ଫୁରସତ

୬ କୋଟିରେ ସଜା ହୋଇଛି ମନ୍ଦିର ପ୍ରାଙ୍ଗଣ

ଅମରାବତି: ବିଭିନ୍ନ ଅଞ୍ଚଳରେ ନବରାତ୍ରି ବେଶ୍‌ ଧୁମଧାମରେ ପାଳନ କରାଯାଉଛି। ଆନ୍ଧ୍ର ପ୍ରଦେଶରେ ଥିବା ୧୩୫ ବର୍ଷ ପୁରୁଣା ବାସାଭି କନ୍ୟାକା ପରମେଶ୍ୱରୀ ମନ୍ଦିରକୁ ୬ କୋଟି ଟଙ୍କାରେ ସଜାଯାଇଛି। ଠାକୁରାଣୀଙ୍କୁ ସୁନା ଅଳଙ୍କାରରେ ସଜା ଯାଇଥିବାବେଳେ ମନ୍ଦିର ପ୍ରାଙ୍ଗଣକୁ ୧୦…

ମଞ୍ଚରେ ସୁପର ମଡେଲଙ୍କୁ ପିନ୍ଧାଗଲା ଡ୍ରେସ୍‌

ପ୍ୟାରିସ: ପ୍ରତ୍ୟେକ ଫ୍ୟାଶନ୍‌ ଶୋ’ରେ ସୁନ୍ଦରୀ ତରୁଣୀମାନେ ଭିନ୍ନ ଡିଜାଇନ୍‌ର ଟ୍ରେଣ୍ଡି ପୋଷାକ ପିନ୍ଧି ରାମ୍ପ ଓ୍ବାକ୍‌ର ସ୍ବତନ୍ତ୍ର ଷ୍ଟେଜ୍‌ରେ କ୍ୟାଟ୍‌ ଓ୍ବାକ୍‌ କରନ୍ତି । ଆଉ ଏହି ଷ୍ଟେଜ୍‌କୁ ଘେରି ବସିଥାନ୍ତି ଅନେକ ସେଲିବ୍ରିଟି ଡିଜାଇନର୍‌ ଏବଂ ଦର୍ଶକ। କାର୍ଯ୍ୟକ୍ରମ…

ଷ୍ଟାଡିୟମରେ ଥିଲେ ୭୭ ହଜାର ଲୋକ, ହଠାତ୍‌ ଭୁଶୁଡ଼ି ପଡ଼ିଲା ଗ୍ୟାଲେରି

ସାଣ୍ଟିଆଗୋ,୧ା୧୦: ମ୍ୟାଚ୍‌ ସମୟରେ ପ୍ରଶଂସକଙ୍କ କ୍ରେଜ୍‌ ବେଳେବେଳେ ସମସ୍ତ ସୀମା ଅତିକ୍ରମ କରେ। ଦକ୍ଷିଣ ଆମେରିକାର ଚିଲିରେ ଶୁକ୍ରବାର ଏକ ଫୁଟବଲ ମ୍ୟାଚ୍‌ ସମୟରେ ସେମିତି ଏକ ଘଟଣା ଘଟିଛି। କୁହାଯାଉଛି, ଷ୍ଟାଡିୟମରେ ମାତ୍ର ୫୦ ହଜାର ଲୋକଙ୍କ ପାଇଁ ବସିବାର…

ଗାଈ-ବାଛୁରୀଙ୍କ ଗୁପ୍‌ଚୁପ୍‌ ଖିଆ, ଭିଡିଓ ଦେଖିଲେ…

ଗୁପ୍‌ଚୁପ୍‌ ଏମିତି ଏକ ପାଟି ସୁଆଦିଆ ଜିନିଷ ଯାହାକୁ ଅଧିକାଂଶ ଲୋକ ମଜାର ସହିତ ଖାଇବାକୁ ପସନ୍ଦ କରିଥାନ୍ତି। ମହିଳା ହୁଅନ୍ତି କି ପୁରୁଷ, ସମସ୍ତେ ପ୍ରାୟ ଗୁପ୍‌ଚୁପ୍‌ ଖାଇଥାନ୍ତି। କିନ୍ତୁ ମହିଳାମାନଙ୍କର ସବୁଠାରୁ ବଡ଼ ଦୁର୍ବଳତା ହେଉଛି ମସଲାଯୁକ୍ତ ଗୁପ୍‌ଚୁପ୍‌।…

ରକ୍ତଦାନ ମହତ୍‌ ଦାନ

ରକ୍ତଦାନ ହେଉଛି ମହତ ଦାନ। ରକ୍ତଦାନ ପାଇ ସଭିଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଅକ୍ଟୋବର ୧କୁ ଭାରତରେ ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସ ଭାବେ ପାଳନ କରାଯାଇଥାଏ। ଭାରତରେ ଟ୍ରାନ୍ସଫ୍ୟୁଜନ ମେଡିସିନର ପିତା ଭାବରେ ପରିଗଣିତ ଡାକ୍ତର ଜେ.ଜି…

ପ୍ରାୟଶ୍ଚିତ୍ତ ପାଇଁ ଶରୀରକୁ ଦଣ୍ଡ

ବ୍ୟାଙ୍କକ୍‌: ଥାଇଲାଣ୍ଡରେ ଆରମ୍ଭ ହୋଇଯାଇଛି ଫୁକେଟ ଭେଜିଟେରିଆନ୍‌ ଫେଷ୍ଟିଭାଲ। ଚାଇନା କ୍ୟାଲେଣ୍ଡର ଅନୁସାରେ ପ୍ରତିବର୍ଷ ୯ମ ଲୁନାର ମାସରେ ଅର୍ଥାତ୍‌ ପ୍ରତିବର୍ଷ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ଏହି ପର୍ବ ପାଳନ କରାଯାଏ। ବେଶ୍‌ ଧୁମ୍‌ଧାମରେ ଥାଇଲାଣ୍ଡବାସୀ ଏହି ପର୍ବକୁ ପାଳନ…

