ଭାଇଙ୍କ ପ୍ରେମିକାଙ୍କୁ ଭଲ ପାଇ ବିବାହ କରିଛନ୍ତି ଏହି ପ୍ରଧାନମନ୍ତ୍ରୀ
କୁହାଯାଏ, ପ୍ରେମରେ କୌଣସି ବୟସ ନ ଥାଏ। ପ୍ରେମ ଶାଶ୍ୱତ, ଚିରନ୍ତନ। ସେଥିପାଇଁ ତ ଲୋକେ ସମାଲୋଚନାକୁ ଖାତିର ନ କରି ପ୍ରେମରେ ପଡ଼ି ଶେଷରେ ଜିତାପଟ ଲାଭ କରନ୍ତି। ଏମିତି ବି ପ୍ରେମରେ ପଡ଼ିଥିଲେ ଜଣେ ରାଜନେତା। କାନାଡାର...
ଓଡ଼ିଶା ମାଟିର ବାସ୍ନା ଥାଏ ମୋ ଚିତ୍ରରେ
ସେ ଜଣେ ଏମିତି ଶିଳ୍ପୀ, ଯେକି ତାଙ୍କ ଚିତ୍ରକଳାରେ କୌଣସି ନିର୍ଦ୍ଦିଷ୍ଟ କାହାଣୀକୁ ସ୍ଥାନ ନ ଦେଇ ବରଂ ଯେତେବେଳେ ଯାହାକିଛି ଘଟଣା ତାଙ୍କ ମନକୁ ଛୁଏଁ ସେ ସେଥିରେ ଚିତ୍ରକଳାର ରୂପ ଦିଅନ୍ତି। ନିଜର ଭାବାବେଗ ସହ ଅନ୍ତଃସ୍ବରକୁ...
ଜୈବିକ କୃଷି, ବଢୁଛି ଆଦର
କମ୍ ଜମିରେ ସ୍ବଳ୍ପ ପରିମାଣର ବିହନ ବୁଣି ଅଳ୍ପଦିନରେ କିପରି ଅଧିକ ପରିମାଣର ଶସ୍ୟ ଉତ୍ପାଦନ ହୋଇପାରିବ ଏଥିପାଇଁ ଆଧୁନିକ ଚାଷପ୍ରଣାଳୀ ଦ୍ୱାରା କୃଷିକ୍ଷେତ୍ରରେ ଆବଶ୍ୟକ ପରିମାଣର ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ କରାଯାଇଥାଏ। ହେଲେ ସୁସ୍ଥ ଓ...
କତା ଆଣିଛୁ କି ନାହିଁ
ସେତେବେଳେ ମୁଁ ଚତୁର୍ଥ ଶ୍ରେଣୀରେ ପଢ଼ୁଥାଏ। ସେଦିନ ଥାଏ ଗୁରୁଦିବସ। ପ୍ରତିବର୍ଷ ଭଳି ସେଦିନ ବି ଗୁରୁଦିବସ ପାଇଁ ସ୍କୁଲ୍ରେ ସଭା ଆୟୋଜନ ହୋଇଥାଏ। ଆମ ସାମ୍ନାରେ ଚଉକିରେ ଗୁରୁଜୀ ଗୁରୁମା’ ବସିଥାଆନ୍ତି। ଆମେ ସବୁ ଛାତ୍ରୀଛାତ୍ର ଧାଡ଼ି ଧାଡ଼ି...
ଇଟାଲିରେ ପେପ୍ପା ପିଗ୍ କାର୍ଟୁନ୍କୁ ବିରୋଧ
ରୋମ୍: ପିଲାଙ୍କ ମନୋରଞ୍ଜନ ପାଇଁ ଟିଭିରେ ପ୍ରସାରିତ ପେପ୍ପା ପିଗ୍ କାର୍ଟୁନ୍କୁ ଇଟାଲିର ରାଜନୈତିକ ଦଳ ବ୍ରଦର୍ସ ଅଫ୍ ଇଟାଲିର ବରିଷ୍ଠ ନେତା ଫେଡେରିକୋ ମୋଲ୍ଲିକୋନ ବ୍ୟାନ୍ କରିବା ପାଇଁ ଦାବି କରିଛନ୍ତି। ଇଟାଲିରେ ଲୋକପ୍ରିୟତା ହାସଲ କରିଥିବା ପେପ୍ପା...
୩୦ ବର୍ଷରେ ୧.୧ ନିୟୁତ ମୃତ
ଓ୍ବାଶିଂଟନ: ବିପଦରେ ସାମୁଦ୍ରିକ କଇଁଛଙ୍କ ସ୍ଥିତି। ଦୀର୍ଘ ୩୦ ବର୍ଷ ମଧ୍ୟରେ ପାଖାପାଖି ୧.୧ ମିଲିୟନ୍ କଇଁଛଙ୍କ ମୃତ୍ୟୁ ହୋଇଥିବା ଆରିଜୋନା ଷ୍ଟେଟ୍ ୟୁନିଭର୍ସିଟି (ଏଏସ୍ୟୁ) ବୈଜ୍ଞାନିକ ଦାବି କରିଛନ୍ତି। ୧୯୯୦ରୁ ୨୦୨୦ ପର୍ଯ୍ୟନ୍ତ ସାମୁଦ୍ରିକ କଇଁଛମାନଙ୍କ ଉପରେ ୟୁନିଭର୍ସିଟି...
ଭୋପାଳରେ ହେବ ଦେଶର ପ୍ରଥମ ଛାଡ଼ପତ୍ର ଉତ୍ସବ, ୨୦୦ ଅତିଥି ହେବେ ସାମିଲ, ନିମନ୍ତ୍ରଣ ପତ୍ର ଭାଇରାଲ…
ଭୋପାଳ, ୧୦।୯ : ଭୋପାଳରେ ଏକ ଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ଏହା ଦେଶର ପ୍ରଥମ ଛାଡପତ୍ର ଉତ୍ସବ ବୋଲି ଦାବି କରାଯାଉଛି। ଏଥିରେ ୧୮ ଜଣ ପୁରୁଷ ଏବଂ ସେମାନଙ୍କ ପରିବାର ଅନ୍ତର୍ଭୁକ୍ତ ହେବେ ଯେଉଁମାନେ ଛାଡପତ୍ର...
ଏମିତି ପ୍ରେମରେ ପଡ଼ିଥିଲେ କିମ୍-ଜୋଙ୍ଗ୍-ଉନ୍
ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍-ଜୋଙ୍ଗ୍-ଉନ୍ଙ୍କ ବର୍ବରତାର କାହାଣୀ ସମଗ୍ର ବିଶ୍ୱ ଜାଣିଛି। କିମ୍ଙ୍କ ଜୀବନ ଯେତେ ରହସ୍ୟମୟ, ତାଙ୍କ ବିବାହ ମଧ୍ୟ ସେତିକି ରହସ୍ୟମୟ ଅଟେ। କିମ୍ କେବେ ପ୍ରେମରେ ପଡ଼ିଥିଲେ ଓ କିପରି ବିବାହ କରିଥିଲେ ତାହା...
ଏମିତି ଗଲା କଇଁଛ , ଦେଖିଲେ ହେବେ ଆଶ୍ଚର୍ଯ୍ୟ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଯାହା ହସର ଖୋରାକ ଯୋଗାଉ ଥିବା ବେଳେ ଅନେକ ସମୟରେ ଭାବ ପ୍ରବଣ କରୁଛି। ବର୍ତ୍ତମାନ ଟୁଇଟରରେ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ...
ବିବାହ ମଣ୍ଡପରେ ବନ୍ଧୁ କଲେ ଏମିତି, ଭିଡିଓ ଦେଖିଲେ…
ଦୁଃଖ ହେଉ କି ସୁଖ ସବୁ ପରିସ୍ଥିତିରେ ବନ୍ଧୁଟିଏ ବନ୍ଧୁ ପାଖରେ ଠିଆ ହୋଇଥାଏ। ଯେଉଁଠି ସାଙ୍ଗମାନେ ଏକାଠି ହୁଅନ୍ତି ସେଠି ହସଖୁସି, ଥଟ୍ଟାମଜାର ଆସର ଜମେ। ଏସବୁ ଖୁସି ଦ୍ୱିଗୁଣିତ ହୋଇଥାଏ ଜଣେ ବନ୍ଧୁର ବିବାହ ଉତ୍ସବରେ। ଇନଷ୍ଟାଗ୍ରାମ...
ଘର ଭିତରେ ସୁଇମିଂ ପୁଲ, ଭିଡିଓ ଭାଇରାଲ
ବେଙ୍ଗାଲୁର: ବର୍ତ୍ତମାନ ବେଙ୍ଗାଲୁରୁରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ପାଇଁ ଜୀବନଜୀବିକା ବାଧାପ୍ରାପ୍ତ ହେଉଛି। ଗତ କିଛି ଦିନ ଧରି ଲଗାଣ ବର୍ଷା ପରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ପରିସ୍ଥିତିରେ ଏଯାବତ୍ ସୁଧାର ଆସି ନ ଥିବା ବେଳେ...
ପ୍ରାଣୀଙ୍କ ଚିତାଭସ୍ମରେ ଟାଟୁ
ୱାଶିଂଟନ: ଦୁନିଆରେ ବିଭିନ୍ନ ପ୍ରକାରର ଲୋକ ଅଛନ୍ତି, ଯେଉଁମାନଙ୍କ ଅଜବ ଇଚ୍ଛା ରହିଥାଏ। ଆମେରିକା ଫ୍ଲୋରିଡାରେ ରହୁଥିବା ଜଣେ ୩୦ ବର୍ଷୀୟା ମହିଳା ଆଲେକଜେଣ୍ଡ୍ରା ଏସ୍ ତାଙ୍କ ଦେହରେ ଟାଟୁ କରୁଛନ୍ତି। ହେଲେ ଏହା କୌଣସି ପାରମ୍ପରିକ ଟାଟୁ ନୁହେଁ,...
Archives


