ଫୁରସତ

ଗାଈ ପେଟରୁ ୨୦ ଗ୍ରାମ୍‌ର ସୁନାଚେନ ବାହାର କରିବା ଲାଗି ହେଲା ଏପରି…

ବେଙ୍ଗାଲୁରୁ, ୧୬।୧୨: ଦୀପାବଳିରେ ଗାଈକୁ ପୂଜା କରିବା ସମୟରେ ଭୁଲରେ ଖାଦ୍ୟ ସହ ୨୦ ଗ୍ରାମର ସୁନା ଚେନ ପେଟକୁ ଚାଲିଯାଇଥିଲା। ଏଭଳି ଘଟଣା କର୍ନାଟକର ସିରସିରେ ଘଟିଛି। ଏନେଇ ମାଲିକଙ୍କ ଚିନ୍ତା ବଢ଼ିବାରେ ଲାଗିଲା। ୩୫ ଦିନ ପର୍ଯ୍ୟନ୍ତ ଗାଈକୁ…

ମାଟି ମା’ ପାଇଁ ଜୀବନ ଉତ୍ସର୍ଗ

ମାଟିର ମା’ର ସୁରକ୍ଷା ପାଇଁ ଭାରତୀୟ ସେନା ସବୁବେଳେ ଜୀବନକୁ ଉସର୍ଗ କରିଥାନ୍ତି। ୧୯୭୧ ପାକିସ୍ତାନ ସହିତ ଯୁଦ୍ଧରେ ଭାରତୀୟ ସଶସ୍ତ୍ର ବାହିନୀର ବିଜୟକୁ ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ଡିସେମ୍ବର ୧୬ ରେ ବିଜୟ ଦିବସ ପାଳନ କରାଯାଇଥାଏ। ଏହି…

ଭିକାରିଙ୍କ ପୋଷାକରୁ ଟଙ୍କା ବର୍ଷା, ଭିଡ଼ିଓ ଭାଇରାଲ…

ନାଗଡା, ୧୫।୧୨: ମଧ୍ୟପ୍ରଦେଶର ଉଜ୍ଜୟନୀ ଜିଲାର ନାଗଡା ଜଙ୍କଶନରେ ଜଣେ ଭିକାରୀଙ୍କ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ମାନସିକ ବିକୃତ ଭିକାରି ଜଣଙ୍କ ଭିକ ମାଗୁଥିବା ବେଳେ କ୍ରୋଧରେ ନିଜର ପୋଷାକ ଫିଙ୍ଗିଥିବାର ଭିଡ଼ିଓରେ ଦେଖିବାକୁ ମିଳୁଛି।…

ଚା’ କିଲୋ ୯୯,୯୯୯ ଟଙ୍କା

ଗୁଆହାଟୀ,୧୪।୧୨:: ଆସାମର ଦିବ୍ରୁଗଡ ଜିଲାର ଏକ ସ୍ବତନ୍ତ୍ର ଚା’ ମଙ୍ଗଳବାର ୯୯.୯୯୯ ଟଙ୍କାରେ ନିଲାମ ହୋଇଛି। ଦେଶର କୌଣସି ଚା’ ନିଲାମରେ ଏହା ସର୍ବାଧିକ ମୂଲ୍ୟ ବୋଲି ଜଣାପଡିଛି। ମନୋହରୀ ଚା’ ଇଷ୍ଟେଟ ପକ୍ଷରୁ ‘ମନୋହରୀ ଗୋଲ୍ଡ’ କିସମର ଏକ କିଲୋ…

୫ ବର୍ଷ ମଧ୍ୟରେ ବୁଡ଼ିଯିବ ମୁମ୍ବାଇ ଭଳି ବହୁ ସହର,ଭାଙ୍ଗୁଛି ବିଶାଳକାୟ ହିମ ପାହାଡ଼…

ଓ୍ବାଶିଂଟନ, ୧୪।୧୨: ଆଣ୍ଟାର୍କଟିକାରେ ବିଶାଳକାୟ ହିମପାହାଡ଼ରେ ଫାଟ ଦେଖାଦେଇଛି। ଏହି ହିମ ପାହାଡ଼ର ଲମ୍ବ ୧୭୦,୩୧୨ କିଲୋମିଟର। ଏହା ଆମେରିକାର ଫ୍ଲୋରିଡା ରାଜ୍ୟ ସହିତ ସମାନ ବୋଲି ପରିବେଶବିତ୍‌ ମତପୋଷଣ କରିଛନ୍ତି। ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ଏହି ହିମ ପାହାଡ଼…

ଏହି ୫ ପଶୁଙ୍କୁ ସ୍ବପ୍ନରେ ଦେଖିବା ଶୁଭ

ସ୍ବପ୍ନ ଶାସ୍ତ୍ର ଅନୁଯାୟୀ, ସ୍ବପ୍ନ ଭବିଷ୍ୟତର ଘଟଣାଗୁଡ଼ିକୁ ସୂଚିତ କରେ। ଆହୁରି ମଧ୍ୟ, ସ୍ବପ୍ନ ରେ ଦେଖାଯାଉଥିବା ଜିନିଷଗୁଡ଼ିକ ବିଭିନ୍ନ ପ୍ରକାରର ସଙ୍କେତ ଦେଇଥାଏ। ସ୍ବପ୍ନରେ କିଛି ଜିନିଷ ଦେଖିବା ଶୁଭ ଅଟେ ଏବଂ ଅନ୍ୟ କିଛି ଜିନିଷ ଏକ ଅଶୁଭ…

ବରଫ ଆଚ୍ଛାଦିତ ହ୍ରଦରେ ଫସି ରହିଥିବା କୁକୁରକୁ ଉଦ୍ଧାର କଲେ ଦୁଇ ପୋଲିସ କର୍ମଚାରୀ

ପଶୁପକ୍ଷୀ ଉଦ୍ଧାର ହେବାର ଭିଡିଓ ସୋସିଆଲ ମିଡିଆରେ ଅନେକ ସମୟରେ ଚର୍ଚ୍ଚାରେ ରହିଥାଏ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଦୁଇଜଣ ପୋଲିସ କର୍ମଚାରୀ ଗୋଟିଏ କୁକୁରକୁ ବରଫରୁ ଉଦ୍ଧାର କରୁଥିବା ଦେଖିବାକୁ ମିଳିଛି। ଭିଡିଓଟି…

ମିସ ୟୁନିଭର୍ସ ବିଜେତାଙ୍କୁ ମିଳିଥାଏ ଏସବୁ ସୁବିଧା

ନୂଆଦିଲ୍ଲୀ,୧୩।୧୧: ଭାରତର ହର୍‌ନାଜ୍‌ ସାନ୍ଧୁ ମିସ ୟୁନିଭର୍ସ ୨୦୨୧ ମୁକୁଟ ପିନ୍ଧିଛନ୍ତ। ପଞ୍ଜାବର ହର୍‌ନାଜ୍‌ ୨୧ ବର୍ଷ ପରେ ମିସ ୟୁନିଭର୍ସ ଟାଇଟେଲ ଜିତିବାରେ ସଫଳ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ସାନ୍ଧୁଙ୍କୁ ମେକ୍ସିକୋର ପୂର୍ବତନ ମିସ ୟୁନିଭର୍ସ ୨୦୨୦ ଆଣ୍ଡ୍ରେୟା ମେଜା…

ନିଜଠାରୁ ୧୫ ବର୍ଷ ସାନ ପ୍ରେମିକଙ୍କୁ ଏମିତି ଦାମୀ ଉପହାର ଦେଲେ ମହିଳା

ଆମେରିକାର ଜଣେ ୪୪ ବର୍ଷୀୟା ମହିଳା ତାଙ୍କଠାରୁ ୧୫ ବର୍ଷ ସାନ ବୟଫ୍ରେଣ୍ଡ ବା ପ୍ରେମିକଙ୍କୁ ଏକ ଦାମୀ କାର୍‌ ଗିଫ୍ଟ ଦେଇଛନ୍ତି। ଜୁଲି ନାମକ ଏହି ମହିଳା ତାଙ୍କ ପ୍ରେମିକ ଜ୍ୟାକ୍‌ଙ୍କ ପାଇଁ ସବୁବେଳେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ…

ସଫଳତା ପଛରେ ଥିଲା ଉଦାରତା

ଶ୍ରୀପଦ୍ମକେଶର ନିର୍ମାଣ ସହିତ ରୂପାସଗଡ଼ ମୂଳରୁ ଜଡ଼ିତ ଥିଲା। ନରସିଂହଦେବ ରୂପାସ-ଗଡ଼କୁ ଗୁରୁତ୍ୱ ଦେବା ସହିତ ଓଡ଼ିଶାର ଆଶ୍ଚର୍ଯ୍ୟମୟ ଶ୍ରୀପଦ୍ମକେଶର ମନ୍ଦିର ନିର୍ମାଣ କାର୍ଯ୍ୟରେ ସାମିଲ କରିଥିଲେ। ଯେତେବେଳେ ପଥର ବୁହାହୋଇ ଯିବା ପାଇଁ ଜଳପଥ ନିର୍ଦ୍ଦିଷ୍ଟ ହେଲା, ସେତେବେଳେ କାଦୁଆ…

ଧିରେ ଧିରେ ସାପ ମୁହଁକୁ ହାତ ନେଉଛନ୍ତି ବ୍ୟକ୍ତି, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ନିଆରା ଢଙ୍ଗରେ ପ୍ରେମ ନିବେଦନ

ବୋଧହୁଏ ପ୍ରେମଠାରୁ ଦୁନିଆରେ ଅଧିକ କିଛି ସୁନ୍ଦର ନାହିଁ। ଅନେକ ପ୍ରେମ କାହାଣୀ ଶୁଣିଥିବେ, ଯାହା ହୃଦୟକୁ ଛୁଁଇଯାଏ। ଲୋକମାନେ ସେମାନଙ୍କର ପ୍ରେମକୁ ପ୍ରକାଶ କରିବାକୁ ଏମିତି ପଦ୍ଧତି ଅବଲମ୍ବନ କରନ୍ତି, ଯାହାଦ୍ୱାରା ସେମାନଙ୍କ ପ୍ରେମ ସ୍ମରଣୀୟ ହୋଇ ରହେ। ବେଳେବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?