ମ୍ୟୁଜିୟମ୍ ଅଫ୍ ଦ ଫ୍ୟୁଚରରେ ‘ହ୍ୟୁମାନୋଏଡ୍ ରୋବୋ’
ରିୟାଧ: ଦୁବାଇର ମ୍ୟୁଜିୟମ୍ ଅଫ୍ ଦ ଫ୍ୟୁଜର୍ କର୍ତ୍ତୃପକ୍ଷ ସେମାନଙ୍କ ସହ ଆଉ ଜଣେ ନୂଆ ମେମ୍ବରଙ୍କୁ ସାମିଲ କରିବାକୁ ଯାଉଛନ୍ତି। ତେବେ ନୂଆ ମେମ୍ବର ହେଉଛି ହ୍ୟୁମାନୋଏଡ୍ ରୋବୋ, ଯାହାର ନଁା ହେଉଛି ‘ଆମେକା’। ତେବେ ଏହି ହ୍ୟୁମାନୋଏଡ୍ ରୋବୋକୁ…
୯୦ କୋଟିର ପେଣ୍ଟିଂକୁ ନିଜେ ଜାଳିଦେଲେ ଚିତ୍ରଶିଳ୍ପୀ, କାରଣ ଜାଣିଲେ…
ଦୁନିଆରେ ବିଭିନ୍ନ ପ୍ରକାରର ଲୋକ ଅଛନ୍ତି। ସେମାନଙ୍କର ଚିନ୍ତାଧାରା ମଧ୍ୟ ନିଜସ୍ବ ଅନୁଯାୟୀ ଚାଲିଥାଏ। ବେଳେବେଳେ ଆମେ କେତେକ ପ୍ରସିଦ୍ଧ ଏବଂ ଜଣାଶୁଣା ସେଲିବ୍ରିଟିଙ୍କ ବିଷୟରେ କିଛି ଶୁଣିବାକୁ ପାଇଥାଉ। ଯାହା ସମ୍ପୂର୍ଣ୍ଣ ଅଦ୍ଭୁତ ଲାଗେ। ବ୍ରିଟେନର ଜଣେ ପ୍ରସିଦ୍ଧ କଳାକାରଙ୍କ…
ପରୀକ୍ଷା ଖାତାରେ ବିବାହକୁ ନେଇ ଏମିତି ଉତ୍ତର ଲେଖିଲେ ଛାତ୍ର, ଦେଖିଲେ ହସିହସି ଗଡ଼ିବେ
ପ୍ରତିଦିନ କିଛି ନା କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ବେଳେବେଳେ ଭିଡିଓରେ ଭିନ୍ନ କିଛି ଦେଖିବାକୁ ମିଳିଥାଏ। ଯାହା କି ପରବର୍ତ୍ତୀ ସମୟରେ ଟ୍ରେଣ୍ଡ ପାଲଟିଯାଏ। ଏବେ ସେମିତି ଏକ ପୋଷ୍ଟ ଭାଇରାଲ ହେଉଛି, ଯାହା ଦେଖିଲେ ହସିହସି…
ଭୟଙ୍କର ଏରିଆ-୫୧, ଜାଣନ୍ତୁ ଏ ସମ୍ପର୍କରେ…
ଦୁନିଆରେ ଏପରି ଅନେକ ଅଜବ ସ୍ଥାନ ଅଛି, ଯାହା ବିଷୟରେ ଅନେକ ଦୀର୍ଘଦିନ ଧରି ଅନେକ କଥା ଚର୍ଚ୍ଚା ହେଉଛି। ଏଗୁଡ଼ିକ ମଧ୍ୟରୁ କିଛି ସତ ଆଉ କିଛି ଗୁଜବ। ଏହିପରି ଗୋଟିଏ ସ୍ଥାନ ଆମେରିକାରେ ରହିଛି। ଯାହାକୁ ଆମେରିକାର ଏରିଆ-୫୧…
ଜନ୍ମଦିନରେ ଯୁବତୀ ଦେଲେ ଅନ୍ତିମ ସତ୍କାର ପାର୍ଟି, କାରଣ ଜାଣିଲେ…
ପିଲା ହୁଅନ୍ତୁ କିମ୍ବା ବୟସ୍କ। ସମସ୍ତେ ଜନ୍ମଦିନ ପାଳନ କରିବାକୁ ପ୍ରାୟତଃ ଭଲ ପାଆନ୍ତି। ତଥାପି ଅନେକ ଲୋକ ଏହାକୁ ସହଜରେ ଗ୍ରହଣ କରନ୍ତି ନାହିଁ। କିଛି ଲୋକ ଜନ୍ମଦିନକୁ ଏକ ନକାରାତ୍ମକ ଢଙ୍ଗରେ ଦେଖନ୍ତି ଏବଂ ବିଶ୍ୱାସ କରନ୍ତି ଯେ,…
ବିପର୍ଯ୍ୟୟ ପାଇଁ ସତର୍କତା ଜରୁରୀ
ବିପର୍ଯ୍ୟୟ କ୍ଷେତ୍ରରେ ବହୁ ଧନ ଜୀବନ ହାନି ହୋଇଥାଏ। ତେବେ ଏନେଇ ପୂର୍ବରୁ ସତର୍କ ହେଲେ ଧନଜୀବନ ସୁରକ୍ଷିତ ରହିଥାଏ। ଏନେଇ ସଚେତନତା ବୃଦ୍ଧି ପାଇଁ ପ୍ରତିବର୍ଷ ଅକ୍ଟୋବର ୧୩ରେ ବିଶ୍ୱ ବିପର୍ଯ୍ୟୟ ଦିବସ ପାଳନ କରାଯାଇଥାଏ। ଅନ୍ତର୍ଜାତୀୟ ଦିବସ ପ୍ରତ୍ୟେକ…
ସ୍ବାସ୍ଥ୍ୟ ହିଁ ସମ୍ପଦ
କୁହାଯାଏ ସୁସ୍ଥ ଶରୀର ହିଁ ସମ୍ପଦ। ଶରୀର ପ୍ରତି ଯତ୍ନବାନ ହେଲେ ସହଜରେ କୌଣସି ଶାରୀରିକ ସମସ୍ୟା ସୃଷ୍ଟି ହୋଇ ନ ଥାଏ। ଶରୀର ମଧ୍ୟରେ ଦୃଷ୍ଟିଶକ୍ତି ହେଉଛି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦୃଷ୍ଟି ଶକ୍ତି ବଜାୟ ରଖିବା ଏବଂ ଏଥିନେଇ ଦେଖାଦେଉଥିବା…
ଦର୍ଶକ ଭର୍ତ୍ତି ଷ୍ଟାଡିୟମରେ ଯୁବତୀଙ୍କୁ ପ୍ରେମ ନିବେଦନ କରି ଯୁବକ ପାଇଲେ ପାନେ, ଭିଡିଓ ଦେଖିଲେ…
ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ସେଥିମଧ୍ୟରୁ କିଛି ଭିଡିଓକୁ ବାରମ୍ବାର ଦେଖିବାକୁ ଇଚ୍ଛା ହୁଏ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ଜଣେ ଯୁବକ ଦର୍ଶକ ଭର୍ତ୍ତି ହୋଇଥିବା ଷ୍ଟାଡିୟମରେ ଜଣେ ଯୁବତୀଙ୍କୁ…
ଝିଅ ସହ ଡେଟିଂ ପାଇଁ ମା’ ରଖିଲେ ଏହି ୫ ସର୍ତ୍ତ, ଜାଣିଲେ…
ପ୍ରତ୍ୟେକ ମାତାପିତା ପିଲାମାନଙ୍କ ସୁରକ୍ଷା ବିଷୟରେ ଚିନ୍ତା କରିଥାନ୍ତି। ମାତାପିତାଙ୍କ ନିକଟରେ ତାଙ୍କ ପିଲା ଯେତେ ବି ବଡ଼ ହେଉନା କାହିଁକି ସବୁବେଳେ ସେମାନେ ପିଲାଙ୍କୁ ଛୋଟ ବୋଲି ଭାବିଥାନ୍ତି। ଅନେକ ମାତାପିତା ଏନେଇ ବହୁତ ସତର୍କ ରୁହନ୍ତି। ସେହିଭଳି ଜଣେ…
ଚର୍ଚ୍ଚାରେ ସରପଞ୍ଚ ପ୍ରାର୍ଥୀଙ୍କ ପୋଷ୍ଟର
ଚଣ୍ଡିଗଡ: ନିର୍ବାଚନ ସମୟରେ ପ୍ରାର୍ଥୀମାନେ ଭୋଟ ହାତେଇବା ପାଇଁ ଲୋକଙ୍କୁ ନାନା ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବା ଲାଗି ପ୍ରତିଶ୍ରୁତି ଦେଇଥାନ୍ତି। ସେହିପରି ହରିୟାଣାର ସିରସାଢ଼ ଗ୍ରାମରେ ହେବାକୁ ଥିବା ସରପଞ୍ଚ ନିର୍ବାଚନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଜୟକରଣ ଲାଥଓ୍ବାଲ…
ଆଗକୁ ଅସହ୍ୟ ହେବ ଗ୍ରୀଷ୍ମ ପ୍ରବାହ
ଲଣ୍ଡନ: ଆଗକୁ ବିଶ୍ୱରେ ଗ୍ରୀଷ୍ମ ପ୍ରବାହର ମାତ୍ରା ବଢ଼ିବା ଫଳରେ ତାପମାତ୍ରା ମଧ୍ୟ ବୃଦ୍ଧି ପାଇବ। ଲୋକେ ଧରାପୃଷ୍ଠରେ ବାସ କରିବା ଏକପ୍ରକାର କଷ୍ଟକର ହୋଇପଡ଼ିବ ବୋଲି ବିଶେଷଜ୍ଞଙ୍କ ଦ୍ୱାରା କରାଯାଇଥିବା ଏକ ରିପୋର୍ଟରୁ ଜାଣିବାକୁ ମିଳିଛି। ଆଫ୍ରିକାର ସହେଲ, ଏସିଆର…
ବସୁଧା ଟାଙ୍କିକୁ ଚଢ଼ିଗଲା ଭାଲୁ , ଆଉ ତା’ ପରେ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଯାହା ହସର ଖୋରାକ ଯୋଗାଉ ଥିବା ବେଳେ ଅନେକ ସମୟରେ ଭାବପ୍ରବଣ କରିଦିଏ। ବର୍ତ୍ତମାନ ଟୁଇଟରରେ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଏକ ଭାଲୁକୁ…
Archives


