ଇତିହାସ ବଖାଣେ ନଦୀ
ପ୍ରାଚୀନ ମଣିଷ ସଭ୍ୟତା ନଦୀକୂଳରେ ହିଁ ଗଢ଼ି ଉଠିଥିଲା। ଚାଷ ବାସ ପିଇବା ପାଣିର ସୁବିଧା ସହିତ ନଦୀ ବାଟେ ସଭ୍ୟ ସମାଜର ବାଣିଜ୍ୟର ପଥ ମଧ୍ୟ ବିକଶିତ ହୋଇ ପାରିଥିଲା। ମାନବ ସଭ୍ୟତାର ଇତିହାସ ସହିତ ନଦୀ ଅତି ଅନ୍ତରଙ୍ଗ…
ଗର୍ଭ ନିରୋଧକ ହିଁ ବିକଳ୍ପ
ପୃଥିବୀର ଜନସଂଖ୍ୟା ଯୋଗୁ ସଙ୍କଟ ବଢ଼ିବାରେ ଲାଗିଛି। ଜନସଂଖ୍ୟା ବୃଦ୍ଧିର ବହୁ କାରଣ ରହିଛି। ସେଗୁଡ଼ିକ ମଧ୍ୟରେ ପାଠପଢ଼ାର ଅଭାବ, ଲୋକଙ୍କ ଆର୍ଥିକ ସ୍ଥିତି, ସ୍ବାସ୍ଥ୍ୟସେବାର ଅଭାବ ଆଦି ମୁଖ୍ୟ କାରଣ।ତେବେ ଜନସଂଖ୍ୟା ବୃଦ୍ଧିକୁ ରୋକିବା କ୍ଷେତ୍ରରେ ଗର୍ଭ ନିରୋଧକ ଏକ…
ସମୁଦ୍ର କୂଳରେ ସମୟ ବିତାଇବାକୁ ଚାହୁଁଥିଲେ ଦମ୍ପତି: ୯୦ ବର୍ଷରେ ପୂରଣ ହେଲା ଇଚ୍ଛା
ସମୁଦ୍ର କୂଳରେ କିଛି ମୁହୂର୍ତ୍ତ ବିତାଇବାକୁ ପ୍ରାୟ ସବୁ ଦମ୍ପତି ଚାହିଁଥାନ୍ତି। ମାତ୍ର ସୁଯୋଗ ଅଭାବରୁ କେହି କେହି ଏହି ସୁନ୍ଦର ଦୃଶ୍ୟକୁ ଉପଭୋଗ କରିଥାନ୍ତି ତ ଆଉ କାହା ଇଚ୍ଛା ଇଚ୍ଛାରେ ହିଁ ରହିଯାଇଥାଏ। ଆମେରିକାର କ୍ୟାରୋଲିନ୍ରେ ରହୁଥିବା ଏକ…
ଜାଣନ୍ତି ସମ୍ଭାବ୍ୟ ବାତ୍ୟାର ନାଁ କାହିଁକି ରହିଛି ‘ଗୁଲାବ’
ଇସଲାମାବାଦ: ଆପଣ ଜାଣନ୍ତି ପ୍ରତ୍ୟେକ ବାତ୍ୟାର କିଛି ନା କିଛି ନାମକରଣ କରାଯାଇଥାଏ। ମାତ୍ର ମନକୁ କେବେ ପ୍ରଶ୍ନ ଆସିନି ଏହି ବାତ୍ୟାର ନାଁ କାହିଁକି ଏମିତି ରଖାଯାଇଛି। ଆଜ୍ଞା ହଁ ଏପରି ନାମକରଣ କରିବା ପଛରେ ନିଶ୍ଚିତ କାରଣ ରହିଛି।…
କାନ ପାଇଁ ଗିନିଜ୍ ବୁକ୍ ରେକର୍ଡ କଲା କୁକୁର, ଲମ୍ବ ଜାଣିଲେ…
କୁକୁରର କାନ ସମସ୍ତେ ଦେଖିଥିବେ ମାତ୍ର ଏକ କୁକୁରର କାନର ଲମ୍ବ ଜାଣିଲେ ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। କାରଣ ଏହି କୁକୁର କାନର ଲମ୍ବ ୧୨.୩୮ ଇଞ୍ଚ। ଯେଉଁଥିପାଇଁ ଗିନିଜ୍ ବୁକ୍ ଅଫ୍ ଓ୍ବାଲର୍ଡ ରେକର୍ଡରେ କୁକୁରଟି ସ୍ଥାନ ପାଇଛି। ଗିନିଜ୍…
ଏକ କଖାରୁ ଉଠାଇବା ପାଇଁ ଆସିଲା କ୍ରେନ୍, ଏହାର ଓଜନ ଜାଣିଲେ…
ସମସ୍ତେ କଖାରୁ ଦେଖିଥିବେ ନିଶ୍ଚିତ। ମାତ୍ର ୧ କ୍ୱିଣ୍ଟାଲ ଓଜନର କଖାରୁ କେବେ ଦେଖିଛନ୍ତି। ଯଦି ନା ତେବେ ବାର୍ନେସିଭିଲ୍ରେ ଏପରି ଦେଖିବାକୁ ମିଳିଛି। ଏହି କଖାରୁରୁ ଓଜନ ଏତେ ଥିଲା ଯେ, ଉଠାଇବା ପାଇଁ କ୍ରେନ୍ ଦରକାର ପଡ଼ିଲା। ବାର୍ନେସିଭିଲ୍ର…
କରୋନାରେ ଚାଲିଗଲା ବାପାଙ୍କ ଜୀବନ, ମନେ ପକାଇବା ପାଇଁ ସିଲିକନ୍ରେ ପ୍ରତିମୂର୍ତ୍ତି ନିର୍ମାଣ କଲେ ପୁଅ
ମୁମ୍ବାଇ,୨୫ା୯: କରୋନାରେ ବାପାଙ୍କ ଦେହାନ୍ତ ହେବା ପରେ ଜଣେ ପୁଅ ତାଙ୍କୁ ମନେ ପକାଇବା ପାଇଁ ବାପାଙ୍କ ଅବିକଳ ପ୍ରତିମୂର୍ତ୍ତି ତିଆରି କରି ଘରେ ପୂଜାର୍ଚ୍ଚନା କରୁଛନ୍ତି। ଏପରିକି ଏହି ପ୍ରତିମୂର୍ତ୍ତିରେ ସବୁବେଳେ ପୋଷାକ ପରିବର୍ତ୍ତନ ବି କରାଯାଉଛି। ୨୦୨୦ରେ ମହାରାଷ୍ଟ୍ରର…
ସତ ହେଲା ବିଲେଇର ଭବିଷ୍ୟବାଣୀ, ଜାଣିଲେ…
ସାଧାରଣତଃ କୁହାଯାଏ, ପୃଥିବୀ ଉପରକୁ କିଛି ବିପତ୍ତି ଆସିଲେ ମଣିଷମାନଙ୍କ ପୂର୍ବରୁ ପଶୁପକ୍ଷୀଙ୍କୁ ଜଣାପଡ଼ିଥାଏ। ଏବେ ଏମିତି କିଛି ଘଟିଛି ଅଷ୍ଟ୍ରେଲିଆରେ। ଯେଉଁଠି ଏକ ବିଲେଇ ଭୂକମ୍ପ ଆସିବା ପୂର୍ବରୁ ଜାଣି ପାରି ଜଣେ ମହିଳାଙ୍କୁ ସତର୍କ କରିବା ସହ ସେହି…
ଭୁଲ ଭାବେ ମହିଳାଙ୍କ କେଶ କାଟିବା ପଡ଼ିଲା ମହଙ୍ଗା: ଏବେ ସେଲୁନକୁ ଦେବାକୁ ପଡ଼ିବ ୨ କୋଟି ଟଙ୍କାର କ୍ଷତିପୂରଣ
ନୂଆଦିଲ୍ଲୀ,୨୪।୯: ଦିଲ୍ଲୀର ଏକ ସେଲୁନରେ ଭୁଲ ଭାବେ ମହିଳାଙ୍କ କେଶ କାଟିବା ମହଙ୍ଗା ପଡିଛି। ଫଳରେ ସେଲୁନକୁ ୨ କୋଟି ଟଙ୍କାର କ୍ଷତି ପୂରଣ ଏବେ ଦେବାକୁ ପଡିବ। ଜାତୀୟ ଉପଭୋକ୍ତା ବିବାଦର ସମାଧାନ ଆୟୋଗ (ଏନସିଡିଆରଡିସି) ମହିଳାଙ୍କୁ ଦୁଇ କୋଟି…
କୁକୁର ଛୁଆକୁ ଟେକି ନେଇ ଗଛ ଉପରକୁ ଚଢ଼ିଗଲା ମାଙ୍କଡ଼, ୩ ଦିନ ପାଖରେ ରଖିବା ପରେ…
ମାଙ୍କଡ଼ ଏମିତି ଏକ ପ୍ରାଣୀ ଯିଏ କି ବହୁତ ଦୁଷ୍ଟ। ଏହାର ଚତୁରତା ଦେଖି ଲୋକେ ବି ବେଳେବେଳେ ଆନନ୍ଦିତ ହୁଅନ୍ତି। ସୋସିଆଲ ମିଡିଆରେ ଅନେକ ସମୟରେ ମାଙ୍କଡ଼ମାନେ ହଟହଟା କରୁଥିବାର ଭିଡିଓ ଭାଇରାଲ ହୋଇଥାଏ। ଏମାନେ ବେଳେବେଳେ ମଣିଷ ଏବଂ…
ବରଙ୍କ ପିଠିରେ ବସି କନ୍ୟା କରୁଥିଲେ ଡ୍ୟାନ୍ସ, ଆଉ ତା’ ପରେ…
ସୋସିଆଲ ମିଡିଆରେ ଅନେକ ସମୟରେ ଖୁବ୍ ମଜାଳିଆ ଭିଡିଓ ଭାଇରାଲ ହେଉଛି। ଯାହା ଲୋକଙ୍କୁ ହସର ଖୋରାକ ଯୋଗାଇଥାଏ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହା ଦେଖିଲେ ହସି ହସି ଗଡ଼ିବେ। ବିବାହରେ ବରକନ୍ୟା ଡ୍ୟାନ୍ସ କରିବା…
ଭାଲୁଛୁଆଙ୍କ ପୁଲ୍ ପାର୍ଟି; ଭିଡିଓ ଦେଖିଲେ…
ସୋସିଆଲ ମିଡିଆରେ ଅନେକ ମଜାଦାର ଭିଡିଓ ଭାଇରାଲ ହୋଇଥାଏ। ସେହିଭଳି କ୍ରମରେ ଏବେ ଭାଇରାଲ ହେଉଛି ଭାଲୁଛୁଆଙ୍କ ପୁଲ୍ ପାର୍ଟିର ଭିଡିଓ। ଖୋଲାପଡ଼ିଆରେ ପାଣିରେ ଖେଳୁଛନ୍ତି ସେମାନେ। ଲୋକମାନେ ଉକ୍ତ ଭିଡିଓକୁ ବେଶ୍ ପସନ୍ଦ କରୁଛନ୍ତି। ଟୁଇଟରରେ ଉକ୍ତ ଭିଡିଓକୁ @hopkinsBRFC21…
Archives


