୩୦ ବର୍ଷ ପୂର୍ବେ ହୋଇଥିଲା ବର-କନ୍ୟାଙ୍କ ମୃତ୍ୟୁ, ଏବେ ବିବାହ, ଭିଡିଓ ଦେଖିଲେ…
୩୦ ବର୍ଷ ପୂର୍ବେ ବର ଏବଂ କନ୍ୟାଙ୍କ ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ପରିବାର ସଦସ୍ୟ ସେମାନଙ୍କ ବିବାହ କରିଛନ୍ତି। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି କର୍ନାଟକର ଡାକସିନା କନ୍ନଡ ଜିଲାରେ। ଏଠାରେ ଏକ ପାରମ୍ପରିକ ବିବାହ ଉତ୍ସବ କରାଯାଇଛି। ଏହା…
ଗଧକୁ ବାନ୍ଧି ପିଟୁଥିଲେ, ପାଇଲେ ପାନେ
ଯେଉଁଭଳି ବୁଣିବେ ସେହିଭଳି ଅମଳ ପାଇବେ। ଏଇଟା ଆପଣମାନେ ଆଗରୁ ଶୁଣିଥିବେ। ହେଲେ ଏହି ଭିଡ଼ିଓ ମାଧ୍ୟମରେ ଏହା ସମ୍ପୂର୍ଣ୍ଣ ରୂପେ ପ୍ରମାଣିତ ହୋଇଛି। ଯାହା ଭାଇରାଲ ହେବାରେ ଲାଗିଛି। ଏହାକୁ ଇନ୍ଷ୍ଟାଗ୍ରାମରେ ଅଭିନେତା ଶକ୍ତି କପୁର ଏକ କ୍ଲିପ୍ ଶେୟାର…
ଲଗାତାର ବ୍ୟାକଫ୍ଲିପ୍ସ କରୁଛି ପାରା, ଭିଡିଓ ଦେଖିଲେ ଆପଣ ବି କହିବେ…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ବିଶ୍ୱର ସବୁଠୁ ଦାମୀ ଘର
ପ୍ୟାରିସ୍: ସାଉଦି ଆରବ ପ୍ରିନ୍ସ ମହମ୍ମଦ ବିନ୍ ସଲ୍ମାନ ଫ୍ରାନ୍ସ ଗସ୍ତରେ ଥିବାବେଳେ ମାତ୍ର ଗୋଟିଏ ରାତି ସଲମାନ୍ ବିଶ୍ୱର ସବୁଠାରୁ ଦାମୀ ଘରେ ରହିବା କଥା ଏବେ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଲୋଭେସିନ୍ନସ୍ର ଛାଟିୟୁ ଲୁଇସ୍…
ପ୍ରେମିକାଙ୍କୁ ପାଇବାର ଜିଦ୍! ଦୁଇଥର ବିବାହ ଭାଙ୍ଗି ଶେଷରେ…
କଥାରେ ଅଛି ପ୍ରେମ ଅନ୍ଧ। ପ୍ରେମରେ ପଡ଼ିଥିବା ମଣିଷ ସାଥୀଙ୍କୁ ପାଇବା ପାଇଁ କିଛି ବି କରିପାରେ। ସେଭଳି ଏକ ଅଜବ ପ୍ରେମର ଗଜବ କାହାଣୀ ଦେଖିବାକୁ ମିଳିଛି ବିହାରର ଛପରା ଅଞ୍ଚଳରେ। ଏଠାରେ ଜଣେ ପ୍ରେମିକ ପ୍ରେମିକାଙ୍କୁ ପାଇବା ଜିଦ୍ରେ…
ନଦୀକୂଳରେ ବସି ପ୍ରେମିକାଙ୍କ ମୁଣ୍ଡରୁ ଉକୁଣୀ ବାଛୁଛନ୍ତି ପ୍ରେମିକ; ଭିଡିଓ ଦେଖିଲେ କହିବେ…
ପ୍ରେମ ହେଉଛି ଦୁନିଆର ସବୁଠାରୁ ସୁନ୍ଦର ଅନୁଭବ। ଯେଉଁମାନଙ୍କୁ ଜୀବନରେ ବାସ୍ତବ ପ୍ରେମ ମିଳିଥାଏ ସେମାନଙ୍କ ଖୁସିର ପରିସୀମା ନ ଥାଏ। ଏମିତିରେ ଅନେକ ପ୍ରେମକାହାଣୀ ଆପଣ ଶୁଣିଥିବେ। ହେଲେ ଆମେ ଯେଉଁ ପ୍ରେମିକଙ୍କ ବିଷୟରେ କଥା ହେବାକୁ ଯାଉଛୁ ସେ…
ନିଲାମ ହେଲା ୭.୫ କୋଟି ବର୍ଷ ତଳର ଡାଇନୋସର କଙ୍କାଳ, ଦାମ୍ ରହିଛି…
ନ୍ୟୁୟର୍କ,୨୯ା୭: ନ୍ୟୁୟର୍କର ସୁଥ୍ବେ ନିଲାମ ହାଉସ୍ରେ ମିଳିଥିବା ୭୭ ମିଲିୟନ ବର୍ଷ ପୁରୁଣା ଡାଇନୋସର କଙ୍କାଳ ୬୧ ମିଲିୟନ ଡଲାରରେ ବିକ୍ରି ହୋଇଛି। ନିଲାମ ଗୃହର ବରିଷ୍ଠ ଉପସଭାପତି ଏ ବିଷୟରେ ସୂଚନା ଦେଇଛନ୍ତି। ଏହି ମାସ ଆରମ୍ଭରେ ନ୍ୟୁୟର୍କର ସୁଥ୍ବେ…
କାଠଭର୍ତ୍ତି ଟ୍ରକ୍ ପଛରେ ଲେଖା ହୋଇଛି ଅଧିକ ଗଛ ଲଗାନ୍ତୁ, ଲୋକେ କରୁଛନ୍ତି ଟ୍ରୋଲ୍
ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହୋଇଛି, ଯେଉଁଥିରେ କଟା କାଠରେ ପରିପୂର୍ଣ୍ଣ ଏକ ଟ୍ରକ୍ ଦେଖିବାକୁ ମିଳିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ଟ୍ରକ୍ ପଛରେ ଲେଖା ହୋଇଛି, ଅଧିକ ଗଛ ଲଗାନ୍ତୁ। ଲୋକମାନେ ଏହା ଦେଖି ପରିହାସ କରି କହିଛନ୍ତି,…
ପୁଷ୍ପା ଷ୍ଟାଇଲ୍କୁ କରୁଥିଲେ ଫଲୋ, ଘଟିଲା ଏମିତି…
କିଛି ଲୋକ ସେମାନଙ୍କର ଅହଂକାର ଏବଂ ଜିଦ୍ ପାଇଁ ନିଜକୁ ଅନ୍ୟମାନଙ୍କଠାରୁ ଭିନ୍ନ କିଛି କରିବାକୁ ଚେଷ୍ଟା କରିଥାନ୍ତି। ବେଳେବେଳେ ଏହି ଅଜବ ଚେଷ୍ଟା ଯୋଗୁ ଅସୁବିଧାରେ ପଡ଼ିଥାନ୍ତି। ଠିକ୍ ସେମିତି ଏକ ଘଟଣା ଜଣେ ବ୍ୟକ୍ତିଙ୍କ ସହ ହୋଇଛି। ଯିଏ…
ଦାନ୍ତ ପାଇଁ ୮ ଲକ୍ଷ ଖର୍ଚ୍ଚ କଲେ ଏହି ବ୍ୟକ୍ତି
ଭଗବାନ ସମସ୍ତଙ୍କୁ ବିଶେଷ ବୈଶିଷ୍ଟ୍ୟ ସହିତ ଦୁନିଆକୁ ପଠାଇଛନ୍ତି। କିନ୍ତୁ କିଛି ଲୋକ ଏହି ବୈଶିଷ୍ଟ୍ୟଗୁଡ଼ିକରେ ପରିବର୍ତ୍ତନ କରିବାକୁ ଚାହିଁଥାନ୍ତି। ଏଥିପାଇଁ ସେମାନେ କସ୍ମେଟିକ ସର୍ଜରୀ କରାଇଥାନ୍ତି। କିଛି ଲୋକ ସେମାନଙ୍କ ଦାନ୍ତର ଗଠନକୁ ପରିବର୍ତ୍ତନ କରିଥାନ୍ତି। ଏହା ବ୍ୟତୀତ ହଳଦିଆ…
ଘୋଡ଼ା ଜିତିଲା ମେୟର ପଦ, ମିଳିଲା ସ୍ବତନ୍ତ୍ର ଆସନ
ଯେକୌଣସି ଦେଶ ପାଇଁ ଗଣତନ୍ତ୍ର ଅତ୍ୟନ୍ତ ସୁସ୍ଥ ବୋଲି ବିବେଚନା କରାଯାଏ। ଲୋକମାନେ ନିଜର ନେତା ବାଛନ୍ତି। ଏହି ମନୋନୀତ ବ୍ୟକ୍ତି ଆଗକୁ ଲୋକଙ୍କ ହିତ ପାଇଁ କାମ କରନ୍ତି। କିନ୍ତୁ ଯଦି ଲୋକମାନେ ନିଜ ନେତା ଭାବରେ ନିଜ ପାଇଁ…
‘ଭୋଗ୍’ ପ୍ରଚ୍ଛଦରେ ଜେଲେନସ୍କି ଦମ୍ପତି
କିଭ୍: ବହୁଚର୍ଚ୍ଚିତ ଭୋଗ୍ ମାଗାଜିନ୍ ପ୍ରଚ୍ଛଦରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏବଂ ସ୍ତ୍ରୀ ଓଲେନା ଜେଲେନସ୍କାଙ୍କ ଫଟୋ ସ୍ଥାନ ପାଇଛି। ଏହି ଫଟୋରେ ‘ପୋଟ୍ରେଟ୍ ଅଫ୍ ବ୍ରେଭରୀ ’ ଲେଖାଯାଇଥିବାର ଦେଖିବାକୁ ମିଳିଛି। ୟୁକ୍ରେନ୍ର ଫାଷ୍ଟ୍ ଲେଡି କାଜୁଆଲ୍ ଗେଟ୍ଅପ୍ରେ…
Archives


