Posted inଫୁରସତ

ଏଠି ରାବଣଙ୍କୁ ଜ୍ୱାଇଁ ବୋଲି ମାନନ୍ତି ଗାଁ ଲୋକେ, ବିନା ଓଢଣାରେ ମୂର୍ତ୍ତି ସାମ୍ନାକୁ ଆସନ୍ତି ନାହିଁ ମହିଳା

ଚଳିତ ବର୍ଷ ରାବଣ ଦହନକୁ ନେଇ ସାରା ଦେଶରେ ଲୋକେ ଉତ୍ସାହର ସହ ଅପେକ୍ଷା ରଖିଛନ୍ତି । ହେଲେ ମଧ୍ୟ ପ୍ରଦେଶର ମନ୍ଦସୋର ଜିଲାରେ ଲୋକେ ରାବଣକୁ ଦହନ କରିବା ପରିବର୍ତ୍ତେ ସାରା ବର୍ଷ ରାବଣ ମୂର୍ତ୍ତିର ପୂଜା କରିଥାଆନ୍ତି ।
ମନ୍ଦସୋର ଜିଲାର ଖାନପୁରା ଅଞ୍ଚଳରେ ରୁଣ୍ଡିରେ ରାବଣଙ୍କ ଦଶମୁଣ୍ଡବାଲା ପ୍ରତିମା ସ୍ଥାପନ କରାଯାଇଛି । ଏହି ଗାଁକୁ ରାବଣଙ୍କ ଶ୍ୱଶୁର ଘର ବୋଲି କୁହାଯାଇଥାଏ । ଲୋକକଥା ଅନୁଯାୟୀ, ମନ୍ଦୋଦରୀ ଏହିଠାରେ ରହୁଥିଲେ । ପୂର୍ବରୁ ଏହି ଗାଁ ଦଶପୁର ନାମରେ ପରିଚିତ ଥିଲା । ତେବେ ରାବଣଙ୍କର ଏହା ଶ୍ୱଶୁର ଘର ବୋଲି କୌଣସି ପୌରାଣିକ ପ୍ରମାଣ ନ ଥିଲେ ମଧ୍ୟ ଗାଁର ନାମ ମନ୍ଦସୋର ହୋଇଥିବାରୁ ବରିଷ୍ଠ ନାଗରିକମାନେ ଏହାକୁ ମନ୍ଦୋଦରୀଙ୍କ ନାମ ସହ ଯୋଡି ଏହାକୁ ରାବଣଙ୍କ ଶ୍ୱଶୁର ଘର ବୋଲି କହିଥାଆନ୍ତି ଓ ରାବଣ ଏହି ଗାଁର ଜ୍ୱାଇଁ ବୋଲିଇ ଲୋକେ ମାନନ୍ତି ।
ରାବଣ ଏହି ଗାଁର ଜ୍ୱାଇଁ ହୋଇଥିବାରୁ କୌଣସି ମହିଳା ବିନା ଓଢଣାରେ ରାମଣଙ୍କ ମୂର୍ତ୍ତି ସାମ୍ନାକୁ ଯାଇ ନ ଥାଆନ୍ତି । ଆହୁରି ମଧ୍ୟ ଲୋକେ ବିଶ୍ୱାସ କରନ୍ତି ଯେ ରାବଣଙ୍କ ମୂର୍ତ୍ତିର ଗୋଡରେ କଳା ସୂତା ବିନ୍ଧିଲେ କୌଣସି ରୋଗବ୍ୟାଧି ହୋଇ ନ ଥାଏ । ଏମିତିକି ଦଶହରା ଦିନ ଲୋକେ ଏଠାରେ ରାବଣଙ୍କ ଗୋଡରେ କଳା ସୂତା ବାନ୍ଧିଥାଆନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମଣିଷ ଭଳି କୁକୁର କରୁଛି…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ଏମିତି ଦେଶ, ଯେଉଁଠି ମହିଳା ଏବଂ ପୁରୁଷ ପିନ୍ଧିଥାନ୍ତି ଏକାପ୍ରକାର ପୋଷାକ

ବିଶ୍ୱରେ ଅନେକ ଦେଶ ରହିଛି। ପ୍ରତ୍ୟେକ ଦେଶ ନିଜର ସ୍ବତନ୍ତ୍ର ପରିଚୟ ପାଇଁ ଜଣାଶୁଣା। ଅନେକ ଦେଶ ସେମାନଙ୍କ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ସମଗ୍ର ବିଶ୍ୱରେ...