ଡ୍ରାଇଭରଙ୍କ ନିଆରା ଅପିଲ- ଦୟାକରି ମୋତେ ଭାଇ କି ଅଙ୍କଲ୍‌ ଡାକନ୍ତୁ ନାହିଁ…

ଆଜିକାଲିର ସମୟରେ କୌଣସି ସ୍ଥାନକୁ ଯାତ୍ରା ଲାଗି ‘ଉବେର’ ନଚେତ ‘ଓଲା’ ପ୍ରମୁଖ ସାଧନ ପାଲଟିଛନ୍ତି। ଏହାଦ୍ୱାରା ଗାଡି ସହଜରେ ବୁକ୍‌ ହେବା ସାଙ୍ଗକୁ କିଭଳି ଯିବେ ତାର ଚିନ୍ତା ଦୂର ହୋଇଥାଏ। ଆପଣ କେବେ ଏହି ଗାଡ଼ି ବୁକ୍‌ କଲେ…

ଜିଲ୍‌ଙ୍କୁ ୫ ଥର ବିବାହ ପ୍ରସ୍ତାବ ଦେଇଥିଲେ ବାଇଡେନ୍‌, କାରଣ ଜାଣିଲେ…

କୁହାଯାଏ, ପ୍ରେମ ଏବଂ ବିବାହ ପାଇଁ କୌଣସି ବୟସ ନ ଥାଏ। ଜାତି, ଧର୍ମ, ବର୍ଣ୍ଣ, ଛୋଟବଡ଼ର ବାଛ ବିଚାର ନ ଥାଏ। ଯେତେବେଳେ ମନ ଚାହୁଁଥିବା ହୃଦୟଟିଏ ମିଳିଯାଏ ସେତେବେଳେ ଜୀବନରେ ଆଗକୁ ବାଟ ଚାଲିବାକୁ ନିଷ୍ପତ୍ତି ନିଆଯାଏ। ଦୁନିଆର…

ଶୂନ ମାଧ୍ୟାକର୍ଷଣରେ ଫୁଟବଲ୍‌ ମ୍ୟାଚ

ଲିସ୍‌ବନ୍‌: ଜିରୋ ଗ୍ରାଭିଟି ବା ଶୂନ ମାଧ୍ୟାକର୍ଷଣରେ ଫୁଟ୍‌ବଲ ମ୍ୟାଚ୍‌। ଅନେକଙ୍କୁ ଏହି କଥା ଆଶ୍ଚର୍ଯ୍ୟ ଲାଗୁଥାଇପାରେ। ହେଲେ ନିକଟରେ ପର୍ତ୍ତୁଗିଜ୍‌ ଫୁଟବଲ୍‌ ଲିଜେଣ୍ଡ୍‌ ଲୁଇସ୍‌ ଫିଗୋଙ୍କ ସମେତ ଅନ୍ୟ ପ୍ରମୁଖ ଖେଳାଳି ପ୍ରାୟ ୨୦,୨୩୦ ଫୁଟ୍‌ ଉଚ୍ଚରେ ମ୍ୟାଚ୍‌ ଖେଳିଛନ୍ତି।…

ଗହଳିରୁ ରକ୍ଷାକରିବ ଏୟାର ଟାକ୍ସି

ବେଙ୍ଗାଲୁରୁ: ରାସ୍ତାରେ ଟ୍ରାଫିକ୍‌ ଜାମ୍‌ ହେଲେ ଦୀର୍ଘ ସମୟ ଅପେକ୍ଷା କରିବା ଅଧିକାଂଶଙ୍କ ପାଇଁ କାଠିକର ପାଠ। ଅନେକେ ଭାବନ୍ତି ଯଦି ଭିଡ଼ରୁ ଉଡ଼ିକରି ଯିବାର ସୁବିଧା ଥାଆନ୍ତା ତେବେ ସେମାନେ ନିଶ୍ଚୟ ଉଡ଼ିଯାଇଥାନ୍ତେ। ହେହଲେ ଏବେ ତାହା କେବଳ ଏକ…

ବରଙ୍କୁ ଭେଟିବା ପାଇଁ ଏକୁଟିଆ ଅଟୋରେ ଚାଲିଗଲେ କନ୍ୟା, ଭିଡିଓ ଦେଖିଲେ…

ସମୟ ଥିଲା ସ୍ବପ୍ନର ରାଜକୁମାରଙ୍କୁ ଦେଖିବାକୁ ବା ତାଙ୍କ ବିଷୟରେ ଜାଣିବାକୁ କନ୍ୟାଙ୍କୁ ଲାଜ ଲାଗୁଥିଲା। ମାତ୍ର ସମୟ ବଦଳୁଛି, ତେଣୁ କନ୍ୟା ସାଜୁଥିବା ଯୁବତୀମାନଙ୍କର ରୁଚି ମଧ୍ୟ ଧିରେ ଧିରେ ବଦଳିବାରେ ଲାଗିଛି।  ଏବେ ଝିଅ ନିଜେ କନ୍ୟା ବେଶରେ…

ଶିକାର ଦେଖି ନ ଦେଖିଲା ଭଳି ହେଉଛି ବାଘ, ଭିଡିଓ ଦେଖିଲେ …

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଯାହା ହସର ଖୋରାକ ଯୋଗାଉ ଥିବା ବେଳେ ଅନେକ ସମୟରେ ଭାବପ୍ରବଣ କରିଦିଏ । ବର୍ତ୍ତମାନ ଟୁଇଟରରେ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri