ଦୁର୍ଗା ଓରଫ ଅର୍ପିତାଙ୍କ ଷ୍ଟାଇଲ୍-ଫିଟ୍ନେସ୍ ମନ୍ତ୍ର: ଜାଣନ୍ତୁ ତାଙ୍କର ସିକ୍ରେଟ୍…
ଦୁର୍ଗା ନାମରେ ଘରେ ଘରେ ପରିଚିତା ଅର୍ପିତା କର। ଜଣେ ବଳିଷ୍ଠ ଅଭିନେତ୍ରୀ ହେବା ସହ ଦେଖିବାକୁ ସେ ବେଶ୍ ମଡର୍ନ ଓ ଷ୍ଟାଇଲିଶ୍। ତା’ସହ ସେ ବେଶ୍ ଫିଟ୍ ମଧ୍ୟ। ଆସନ୍ତୁ ଜାଣିବା ତାଙ୍କର କିଛି ଷ୍ଟାଇଲ୍ ଓ...
ପ୍ରଥମ ଟଙ୍କାରେ ହନୁମାନଙ୍କ ପାଖେ ଭୋଗ କରିଥିଲି: ଡା. ଶିବପ୍ରସାଦ
ଖୋର୍ଦ୍ଧା ଜିଲା କୁହୁଡ଼ି ନିକଟସ୍ଥ ଗଈନଡ଼ା ଗାଁରେ ମୋ ଜନ୍ମ। ଚିଲିକା ଉଚ୍ଚ ବିଦ୍ୟାପୀଠରୁ ୨୦୦୪ରେ ମାଟ୍ରିକ୍ ପାସ୍ କରିବା ପରେ ପୁରୀ ଏସ୍.ସି.ଏସ୍. କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ପଢିଥିଲି। ତା’ପରେ ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ବ୍ୟାଚଲର୍...
ଦେଶ ଜାତିର ପରିଚୟ ଦିଏ ଇତିହାସ
କେବେ ଗଢ଼ିଉଠିଥିଲା ଗଡ଼, କିପରି ଥିଲା ଗଡ଼ଖାଇର ଅତୀତ। ଆଉ କେମିତି ବିତିଥିଲା ଗଡ଼ବାସୀଙ୍କ ଜୀବନଶୈଳୀ। ଏମିତି ନାନା ପ୍ରକାରର କଥା ଜାଣିବା ପାଇଁ ଅନିସନ୍ଧିତ୍ସୁ ଭାବନାରେ ସେ ଖୋଜୁଥିଲେ ରାଜାରାଜୁଡ଼ା ସମୟର ବହୁ ଅନାଲୋଚିତ ଘଟଣାବଳୀକୁ। ଘୂରିବୁଲିଛନ୍ତି ବିଭିନ୍ନ...
ସମାଜ ପାଇଁ ଉଦାହରଣ ସାଜିଛନ୍ତି ଏସବୁ ଭାଇଭଉଣୀ: ତ୍ୟାଗ କରି ସାନଙ୍କ ମନରେ ଫୁଟାଇଛନ୍ତି ହସ..
ଭାଇ ଭଉଣୀ! ଏ ସମ୍ପର୍କ ରକ୍ତର। ଜଣେ ଜଣଙ୍କ ସୁଖଦୁଃଖର ସାଥୀ। ଛୋଟବେଳୁ ସାଥୀ ହୋଇ ବଢ଼ିଥାନ୍ତି। ପରସ୍ପରକୁ ଖୁବ୍ ଭଲଭାବେ ବୁଝିଥାନ୍ତି। କଳିଝଗଡ଼ା, ମାର୍ପିଟ୍ ତ ହୁଏ। ହେଲେ ତା’ରି ଭିତରେ ଥାଏ ସେମାନଙ୍କର ଭଲ ପାଇବା। ଆଉ...
ଜେଲ୍ରେ ଭାଇ ହତ୍ୟାକାରୀଙ୍କ ପ୍ରେମରେ ପଡ଼ିଲେ ଯୁବତୀ, ଆଉ ତା’ ପରେ…
ଆମେରିକାର ଜେଲ୍ରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଯେଉଁଠି ଜଣେ ଯୁବତୀ ତାଙ୍କ ସାବତ ଭାଇଙ୍କୁ ହତ୍ୟା କରିଥିବା ଅପରାଧୀଙ୍କୁ ଜେଲ୍ରେ ପ୍ରେମ କରିବସିଲେ। ଦୁଇଜଣଙ୍କ ପ୍ରେମ କାହାଣୀ ଚିଠିରୁ ଆରମ୍ଭ ହୋଇଥିଲା। ଏବେ ଦୁହେଁ ବିବାହ ବନ୍ଧନରେ...
ଜେଲ୍ରେ ଥାଇ ଭଉଣୀଙ୍କୁ ରକ୍ଷା କରିବେ କଏଦୀ ଭାଇ, ଉପହାର ଦେବେ ହାତ ତିଆରି ମାସ୍କ
ଲକ୍ଷ୍ନୌ,୨୧ା୮: ରକ୍ଷାବନ୍ଧନ ହେଉଛି ଭଉଣୀ-ଭାଇଙ୍କ ପବିତ୍ର ଉତ୍ସବ। ଏହିଦିନ ଭଉଣୀ ନିଜ ଭାଇମାନଙ୍କ ଦୀର୍ଘଜୀବନ କାମନା କରି ରାଖୀ ବାନ୍ଧିଥାନ୍ତି। ଭାଇ ମଧ୍ୟ ଭଉଣୀଙ୍କର ରକ୍ଷା କରିବା ପାଇଁ ବଜ୍ର ଶପଥ ନେଇଥାନ୍ତି। ଏହା ସହିତ ଉପହାର ମଧ୍ୟ ଦେଇଥାନ୍ତି।...
ବଜାରରେ ବିିକ୍ରି ହେଉଛି ‘ବଚପନ କା ପ୍ୟାର’ ମିଠା, ଦାମ୍ ଜାଣିଲେ…
ମିଠାର ନାଁ ‘ବଚପନ କା ପ୍ୟାର’ । ଶୁଣିଲେ ହସ ଲାଗିବ। ମାତ୍ର ଏହା ସତ। ଗୁଜରାଟର ସୁରଟରେ ‘ବଚପନ କା ପ୍ୟାର’ ନାମକ ମିଠା ବିକ୍ରି ହେଉଛି। ଏହାର ଦାମ୍ ରହିଛି ୫୮୦ ଟଙ୍କା। ଏହାକୁ ଦେଖିବାକୁ ଏବଂ...
ଦୋକାନ ବାହାରେ ଶୋଇଥିଲେ ବୋଲି ବୃଦ୍ଧାଙ୍କ ଉପରେ ପାଣି ଢ଼ାଳିଲେ ମାଲିକ; ସେତିକିବେଳେ ଯବାନ ପହଞ୍ଚି…
କଥାରେ ଅଛି ମାନବିକତାଠାରୁ ବଡ଼ ଧର୍ମ ବିଶ୍ୱରେ ନାହିଁ। ଯେତେବେଳେ, ଯେଉଁଠି ସୁଯୋଗ ମିଳିବ, ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ଉଚିତ। ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖି ଲୋକମାନେ ବେଶ ଭାବପ୍ରବଣ ହେଉଛନ୍ତି।...
ନୋ ପାର୍କିଂରେ ଥିଲା ବୋଲି ବାଇକ୍ ସହ ବ୍ୟକ୍ତିଙ୍କୁ କ୍ରେନ୍ ଯୋଗେ ଉଠାଇନେଲା ପୋଲିସ; ଭିଡିଓ ଦେଖିଲେ…
ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ସେଥିରୁ କିଛି ମନୋରଞ୍ଜନଧର୍ମୀ ହୋଇଥିବା ବେଳେ କିଛି ଦେଖିଲେ ରାଗ ଲାଗିଥାଏ। ଏଭଳି ଏକ କ୍ରମରେ ମହରାଷ୍ଟ୍ରର ପୁଣେର ଏକ ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି।...
ପାଣି ଭିତରେ ଥାଇ ଏମିତି ଚତୁରତା ଦେଖାଉଛି ସାମୁଦ୍ରିକ ଜୀବ
ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ବେଲୁଗା ହ୍ବେଲ୍କୁ ଦେଖିବାକୁ ମିଳୁଛି। ଏଠାରେ ତାହାର...
ଆଜି ବିଶ୍ୱ ସଦ୍ଭାବନା ଦିବସ
ସବୁ ଜାତି, ଧର୍ମ, ବର୍ଣ୍ଣର ଲୋକଙ୍କ ମଧ୍ୟରେ ଜାତୀୟ ଏକତା ମନୋଭାବ ସହ ଶାନ୍ତି, ସ୍ନେହ ଏବଂ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟକୁ ଉତ୍ସାହିତ କରି ଭାରତକୁ ଏକ ବିକଶିତ ଦେଶ କରିବାର ସ୍ବପ୍ନ ଦେଖିଥିଲେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ।...
ଆଜି ବିଶ୍ୱ ମଶା ଦିବସ
ପ୍ରତିବର୍ଷ ଅଗଷ୍ଟ ୨୦କୁ ‘ବିଶ୍ୱ ମଶା ଦିବସ’ ଭାବରେ ପାଳନ କରାଯାଇଥାଏ। ଏହି ଦିବସର ଏକ ବିଶେଷତ୍ୱ ରହିଛି। ୧୮୯୭ ଅଗଷ୍ଟ ୨୦ରେ ସାର୍ ରୋନାଲ୍ଡ ରସ ମାଈ ଏନୋଫିଲିସ ମଶା କାମୁଡ଼ିଲେ ହଁି ମ୍ୟାଲେରିଆ ରୋଗ ହୋଇଥାଏ ବୋଲି...
Archives