୨ ଦିନରେ ଜେଲ୍‌ରେ କଏଦୀ ତିଆରି କଲେ ୨୦୦୦ ମାସ୍କ

ଭୋପାଳ: କରୋନା ଭୂତାଣୁ ସଂକ୍ରମଣକୁ ଏଡ଼ାଇବା ପାଇଁ ମଧ୍ୟପ୍ରଦେଶର ଭୋପାଳ ସେଣ୍ଟ୍ରାଲ ଜେଲରେ ଥିବା କଏଦୀମାନେ ମାସ୍କ ତିଆରି କରିଛନ୍ତି। ୨ ଦିନରେ ଏଠାରେ ୨୦୦୦...

ଦୁନିଆର ସବୁଠୁ ବଡ଼ ଶପିଂ ମଲ୍‌, ରହିଛି ଏସବୁ ସୁବିଧା

ଭାରତରେ ମଲ୍‌ ସଂସ୍କୃତି ନ ଥିଲା । ଆମେରିକାରୁ ଆସିଥିବା ଏହି ଟ୍ରେଣ୍ଡ୍‌ ଭାରତରେ ଏତେ ଦ୍ରୁତ ଗତିରେ ବ୍ୟାପିଯାଇଛି ଯେ, ବର୍ତ୍ତମାନ ମଲ୍‌ଗୁଡ଼ିକ ବଡ଼...

ମହାକାଶରେ ହଜିଗଲା ଦର୍ପଣ

ଓ୍ବାଶିଂଟନ: ମହାକାଶରେ ଠୁଳ ହେଉଥିବା ବର୍ଜ୍ୟରେ ସାମିଲ ହୋଇଛି ଏକ ଛୋଟିଆ ଦର୍ପଣ। ଅନ୍ତଃରାଷ୍ଟ୍ରୀୟ ସ୍ପେସ୍‌ ଷ୍ଟେଶନ (ଆଇଏସ୍‌ଏସ୍‌)ରେ ସ୍ପେସ୍‌ ଓ୍ବାକ୍‌ କରିବା ସମୟରେ ଜଣେ...

ଦାମୀ ଖଟ

ବଲ୍‌ଡାଚିନୋ ସୁପ୍ରିମ୍‌ ବେଡ୍‌ ନାମରେ ପରିଚିତ ଏହି ଦାମୀ ଖଟଟିକୁ ଷ୍ଟୁଆର୍ଟ ହୁଘେସ୍‌ ନାମକ ଜଣେ ଲୋକପ୍ରିୟ ଡିଜାଇନର୍‌ ଡିଜାଇନ୍‌ କରିଥିଲେ। ଷ୍ଟୁଆର୍ଟ ତାଙ୍କ ଜୀବନ...

ପାଠପଢ଼ା ନିଶା: ୯୩ ବର୍ଷରେ ମାଷ୍ଟର ଡିଗ୍ରୀ

ନୂଆଦିଲ୍ଲୀ, ୧୯।୨: ପାଠ ପାଇଁ ଯେ କୌଣସି ନିର୍ଦ୍ଦିଷ୍ଟ ବୟସ ନାହିଁ ତାହା ଜଣେ ୯୩ ବର୍ଷ ବୟସ୍କ ବୃଦ୍ଧଙ୍କ କ୍ଷେତ୍ରରେ ପ୍ରମାଣିତ ହୋଇଛି। ଇନ୍ଦିରା...

ସୁପରହିରୋ ଭଳି ତିନି ମହଲା କୋଠା ଉପରକୁ ଏମିତି ଚଢ଼ୁଛନ୍ତି ବ୍ୟକ୍ତି, ଭିଡିଓ ଦେଖିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

ଦୁନିଆର ଅନେକ ଲୋକ ଏପରି କିଛି ବିପଜ୍ଜନକ କାର୍ଯ୍ୟ କରନ୍ତି, ଯାହା ବିଷୟରେ ଭାବିଲେ ଡର ଲାଗିଥାଏ। ସେହିପରି ଅଗ୍ନିଶମ କର୍ମଚାରୀମାନେ ଅଗ୍ନିକାଣ୍ଡରେ ଲୋକଙ୍କୁ ବଞ୍ଚାଇବା...

Advertisement
Archives

Model This Week