ଫୁରସତ

ଅଗମ୍ୟ ପାହାଡ଼, ଦୁର୍ଗମ ନଦୀପଥକୁ ଭୟ ନ ଥିଲା

କୋଣାର୍କରେ ପଥର ପହଞ୍ଚତ୍ବା କାର୍ଯ୍ୟରେ ଯେଉଁମାନେ ଦାୟିତ୍ୱ ନିର୍ବାହ କରୁଥିଲେ, ସେମାନଙ୍କର ଗମନାଗମନ ପାଇଁ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଥିଲା। ଅନେକ ପାହାଡ଼ରୁ ପଥର ଆଣି ଚାପରେ ଲଦିବା ଏବଂ ଚାପ ଆସି ପଦ୍ମତୋଳା ଗଣ୍ଡରେ ପହଞ୍ଚିବା ପରେ ପଥର ଆଣି…

ବାନ୍ଧବୀ, ବୟଫ୍ରେଣ୍ଡଙ୍କୁ ବିବାହ କଲେ ଯୁବତୀ, ଆଉ ତା’ପରେ…

ଏବେ ବିବାହ ଋତୁ ଚାଲିଛି। ନିଆରା ବିବାହର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି। ସେମିତି ଏକ ସ୍ବତନ୍ତ୍ର ବିବାହ ଆମେରିକାରେ ଅନୁଷ୍ଠିତ ହୋଇଯାଇଛି। ଏଠି ଦୁଇ ନୁହେଁ, ବରଂ ୩ ଜଣଙ୍କ ମଧ୍ୟରେ ବିବାହ…

କେବଳ ସାଇମଣ୍ଡ୍‌ସ ନୁହନ୍ତି, ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଭାରତର ଏହି ପ୍ରସିଦ୍ଧ ବ୍ୟକ୍ତି

ସଡ଼କ ଦୁର୍ଘଟଣାରେ ଅଷ୍ଟ୍ରେଲୀୟ କ୍ରିକେଟର ଆଣ୍ଡ୍ରିୟୁ ସାଇମଣ୍ଡ୍‌ସଙ୍କ ମୃତ୍ୟୁ ହୋଇଛି। ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ। କେବଳ ଆଣ୍ଡ୍ରିୟୁ ନୁହନ୍ତି, ଭାରତର ଅନେକ ପ୍ରସିଦ୍ଧ ବ୍ୟକ୍ତି ମଧ୍ୟ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସାନପୁଅ ସଞ୍ଜୟ ଗାନ୍ଧୀ ବିମାନ…

ପୋଷା କୁକୁର ଉପରକୁ ଗୁଳି ଚଳାଇଲେ ମହିଳା, ୩ କୁକୁରଙ୍କୁ ୧୭୦ ଗୁଳି

କୁହାଯାଏ, କୁକୁର ହେଉଛି ସବୁଠାରୁ ବିଶ୍ୱସ୍ତ ପ୍ରାଣୀ ଏବଂ ମଣିଷର ସର୍ବୋତ୍ତମ ବନ୍ଧୁ। କିନ୍ତୁ ମଣିଷ ଏହା ବୁଝି ପାରେନା। ଏହି କାରଣରୁ  ମଣିଷମାନେ ଅନେକ ଥର ନିଜ ଗୃହପାଳିତ ପଶୁମାନଙ୍କୁ ନିର୍ଯାତନା ଦେଇଥାନ୍ତି। ନିକଟରେ ଜଣେ ମହିଳା ଏମିତି କାର୍ଯ୍ୟ…

ପ୍ୟାଡେଲ ନ ଥିବା ସାଇକେଲ

ଦୁଇଟି ବଡ଼ ବଡ଼ ଚକ ଓ ସେଇ ଦୁଇ ଚକକୁ ଆଗକୁ ଗଡାଇବା ଲାଗି ଦୁଇଟି ପେଡାଲ କଥା ଉଠିଲେ ହିଁ ମନକୁ ଆପଣା ଛାଏଁ ସାଇକେଲର ଛବି ଆସିଯାଏ। ହେଲେ ସାଇକେଲର ଏହି ଛବିକୁ ବଦଳାଇ ଏବେ ତିଆରି ହୋଇଛି…

ଜାଣନ୍ତି କି ଟାୟାରର ରଙ୍ଗ କଳା କାହିଁକି

ଦୁନିଆରେ ଅନେକ ଗାଡ଼ିମୋଟର ରହିଛି। ସାଇକେଲଠାରୁ ଆରମ୍ଭ କରି ବସ୍‌ ପର୍ଯ୍ୟନ୍ତ ଯାନଗୁଡ଼ିକର ଟାୟାର କଳା ହୋଇଥାଏ। ତେବେ ଏହାର କାରଣ ଜାଣନ୍ତି କି? ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ… ଅବଶ୍ୟ ୧୯୧୭ ପୂର୍ବରୁ ସମସ୍ତ ଟାୟାର କଳା…

