ମିଳୁନାହାନ୍ତି ପ୍ରେମିକା, ହୋର୍ଡିଂ ଲଗାଇ ଖୋଜୁଛନ୍ତି ଯୁବକ
କୁହାଯାଏ, ଜୀବନସାଥୀ ଭଗବାନ ଠିକ୍ କରିଥାନ୍ତି। ଯିଏ ଯାହା ପାଇଁ ଗଢ଼ା, ତାକୁ ତାହା ମିଳିଥାଏ। କିନ୍ତୁ କନ୍ୟା ଖୋଜିବା ପାଇଁ ଆଜିର ଯୁଗରେ ଲୋକମାନେ ସୋସିଆଲ ମିଡିଆର ସାହାଯ୍ୟ ନେଉଛନ୍ତି। ଇଦ୍ ଚାପମ୍ୟାନ ନାମକ ଜଣେ ୨୩ ବର୍ଷୀୟ ଯୁବକ…
ଅଷ୍ଟ୍ରେଲୀୟ ସ୍ତ୍ରୀଙ୍କ ମୁଣ୍ଡରେ ଘାସ ବସ୍ତା ରଖିଲେ ଭାରତୀୟ ସ୍ବାମୀ, ଭିଡିଓ ଦେଖିଲେ…
ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଭିଡିଓ ଭାଇରାଲ ହୋଇଥାଏ। ଏହି ଭିଡିଓଗୁଡିକ ମଧ୍ୟରୁ କେତେକ ଏପରି ହୋଇଥାଏ ଯେ, ଆପଣ ବାରମ୍ବାର ଦେଖିବାକୁ ଚାହିଁବେ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ଭାରତୀୟ-ଅଷ୍ଟ୍ରେଲୀୟ ମହିଳାଙ୍କ ମୁଣ୍ଡରେ ଘାସ…
ଆଖିପିଛୁଳାକେ ଲୋକଙ୍କ ଉପରେ ଡେଇଁ ପଳାଇଲା ହରିଣ, ଭିଡିଓ ଦେଖିଲେ…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଯାହା ହସର ଖୋରାକ ଯୋଗାଉ ଥିବା ବେଳେ ଅନେକ ସମୟରେ ଭାବପ୍ରବଣ କରିଦିଏ। ବର୍ତ୍ତମାନ ଟୁଇଟରରେ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଏକ ହରିଣକୁ…
ପାର୍ବଣରେ…
ପାର୍ବଣ ଆସିଲେ ହିଁ ମନରେ ଭରିଯାଏ ଆନନ୍ଦ। ଏହି ଅବସରରେ କିଏ କେମିତି ଖୁସି ମନାଇବେ ସେଥିପାଇଁ କେତେ କଳ୍ପନାଜଳ୍ପନା। କିନ୍ତୁ ଏମିତି କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ପାର୍ବଣରେ ଖୁସି ସାଙ୍ଗରେ ଦାୟିତ୍ୱ ବି ଥାଏ ଅନେକ… ଗାଁ ଗଣ୍ଡା,…
ଛୋଟ ଝିଅକୁ ଏଭଳି ସୁରକ୍ଷା ଦେଉଛି ବିଲେଇ, ଭିଡିଓ ଦେଖିଲେ…
ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ କିଛି ନା କିଛି ଫଟୋ, ଭିଡିଓ ଭାଇରାଲ ହେବାରେ ଲାଗିଛି। ଠିକ୍ ସେପରି ଏକ ଭିଡିଓ ସୋସିଆଲ ମିଡିଆରେ ଘୂରିବୁଲୁଛି। ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଶେୟାର ହୋଇଥିବା ଭିଡିଓରେ ବିଲେଇ ଏକ…
ଚର୍ଚ୍ଚାରୁ ମିଳିଲା ସୁଯୋଗ
ପାଟନା: ଆଇଏଏସ୍ ଅଫିସର୍ଙ୍କୁ ସାନିଟାରି ନ୍ୟାପ୍କିନ୍ ବିଷୟରେ ପ୍ରଶ୍ନ ପଚାରି ଚର୍ଚ୍ଚାକୁ ଆସିଥିବା ପାଟନାର ରିୟାଙ୍କୁ କମର୍ସିଆଲ ଆଡ୍ ପାଇଁ ସୁଯୋଗ ମିଳିଛି। ଏକ ନ୍ୟାପ୍କିନ୍ କମ୍ପାନୀ ରିୟାଙ୍କୁ ନେଇ ବିଜ୍ଞାପନ କରିବାକୁ ବାହାରିଛି। ଏଥିସହ ଡିଗ୍ରୀ ପର୍ଯ୍ୟନ୍ତ ରିୟାଙ୍କ ପାଠପଢ଼ା…
