ଏମିତି ସ୍ଥାନ, ଯେଉଁଠିକି ଗଲେ ଲୋକଙ୍କୁ ହୁଏ ମାରାତ୍ମକ ରୋଗ
ଦୁନିଆରେ ଏପରି ଅନେକ ସ୍ଥାନ ଅଛି, ଯାହାକି ଅତ୍ୟନ୍ତ ଭୟାନକ ଏବଂ ମାରାତ୍ମକ ଅଟେ। ଲୋକମାନେ ଏହି ସ୍ଥାନକୁ ଯିବା ପାଇଁ ଭୟ କରିଥାନ୍ତି। କାରଣ ସେମାନେ ଜାଣିଥାନ୍ତି ଏଠାକୁ ଗଲେ ମୃତ୍ୟୁ ସୁନିଶ୍ଚିତ। ଏପରି ଏକ ସ୍ଥାନ ଉଜବେକିସ୍ତାନରେ ଅଛି।…
ନୃତ୍ୟ ଦେଇଛି ପରିଚୟ
ପିଲାଟି ଦିନରୁ ତାଙ୍କର ନୃତ୍ୟ କ୍ଷେତ୍ରରେ ବେଶ୍ ରୁଚି। ଯେଉଁଥିପାଇଁ ସେ ନିଜ ଜିଲା ସମେତ ରାଜ୍ୟ ଓ ଜାତୀୟ ସ୍ତରରେ ସଫଳତା ହାସଲ କରି ଜଣେ ନୃତ୍ୟଶିଳ୍ପୀ ଭାବେ ନିଜର ଏକ ପରିଚୟ ସୃଷ୍ଟି କରିପାରିଛନ୍ତି। ସେ ହେଉଛି ବ୍ରହ୍ମପୁର…
ବ୍ୟକ୍ତିଙ୍କ ମଳଦ୍ୱାରରେ ଫସିଥିଲା ୨ କିଲୋ ଓଜନର ଡମ୍ବଲ, ଡାକ୍ତର ଦେଖି କାବା
ଦୁନିଆରେ ପ୍ରାୟତଃ ବିଚିତ୍ର ଘଟଣା ଘଟେ। ସେଥିରୁ କିଛି ଉପରେ ବିଶ୍ୱାସ କରିବା କଷ୍ଟକର ହୋଇଥାଏ। ବ୍ରାଜିଲରୁ ସେହିଭଳି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି, ଯାହା ଅନେକଙ୍କୁ ଚକିତ କରିଛି। କାରଣ ଏଠାରେ ଜଣେ ବ୍ୟକ୍ତିଙ୍କ ପ୍ରାଇଭେଟ୍ ପାର୍ଟରେ ଜିମ୍ରେ…
ଆକାଶରେ ବିରଳ ଦୃଶ୍ୟ, ଅନୁମାନ କରି କୁହନ୍ତୁ ଏହା କ’ଣ
ମଣିଷ କଦାପି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ହରାଇ ପାରିବ ନାହିଁ। ଯେତେ ବୁଦ୍ଧିମାନ ହେଲେ ମଧ୍ୟ ପ୍ରକୃତି ଆଗରେ ହାର ମାନିବ। ଏହି ଯେମିତି ପକ୍ଷୀମାନଙ୍କର କିଚିରିମିଚିରି ଶବ୍ଦ, ନଦୀ ଝରଣାର କୂଳୁକୂଳୁ ଶବ୍ଦ କାନକୁ ବେଶ୍ ଶାନ୍ତି ଦେଇଥାଏ। ପ୍ରାକୃତିକ ସୌନ୍ଦର୍ଯ୍ୟ…
ଲେମ୍ବୁର ସ୍ଥାନ ନେଲା ରସୁଣ
ଦେଶରେ ଲେମ୍ବୁର ଦାମ ଲଗାତର ଭାବେ ବୃଦ୍ଧି ପାଉଛି। ଅନେକ ସ୍ଥାନରେ କିଲୋ ପିଛା ଲେମ୍ବୁ ୪୦୦ରୁ ଅଧିକ ଟଙ୍କାରେ ବିକ୍ରି ହେଉଛି। ବଜାରରେ ଗୋଟିଏ ଲେମ୍ବୁ ୧୦ରୁ ୨୦ ଟଙ୍କାରେ ମିଳୁଛି। ଗ୍ରୀଷ୍ମଦିନେ ଚାହିଦା ରହିଥିବା ବେଳେ ହଠାତ୍ ଲେମ୍ବୁର…
ଅନ୍ଲାଇନ୍ରେ ବିବାହ ଡ୍ରେସ୍ ଅର୍ଡର କରିଥିଲେ ଯୁବତୀ, ପ୍ୟାକେଟ୍ ଦେଖି ପାଦତଳୁ ଖସିଗଲା ମାଟି
ଆଜିର ସମୟରେ ଲୋକମାନେ ଅନ୍ଲାଇନ୍ ଶପିଂକୁ ଅଧିକ ପସନ୍ଦ କରୁଛନ୍ତି। ଏମିତିରେ କରୋନା ଯୋଗୁ ଲୋକମାନେ ଭିଡ଼ରେ ଶପିଂ କରିବା ପରିବର୍ତ୍ତେ ଘରେ ବସି ଶପିଂ କରିବାକୁ ପସନ୍ଦ କରୁଛନ୍ତି। ଅଧିକାଂଶ କ୍ଷେତ୍ରରେ ଲୋକମାନେ ଆଶା କରୁଥିବା ସାମଗ୍ରୀଠାରୁ ବେଶ୍ ଭଲ…
