ଟିକା ଭୟରେ ଗଛରେ ଚଢ଼ିଲେ…
ପୁଡୁଚେରୀ, ୨୯।୧୨: ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ଟିକାକରଣ ଅଭିଯାନ ଜାରି ରହିଛି। ତେବେ ବିଭିନ୍ନ କାରଣରୁ କେତେକ ଲୋକେ ଟିକା ନେବାକୁ ଭୟ କରୁଛନ୍ତି। ଟିକା…
୪୦ ଲକ୍ଷ ଟଙ୍କାର ଚାକିରି ଛାଡ଼ି ସଫେଇ କାମ କଲେ ମହିଳା, କାରଣ ଜାଣିଲେ…
ଜଣେ ମହିଳା ମାସକୁ ୪୦ ଲକ୍ଷ ଟଙ୍କା ଦରମା ପାଉଥିଲେ। ମାତ୍ର ଚାକିରି ଛାଡ଼ି ସେ ସଫେଇ କାମ କରିବାରେ ଲାଗିଲେ। ଏହି ମହିଳାଙ୍କ ନାମ କ୍ଲେୟର ବର୍ଟନ। ସେ ବ୍ରିଟେନରେ ରୁହନ୍ତି। କ୍ଲେୟରଙ୍କ କହିବା ଅନୁଯାୟୀ, ସଫେଇ କରିବା କାମ…
ରିସେପ୍ଶନ ପାର୍ଟି ବାତିଲ ଟଙ୍କାରେ ନବଦମ୍ପତି କଲେ ଏମିତି କାର୍ଯ୍ୟ
ଆବୁଧାବି,୨୯ା୧୨: ବିବାହ କରିଥିବା ନବଦମ୍ପତ୍ତି ରିସେପଶନ ପାର୍ଟିକୁ ବାତିଲ କରିଛନ୍ତି। ଏହି ଦମ୍ପତି ଯେଉଁ ମହାନ କାମ କରିଛନ୍ତି, ଆପଣ ବି ଜାଣିଲେ ପ୍ରଶଂସା କରିବେ। ବିଶାଳ ଜୈନ ଏବଂ ସେଜଲ ଯୋଶୀ ନାମକ ଯୋଡ଼ି ନଭେମ୍ବର ୧୫ରେ ଆବୁଧାବିରେ ବିବାହ…
ପ୍ରେମିକାଙ୍କୁ ସର୍ପ୍ରାଇଜ୍ ଦେବା ପାଇଁ ୨୪୦୦ କିମି ଯାତ୍ରା କରି ଆସିଥିଲେ ପ୍ରେମିକ: ଆଉ ତା’ପରେ ଯାହା ଦେଖିଲେ…
ଆଜିକାଲି ପ୍ରେମରେ ଧୋକା ଏକ ସାଧାରଣ ଘଟଣା ହୋଇଗଲାଣି। କେଉଁଠି ପ୍ରେମିକା ପ୍ରେମିକଙ୍କୁ ଧୋକା ଦେଲେଣି ତ ଆଉ କେଉଁଠି ପ୍ରେମିକ ପ୍ରେମିକାଙ୍କୁ ଛାଡି ଚାଲିଯିବା ଘଟଣା ସାମ୍ନାକୁ ଆସୁଛି। ନିକଟରେ ଚାଇନାରେ ସେମିତି ଏକ ମାମଲା ଘଟିଛି। ଜଣେ ଚାଇନିଜ…
ନିଖୋଜ ‘ମଜ୍ନୁ’ଙ୍କ ଲାଗି ଦିଆଗଲା ଏଭଳି ବିଜ୍ଞାପନ; ପଢ଼ିଲେ ମୁଣ୍ଡରେ ହାତ ଦେବେ…
ସୋସିଆଲ ମିଡିଆରେ ଏଭଳି କିଛି ଜିନିଷ ଦେଖିବାକୁ ମିଳେ, ଯାହାର ବାସ୍ତବତା ଚକିତ କରେ। କାରଣ ସେଗୁଡ଼ିକୁ ବିଶ୍ୱାସ କରିବା କଷ୍ଟକର। ଏବେ ସେଭଳି ଏକ ବିଜ୍ଞାପନ ବେଶ ଆଲୋଚନାର ବିଷୟ ପାଲଟିଛି। ଉକ୍ତ ବିଜ୍ଞାପନଟି କୋଲକାତାର ଶେରଓ୍ବାନି ବିକ୍ରେତାଙ୍କର। ଭାଇରାଲ…
ରତନ ଟାଟାଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି
ଆଜି ବିଶ୍ୱର ପ୍ରସିଦ୍ଧ ଶିଳ୍ପପତି ରତନ ଟାଟା ୮୪ତମ ଜନ୍ମଦିନ ପାଳନ କରୁଛନ୍ତି। ରତନ ଟାଟା କେବଳ ଇଣ୍ଡଷ୍ଟ୍ରିରେ ସଫଳତା ପାଇଁ ଜଣାଶୁଣା ନୁହଁନ୍ତି, ବରଂ ସେ ତାଙ୍କ ବ୍ୟକ୍ତିତ୍ୱ ସହିତ ଏକ ଭିନ୍ନ ପରିଚୟ ମଧ୍ୟ ଦେଇଛନ୍ତି। ଯେତେବେଳେ ବି…
ସ୍ମୃତିରେ ୨୦୨୧ (ନାରୀ)
ଖୁବ୍ କମ୍ ଦିନ ମଧ୍ୟରେ ବିଦାୟ ନେବ ବର୍ଷ ୨୦୨୧। ଏହି ବର୍ଷ ମଧ୍ୟରେ ଅନେକ ମହିଳା ବିଭିନ୍ନ କ୍ଷେତ୍ରରେ ନିଜକୁ ଅନନ୍ୟ ପ୍ରମାଣିତ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରମୁଖ କେତେଜଣଙ୍କ ସମ୍ପର୍କରେ… ପ୍ରଥମ ଥର…
ହୃଦୟ ଜିତିଲେ ରାସ୍ତା କଡ଼ରେ ବସି ପିଜ୍ଜା ଖାଉଥିବା ଗରିବ ବ୍ୟକ୍ତି
ଦୁନିଆରେ ଏମିତି ଅନେକ ବ୍ୟକ୍ତି ଅଛନ୍ତି, ଯେଉଁମାନଙ୍କ ପାଖରେ ଟଙ୍କା, ପୋଷାକ କିମ୍ବା ଘର ନ ଥାଏ ସତ, କିନ୍ତୁ ବଡ଼ ହୃଦୟ ଥାଏ। ଆଜିର ସମୟରେ ଆମେ ସବୁକିଛିର ଉଦାହରଣ ସୋସିଆଲ ମିଡିଆ ମାଧ୍ୟମରେ ଦେଖିବାକୁ ପାଇଥାଉ। ନିକଟରେ ସେମିତି…
ମଣିଷ ପରି ଛୁଆ ଜନ୍ମ ଦେଲା ଛେଳି: ଦେଖିବାକୁ ଲୋକଙ୍କ ଭିଡ
ଗୁଆହାଟୀ,୨୮।୧୨:ଏକ ପଶୁ ମଣିଷ ଛୁଆ ଜନ୍ମ ଦେବା ନିହାତି ଏକ ଆଶ୍ଚର୍ଯ୍ୟଜନକ ଖବର। ଆସାମ ରାଜ୍ୟର କଚାର ଜିଲାରେ ମଣିଷ ପରି ଏକ ସନ୍ତାନ ଜନ୍ମ ଦେଇଛି ଛେଳି। ଏହି ଛୁଆକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଭିଡ ଜମିଛି। କୁହାଯାଇଛି…
ଅନ୍ଲାଇନ୍ରେ ଅର୍ଡର କରିଥିଲେ ଲକ୍ଷେ ଟଙ୍କିଆ ଆଇଫୋନ୍: ପାର୍ସଲ ଖୋଲିବା ପରେ ଉଡିଗଲା ହୋଶ୍
ଆଜିକାଲି ଅନ୍ଲାଇନ୍ ଯୁଗ। ମୋବାଇଲ୍ରେ ଅର୍ଡର ଦେଲେ ଖାଦ୍ୟଠାରୁ ଆରମ୍ଭ କରି ଦୈନନ୍ଦିନ ଜୀବନର ଆବଶ୍ୟକ ଜିନିଷ ଆସି ଘରେ ପହଞ୍ଚି ଯାଉଛି। କିନ୍ତୁ ବେଳେବେଳେ ଅନଲାଇନ୍ରେ ଲୋକେ ଠକାମିର ଶିକାର ହୋଇଥାନ୍ତି। ନିକଟରେ ଜଣେ ଯୁବକ ଅନଲାଇନ୍ରେ ଆପଲ ଆଇଫୋନ…
ମଣିଷ ଖାଇବ ମଣିଷ ମାଂସ ! ବୈଜ୍ଞାନିକଙ୍କ ଚେତାବନୀ…
ଲଣ୍ଡନ, ୨୮।୧୨: ମହାକାଶ ବିଷୟରେ ମନୁଷ୍ୟର ସ୍ବପ୍ନ ଅଲଗା ଏବଂ ସେଠାରେ ଥିବା ରହସ୍ୟ ଜାଣିବା ପାଇଁ ସର୍ବଦା ପ୍ରୟାସ ଜାରି ରହିଛି। ଦୁନିଆର ବହୁ ଏଜେନ୍ସି ମଧ୍ୟ ସ୍ପେସ ଭ୍ରମଣ ଠାରୁ ଆରମ୍ଭ କରି ସେଠାରେ ବସତି ସ୍ଥାପନ କରିବ…
ରହସ୍ୟମୟ ମନ୍ଦିର, ସନ୍ଧ୍ୟା ହେବା ମାତ୍ରେ ଆପଣାଛାଏଁ ପଡ଼େ କବାଟ
ଭାରତକୁ ସାଧୁ ସନ୍ଥଙ୍କ ଦେଶ ବୋଲି କୁହାଯାଏ। ଏହା ସହିତ ଆମ ଦେଶରେ ଅନେକ ରହସ୍ୟମୟ ସ୍ଥାନ ଅଛି, ଯାହା ଉପରୁ ଆଜି ପର୍ଯ୍ୟନ୍ତ ପରଦା ଉଠାଇବାରେ କେହି ସକ୍ଷମ ହୋଇନାହାନ୍ତି। ଆଜି ସେମିତି ଏକ ରହସ୍ୟମୟ ସ୍ଥାନ ବିଷୟରେ କହିବୁ…
Archives