ଟ୍ୟୁସନ ପଇସାରେ ସ୍କୁଲ ପିଲାଙ୍କୁ ବହିଖାତା ଦେଇଥିଲି

କେନ୍ଦୁଝର ଜିଲାର କଣ୍ଟିପାଳ ଗାଁରେ ମୋ ଜନ୍ମ । କଣ୍ଟିପାଳ ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ ପାସ୍‌ କରି ଆନନ୍ଦପୁର କଲେଜରେ ଯୁକ୍ତ ଦୁଇ ଓ ଇଂରାଜୀ ସମ୍ମାନ ରଖି ଯୁକ୍ତ ତିନି ପଢିଥିଲି । ତାପରେ ପୁଣି ରାଜନୀତି ବିଜ୍ଞାନରେ ରେଭେନ୍ସାରୁ…

କାନ୍ଧରେ ଦୁଇଜଣଙ୍କୁ ଟେକି ଖେଳିଲେ ସ୍କିପିଂ

ସ୍କିପିଂ କରିବା ଏକ ଭଲ ବ୍ୟାୟାମ। ଯେଉଁମାନେ ଫିଟ୍‌ ରହିବାକୁ ଚାହାନ୍ତି ସେମାନେ ଏହାକୁ ନିଜ ବ୍ୟାୟାମର ରୁଟିନ୍‌ରେ ନିଶ୍ଚୟ ସାମିଲ କରନ୍ତି। ତେବେ ଜଣେ କିମ୍ବା ଦୁଇଜଣ ସାମ୍‌ନା ସାମ୍‌ନି ଠିଆ ହୋଇ ସ୍କିପିଂ ଖେଳିବା ଅନେକେ ଦେଖିଥିବେ। ହେଲେ…

ଚିତ୍ରରେ ଚିତ୍ରରେ ଜୀବନ

ଶିଳ୍ପୀଙ୍କ ହାତତିଆରି କଳାକୃତି କେବଳ ଦେଖିବାକୁ ସୁନ୍ଦର ହୋଇ ନ ଥାଏ, ଏହା ସେହି ରାଜ୍ୟର କଳାସଂସ୍କୃତି ଓ ଐତିହ୍ୟକୁ ବେଶ୍‌ ସମୃଦ୍ଧ କରିଥାଏ। ସେମିତି ଜଣେ ଶିଳ୍ପୀ ସାମ୍ପ୍ରତିକ ସମାଜର ବିଭିନ୍ନ ଘଟଣାବଳୀକୁ ଆଧାରକରି ତାଙ୍କ ଚିତ୍ରକଳାରେ ସ୍ଥାନଦେଇଥାନ୍ତି। ପୁଣି…

ବିଲେଇ ସହ ବିବାହ

ବେଳେବେଳେ ଘରେ ରଖିଥିବା ପୋଷା ବିଲେଇ କୁକୁରଙ୍କୁ ତାଙ୍କର ମାଲିକ ଏତେ ଭଲ ପାଇବସନ୍ତି ଯେ, ତାଙ୍କଠାରୁ ଦୂରେଇ ଯିବାର ଭୟ ବି ମନରେ ରଖନ୍ତି। ଆଉ ସବୁବେଳେ ପାଖେ ପାଖେ ରହିବା ଲାଗି କିଛି ଅଜବ କାମ କରି ବସନ୍ତି।…

ମଣିଷ ପାଇଁ ଡଗ୍‌ ବେଡ୍‌

ଯେଉଁମାନେ ଘରେ କୁକୁର ରଖିଥାନ୍ତି ସେମାନେ ନିଜ ପୋଷା କୁକୁରର ସୁଖ ସୁବିଧା ପାଇଁ ଅନେକ କିଛି କରନ୍ତି। ସେଥିମଧ୍ୟରେ ଗୋଟିଏ ହେଉଛି ସୁଖ ନିଦ ପାଇଁ ଆରାମଦାୟକ ଡଗ୍‌ ବେଡ୍‌ର ବ୍ୟବସ୍ଥା। ଯେଉଁଥିରେ ପୋଷା କୁକୁର ବେଶ୍‌ ଆରାମରେ ଶୋଇଥାନ୍ତି।…

କାର୍ଯ୍ୟସ୍ଥଳରେ ‘ଚନ୍ଦା’ ଡାକିବା ଯୌନ ନିର୍ଯାତନା

ଲଣ୍ଡନ: କାର୍ଯ୍ୟକ୍ଷେତ୍ରରେ ଯଦି କୌଣସି କର୍ମଚାରୀ ଅନ୍ୟ କର୍ମଚାରୀଙ୍କୁ ଚନ୍ଦା ବୋଲି ସମ୍ବୋଧନ କରନ୍ତି ତେବେ ଏହା ଯୌନ ନିର୍ଯାତନା ବୋଲି କୁହାଯିବ। ଜଜ୍‌ ଜୋନାଥାନ୍‌ ବ୍ରେନଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ଯଦି କୌଣସି ବ୍ୟକ୍ତିଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri