନାହିଁ। ଥରେ ଭାବନ୍ତୁ ତ ଯଦି ମହାକାଶରେ ମହୁ ବୋତଲ ଖୋଲିବେ ତେବେ କ’ଣ ହେବ? ସେ ବିଷୟରେ ଜଣା ନ ଥିବା କହିପାରନ୍ତି। ତେବେ...
ରାସ୍ତା ପଚାରିବା ବାହାନାରେ ଅସଦାଚରଣ କରୁଥିଲେ ଯୁବକ; ସ୍କୁଟିକୁ ଟାଣି ନାଳରେ ପକାଇଦେଲେ ଯୁବତୀ; ତା’ ପରେ..
ପ୍ରାୟ ପ୍ରତ୍ୟେକ ଦିନ ଭାରତରେ ଜଣେ ମହିଳା ଯୌନ ଉତ୍ପୀଡନ ତଥା ଅସଦାଚରଣର ଶିକାର ହୁଅନ୍ତି ବୋଲି କୁହାଯାଏ। ନିକଟରେ ଏଭଳି ଏକ ଘଟଣାକ୍ରମର ସାମ୍ନା କରିଛନ୍ତି ଗୁଆହାଟିର ଭାବନା କଶ୍ୟପ। ଜଣେ ଯୁବକ ରାସ୍ତା କେଉଁଆଡେ ପଚାରିବା ବାହାନାରେ...
ନିଜେ ହିଁ ନିଜ ପାଇଁ ଯଥେଷ୍ଟ : ଜଙ୍ଗଲ ବାହାରକୁ ଯିବାପାଇଁ ଏମିତି ଦାନ୍ତର ସାହାଯ୍ୟ ନେଉଛି ହାତୀ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ...
ପନିପରିବା ମଞ୍ଜିରୁ ମହିଳା ତିଆରି କଲେ ଇକୋ ଫ୍ରେଣ୍ଡଲୀ ରାଖୀ
ରାୟପୁର,୩।୮: କୁହାଯାଏ, ଯଦି ତୁମର ପ୍ରତିଭା ଅଛି ତେବେ ତୁମକୁ କେହି ଅଟକାଇ ପାରିବେ ନାହିଁ। ଆଉ ତୁମର ପ୍ରତିଭା ହିଁ ନିଜେ ନିଜର ପଥ ତିଆରି କରିନେବ। ତେବେ ତୁମେ ଯେଉଁଠି ବି ଥାଅ ନା କାହିଁକି ନିଜ...
ବିବାହର ୩ ବର୍ଷ ପରେ ସ୍ବାମୀଙ୍କ ‘ଅସଲ ଚେହେରା’: ଗୋଟିଏ ଆପ୍ ଖୋଲିଦେଲା ରାଜ୍
ବେଙ୍ଗାଲୁରୁ,୩।୮: ଆଇଟି ହବ ବେଙ୍ଗାଲୁରୁରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ତିନି ବର୍ଷର ବିବାହ ପରେ ଜଣେ ମହିଳା ତାଙ୍କ ସ୍ବାମୀ ସମଲିଙ୍ଗୀ ବୋଲି ଜାଣିବାକୁ ପାଇଛନ୍ତି। ଏହାପରେ ସେ ସ୍ବାମୀଙ୍କଠାରୁ ଛାଡପତ୍ର ପାଇଁ ଆବେଦନ କରିଛନ୍ତି।...
ଡାକ୍ତର କହିଲେ କେବେ ବି ମା’-ବାପା ହୋଇପାରିବେନି ଏହି ଦମ୍ପତି, ପରେ ଘଟିଲା ଏମିତି…
ଲଣ୍ଡନ,୨ା୮: ବ୍ରିଟେନରେ ରହୁଥିବା ଏକ ଦମ୍ପତିଙ୍କୁ ଡାକ୍ତର ସଫା ସଫା ମନା କରିଦେଇଥିଲେ ଯେ, ସେମାନେ ଜୀବନରେ କେବେ ବି ମା-ବାପା ହୋଇପାରିବେନି। ଏହି ଦମ୍ପତିଙ୍କ ମେଡିକାଲ କଣ୍ଡିଶନ ଏତେ ଖରାପ ଥିଲା କି, ସେ ସନ୍ତାନ ଜନ୍ମ କରିବା...
୨୦୦ ଫୁଟ ଟାଓ୍ବାର ଉପରେ ୧୩୫ ଦିନ ରହିଲେ ଏହି ଯୁବକ, କାରଣ ଜାଣିଲେ…
ଚଣ୍ଡିଗଡ଼,୨ା୮: ପଞ୍ଜାବର ଗୁରୁଦାସପୁରରେ ଜଣେ ଯୁବକ ୨୦୦ ଫୁଟ ଉଚ୍ଚର ଟାଓ୍ବାର ଉପରେ ଦିନେ କି ଦୁଇଦିନ ନୁହେଁ, ପୂରା ୧୩୫ ଦିନ ବିତାଇଥିଲେ। ପ୍ରବଳ ଖରା, ବର୍ଷାକୁ ଖାତିର ନ କରି ଏହି ଟାଓ୍ବାର ଉପରେ ରହିଥିଲେ ଯୁବକ...
ବେଦୀରେ ବସିଥିବା ବର-କନ୍ୟାଙ୍କୁ ଏମିତି କରିବାକୁ କହିଲେ ପଣ୍ଡିତ: ଶୁଣି ସମସ୍ତେ ହସି ହସି ଗଡିଲେ
ବିବାହ ଋତୁରେ ଅନେକ ମଜାଳିଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ବିବାହରେ ଏପରି ରୀତିନୀତି ଅଛି ଯାହା ବିଷୟରେ ଲୋକଙ୍କ ଜ୍ଞାନ ବହୁତ କମ ଥାଏ।କେବଳ ଏତିକି ନୁହେଁ, ବିବାହ ସମୟରେ ମନ୍ତ୍ର ପଢ଼ିବାବେଳେ ପଣ୍ଡିତଜୀ ଏଭଳି ସବୁ...
ଜାତିର ଅକଳ୍ପନୀୟ ଇଚ୍ଛାଶକ୍ତିର ନିଦର୍ଶନ
ଗତ ଆଲେଖ୍ୟରେ ସାମାନ୍ୟ ସୂଚନା ଦେବାକୁ ଯାଇ ଗଜପତି ନିଜେ କିପରି ସୁବର୍ଣ୍ଣ ମାଢ଼ ଗଢ଼େଇବାର ବ୍ୟବସ୍ଥା କରି ଶିଳ୍ପୀଙ୍କୁ ପାରିଶ୍ରମିକ ଦେବାର ଆଦେଶ ଦେଇଥିଲେ ତାହା ଉଲ୍ଲେଖ କରିଥିଲୁ। ଏହା ଥିଲା ଯୁଦ୍ଧରେ ବିଜିତ ସୁନା। ଏହାର ଆହୁରି...
ନୋ କିସିଂ ଜୋନ୍, ସତ୍ୟମ୍ ଶିବମ୍ ସୁନ୍ଦରମ୍ ସୋସାଇଟିରେ ଲାଗିଲା ବୋର୍ଡ…
ମୁମ୍ବାଇ,୨।୮: ନୋ ସ୍ମୋକିଂ ଜୋନ୍, ନୋ ରେସ୍ ଡ୍ରାଇଭିଂ ଜୋନ୍, ନୋ ଲିଟରିଂ ଜୋନ୍ ଆଦି ସମ୍ପର୍କରେ ସଭିଏଁ ନିଶ୍ଚିତ ଜାଣିଥିବେ। ତେବେ ନୋ କିସିଂ ଜୋନ୍ ସମ୍ପର୍କରେ ଶୁଣିଲେ ଯେ କେହି ଘଡ଼ିଏ ନିଶ୍ଚିତ ଚିନ୍ତା କରିବେ। ଏଭଳି...
ବିମାନରେ ଏକାକୀ ବିଶ୍ୱ ଭ୍ରମଣ
ଲଣ୍ଡନ, ୨ା୮: ନିଜେ ବିମାନ ଉଡ଼ାଇ ସମଗ୍ର ବିଶ୍ୱ ବୁଲିବାରେ ବିରଳ ରେକର୍ଡ କରିବାକୁ ଯାଉଛନ୍ତି ବେଲ୍ଜିୟମ-ବ୍ରିଟିଶ ନାଗରିକ ଜାରା ରଦରଫୋର୍ଡ। ୧୯ ବର୍ଷୀୟା ଜାରା ଆସନ୍ତା ୧୧ ତାରିଖରେ ବିଶ୍ୱର ଦ୍ରୁତତମ ମାଇକ୍ରୋଲାଇଟ୍ ତଥା ତାଙ୍କ ଶାର୍କ ଅଲ୍ଟ୍ରାଲାଇଟ୍...
ଏହି ହ୍ରଦ ପାଣି ପିଇଲେ କେହି ବଞ୍ଚନ୍ତି ନାହିଁ
ଦୁନିଆରେ ଏପରି ଅନେକ ବିପଜ୍ଜନକ ହ୍ରଦ ଅଛି, ଯାହାର ରହସ୍ୟ ଆଜି ପର୍ଯ୍ୟନ୍ତ ଜଣା ପଡ଼ିନାହିଁ। ସେହିଭଳି ବିପଜ୍ଜନକ ହ୍ରଦ ଦକ୍ଷିଣ ଆଫ୍ରିକାର ଲିମ୍ପୋପୋ ପ୍ରଦେଶରେ ଅଛି, ଯାହା ଫଣ୍ଡୁଜି ହ୍ରଦ ଭାବରେ ଜଣାଶୁଣା। ବିଶ୍ୱାସ କରାଯାଏ ଯେ, ଯିଏ...
Archives


