ପାଦରେ କରିଲେ ପ୍ରିୟ ସ୍ନିକର୍ସର ଟାଟୁ
ଜିମ୍ ପାଇଁ ନୂଆ ନୂଆ ସ୍ନିକର୍ସ ବାରମ୍ବାର କିଣି ୟୁକେ, ମଞ୍ଚେଷ୍ଟରର ଜଣେ ବ୍ୟକ୍ତି ବିରକ୍ତ ହୋଇ ଯାଇଥିଲେ। ଶେଷରେ ସେ ଏକ ଅଜବ ନିଷ୍ପତ୍ତି ନେଲେ। ଆଉ ନିଜର ସବୁଠୁ ପ୍ରିୟ ସ୍ନିକର୍ସର ଟାଟୁ ପାଦରେ କରାଇଲେ। ଏହି ଟାଟୁ…
ଆଇଟି ଚାକିରି ଛାଡି ବିକୁଛନ୍ତି ଗଧ କ୍ଷୀର
ଅନେକେ ଭାବୁଥିବେ ଗଧ ନାମକ ପ୍ରାଣୀଟି କୌଣସି କାମକୁ ନୁହେଁ। ଭାର ଉଠାଇବା ଛଡା ଏହା ଅନ୍ୟ କୌଣସି କାମରେ ଆସୁ ନ ଥିବ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ କର୍ନାଟକ ମାଙ୍ଗାଲୁରୁର ଶ୍ରୀନିବାସ ଗୌଡା ନାମକ ଜଣେ ସଫ୍ଟଓ୍ବେର ଇଞ୍ଜିନିୟର…
ଓଡ଼ିଶା ବାହାରେ ଜଗନ୍ନାଥ ମନ୍ଦିର
ଜଗତରନାଥ ଶ୍ରୀଜଗନ୍ନାଥଙ୍କର ମହିମା କାହାକୁ ବା ଅଗୋଚର। ତାଙ୍କର ଆଶିଷ ଟିକେ ପାଇବାକୁ ଆଉ ତାଙ୍କର ଦର୍ଶନ ଟିକେ ଲଭିବାକୁ ପ୍ରତିଦିନ ଦେଶବିଦେଶରୁ ଭକ୍ତଗଣ ତାଙ୍କ ବଡ଼ଦେଉଳକୁ ଧାଇଁ ଆସନ୍ତି। ପୁରୀ ଜଗନ୍ନାଥ ମନ୍ଦିର ଆଉ ପୁରୀ ରଥଯାତ୍ରାର ପ୍ରସିଦ୍ଧି ସମଗ୍ର…
ବନ୍ଧୁ ମହାନ୍ତିଙ୍କ କଥା
ଯୁଗେ ଯୁଗେ ଭଗବାନ ଭକ୍ତର। ଯିଏ ନିଷ୍ଠାରେ, ଭକ୍ତିରେ ନିଜକୁ ସମର୍ପିତ କରେ ପରମ କାରୁଣିକ ପ୍ରଭୁ ପତିତ ପାବନ ତାଙ୍କୁ ନିଜ ଚରଣରେ ଆଶ୍ରୟ ଦିଅନ୍ତି। ଦରିଦ୍ର ସୁଦାମାର ଖୁଦମୁଠା ପାଇଁ ପ୍ରଭୁ ବ୍ୟାକୁଳ ହୋଇଛନ୍ତି। ଦାସିଆ ବାଉରୀଠାରୁ ନଡ଼ିଆ…
ମହାବାହୁଙ୍କ ସେବାରେ ହିଁ ସନ୍ତୋଷ
ପ୍ରାୟ ଦୁଇ ଦଶନ୍ଧି ଧରି ଶ୍ରୀମନ୍ଦିର ପ୍ରଶାସନରେ ସ୍ବତନ୍ତ୍ର ପଦାଧିକାରୀ ତଥା ବରିଷ୍ଠ ଉପପ୍ରଶାସକ ରୂପେ କାର୍ଯ୍ୟ କରିଥିବା ଶ୍ରୀଜଗନ୍ନାଥ ସଂସ୍କୃତିର ଗବେଷକ, ପ୍ରାବନ୍ଧିକ ଡ. ଭାସ୍କର ମିଶ୍ର। ଯିଏକି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତିକୁ ନେଇ ବହୁ ବିରଳ ପୁସ୍ତକ ଓ…
ମହାପ୍ରଭୁଙ୍କ ଅନନ୍ୟ ଲୀଳା
ମହାପ୍ରଭୁଙ୍କ ଅନନ୍ୟ ଲୀଳା ମଧ୍ୟରୁ ଅନ୍ୟତମ ଶ୍ରୀମନ୍ଦିରରେ ପ୍ରଚଳିତ ପଟି ଦିଅଁ ପରମ୍ପରା। ପ୍ରକୃତପକ୍ଷେ ଆଜି ବିଶ୍ୱକୁ ବିମୋହିତ କରୁଥିବା ପଟ୍ଟଚିତ୍ରର ଏହା ହିଁ ଆଧାର। ଶ୍ରୀମନ୍ଦିରର ମାହାରୀ ପରମ୍ପରାରୁ ଗୋଟିପୁଅ ନୃତ୍ୟ, ଗୋଟିପୁଅ ନୃତ୍ୟରୁ ବିକଶିତ ହୋଇ ବିଶ୍ୱରେ ପ୍ରସିଦ୍ଧି…
ଗଭୀର କୂଅରୁ ଉଦ୍ଧାର ହେଉଛି ବାଘ, ଭିଡିଓ ଦେଖିଲେ…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ୟୁଟ୍ୟୁବ୍ ଇଣ୍ଡିଆର ‘ଇସ୍ତଫା ପତ୍ର’ ଭାଇରାଲ, ଲେଖାଯାଇଛି ଏଭଳି…
‘ଗୁଡ୍ବାଏ’ କହିବା କଠିନ। ବିଶେଷକରି ଯେତେବେଳେ କେହି ଇସ୍ତଫା ପତ୍ର ଲେଖନ୍ତି ସେତେବେଳେ ଶବ୍ଦ ଖୋଜିବା କଷ୍ଟକର ହୋଇପଡେ। ଏବେ ଏହି ସମସ୍ୟାର ସମାଧାନ ଲାଗି ୟୁଟ୍ୟୁବ୍ ଇଣ୍ଡିଆ ଏକ ଉଦାହରଣ ଦେଇଛି। ଏହାର ଅଫିସିଆଲ ଆକାଉଣ୍ଟରୁ ଶେୟାର କରାଯାଇଥିବା ଏକ…
ପରିବାର ସୁରକ୍ଷା ପାଇଁ ରାସ୍ତାରେ ଠିଆ ହୋଇଗଲା ବିଶାଳକାୟ ଗରିଲା, ଭିଡିଓ ଦେଖିଲେ…
ସାଧାରଣତଃ ଲୋକମାନେ ନିଜ ପରିବାରର ସୁରକ୍ଷା ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଥାନ୍ତି। ସେ ମଣିଷ ହେଉ କିମ୍ବା ପଶୁ। ପରିବାରର ସୁରକ୍ଷା ବିଷୟରେ ପ୍ରତ୍ୟେକ ପ୍ରଜାତିର ସମାନ ଭାବନା ଥାଏ। ସୋସିଆଲ ମିଡିଆରେ ଏବେ ସେମିତି ଏକ ଭିଡିଓ ଭାଇରାଲ…
ସ୍କୁଟର ଚଢ଼ିବାକୁ କଳି କରୁଛନ୍ତି ଦୁଇ କୁକୁର ଛୁଆ, ଭିଡିଓ ଦେଖିଲେ…
ସୋସିଆଲ ମିଡିଆରେ ଅନେକ ସମୟରେ ପଶୁପକ୍ଷୀଙ୍କ ଭିଡିଓ ଭାଇରାଲ ହୋଇଥାଏ। ଏଥିରୁ କିଛି ଭିଡିଓ ଶିକ୍ଷଣୀୟ ହୋଇଥିବା ବେଳେ ଆଉ କିଛି ମଜାଳିଆ ହୋଇଥାଏ। ଯାହା ଦେଖି ଲୋକେ ଆନନ୍ଦ ପାଇଥାନ୍ତି। ଏବେ ସେମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ…
ଆମ୍ବର ଦାମ୍ ଜାଣିଲେ…
ଆମ୍ବ ପ୍ରେମୀମାନେ ବର୍ତ୍ତମାନ ସେମାନଙ୍କର ପ୍ରିୟ ପ୍ରଜାତିର ଆମ୍ବ ଖାଇବାର ମଜା ନେଉଛନ୍ତି। କିଛି ଆମ୍ବ ମାର୍ଚ୍ଚରୁ ବଜାରକୁ ଆସିଥିବା ବେଳେ ଏବେ ବର୍ଷା ଆରମ୍ଭରେ ବି କିଛି ଆମ୍ବ ବଜାରରେ ଉପଲବ୍ଧ ହେଉଛି। ଯଦିଓ ଭାରତକୁ ଆମ୍ବର ଦେଶ କୁହାଯାଏ।…
ମୈନପୁରୀରେ ୪ ହଜାର ବର୍ଷ ପୁରାତନ ଦ୍ୱାପର ଯୁଗର ଅସ୍ତ୍ରଶସ୍ତ୍ରର ସନ୍ଧାନ…
ମୈନପୁରୀ, ୨୪।୬ : ତ୍ତରପ୍ରଦେଶର ମୈନପୁରୀର ଏକ ଚାଷ ଜମିରୁ ଚାରି ହଜାର ବର୍ଷ ପୁରାତନଦ୍ୱାପର ଯୁଗର ଅସ୍ତ୍ରଶସ୍ତ୍ରର ସନ୍ଧାନ ମିଳିଛି। ମିଳିଥିବା ତମ୍ବା ଅସ୍ତ୍ରଶସ୍ତ୍ରର ନେଇ ପ୍ରତ୍ନତତ୍ତ୍ୱବିତ୍ମାନେ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିଛନ୍ତି। ପ୍ରାଚୀନ କାଳରେ ମଧ୍ୟ ଭାରତୀୟ ଯୁଦ୍ଧବିମାନର…
Archives