ଗ୍ରୀସ୍ ଫେରିବ ହଜାରେ ବର୍ଷର ଗ୍ରନ୍ଥ
ଏଥେନ୍ସ: ଦୀର୍ଘ ୧୦୦ ବର୍ଷ ପରେ ହଜାରେ ବର୍ଷର ପୁରୁଣା ଗ୍ରନ୍ଥକୁ ଫେରି ପାଇବ ଗ୍ରୀସ୍। ବିଶ୍ୱ ଯୁଦ୍ଧ ସମୟରେ ଏହି ଗ୍ରନ୍ଥକୁ ବୁଲ୍ଗେରିଆ ଆର୍ମି ଏହାକୁ ଚୋରି କରି ନେଇଥିଲା। ୧୯୧୭ରେ ଗ୍ରୀସ୍ରୁ ୪ ଶହରୁ ଊର୍ଦ୍ଧ୍ୱ ଗ୍ରନ୍ଥ ଚୋରି…
ପରସ୍ପର ଲାଞ୍ଜକୁ ଧରି ଏମିତି ହେଉଛନ୍ତି ମୂଷା, ଭିଡିଓ ଦେଖିଲେ…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଯାହା ହସର ଖୋରାକ ଯୋଗାଉ ଥିବା ବେଳେ ଅନେକ ସମୟରେ ଭାବପ୍ରବଣ କରିଦିଏ। ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ମୂଷା ପରି ଦେଖାଯାଉଥିବା…
ମାତୃରୂପେଣ ସଂସ୍ଥିତା
ଆର୍ଯ୍ୟଭୂମି ଭାରତବର୍ଷରେ ଶାକ୍ତ ସଂସ୍କୃତିର ଏକ ବିରାଟ ଐତିହ୍ୟ ରହି ଆସିଛି। ଆର୍ଯ୍ୟ ଓ ଅର୍ଯ୍ୟୋତର ବିଶ୍ୱାସ ଏବଂ ସଂସ୍କାରର ସମନ୍ବୟରୁ ଶକ୍ତି ଉପାସନା ଆରମ୍ଭ ହୋଇଥିଲା। ପ୍ରଚଳିତ ଶାକ୍ତ ବ୍ରତଗୁଡ଼ିକରେ ଦୁର୍ଗା, ଲକ୍ଷ୍ମୀ, ମହାକାଳୀ, ମଙ୍ଗଳା, ସାବିତ୍ରୀ, ଉତ୍ତରାୟଣୀ, ପାର୍ବତୀ,…
ଏଠି ରାବଣଙ୍କୁ ଜ୍ୱାଇଁ ବୋଲି ମାନନ୍ତି ଗାଁ ଲୋକେ, ବିନା ଓଢଣାରେ ମୂର୍ତ୍ତି ସାମ୍ନାକୁ ଆସନ୍ତି ନାହିଁ ମହିଳା
ଚଳିତ ବର୍ଷ ରାବଣ ଦହନକୁ ନେଇ ସାରା ଦେଶରେ ଲୋକେ ଉତ୍ସାହର ସହ ଅପେକ୍ଷା ରଖିଛନ୍ତି । ହେଲେ ମଧ୍ୟ ପ୍ରଦେଶର ମନ୍ଦସୋର ଜିଲାରେ ଲୋକେ ରାବଣକୁ ଦହନ କରିବା ପରିବର୍ତ୍ତେ ସାରା ବର୍ଷ ରାବଣ ମୂର୍ତ୍ତିର ପୂଜା କରିଥାଆନ୍ତି ।…
ଶୁଆ ଖାଉଛି ଆଇସ୍କ୍ରିମ୍, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ
ସୋସିଆଲ ମିଡିଆରେ ପଶୁପକ୍ଷୀମଙ୍କର ଅଜବ ଭିଡିଓ ଭାଇରାଲ ହେବାର ଦେଖାଯାଏ। ନିକଟରେ ସେମିତି ଏକ ଭିଡିଓ ଭାଇରାଲ ହୋଇଛି। ଭାଇରାଲ ଭିଡିଓରେ ଜଣେ ମହିଳା ତାଙ୍କ ପୋଷା ଶୁଆ ସହିତ ନଜର ଆସିଛନ୍ତି। ମହିଳା ଜଣକ ଆଇସକ୍ରିମ ଖାଇବା ପାଇଁ ଶୁଆକୁ…
ଦେବୀ ମା’ଙ୍କୁ ଚପଲ, ଟୋପି ଉପହାର
ମଧ୍ୟପ୍ରଦେଶର ରାଜଧାନୀ ଭୋପାଳସ୍ଥିତ କୋଲାର ଅଞ୍ଚଳର ଏକ ଛୋଟ ପାହାଡ ଉପରେ ଅଛି ମା’ ଦୁର୍ଗାଙ୍କର ଏକ ମନ୍ଦିର। ଯାହା ‘ସିଦ୍ଧଦାତ୍ରୀ ପହାଡାବାଲା’ ମନ୍ଦିର ନାମରେ ପରିଚିତ। ତା’ସହ କେହି କେହି ଉକ୍ତ ମନ୍ଦିରକୁ ‘ଜୀଜୀବାଈ’ ମନ୍ଦିର ବି କୁହନ୍ତି। ଏହି…
Archives


