୪୦ ଅଣ୍ଡାରେ ଓମଲେଟ୍, ଭିଡିଓ ଦେଖିଲେ…
ଯଦି ଖାଦ୍ୟକୁ ଏକ ପ୍ଲେଟ୍ରେ ସଜାଇ ରଖାଯାଏ ତେବେ ପାଟିରୁ ଲାଳ ନିଶ୍ଚିତ ବାହାରିବ। ଆପଣମାନେ ଓମଲେଟ୍ ନିଶ୍ଚିତ ଖାଇଥିବେ। ମାତ୍ର ୪୦ ଅଣ୍ଡାରେ ଓମଲେଟ୍ ତିଆରି ହେଉଥିବା ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ମାତ୍ର ଏହା ସତ। ଜଣେ ବିକ୍ରେତା କୁକୁଡ଼ା…
୭ଫୁଟରୁ ଅଧିକ ଲମ୍ବର କନ୍ଦମୂଳ, ଦେଖିବାକୁ ଯୁବଚାଷୀଙ୍କ ଘରେ ଜମୁଛି ଭିଡ଼
ନିଶ୍ଚିନ୍ତକୋଇଲି,୧୧ା୩(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ନତକାଇ ଗ୍ରାମରେ ଶ୍ରୀମତୀ ସାବିତ୍ରୀ ରାଉତଙ୍କ ବାଡ଼ିରେ ୭ ଫୁଟ ୧୦ ଇଞ୍ଚ ଲମ୍ବର କନ୍ଦମୂଳ ଫଳିଛି। ଏତେ ବଡ଼ କନ୍ଦମୂଳ ହୁଏତ ବିରଳ। ଦୈନିକ ରୋଷେଇ ପାଇଁ ଦରକାର ହେଲେ ସେମାନେ ଗୋଟିଏ ଲେଖାଏ…
କରୋନା ନାଁରେ ୬୫ ଲକ୍ଷ ନେଇଗଲେ ଜଣେ ବ୍ୟକ୍ତି, ଗୋଟିଏ କାର୍ଡ କିଣି ଉଡ଼ାଇଦେଲେ ସବୁ; ଜାଣିଲେ…
କରୋନା ମହାମାରୀ ସମୟରେ ଅନେକ ଦେଶରେ ରିଲିଫ ପାଣ୍ଠି ପ୍ରଦାନ କରାଯାଇଥିଲା। ଲକ୍ଡାଉନ୍ ଯୋଗୁ ଅନେକ ଲୋକ ଚାକିରି ହରାଇଥିଲେ। ଏହା ସହିତ ଡାକ୍ତରଖାନାର ଖର୍ଚ୍ଚ ମଧ୍ୟ ଲୋକଙ୍କୁ ଅସୁବିଧାରେ ପକାଇଥିଲା। ଏଭଳି ପରିସ୍ଥିତିରେ କରୋନା ରିଲିଫ ପାଣ୍ଠି ଲୋକଙ୍କୁ ଅନେକ…
ଜାଣନ୍ତି ପିମ୍ପୁଡ଼ିମାନେ କାହିଁକି ଗୋଟିଏ ଧାଡ଼ିରେ ଚାଲନ୍ତି
ପୃଥିବୀରେ ଅନେକ ଅନନ୍ୟ ଜୀବ ଅଛନ୍ତି,ଯାହାକି ସେମାନଙ୍କ ସ୍ବତନ୍ତ୍ରତା ପାଇଁ ଜଣାଶୁଣା। ପିମ୍ପୁଡ଼ି ମଧ୍ୟ ଏହି ଜୀବମାନଙ୍କ ମଧ୍ୟରୁ ଅନ୍ୟତମ। ପିମ୍ପୁଡ଼ିମାନଙ୍କର ଅଭ୍ୟାସ ଦେଖି ଆମେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉ। ନିଶ୍ଚୟ ଧ୍ୟାନ ଦେଇଥିବେ ପିମ୍ପୁଡ଼ି ସବୁବେଳେ ସମାନ ଧାଡ଼ିରେ ଚାଲୁଥିବାର…
ସଚେତନତାକୁ ଗୁରୁତ୍ୱ
‘ସ୍ବାସ୍ଥ୍ୟ ହିଁ ସମ୍ପଦ’ ଏହା ଆମେ ସମସ୍ତେ ଏଇ ବିଗତ ଦୁଇ ବର୍ଷର କରୋନା ମହାମାରୀ ଜନିତ ଭୟଙ୍କର ପରିସ୍ଥିତି ମଧ୍ୟରେ ଭଲ ଭାବରେ ଅନୁଭବ କରିସାରିଛେ। ତେଣୁ ନିଜର ତଥା ଅନ୍ୟମାନଙ୍କର ସ୍ବାସ୍ଥ୍ୟ ରକ୍ଷା ଆମ ସମସ୍ତଙ୍କର ନୈତିକ କର୍ତ୍ତବ୍ୟ।…
ସ୍ବାମୀ ଭାଗବଣ୍ଟା: ଜଣେ ସ୍ତ୍ରୀଙ୍କ ପାଖରେ ୩ ଦିନ ରହିବାକୁ ଚୁକ୍ତି
ଲକ୍ଷ୍ନୌ,୯ା୩: ଉତ୍ତରପ୍ରଦେଶର ରାମପୁର ଜିଲାରେ ସ୍ବାମୀ ଭାଗବଣ୍ଟାକୁ ନେଇ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ପୁରୁଷଙ୍କୁ ଦୁଇଜଣ ମହିଳା ବିବାହ କରିବାକୁ ଚାହୁଁଥିଲେ। ତାଙ୍କର ଦ୍ୱିତୀୟ ବିବାହ ପ୍ରଥମ ସ୍ତ୍ରୀଙ୍କ ସହମତିରେ ହୋଇଥିଲା। ଆଶ୍ଚର୍ଯ୍ୟକର ବିଷୟ ହେଉଛି…
ଆଖି ନ ଫିଟୁଣୁ ପୁଷ୍ପା ଆକ୍ସନ କଲେ ନବଜାତକ, ଭିଡିଓ ଦେଖିଲେ…
‘ଫିଲ୍ମ ପୁଷ୍ପା’କୁ ଦର୍ଶକଙ୍କ ଖୁବ୍ ପ୍ରଶଂସା ମିଳିଛି। ଫିଲ୍ମର ହିରୋ ଅଲ୍ଲୁ ଅର୍ଜୁନଙ୍କ ଡାଏଲଗକୁ ଖୁବ୍ ଭଲ ପାଇବା ମିଳିବା ସହ ସମସ୍ତେ ତାଙ୍କ ଆକ୍ସନ ଓ ଡାଏଲଗକୁ ନେଇ ନିଜ ନିଜର ଭିଡିଓ କରୁଛନ୍ତି। ବଡ଼ବଡ଼ ତାରକାଙ୍କଠାରୁ ଆରମ୍ଭ କରି…
ରାସ୍ତାରେ ଏଭଳି ଭୟଙ୍କର ସାପକୁ ଦେଖି….
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
୧ ହଜାର ଡଙ୍ଗରିଆ ପିଲାଙ୍କୁ ଶିକ୍ଷାନୁଷ୍ଠାନ ପଠାଇଛନ୍ତି ସୁବର୍ଦ୍ଦିନୀ
ଶିକ୍ଷାର ଅଭାବ ଯୋଗୁ ଡଙ୍ଗରିଆ ଜନଜାତି ଲୋକେ ସମାଜର ମୁଖ୍ୟସ୍ରୋତରୁ ଦୂରରେ ରହିଥିଲେ। ତେବେ ଏମାନଙ୍କୁ ଶିକ୍ଷିତ କରି ସମାଜର ମୁଖ୍ୟସ୍ରୋତରେ ସାମିଲ କରାଇବା ନିମନ୍ତେ ଜଣେ ଆଦିବାସୀ ମହିଳା ନିଜକୁ ଉତ୍ସର୍ଗ କରିଛନ୍ତି। ସେ ହେଲେ ରାୟଗଡ଼ା ଜିଲା ବିଷମକଟକ…
ବାଲ୍ୟବିବାହ ପ୍ରଥା ରୋକିବାକୁ ପ୍ରଭାସିନୀଙ୍କ ପ୍ରୟାସ
ପାଠପଢ଼ାରେ ସେ ପାରଙ୍ଗମ ଥିଲେ। ଶ୍ରେଣୀରେ ପ୍ରଥମ ବି ହେଉଥିଲେ। କିନ୍ତୁ ମାତାପିତାଙ୍କ ଭିନ୍ନ ମାନସିକତା ଯୋଗୁ ତାଙ୍କୁ ପାଠପଢ଼ା ଅଧାରୁ ଛାଡ଼ିବାକୁ ପଡ଼ିଥିଲା। ମାତ୍ର ଦଶମ ଶ୍ରେଣୀରେ ପଢ଼ୁଥିବାବେଳେ ଘର ଲୋକେ ତାଙ୍କର ବିବାହ କରିଦେଲେ। ହେଲେ ପାଠପଢ଼ିବା ପାଇଁ…
ନିଜ ସୁରକ୍ଷା ନିଜେ କରିବା ଆବଶ୍ୟକ: ନାଭ୍ୟା
ଅନେକ ସମୟରେ ଦେଖାଯାଏ ଝିଅ ହିଁ ଝିଅର ଶତ୍ରୁ ହୋଇଥାଏ। ତେଣୁ ଏଭଳି ଭାବନାରୁ ଦୂରେଇରହିବା ଜରୁରୀ। ସମସ୍ତଙ୍କ ପ୍ରତି ସମାନ ମନୋଭାବ ଆଣିବା ଆବଶ୍ୟକ। ଏଥିସହ ମା’ ବାପାମାନେ ଝିଅଙ୍କୁ ଆତ୍ମସୁରକ୍ଷା ଶିଖାଇବା ଉଚିତ। ବର୍ତ୍ତମାନ ପରିସ୍ଥିତିରେ ନାରୀଟିଏ ନିଜ…
ମହିଳାଙ୍କୁ ମର୍ଯ୍ୟାଦା ମିଳୁନି: ପାରମିତା
ମହିଳାମାନଙ୍କ ପାଇଁ ସତର୍କ ଏବଂ ସୁରକ୍ଷାପୂର୍ଣ୍ଣ ସମାଜ ଲାଗି ସବୁବେଳେ କାମନା କରି ଆସିଛି। ମଣିଷ ଭାବେ ମହିଳା ଏବଂ ପୁରୁଷ ଦୁହେଁ ସମାନ। ଏବେ ବି ମହିଳାଙ୍କୁ ତାଙ୍କର ନ୍ୟାଯ୍ୟ ମର୍ଯ୍ୟାଦା ଦିଆଯାଇ ପାରୁନାହିଁ ବୋଲି ସାହିତି୍ୟକା ପାରମିତା ଶତପଥୀ…
Archives


