ଫୁରସତ

୩୦ ବର୍ଷ ହେଲା ନଖ କାଟୁନାହାନ୍ତି ଏହି ମହିଳା

ସାଧାରଣତଃ ପରିସ୍କାର ପରିଚ୍ଛନ୍ନ ରହିବା ପାଇଁ ନିର୍ଦ୍ଦିଷ୍ଟ ସମୟରେ ଲୋକେ ନଖ କାଟନ୍ତି। କେହି କେହି ଫ୍ୟାଶନ ପାଇଁ ଅଳ୍ପ ନଖ ବଢ଼ାଇଥାନ୍ତି। ଏହା ଅତି ବେଶିରେ ୨-୩ ଇଞ୍ଚ ହୋଇଥାଏ। ଯଦି କାହା ନଖର ଲମ୍ବ ୧୨ ଇଞ୍ଚ ତେବେ…

ଏଠାରେ ଟାଟୁ କଲେ ଦେବାକୁ ପଡ଼େ ଟ୍ୟାକ୍ସ

ଦୁନିଆର ପ୍ରାୟ ପ୍ରତ୍ୟେକ ଦେଶ ନିଜ ଲୋକଙ୍କଠାରୁ ଟ୍ୟାକ୍ସ ନେଇଥାଏ। ଏହି ଟ୍ୟାକ୍ସର ବ୍ୟବହାର ଦେଶର ଭବିଷ୍ୟତ ପାଇଁ ଅଧିକ ଖର୍ଚ୍ଚ ହୋଇଥାଏ। ଭାରତରେ ରାସ୍ତାର ବ୍ୟବହାରଠାରୁ ଅନେକ ଜରୁରୀ ଜିନିଷର ବ୍ୟବହାର ଉପରେ ଟ୍ୟାକ୍ସ ନିଆଯାଇଥାଏ। କିନ୍ତୁ ଦୁନିଆରେ କିଛି…

ହୋମ୍‌ ଓ୍ବାର୍କ ନ କରିବାରୁ ୫ ବର୍ଷର ଶିଶୁକନ୍ୟାକୁ ଏମିତି ଦଣ୍ଡ ଦେଲେ ମା’, ଭିଡିଓ ଦେଖିଲେ…

ନୂଆଦିଲ୍ଲୀ,୮ା୬: ରାଜଧାନୀରେ ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି। ଜଣେ ମା’ ଯେ, ନିଜ ଜନ୍ମିତ ପିଲାକୁ ଏପରି ଦଣ୍ଡ ଦେଇପାରେ ତାହା ସହଜରେ ବିଶ୍ୱାସ କରି ହେଉନାହିଁ। ମାତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋରୁ ଏହା ସ୍ପଷ୍ଟ…

ସ୍କୁଲ ବେଞ୍ଚ୍‌ରେ ଚଢ଼ି ଡ୍ୟାନ୍ସ କରୁଥିଲେ ଛାତ୍ରୀ, ପରେ ଘଟିଲା ଏମିତି

ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଶେୟାର କରାଯାଉଛି। ଏଥିମଧ୍ୟରୁ କିଛି ଅତ୍ୟନ୍ତ ମଜାଳିଆ ହୋଇଥିବା ବେଳେ ଆଉ କିଛି ଆଶ୍ଚର୍ଯ୍ୟଜନକ ହୋଇଥାଏ। ବର୍ତ୍ତମାନ ସୋସିଆଲ ମିଡିଆ ମନୋରଞ୍ଜନର ଏକ ମାଧ୍ୟମ ପାଲଟିଛି। ଲୋକେ ମଜାଳିଆ ଭିଡିଓ ଦେଖି ମନୋରଞ୍ଜନ କରୁଛନ୍ତି।…

ଶାଢି ପିନ୍ଧି ସ୍କେଟିଂ କଲେ ଯୁବତୀ, ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ବେଳେବେଳେ ଏମିତି ଭିଡିଓ ଭାଇରାଲ ହୋଇଥାଏ, ଯାହା ଦେଖିବାକୁ ଆଶ୍ଚର୍ଯ୍ୟ ଲାଗିଥାଏ। ନିକଟରେ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଭିଡିଓରେ ଶାଢି ପିନ୍ଧି ଜଣେ ଯୁବତୀ ବହୁତ ଭଲ ସ୍କେଟିଂ କରୁଥିବା…

ମଜା ଆସିଲା ନାହିଁ ବୋଲି ୩.୫ କୋଟି ଟଙ୍କାର ଛାକିରି ଛାଡିଦେଲେ ଯୁବକ

ବାର୍ଷିକ ଦରମା ୩.୫ କୋଟି ଟଙ୍କା। ପ୍ରତିଦିନ ମାଗଣା ଖାଦ୍ୟ ଏବଂ ଅସୀମିତ ଛୁଟି। ତଥାପି ଏମିତି ଚାକିରି ପସନ୍ଦ ନ ଆସିବାରୁ ଆମେରିକାର ନେଟଫ୍ଲିକ୍ସରେ କାର୍ଯ୍ୟ କରୁଥିବା ଜଣେ ଇଞ୍ଜିନିୟର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ମାଇକେଲ ଲିନ ନାମକ…

ଏକ ସିମ୍ପାଜିକୁ ଆରକ ଦେଖି ହେଉଛନ୍ତି ଏପରି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ନାତିକୁ କୋଳରେ ଧରି ନଜର ଆସିଲେ ମୁକେଶ ଅମ୍ବାନୀ

ଦୀର୍ଘ ଦିନ ପରେ ରବିବାର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡର ଚେୟାରମ୍ୟାନ ତଥା ଏମ୍‌ଡି ମୁକେଶ ଅମ୍ବାନୀଙ୍କୁ ଦେଖିବାକୁ ମିଳିଥିଲା। ଏହି ଅବସରରେ ଭାରତନାଟ୍ୟମ ନୃତ୍ୟର ଏକ ଶୋ’ ଥିଲା। ରାଧିକା ମର୍ଚାଣ୍ଟ ଯେ କି, ଅମ୍ବାନୀ ପରିବାରର ବୋହୂ ହେବାକୁ ଯାଉଛନ୍ତି।…

ପ୍ରଜାପତି ପଛରେ ଗୋଡ଼ାଉଛନ୍ତି ପେଙ୍ଗୁଇନ୍‌ ଦଳ, ଭିଡିଓ ଦେଖିଲେ ହସି ହସି ଗଡ଼ିବେ

କିଛି ପ୍ରାଣୀ ପ୍ରକୃତି ଦ୍ୱାରା ଏତେ ସୁନ୍ଦର ଯେ, ସେମାନଙ୍କୁ ଦେଖିବା ପରେ ଖୁସିରେ ମନ ନାଚି ଉଠିବ। ଏହିପରି ପ୍ରାଣୀମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ପେଙ୍ଗୁଇନ୍‌। ଯିଏ ଜୀବନ ଅତିବାହିତ କରିବା ସମୟରେ ସେମାନଙ୍କର ସୁନ୍ଦର ଏବଂ ନିରୀହ ଗୁଣ…

ରୋଗ ଭଲ ପାଇଁ ଖାଉଛନ୍ତି ବାଲି

ଗୋପାଳପୁର,୬ା୬(ଡି.ଏନ.ଏ.): ଔଷଧ ଖାଇଲେ ରୋଗ ଭଲ ହୁଏ। କିନ୍ତୁ ଜଣେ ବ୍ୟକ୍ତି ତାଙ୍କ ଗୋଡ଼ହାତ ବିନ୍ଧାରୁ ଉପଶମ ପାଇବା ପାଇଁ ବାଲି ଖାଉଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ କୀର୍ତ୍ତିପୁର ଗ୍ରାମରେ। ବାଲି ଖାଇଲେ ବି ତାଙ୍କର…

ମାଲିକଙ୍କୁ ଟିଫିନ୍‌ ଦେବା ପାଇଁ ପ୍ରତିଦିନ ୨ କିଲୋମିଟର ଯାଏ ଏହି କୁକୁର

କୁକୁରକୁ ସବୁଠାରୁ ବିଶ୍ୱସ୍ତ ପ୍ରାଣୀ ବୋଲି କୁହାଯାଏ। ତେଣୁ କୁକୁର ଓ ମଣିଷର ସମ୍ପର୍କ ଅତ୍ୟନ୍ତ ନିବିଡ଼। ସେମାନେ ନିଜ ମାଲିକଙ୍କ ପାଇଁ କିଛି ବି କରିବାକୁ ପଛାନ୍ତିନାହିଁ। ଏବେ ସେମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।…

ଇଲାଷ୍ଟିକ ପରି କାନ

ଏମିତି କେତେଜଣଙ୍କ ବିଷୟରେ ଜାଣିଥିବେ ଯେଉଁମାନଙ୍କ ଶରୀର ଇଲାଷ୍ଟିକ ପରି ନମନୀୟ ହୋଇଥାଏ। ସେମାନେ ନିଜ ଶରୀରକୁ ଭିନ୍ନ ଭିନ୍ନ ଢଙ୍ଗରେ ମୋଡି ପାରନ୍ତି। କେହି କେହି ତ ଶରୀରର ଚର୍ମକୁ ବି ଟାଣି ପାରନ୍ତି। ରବର ପରି ଶରୀର ଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri