ବିଶ୍ୱର ସବୁଠୁ ଛୋଟ ବଡି ବିଲ୍ଡର
କମ୍ ଉଚ୍ଚତା ସମସ୍ତଙ୍କ ପାଇଁ ସମସ୍ୟା ସୃଷ୍ଟି କରେ। ସାଧାରଣତଃ ସମାଜର କିଛି ଲୋକ ସେମାନଙ୍କୁ ଥଟ୍ଟା ପରିହାସ ମଧ୍ୟ କରିଥାନ୍ତି। ଯେଉଁଥିପାଇଁ ସେମାନେ ନିଜକୁ ଲଜ୍ଜିତ ମନେ କରନ୍ତି। କିନ୍ତୁ ଜଣେ ଭାରତୀୟ ବଡି ବିଲ୍ଡର ନିଜର ଉଚ୍ଚତାକୁ ଅସ୍ତ୍ର…
କାଠରେ ତିଆରି ହେଉଛି ୨୦୪ ଫୁଟ ଉଚ୍ଚର ଜାହାଜ, ଖର୍ଚ୍ଚ ହେବ…
ଗୁଜରାଟର ମାଣ୍ଡଭିରେ ଏକ ବିରାଟ ଜାହାଜ ତିଆରି ହେଉଛି। ତାହା ପୁଣି କାଠରେ। ଏହି ଜାହାଜର ଉଚ୍ଚତା ୨୦୪ ଫୁଟ ହୋଇଥିବା ବେଳେ ଏଥିରେ ୯ଟି କୋଠରି କରାଯିବ। ଏଥିରେ ୧୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ। ଏହା ନିତ୍ୟ…
ଉଚ୍ଚ ପାହାଚର ରେଲିଂ ଦେଇ ତଳକୁ ଖସୁଛି ମାଙ୍କଡ଼, ଭିଡିଓ ଦେଖିଲେ…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ମହିଳାଙ୍କ ବିକାଶରେ ପୃଥିବୀର ବିକାଶ
ପାରିବାରିକ ଜୀବନରେ ମହିଳାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେହିପରି ସମାଜ ତଥା ଦେଶ ଏବଂ ସର୍ବୋପରି ପୃଥିବୀର ସାମଗ୍ରିକ ବିକାଶରେ ମହିଳାଙ୍କର ଭୂମିକା ଅପରିହାର୍ଯ୍ୟ ହୋଇଥାଏ। ମହିଳାଙ୍କ ବିକାଶ ମାଧ୍ୟମରେ ଯେକୌଣସି ଦେଶର ବିକାଶ ସମ୍ଭବ ହୋଇପାରିଥାଏ। ମାତ୍ର ମହିଳାଙ୍କ ଉପରେ…
ଗୋବରରୁ ଉତ୍ପନ୍ନ ହେବ ବିଜୁଳି
ଗାଈ ଗୋବରର ଉପକାରିତା ବିଷୟରେ ବହୁତ ଶୁଣିଥିବେ। ବାୟୋଗ୍ୟାସ, ଗୋବର ଗ୍ୟାସ, ଖତ ଏବଂ ଗୋବରରୁ ଦୀପ ତିଆରି ହୋଇଥିବା ସମ୍ପର୍କରେ ବି ପୂର୍ବରୁ ଜାଣିଥିବେ। ଏଥିସହିତ କିଛି ଲୋକ ଗୋବର ଖାଇବାର ଉପକାରିତା ବିଷୟରେ ମଧ୍ୟ କହିଥିବା ଶୁଣିଥିବେ। ନିକଟରେ…
ବେଦୀରୁ ବରଙ୍କୁ ଉଠାଇନେଲା ପୋଲିସ, ପଛେ ପଛେ ଦୌଡ଼ିଲେ କନ୍ୟା; କାରଣ ଜାଣିଲେ…
ଏକ ବିବାହ ଉତ୍ସବ ଚାଲିଥିବାବେଳେ ପୋଲିସ ପହଞ୍ଚି ବରଙ୍କୁ ଉଠାଇ ନେଇଛି। ବେଦୀ ନିକଟରୁ ବରଙ୍କୁ ପୋଲିସ ନିଜ ଗାଡ଼ିରେ ବସାଇ ନେଇ ଯାଇଛି। ଏହା ଦେଖି ଉପସ୍ଥିତ ଅତିଥି ଏବଂ କନ୍ୟା ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏପରିକି ବରଙ୍କୁ ପୋଲିସ ନିକଟରୁ…
ଶପିଂ କରିବାକୁ ଯାଇ ରାସ୍ତା ଭୁଲିଗଲେ ଜାପାନ ରାଜକୁମାରୀ
ଟୋକିଓ,୨୪ା୧୧: ଜାପାନର ରାଜକୁମାରୀ ମାକୋ ବିଳାସମୟ ଜୀବନ ଏବଂ କୋଟିକୋଟି ଟଙ୍କାର ସମ୍ପତ୍ତି ଛାଡ଼ି ଜଣେ ସାଧାରଣ ଲୋକଙ୍କୁ ବିବାହ କରି ଚର୍ଚ୍ଚାରେ ରହିଛନ୍ତି। ମାକୋ ଏବେ ସ୍ବାମୀ କେଇ କୋମୁରୋଙ୍କ ସହ ଜାପାନ ଛାଡ଼ି ଆମେରିକାରେ ରହୁଛନ୍ତି। ଏହା ମଧ୍ୟରେ…
ଭାରତର ଏହି ଗାଁରେ ଲିଭ୍-ଇନ୍ରେ ରହୁଛନ୍ତି ମହିଳା-ପୁରୁଷ: ପଛରେ ରହିଛି ଏହି କାରଣ
ଝାଡଖଣ୍ଡର ଏକ ଗାଁରେ ଲୋକମାନେ ବର୍ଷ ବର୍ଷ ଧରି ବିନା ବିବାହରେ ଏକାଠି ରହୁଛନ୍ତି। ପୂର୍ବ ସିଂହଭୂମର ଏହି ଗାଁର ଅନ୍ୟ ଗ୍ରାମ ପରି ଲୋକଙ୍କ ପାଖରେ ଏକ ପରିବାର ଏବଂ ଘର ଅଛି, କିନ୍ତୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ଏପରି…
କୁକୁର ଉଇକେଟ୍ କିପିଂ ସହ କରୁଛି ଫିଲ୍ଡିଂ: ସଚିନ ଦେଖି ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ,୨୩।୧୧: ଭାରତର ପୂର୍ବତନ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ସୋସିଆଲ ମିଡିଆରେ ବହୁତ ସକ୍ରିୟ। ସୋମବାର ସେ ଏକ ଭିଡିଓ ଶେୟାର କରିଛନ୍ତି ଯାହାକୁ ବହୁତ ପସନ୍ଦ କରାଯାଉଛି। ଭିଡିଓରେ ଗୋଟିଏ କୁକୁର ଉଇକେଟ କିପର ଦାୟିତ୍ୱ ନିର୍ବାହ କରୁଛି ଏବଂ ଫିଲ୍ଡିଂ…
ବିବାହ ପରେ ପ୍ରତିବର୍ଷ ଗର୍ଭବତୀ ହୋଇଆସୁଛନ୍ତି ଏହି ମହିଳା, ଏପର୍ଯ୍ୟନ୍ତ ଦେଲେଣି ଏତିକି ଶିଶୁ ଜନ୍ମ
ୱାଶିଂଟନ,୨୩।୧୧: ଜଣେ ଆମେରିକୀୟ ମହିଳା ତାଙ୍କ ବିବାହ ପରଠାରୁ ପ୍ରାୟ ପ୍ରତିବର୍ଷ ଗର୍ଭବତୀ ହୋଇ ଆସୁଛନ୍ତି। ଖୁବଶୀଘ୍ର ତାଙ୍କର ଦ୍ୱାଦଶ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି। ତେବେ ମହିଳା ଏଥିପାଇଁ ଅନେକ ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି। ତାଙ୍କୁ ସୋସିଆଲ ମିଡିଆରେ ମଧ୍ୟ…
ସ୍ତ୍ରୀଙ୍କୁ ଏମିତି ଉପହାର ଦେଲେ ସ୍ବାମୀ, ଦେଖିଲେ କହିବେ…
ମଧ୍ୟପ୍ରଦେଶରେ ରହୁଥିବା ଶିକ୍ଷାବିତ୍ ଆନନ୍ଦ ପ୍ରକାଶ ଚକ୍ସି ତାଙ୍କ ସ୍ତ୍ରୀଙ୍କୁ ଏକ ଘର ଉପହାର ଦେଇଛନ୍ତି। ଏହି ଘରଟି ଦେଖିବାକୁ ତାଜମହଲ ପରି। ମଧ୍ୟପ୍ରଦେଶର ଐତିହାସିକ ସହର ବୁରହାନପୁରର ବାସିନ୍ଦା ଆନନ୍ଦ ପ୍ରକାଶଙ୍କ କହିବାନୁସାରେ, ସେ ଦୀର୍ଘ ସମୟ ଧରି ଏପରି…
ଦେଶର ଅର୍ଥନୀତିକୁ ହାତୀ ସହ ତୁଳନା କଲେ ଆନନ୍ଦ ମହିନ୍ଦ୍ରା: ଦେଖନ୍ତୁ ମଜାଦାର ଭିଡିଓ
ନୂଆଦିଲ୍ଲୀ,୨୨।୧୧: ମହିନ୍ଦ୍ରା ଗ୍ରୁପ୍ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ବହୁତ ସକ୍ରିୟ। ସେ ପ୍ରତିଦିନ କିଛି ନୂଆ ନୂଆ ମଜାଦାର ଶିକ୍ଷଣୀୟ ଭିଡିଓ ଶେୟାର କରନ୍ତି। ବିଶେଷ କଥା ହେଉଛି ତାଙ୍କ ପୋଷ୍ଟ ଦେଖିବାକୁ ଲୋକଙ୍କ ମଧ୍ୟରେ ଆଗ୍ରହ ଥାଏ।…
Archives