ଡ୍ୟୁଟି ସହ ରାସ୍ତାକଡ଼ରେ ପିଲାଙ୍କୁ ମାଗଣା ଶିକ୍ଷା ଦେଉଛନ୍ତି ଟ୍ରାଫିକ ପୋଲିସ
ଦୁନିଆରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥା’ନ୍ତି। ଆଜିର ସମୟରେ କିଛି ଲୋକ ନିଜର ଲାଭ ବ୍ୟତୀତ ଅନ୍ୟ କିଛି ବିଷୟରେ ଚିନ୍ତା କରୁ ନ ଥିବା ବେଳେ ଜଣେ ଟ୍ରାଫିକ ପୋଲିସ ଗରିବ ପିଲାଙ୍କ ପାଇଁ…
ଶାକାହାରୀ କୁକୁର, ବାଡ଼ିବଗିଚାରୁ ସିଧା ତୋଳି ଖାଏ ଫଳମୂଳ
ସାଧାରଣତଃ କୁକୁରମାନେ ଆମିଷପ୍ରିୟ। ମାତ୍ର ସୋସିଆଲ ମିଡିଆରେ ଏକ କୁକୁରର ଫଟୋ ଭାଇରାଲ ହେଉଛି, ଯିଏ କି ପୂରା ଶାକାହାରୀ। କୁକୁରଟି କେବଳ ଫଳ ଏବଂ ପନିପରିବା ଖାଇଥାଏ। ସବୁଠୁ ବଡ଼ କଥା ହେଲା ଏହି କୁକୁର କୌଣସି କଟା ପନିପରିବା…
ବେଲୁନ୍ ଦେଖି ଏପରି ହେଉଛନ୍ତି ମାଙ୍କଡ଼ ଛୁଆ, ଭିଡିଓ ଦେଖିଲେ..
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ପୃଥିବୀ ମୁହାଁ ସୌରଝଡ଼, ଜିପିଏସ୍ ସିଷ୍ଟମ୍-ମୋବାଇଲ ନେଟଓ୍ବାର୍କ-ସାଟେଲାଇଟ୍ ଟିଭି ଉପରେ ପ୍ରଭାବ ଆଶଙ୍କା…
ଓ୍ବାଶିଂଟନ, ୧୪।୪ : ସୂର୍ଯ୍ୟଙ୍କଠାରୁ ବାହାରୁଥିବା ଏକ ଉତ୍ତାପ ତରଙ୍ଗ ଝଡ଼ ପ୍ରବଳ ବେଗରେ ପୃଥିବୀ ସହ ଧକ୍କା ହେବାର ଆଶଙ୍କା ରହିଛି। ଏହା ଯୋଗୁ ଜିପିଏସ ସିଷ୍ଟମ, ମୋବାଇଲ ନେଟୱାର୍କ ଏବଂ ସାଟେଲାଇଟ ଟିଭି ପ୍ରଭାବିତ ହେବ ବୋଲି କୁହାଯାଉଛି।…
ଆଜି ପବିତ୍ର ପଣା ସଂକ୍ରାନ୍ତି: ଓଡ଼ିଆ ନବବର୍ଷ ଆରମ୍ଭ
ଆଜି ହେଉଛି ପବିତ୍ର ପଣା ସଂକ୍ରାନ୍ତି। ଓଡ଼ିଆ ପରମ୍ପରାନୁଯାୟୀ ଏହି ଦିନଠାରୁ ନୂତନ ବର୍ଷ ଆରମ୍ଭ ହୋଇଥାଏ। ଏହାଛଡ଼ା ଏହି ଦିନକୁ ହନୁମାନ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତି ଭାବେ ମଧ୍ୟ ପାଳନ କରାଯାଇଥାଏ। ଓଡ଼ିଆ ସଂସ୍କୃତି ଓ କାଳ ଗଣନାରେ ଗୋଟିଏ…
କାର୍ ଚଲାଇ ଗିନିଜ୍ ଓ୍ବାଲର୍ଡ ରେକର୍ଡ କଲେ ଦୃଷ୍ଟିହୀନ
ଓ୍ବାଶିଂଟନ: ଆମେରିକାର ଡାନ୍ ପାର୍କର ଦୃଷ୍ଟିହୀନ ହୋଇଥିବାବେଳେ ୩୩୯ କି.ମି ବେଗ ପ୍ରତି ଘଣ୍ଟା କାର୍ ଚଳାଇ ଗିନିଜ୍ ଓ୍ବାଲର୍ଡ ରେକର୍ଡ କରିଛନ୍ତି। ଡାନ୍ ପେସାରେ ଜଣେ ରେସିଂ କାର୍ ଡ୍ରାଇଭର ହୋଇଥିବାବେଳେ ୧୦ ବର୍ଷ ପୂର୍ବେ ଏକ କାର୍ ଦୁର୍ଘଟଣାରେ…
Archives


