ଫୁରସତ

ବରକନ୍ୟାଙ୍କ ସାମ୍ନାରେ ସମସ୍ତ ବିବାହ ଫଟୋ ଡିଲିଟ୍‌ କରିଦେଲେ ଫଟୋଗ୍ରାଫର, କାରଣ ଜାଣିଲେ…

ଜଣେ ଫଟୋଗ୍ରାଫର ଫଟୋଶୁଟ୍‌ ପାଇଁ ଏକ ବିବାହ ଉତ୍ସବକୁ ଯାଇଥିଲେ। କିନ୍ତୁ ବର ତାଙ୍କୁ ଏପରି ବ୍ୟବହାର କରିଥିଲେ ଯେ, ଏଥିରେ ସେ କ୍ରୋଧିତ ହୋଇ ତାଙ୍କ ସାମ୍ନାରେ ବିବାହ ଫଟୋ ଡିଲିଟ୍‌ କରିଥିଲେ। ଏହା ପରେ ସେ ସେଠାରୁ ଚାଲିଯାଇଥିଲେ।…

ଆଖିରେ ପଟି ବାନ୍ଧି ୫ ସେକେଣ୍ଡ୍‌ରେ ପିଆଜ କାଟୁଛନ୍ତି ଯୁବକ

ମୁମ୍ବାଇ,୨ା୧୦: ମହାରାଷ୍ଟ୍ରର ଜଣେ ଯୁବକ ଆଖିରେ ପଟି ବାନ୍ଧି ପିଆଜ କାଟି ପକାଉଛନ୍ତି। ଓ୍ବାଶିମ ଜିଲାର ସେଲୁ ବଜାରରେ ରହୁଥିବା ଜିତେଶଙ୍କ ଏପରି ଅଭିନବ କାମ ସମସ୍ତଙ୍କୁ ଚକିତ କରିଦେଇଛି। ଜିତେଶ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପଢ଼ିଛନ୍ତି। ତାଙ୍କ ପିତା ୩୫…

ଆଇସ୍କ୍ରିମ ଷ୍ଟିକ୍‌ରେ ଇଡ୍‌ଲି, ଫଟୋ ଭାଇରାଲ ପରେ ୟୁଜର୍ସ କହିଲେ…

ଖାଦ୍ୟ ସମସ୍ତଙ୍କ ପାଇଁ ଭିନ୍ନ ଭିନ୍ନ ହୋଇପାରେ। କିଛି ଲୋକ ଏହାକୁ ସରଳ ଭାବରେ ପସନ୍ଦ କରନ୍ତି ତ ଆଉ କିଛି ଲୋକ ଏହାକୁ ନୂତନତ୍ୱ ସହିତ ପସନ୍ଦ କରନ୍ତି। ଖାଦ୍ୟ ଉଦ୍ଭାବନ ପାଇଁ ଇଣ୍ଟରନେଟ୍‌ ସ୍କୋର୍‌ ବି ହୋଇପାରେ। କାରଣ…

ଏକଲାପଣ ଦୂର କରିବାକୁ ଏମିତି ପଦକ୍ଷେପ ନେଲେ ଯୁବକ, ଏବେ ଲାଗୁଛି ଯୁବତୀଙ୍କ ଲମ୍ବା ଲାଇନ୍‌

କରୋନା ମହାମାରୀ ଯୋଗୁ ଅଧିକାଂଶ ଲୋକଙ୍କ ଜୀବନଶୈଳୀରେ ଅନେକ ପରିବର୍ତ୍ତନ ଆସିଛି। ଏହି ସମୟ ମଧ୍ୟରେ କିଛି ଲୋକ ଲକ୍‌ଡାଉନ୍‌ ହେତୁ ବହୁତ ଉଦାସୀନ ଥିଲେ। ଫଳରେ ଅଜବ ପଦକ୍ଷେପ ସବୁ ଗ୍ରହଣ କରିଛନ୍ତି। ଏମିତି ଏକ ଘଟଣା ସାମ୍ନାକୁ ଆସିଛି।…

ସର୍ବବୃହତ ତ୍ରିରଙ୍ଗା, ଓଜନ ୧୪୦୦ କିଲୋଗ୍ରାମ୍‌…

ଲେହ,୨।୧୦: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୨ତମ ଜୟନ୍ତୀ ଅବସରରେ ଲଦାଖର ଲେହରେ ଖଦୀରେ ନିର୍ମିତ ସର୍ବବୃହତ ଭାରତୀୟ ଜାତୀୟ ପତାକା ତ୍ରିରଙ୍ଗାର ଉନ୍ମୋଚନ କରାଯାଇଛି। ସେନାମୁଖ୍ୟ ଏମ୍‌.ଏମ୍‌. ନରାଓ୍ବଣେ ଏବଂ ଲଦାଖର ଉପରାଜ୍ୟପାଳ ଆର୍‌.କେ. ମାଥୁରଙ୍କ ଦ୍ୱାରା ଏହା ଉନ୍ମୋଚିତ…

ପ୍ରେସର କୁକର୍‌କୁ ବିବାହ କରି ଚର୍ଚ୍ଚାରେ ଏହି ଯୁବକ; ଫଟୋ ଶେୟାର କରି…

ବିବାହ ସମସ୍ତଙ୍କ ପାଇଁ ସ୍ବତନ୍ତ୍ର ହୋଇଥାଏ। ସେ ପୁଅ ହୁଅନ୍ତୁ ଅବା ଝିଅ, ଏହି ଦିନକୁ ନେଇ ସମସ୍ତେ କିଛି ନା କିଛି ସ୍ବପ୍ନ ଦେଖିଥାନ୍ତି। ଜୀବନସାଥୀ ତାଙ୍କୁ ବହୁତ ଭଲପାଆନ୍ତୁ ବୋଲି ସମସ୍ତେ ଚାହାନ୍ତି। ହେଲେ ବିବାହକୁ ନେଇ ଏପରି…

ଆଖି ପିଛୁଳାକେ ମହିଳାଙ୍କ ପଛରୁ ଆସୁଛି ବାଘ, ଆଉ ତା’ ପରେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

କମୁଛି ପୃଥିବୀର ଉଜ୍ଜ୍ୱଳତା

ଓ୍ବାଶିଂଟନ, ୨।୧୦(ପି.ଟି.): ଜଳବାୟୁ ପରିବର୍ତ୍ତନ ଯୋଗୁ ସମୁଦ୍ର ଜଳର ଉତ୍ତାପ ବଢ଼ିବା ଫଳରେ ପୃଥିବୀର ଉଜ୍ଜ୍ୱଳତା ହ୍ରାସ ପାଉଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ୨୦ ବର୍ଷ ପୂର୍ବେ ପୃଥିବୀ ପ୍ରତି ବର୍ଗମିଟରରେ ଯେତିକି ଆଲୋକ ପ୍ରତିଫଳନ କରୁଥିଲା ଏବେ ତା’ଠାରୁ ଅଧା…

ବିବାହର ୪ ଦିନ ପରେ ଡିଭୋର୍ସ ଦେଲେ ହାସ୍ୟ ଅଭିନେତା

ଇଣ୍ଡୋନେସିଆ,୧।୧୦: ବହୁତ ସମୟରେ ମଣିଷ ମାନଙ୍କର ଅଜବ ହରକତ ଦେଖିବାକୁ ମିଳେ। ନିଜର ଅଜବ ହରକତ ଯୋଗୁ ଏବେ ଜଣେ ବ୍ୟକ୍ତି ଭାଇରାଲ ହେବାରେ ଲାଗିଛନ୍ତି। ଇଣ୍ଡୋନେସିଆର ଖୋଇରୁଲ ଆନାମ ନାମକ ଜଣେ ବ୍ୟକ୍ତି ରାଇସକୁକର୍‌କୁ ବିବାହା ହୋଇ ପୁଣି ୪…

ଗୋଟିଏ ନାଗୁଣୀ ପାଇଁ ଲଢ଼ିଲେ ୩ ସାପ, ଭିଡିଓ ଦେଖିଲେ…

ଅଷ୍ଟ୍ରେଲିଆରେ ଏକ ନାଗୁଣୀ ପାଇଁ ୩ ନାଗ ସାପ ଲଢ଼ିଥିଲେ। ଏହି ସାପର କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏକ ରିପୋର୍ଟରୁ ଜଣାପଡ଼ିଛି, ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟରେ ଦୁଇ ସ୍ନେକ୍‌ ହେଲ୍ପ ଲାଇନରଙ୍କୁ ସାପ ଥିବା…

ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ: ମହାମାରୀ ଆମ ପାଇଁ ଚ୍ୟାଲେଞ୍ଜ

ଦେଢ଼ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା କରୋନା ମହାମାରୀ ସାରା ବିଶ୍ୱକୁ ତ୍ରସ୍ତ କରିଦେଇଛି। ଆରମ୍ଭରୁ ବରିଷ୍ଠ ନାଗରିକମାନେ କରୋନାରେ ଅଧିକ ଆକ୍ରାନ୍ତ ହୋଇଥିଲେ। ଏହା ସେମାନଙ୍କ ପାଇଁ ଥିଲା ଏକ ଚ୍ୟାଲେଞ୍ଜ। ମହାମାରୀକୁ ମୁକାବିଲା ସହ ଏବେ ସୁସ୍ଥ ଜୀବନ ବିତାଉଥିବା…

ସଖାରାମ ବାଇଣ୍ଡର

ପ୍ରଖ୍ୟାତ ମରାଠୀ ଔପନ୍ୟାସିିକ ବିଜୟ ତେନ୍ଦୁଲକରଙ୍କର ଚର୍ଚ୍ଚିତ ମରାଠୀ ନାଟକ ‘ସଖାରାମ ବାଇଣ୍ଡର’କୁ ଆଧାର କରି ପ୍ରସ୍ତୁତ ହୋଇଛି ଓଡ଼ିଆ ସିନେ ନାଟକ ‘ସଖାରାମ ବାଇଣ୍ଡର’। ଅଭିନେତା ଅସୀତ କୁମାର ପାତ୍ର ଏହାର ଓଡ଼ିଆ ଭାଷାନ୍ତର କରିବା ସହ ନାଟକର ମୁଖ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri