ଚଳନ୍ତା କାର୍ର ଟାୟାର ପରିବର୍ତ୍ତନ କରି ଗିନିଜ୍ ରେକର୍ଡ କଲେ ଦୁଇ ବ୍ୟକ୍ତି
କିଛି ଲୋକ ଅଛନ୍ତି, ଅନେକ ଅଦ୍ଭୁତ କାମ କରି ରେକର୍ଡ କରିବାକୁ ଚାହିଁଥାନ୍ତି। କାମ ଯେତେ କଷ୍ଟ ହେଲେ ମଧ୍ୟ ରିସ୍କ ନେଇ ଇଚ୍ଛା ପୂରଣ କରିଥାନ୍ତି। ଠିକ୍ ସେମିତି ଇଟାଲୀର ଦୁଇ ବ୍ୟକ୍ତି ଯେ କି କଠିନ ପରିଶ୍ରମ ଏବଂ…
ଶୋଷ ବେଳେ ଏମିତି ପାଣି ପିଉଛି ପାରା, ଭିଡିଓ ଭାଇରାଲ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
କଳିଯୁଗର ‘ଶ୍ରବଣ କୁମାର’! ବୃଦ୍ଧ ମା’ବାପାଙ୍କୁ କାନ୍ଧରେ ବସାଇ…
ଆରମ୍ଭ ହୋଇଛି ପବିତ୍ର ଶ୍ରାବଣ ମାସ। ଶିବ ମନ୍ଦିରରେ ପାଣି ଢ଼ାଳିବା ଲାଗି କାଉଡିଆମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଏହି କ୍ରମରେ ଜଣେ ଶିବଭକ୍ତଙ୍କ ଏଭଳି ଭିଡିଓ ଭାଇରାଲ ହେଉଛି, ଯାହା ଲୋକଙ୍କ ହୃଦୟ ଜିତୁଛି। ତାଙ୍କୁ ଅନେକେ କଳିଯୁଗର…
ଦଶମରେ ମାତ୍ର ୪୪%, ୧୩ ଥର ହୋଇଥିଲେ ଫେଲ; ହାର୍ ନମାନି ହେଲେ ଆଇଏଏସ୍ ଅଫିସର
କଥାରେ ଅଛି ପରାଜିତ ହେବା ପରେ ବିଜେତା ହେବାରେ ମଜା ଥାଏ। ଏଣୁ ସଫଳ ହେବାର ମୂଳ ମନ୍ତ୍ର ହେଉଛି ‘ଶେଷ ଯାଏ ଲଢ଼ିବା’। ସେଭଳି ଜଣେ ସଫଳ ମଣିଷର କାହାଣୀ ହେଉଛି ଆଇଏଏସ୍ ଅଫିସର ଅବନିଶ ଶରଣଙ୍କର। ସେ ଜୀବନରେ…
ଦିଲ୍ଲୀରୁ ଲଣ୍ଡନ ବସ୍ ଯାତ୍ରା, ଭଡ଼ା ଦେବାକୁ ପଡ଼େ…
ଦୁନିଆର ଅନେକ ଲୋକ ଖୁସିରେ ଜୀବନଯାପନ କରିବାକୁ ପସନ୍ଦ କରିଥାନ୍ତି। କିଛି ଲୋକ ଭ୍ରମଣ କରି ସାରା ଦୁନିଆ ଦେଖିବାକୁ ଚାହିଁଥାନ୍ତି। ଏପରି ଲୋକଙ୍କ ପାଇଁ ବସ୍ଯାତ୍ରା ଅତ୍ୟନ୍ତ ସ୍ବତନ୍ତ୍ର ହୋଇପାରେ। ଏହି ଯାତ୍ରା ଗୋଟିଏ ସହରରୁ ଅନ୍ୟ ସହରକୁ ନୁହେଁ,…
ଏମିତି ରେଷ୍ଟୁରାଣ୍ଟ, ଯେଉଁଠି ଓ୍ବେଟର ଯେତେଥର ଆସିବେ ସେତେ ବିଲ୍ ବଢ଼ିବ
ଦୁନିଆରେ ଅନେକ ରେଷ୍ଟୁରାଣ୍ଟ ରହିଛି। ସବୁ ରେଷ୍ଟୁରାଣ୍ଟର ନୀତି ନିୟମ ଅଲଗା। କିନ୍ତୁ ଏମିତି ଏକ ରେଷ୍ଟୁରାଣ୍ଟ ଅଛି, ଯେଉଁଠି ଓ୍ବେଟର ଯେତିକିଥର ଆପଣଙ୍କ ନିକଟକୁ ଆସିବେ ସେତିକି ବିଲ୍ ବଢ଼ିଯିବ। ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ। ସ୍ପେନରେ ଏମିତି ରେଷ୍ଟୁରାଣ୍ଟ…
ଶ୍ରମିକଙ୍କ ବ୍ରେକ୍ ଡ୍ୟାନ୍ସ, ୮୦ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି ଭିଡିଓ
ପ୍ରତିଭା ଯେକୌଣସି ସ୍ଥାନରେ ଦେଖିବାକୁ ମିଳିଥାଏ। ସେ ମଞ୍ଚ ହେଉ କି ମଞ୍ଚ ବାହାରେ। ଏହିପରି ଜଣେ ଦକ୍ଷ ଶ୍ରମିକଙ୍କ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ନିର୍ମାଣସ୍ଥଳରେ ବିରତି ସମୟରେ ସେ ନିଜ ସହକର୍ମୀଙ୍କ ସାମ୍ନାରେ ଏପରି ଡ୍ୟାନ୍ସ କରିଛନ୍ତି,…
ପାଖରେ ଗୋଟିଏ ଘର ରଖି ଦାନ କରିଦେଲେ ୬୦୦ କୋଟିର ସମ୍ପତ୍ତି
ମୁରାଦାବାଦ,୨୦।୭: ଉତ୍ତରପ୍ରଦେଶର ମୁରାଦାବାଦରେ ରହୁଥିବା ସମାଜସେବୀ ତଥା ବ୍ୟବସାୟୀ ଡା. ଅରବିନ୍ଦ କୁମାର ଗୋୟଲ ନିଜର ସମସ୍ତ ସମ୍ପତ୍ତିକୁ ଦାନ କରିଛନ୍ତି। ସେ ତାଙ୍କ ୬୦୦ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିକୁ ରାଜ୍ୟ ସରକାରଙ୍କୁ ଦାନ କରିଛନ୍ତି। ଏହାକୁ ଦରିଦ୍ର ଲୋକଙ୍କ…
ଓଲଟା ଲେଖନ୍ତି, ଓଲଟା ଗାଆନ୍ତି; ଦେଖି ନ ଥିବେ ଏଭଳି…
ଓଲଟା ଚାଲିବା, ଓଲଟା ଲେଖିଥିବା ଅନେକ ଲୋକଙ୍କୁ ଆପଣ ଦେଖିଥିବେ। ହେଲେ ଯଦି କୁହାଯାଏ ଓଲଟା ଗୀତ ଗାଉଥିବାର କାହାକୁ ଦେଖିଛନ୍ତି। ଉତ୍ତର ନା ହୋଇପାରେ। ଏହା କିଭଳି ଏପରି ସମ୍ଭବ ବୋଲି ଭାବି ମଧ୍ୟ ପାରନ୍ତି। ହେଲେ ବାସ୍ତବରେ ଏଭଳି…
ସ୍ବାମୀ ଡ୍ରାଇଭର, ସ୍ତ୍ରୀ କଣ୍ଡକ୍ଟର
ପ୍ରତ୍ୟେକ ବ୍ୟକ୍ତି ତାଙ୍କ ଜୀବନରେ କିଛି କରିବାକୁ ଚାହାନ୍ତି । ଏଥିପାଇଁ ମଧ୍ୟ କଠିନ ପରିଶ୍ରମ କରନ୍ତି। ଯଦି ଦୁଇ ଜଣଙ୍କର ସମାନ ଚିନ୍ତାଧାରା ଥାଏ, ତେବେ ଏକାଠି କାମ କରିବା ସହଜ ହୋଇଥାଏ। କେରଳର ବାସିନ୍ଦା ସ୍ବାମୀ ଗିରି ଏବଂ…
ମାଲିକଙ୍କ ସହ ଯୋଗ କରୁଛି କୁକୁର, ଭିଡିଓ ଦେଖିଲେ…
ପଶୁମାନେ ଦୁନିଆରେ ଅଜବ ଅଟନ୍ତି। କେତେବେଳେ କ’ଣ କେମିତି କରନ୍ତି ତାହା ଜଣାପଡ଼େ ନାହିଁ। ଏବେ ଏକ କୁକରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ କୁକୁରଟି ତା’ର ମାଲିକଙ୍କ ସହ ଯୋଗ କରୁଥିବାର ନଜର ଆସିଛି। Puppy yoga..…
ପାହାଡ଼ ମଝିରେ ବିଳାସପୂର୍ଣ୍ଣ ଅବସର ବିନୋଦନ ଗୃହ ନିର୍ମାଣ କଲା ଚାଇନା…
ବେଜିଂ, ୧୯।୭ : ଚାଇନା ପ୍ରାୟତଃ ଏହାର ଆଶ୍ଚର୍ଯ୍ୟଜନକ କାର୍ଯ୍ୟ ଯୋଗୁଁ ବିଶ୍ୱକୁ ବେଳେବେଳେ ଚକିତ କରିଥାଏ। ଏବେ ଚାଇନାର ଚୋଙ୍ଗକିଙ୍ଗ ସହରରେ ଏପରି କିଛି ଫଟୋ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଫଟୋଗୁଡ଼ିକରେ ଚାଇନା ପାହାଡ଼ ଏବଂ…
Archives


